ଶ୍ରୀମନ୍ଦିର ସମ୍ମୁଖରେ ଲାଗିଲା ତିନି ରଥ
ପୁରୀ : ଶ୍ରୀଜୀଉମାନେ ଆଜି ନବଦିନାତ୍ମକ ଯାତ୍ରା ସାରି ବଡ ଦେଉଳକୁ ବାହୁଡିଛନ୍ତି । ବାହୁଡା ଯାତ୍ରା ପାଇଁ ଧାର୍ଯ୍ୟ ନୀତି ନିର୍ଘଣ୍ଟର ବହୁ ପୂର୍ବରୁ ନୀତିକାନ୍ତି ସମ୍ପନ୍ନ ସହିତ ତିନି ରଥ ଶ୍ରୀମନ୍ଦିର ସମ୍ମୁଖରେ ପହଞ୍ଚିଛନ୍ତି । କୋଭିଡ କଟକଣା ଯୋଗୁଁ କେବଳ ସେବାୟତମାନେ ତିନି ରଥକୁ ଟାଣି ଟାଣି ନେଇ ଶ୍ରୀମନ୍ଦିର ସମ୍ମୁଖରେ ପହଞ୍ଚାଇଥିଲେ । ପ୍ରଶାସନର ନିଷ୍ପତ୍ତି ଅନୁଯାୟୀ ଆଜି ଦିନ ୧୨ରେ ତିନି ଠାକୁରଙ୍କ ପହଣ୍ଡି ଆରମ୍ଭ ହୋଇ ଅପରାହ୍ନ ୪ଟାରେ ରଥଟଣା ହୋଇଥାନ୍ତା । ତେବେ ପ୍ରାୟ...
States To Promote Eco Tourism
New Delhi: Eco Tourism has been identified as one of the Niche Tourism areas by Ministry of Tourism for development in the country, said Minister Tourism and Culture, G Kishan Reddy in a written reply in Rajya Sabha today. He said that promotion and development of Tourism, including Eco Tourism, is the primary responsibility of the State Governments and Union...
OCA Implements Vision@2024
Cuttack: The Odisha Cricket Association (OCA) has started working for realization of its Vision@2024, thanks to the overdrive of OCA’s visionary President Pankaj Lochan Mohanty. Mr.Mohanty along with the Team OCA has chalked out the Vision Plan to build a robust ecosystem of cricket in the State. It aims at providing turf wickets across the State which will provide...
କୋଭିଡରୁ ସୁସ୍ଥ ହେଲେ ୯୪ ବର୍ଷୀୟ ବୃଦ୍ଧ
ଭୁବନେଶ୍ୱର : ସମ୍ କୋଭିଡ ହସ୍ପିଟାଲ୍ରେ କୋଭିଡ୍-୧୯ କୁ ପୁଣି ପରାସ୍ତ କଲେ ଜଣେ ବୟୋଜ୍ୟେଷ୍ଠ । ପୁରୀ ଅଂଚଳର ୯୪ ବର୍ଷୀୟ ବୃଦ୍ଧ ସୁରଥ ରାଉତରାୟ କରୋନାରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । କୋଭିଡ ସଂକ୍ରମିତ ହେବା ପରେ ଗୁରୁତର ଅବସ୍ଥାରେ ତାଙ୍କୁ ଭୁବନେଶ୍ୱର ସମ୍ କୋଭିଡ ହସ୍ପିଟାଲ୍ରେ ଗତ ଜୁଲାଇ ୧୩ ତାରିଖରେ ଭର୍ତି କରାଯାଇଥିଲା । ମଙ୍ଗଳବାର ସୁରଥ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ସମ୍ କୋଭିଡ୍ ହସ୍ପିଟାଲ୍ରେ ଭର୍ତି ହେବା ସମୟରେ ତାଙ୍କୁ ଅଧିକ ମାତ୍ରାରେ...
୮୦ ଟଙ୍କାରେ କଂଗ୍ରେସ ପେଟ୍ରୋଲ
ଭୁବନେଶ୍ୱର : ପେଟ୍ରୋଲ, ଡିଜେଲ ଓ ରନ୍ଧନ ଗ୍ୟାସର ଅହେତୁକ ଦରବୃଦ୍ଧି ପ୍ରତିବାଦରେ ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ଅଭିନବ ଉପାୟରେ ଆଜି୮୦ ଟଙ୍କା ପ୍ରତି ଲିଟର ଦରରେ ଜନସାଧାରଣଙ୍କୁ ପେଟ୍ରୋଲ ବିକ୍ରି କରିଛି । ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ସଭାପତି ବିଶ୍ୱଜିତ ଦାଶଙ୍କ ନେତୃତ୍ୱରେ ୟୁନିଟ-୨ ପେଟ୍ରୋଲ ପମ୍ପ ସାମନାରେ ଆଜି ଜିଲ୍ଲାର କର୍ମକର୍ତା ମାନେ ୧୦୦୦ ଲିଟର ପେଟ୍ରୋଲ, ୮୦ ଟଙ୍କା ପ୍ରତି ଲିଟର ହିସାବରେ ସାଧାରଣ ଜନତାଙ୍କୁ ଯୋଗାଇ ଦେଇଛନ୍ତି । ଶ୍ରୀ ଦାଶ କହିଥିଲେ କରୋନା ମହାମାରୀ ସମୟରେ ଆଜକୁ ପ୍ରାୟ...
Center Issues DA Order
New Delhi: The Union Government has issued an order hiking the dearness allowance (DA) Central Government employees with effect from July 1. The Additional Secretary at the Department of Expenditure under the Ministry of Finance, Annie George Mathew has issued the order on Tuesday. “The President is pleased to decide that the Dearness Allowance (DA) payable to Central Government employees shall...
ମୋ ବାଡ଼ି-ମୋ ବଗିଚା କାର୍ଯ୍ୟକ୍ରମର ଶୁଭାରମ୍ଭ
ଭୁବନେଶ୍ୱର : ଭୁବନେଶ୍ୱରକୁ ସବୁଜ ସୁନ୍ଦର କରିବା ସହ ତଟକା ଫଳ, ପନିପରିବା ଇତ୍ୟାଦି ନିଜ ବାଡ଼ିରୁ ପାଇବା ଲକ୍ଷ୍ୟରେ ଓଡ଼ିଶା ସରକାରଙ୍କ ଉଦ୍ୟାନ କୃଷି ନିର୍ଦ୍ଦେଶାଳୟ ପକ୍ଷରୁ ‘ମୋ ବାଡ଼ି-ମୋ ବଗିଚା’ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି । କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ, ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ଆଜି ଏହାର ଶୁଭାରମ୍ଭ କରିଛନ୍ତି । ଚଳିତ ବର୍ଷ ଉଦ୍ୟାନ କୃଷି ନିର୍ଦ୍ଦେଶାଳୟ ପକ୍ଷରୁ ଭୁବନେଶ୍ୱର ସହରର ଏକ ହଜାର ସରକାରୀ ବାସଭବନରେ ୨ଟି...
Bahuda Jatra Pahandi Completes
Puri, July 20: Much ahead of the scheduled time, the Dhadi Pahandi rituals of Lord Jagannath and his siblings performed in pilgrim city Puri amid religious fervour on the auspicious occasion Bahuda Jatra. The Trinity are being brought out of the Gundicha temple in procession amid loud chants of ‘Jai Jagannath, Hari Bola and noises of conchs and ghantas by...
ଅଣଟିକସ ରାଜସ୍ୱର ସିଂହଭାଗ ଖଣିରୁ
ଭୁବନେଶ୍ୱର : ଖଣିଜ କ୍ଷେତ୍ରରୁ ରାଜସ୍ୱ ଆୟ ବୃଦ୍ଧି ପାଇବା ଫଳରେ ଜୁନ୍ ଶେଷସୁଦ୍ଧା ଅଣଟିକସ ରାଜସ୍ୱ ଆଦାୟରେ ରେକର୍ଡ ପରିମାଣର ୧୬୦ ପ୍ରତିଶତ ଅଭିବୃଦ୍ଧି ହୋଇଛି । ଏହି ସମୟରେ ମୋଟ୍ ୧୭,୬୫୬.୭୦ କୋଟିର ଅଣଟିକସ ରାଜସ୍ୱ ଆଦାୟ ହୋଇଛି ଯାହାକି ଗତବର୍ଷ ଏହି ସମୟରେ ୮୩୦୭.୫୪କୋଟି ଟଙ୍କା ଥିଲା । ଚଳିତବର୍ଷର ଜୁନ୍ ଶେଷ ସୁଦ୍ଧା ରାଜ୍ୟର ଆର୍ଥିକ ପ୍ରଦର୍ଶନ ସଂକ୍ରାନ୍ତରେ ହୋଇଥିବା ସମୀକ୍ଷାରୁ ଜଣାଯାଇଛି ଯେ ଅଣଟିକସ ରାଜସ୍ୱ ଆଦାୟ ୧୫୯.୫୫ ପ୍ରତିଶତ ବୃଦ୍ଧି ପାଇଛି ଯାହାର କାରଣ ହେଉଛି...
ଗଣେଶ୍ୱରଙ୍କୁ ଗଣମାଧ୍ୟମ ଦାୟିତ୍ୱ
ଭୁବନେଶ୍ୱର : ଏଆଇସିସି ପକ୍ଷରୁ ଆଜି ପ୍ରଦେଶ ଗଣମାଧ୍ୟମ ବିଭାଗର କମିଟି ଘୋଷଣା ହୋଇଛି। କମିଟିର ଅଧ୍ୟକ୍ଷ ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା ରହିଥିବା ବେଳେ ବରିଷ୍ଠ ସାମ୍ବାଦିକ ସତ୍ୟ ପ୍ରକାଶ ନାୟକଙ୍କୁ ଆବାହକ ଦାୟିତ୍ୱ ମିଳିଛି। ଉକ୍ତ କମିଟିରେ ବରିଷ୍ଠ ବିଧାୟକ ତାରାପ୍ରସାଦ ବାହିନୀପତି ଏବଂ ସୁରେଶ କୁମାର ରାଉତରାୟଙ୍କ ସମେତ ୨୦ ଜଣ ସଦସ୍ୟ ଅଛନ୍ତି। ସେହିପରି ସାମ୍ୱାଦିକ ଦୀପକ କୁମାର ମହାପାତ୍ରଙ୍କୁ ଗଣମାଧ୍ୟମ ସଂଯୋଜକ ଭାବେ ଦାୟିତ୍ୱ ମିଳିଛି। ୨୦୧୯ ନିର୍ବାଚନ ପରେ ଆଜି ପୁନର୍ବାର ନୂତନ ଗଣମାଧ୍ୟମ ଓ...