ଓଡିଶାରେ ୮୪ତମ ଇଣ୍ଡିଆନ ରୋଡ କଂଗ୍ରେସ
ଭୁବନେଶ୍ୱର : ଓଡ଼ିଶାରେ ଅନୁଷ୍ଠିତ ହେଉଛି ୮୪ତମ ଇଣ୍ଡିଆନ ରୋଡ୍ସ କଂଗ୍ରେସ (ଆଇଆର୍ସି) ମହାକୁମ୍ଭ । ୧୯୩୪ ମସିହାରୁ ଆଇଆର୍ସି ଗଠନ ହୋଇଥିବା ବେଳେ ଏଯାବତ୍ ଓଡ଼ିଶାରେ ଆଇଆର୍ସିର ୫ଟି ବାର୍ଷିକ ସମ୍ମିଳନୀ ଆୟୋଜିତ ହୋଇଛି ଏବଂ ପୁଣିଥରେ ୬ଷ୍ଠ ଥର ପାଇଁ ଆୟୋଜନ କରିବାର ସୁଯୋଗ ପାଇଛି ଓଡ଼ିଶା । ଏହି ମହାକୁମ୍ଭକୁ ଉଦ୍ଘାଟନ କରି ସମ୍ବୋଧିତ କରିବେ କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ଶ୍ରୀ ନିତିନ ଗଡ଼କରୀ । ୨୦୧୫ ପରେ ପୁଣି ଏକ ଦଶନ୍ଧି ବ୍ୟବଧାନରେ ଓଡ଼ିଶା...
ବାଲିଯାତ୍ରାରେ ସେବା, ସୁଶାସନ ଓ ଗରିବ କଲ୍ୟାଣ ପ୍ରଦର୍ଶନୀ
ଭୁବନେଶ୍ୱର : ଐତିହାସିକ କଟକ ବାଲିଯାତ୍ରାରେ ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନ କେନ୍ଦ୍ରୀୟ ସଞ୍ଚାର ବ୍ୟୁରୋ (ସିବିସି) ପକ୍ଷରୁ ସେବା, ସୁଶାସନ ଓ ଗରିବ କଲ୍ୟାଣ ପ୍ରଦର୍ଶନୀ ଉଦଘାଟିତ ହୋଇଯାଇଛି। ଏହାକୁ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ଓଡ଼ିଶା କ୍ଷେତ୍ର ଅତିରିକ୍ତ ମହାନିର୍ଦ୍ଦେଶକ (ଏଡିଜି) ଅଖିଳ କୁମାର ମିଶ୍ର ଉଦଘାଟନ କରିଥିଲେ। କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଉତ୍କଳ ବିଶ୍ୱବିଦ୍ୟାଳୟର ସାମାଜିକ ବିଜ୍ଞାନ ବିଭାଗ ମୁଖ୍ୟ ପ୍ରଫେସର ରବୀନ୍ଦ୍ର ଗରଡ଼ ଯୋଗ ଦେଇଥିଲେ। ଉଦଘାଟନୀ ଅଧିବେଶନରେ ବହୁସଂଖ୍ୟାରେ ପରିଦର୍ଶକ ଏହି...
ଗୋ-ମାଫିଆଙ୍କୁ ଗିରଫ ଦାବିରେ ଗୃହ ସଚିବଙ୍କୁ ସ୍ମାରକପତ୍ର
ଭୁବନେଶ୍ୱର : ଆନ୍ଧ୍ରରୁ ଗାଈ ନେଇ ଓଡ଼ିଶା ଫେରୁଥିବା ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନାରେ ଦୁଧିଆଳୀ ଗାଈ ଆଣୁଥିବା ଦୁଗ୍ଧଚାଷୀମାନଙ୍କୁ ଆକ୍ରମଣ କରିଥିବା ଗୋ ମାଫିଆଙ୍କୁ ଗିରଫ ଦାବିରେ ଓଡ଼ିଶା ଦୁଗ୍ଧଚାଷୀ ମହାସଂଘର ଏକ ୫ଜଣିଆ ପ୍ରତିନିଧି ଦଳ ଆଜି ଏହାର ଅଧ୍ୟକ୍ଷ ରବି ବେହେରାଙ୍କ ନେତୃତ୍ୱରେ ରାଜ୍ୟ ଗୃହ ବିଭାଗ ଅତିରିକ୍ତ ମୁଖ୍ୟଶାସନ ସଚିବ ସତ୍ୟବ୍ରତ ସାହୁଙ୍କୁ ତାଙ୍କ କାର୍ଯ୍ୟାଳୟରେ ସାକ୍ଷାତ କରି ଏକ ୪ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ କରିଛନ୍ତି । ଦୁଗ୍ଧଚାଷୀମାନଙ୍କୁ ସୁରକ୍ଷା ଏହି ଦାବିପତ୍ରର ମୂଳ ଉଦ୍ଦେଶ୍ୟ ହୋଇଥିଲେ ହେଁ...
SUM Saves Premature Baby
Bhubaneswar: Doctors and nursing team at the Institute of Medical Sciences and SUM Hospital-1 here have successfully turned around a premature male baby weighing 700 grams at birth who was admitted into the hospital in a critical condition. Born at 25 weeks to a woman from Kendrapara district, the baby received treatment at two other hospitals before being admitted to...
ଡିଏଭି ବେଦାନ୍ତ ଜିତିଲା ରାଜ୍ୟସ୍ତରୀୟ ଆଇଡିଆଥନ୍
ଭୁବନେଶ୍ୱର : ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦକ ବେଦାନ୍ତ ଆଲୁମିନିୟମ, ଲାଞ୍ଜିଗଡ଼ର ଡିଏଭି ବେଦାନ୍ତ ଇଣ୍ଟରନ୍ୟାସନାଲ ସ୍କୁଲର ଦୁଇ ଯୁବ ଉଦ୍ଭାବକ - ଲୋକେଶ ଲାଲ ମାଝୀ ଏବଂ ଅମୟ ପ୍ରସାଦ ମହାକୁଡ, ଉଭୟ ଏକାଦଶ ଶ୍ରେଣୀର ଛାତ୍ରଙ୍କ ଉଲ୍ଲେଖନୀୟ ସଫଳତାକୁ ଗର୍ବର ସହିତ ପାଳନ କରୁଛି। ଛାତ୍ରମାନେ ଭୁବନେଶ୍ୱରର କିଟ୍ ବିଶ୍ୱବିଦ୍ୟାଳୟରେ ଅନୁଷ୍ଠିତ ପ୍ରତିଷ୍ଠିତ ଏଟିଏଲ୍ ସ୍ପାର୍କ ଟ୍ୟାଙ୍କ - ଫ୍ୟୁଚର୍ ମେକର୍ ଆଇଡିଆଥନ୍ ରେ ପ୍ରଥମ ପୁରସ୍କାର ଜିତି କଳାହାଣ୍ଡି ପାଇଁ ଅତ୍ୟନ୍ତ ଗର୍ବ ଆଣିଛନ୍ତି। ସାରା ଓଡ଼ିଶାର ସ୍କୁଲରୁ ୧୦୮ଟି...
Nuapada Battle Intensifies
Nuapada: The campaign for the Nuapada Assembly by-election, scheduled for November 11, has reached a fever pitch as major political parties deploy their top leaders in the high-stakes triangular contest. The by-poll was necessitated by the untimely demise of the sitting Biju Janata Dal (BJD) MLA, Rajendra Dholakia. The Bharatiya Janata Party (BJP), which rules the state, intensified its campaign...
ଉପକୂଳ ସୁରକ୍ଷା ନେଇ ମାନସ ମନ୍ଥନ
ଭୁବନେଶ୍ୱର : ଓଡିଶା ପୋଲିସ ରେଳବାଇ ଓ ଉପକୂଳ ସୁରକ୍ଷା ଆନୁକୂଲ୍ୟରେ ପୋଲିସ ଅଧିକାରୀମାନଙ୍କ ପାଇଁ ଏକ ଦିନିଆ ଦକ୍ଷତା ବୃଦ୍ଧି କର୍ମଶାଳା ଅନୁଷ୍ଠିତ ହୋଇ ଯାଇଛି। ଅଧିକାରୀମାନଙ୍କ ବୃତ୍ତିଗତ ଦକ୍ଷତା ଓ କାର୍ଯ୍ୟକୁଶଳତା ବୃଦ୍ଧି କରିବା, ରେଳବାଇ ଓ ଉପକୂଳ ସୁରକ୍ଷା ବିଷୟରେ ସଚେତନତା ଓ ଅପରାଧ ତଦନ୍ତରେ ବୈଷୟିକ ଜ୍ଞାନର ଭୂମିକା, ସାଇବର ଅପରାଧ, ଆଧୁନିକ ପ୍ରଣାଳୀରେ ତଦନ୍ତ, ଜାତୀୟ ଏବଂ ଅନ୍ତର୍ଜାତୀୟ ସାମୁଦ୍ରିକ ଆଇନ୍ ଭଳି ବିଭିନ୍ନ ଆଇନଗତ ଦିଗ ଉପରେ ସବିଶେଷ ଆଲୋଚନା କରାଯାଇଛି। ଡିଜିପି ଶ୍ରୀ ଯୋଗେଶ...
ନୂଆପଡାରେ ବୁଥ ସ୍ତରୀୟ ଭୋଟର ସଚେତନତା
ଭୁବନେଶ୍ୱର : ନୂଆପଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀର ମତଦାତାମାନଙ୍କୁ ଉପନିର୍ବାଚନ ସମ୍ପର୍କରେ ସଚେତନ କରିବା ଉଦ୍ଦେଶ୍ୟରେ ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ ମାର୍ଗଦର୍ଶନରେ ବୁଥ ସ୍ତରୀୟ ଅଧିକାରୀମାନେ ଘରକୁ ଘର ଯାଇ ଭୋଟର ସୂଚନା ପତ୍ର ଓ ଭୋଟର ମାର୍ଗ ଦର୍ଶିକା ପୁସ୍ତିକା ବିତରଣ କରିଛନ୍ତି । ସୂଚନା ଯୋଗ୍ୟ ଯେ, ନୂଆପଡା ନିର୍ବାଚନ ମଣ୍ଡଳୀରେ ୨ ଲକ୍ଷ ୫୧ ହଜାର ୯୧୯ ଭୋଟର ସୂଚନା ପତ୍ର ଏବଂ 85 ହଜାର ଭୋଟର ମାର୍ଗ ଦର୍ଶିକା ପୁସ୍ତିକା ବିତରଣ କରାଯାଇଛି । ଭୋଟର ତାଲିକାରେ ମତଦାତାଙ୍କ...
Bihar Votes; Big Shots in Fray
Patna: The crucial first phase of the Bihar Assembly elections began today, with voting taking place across 121 constituencies in 18 districts. Over 3.75 crore voters are determining the future of 1,314 candidates, in an election day marked by political theatre, celebrity debuts, and a historic return to democracy in sensitive areas. Democracy Returns to Munger’s Bhimbandh after two decades....
DDWS Campaign Scripts Success
New Delhi: The Department of Drinking Water and Sanitation (DDWS), under the direct guidance of Secretary Shri Ashok Kumar Meena, successfully concluded the nationwide Special Campaign 5.0 (SC 5.0) which ran from October 2nd to October 31st, 2025. The campaign focused on improving governance through the timely resolution of pending references, better record management, and extensive cleanliness initiatives. Shri Meena...










