ଜାତୀୟ ମାଗାଜିନରେ କେଜିବିଭି ଛାତ୍ରୀ ବିଭୂତି

ଭୁବନେଶ୍ବର : ଜାତୀୟସ୍ତରୀୟ ମାଗାଜିନ୍ ରେ ସ୍ଥାନ ପାଇବ କେଜିବିଭି ଛାତ୍ରୀଙ୍କ ସଫଳତାର କାହାଣୀ । ଜାତୀୟସ୍ତରୀୟ ହାଣ୍ଡବଲ୍ ଖେଳାଳୀ ବିଭୂତି ମୁଣ୍ଡାଗାଡ଼ିଆଙ୍କ ସଫଳତାର କାହାଣୀ ଜାତୀୟସ୍ତରୀୟ ମାଗାଜିନ୍ ରେ ପ୍ରକାଶ ପାଇବ ।  ମାଲକାନାଗିରି ଜିଲ୍ଲା ସିନ୍ଧ୍ରିମାଳ ସ୍ଥିତ କସ୍ତୁରବାଗାନ୍ଧୀ ଆବାସିକ ବାଳିକା ବିଦ୍ୟାଳୟର ଦଶମ ଶ୍ରେଣୀ ଛାତ୍ରୀ ହେଉଛନ୍ତି ବିଭୂତି ମୁଣ୍ଡାଗାଡ଼ିଆ । ହାଣ୍ଡବଲ୍ ଖେଳ ପ୍ରତି ଥିବା ତାଙ୍କର ଶ୍ରଦ୍ଧା ଓ ସମର୍ପଣ ତାଙ୍କୁ ଆଜି ଜାତୀୟସ୍ତରରେ ପରିଚୟ ପ୍ରଦାନ କରିଛି । ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରାଳୟର ବିଦ୍ୟାଳୟ...

ବର୍ଷକୁ ବର୍ଷ ବଢୁଛି ନିଶାଡିଙ୍କ ଆତ୍ମହତ୍ୟା

0

ଭୁବନେଶ୍ୱର : ନିଶାଡିମାନଙ୍କର ଅତ୍ମହତ୍ୟାର ହାର ଦେଶରେ ବର୍ଷକୁ ବର୍ଷ ବଢିବାରେ ଲାଗିଛି ୨୦୧୮ ମସିହାରେ ଦେଶରେ ୭୧୯୩ ଜଣ ନିଶାଡି ଆତ୍ମହତ୍ୟା କରିଥିବାବେଳେ ୨୦୨୨ରେ ଏହି ସଂଖ୍ୟା ୧୧ହଜାରକୁ ଟପିଯାଇଛି । ଅବଶ୍ୟ ଓଡିଶାରେ ଏହି ସମୟ ମଧ୍ୟରେ ନିଶାଡି ଆତ୍ମହତ୍ୟା ହାର ହ୍ରାସ ପାଇବା ସହିତ ୨୦୨୨ରେ ଏହା ଶୂନ ରହିଛି । ନିଶାଡିମାନଙ୍କ ଆତ୍ମହତ୍ୟା ସଂକ୍ରାନ୍ତରେ ପଚରା ଯାଇଥିବା ଏକ ପ୍ରଶ୍ନର ଉତ୍ତରରେ ଲୋକସଭାରେ ଏହି ସୂଚନା ଦେଇଛନ୍ତି କେନ୍ଦ୍ର ସାମାଜିକ ସୁରକ୍ଷା ଓ ସଶକ୍ତିକରଣ ମନ୍ତ୍ରୀ ବି.ଏଲ୍‍.ବର୍ମା ।...

Sanjeeb K Mishra Gets Finance

Bhubaneswar: Shri Sanjeeb Kumar Mishra, IAS (RR-1997), has been appointed as the Principal Secretary to Government, Finance Department. Prior to this new role, Shri Mishra served as the Principal Secretary to Government, Odia Language, Literature & Culture Department, and held additional charge as Principal Secretary to Government, ST & SC Development, M&BCW Department. His extensive experience includes serving in several...

Indra M Tripathy Gets Factories

Bhubaneswar: The Government of Odisha today announced a series of significant bureaucratic reassignments, affecting several IAS officers across various departments. The changes aim to streamline administration and optimize departmental functions. Shri Indramani Tripathy, IAS (SCS-2011), currently serving as Labour Commissioner, Odisha, has been granted additional charge as Inspector of Factories and Boilers, Odisha. In another key move, Shri Manish Agarwal, IAS...

Hemant Sharma Gets I&PR

Bhubaneswar: Shri Hemant Sharma (IAS: RR-1995), Additional Chief Secretary to Government, Industries Department and Chairman, IPICOL, will now also hold the additional charge of Additional Chief Secretary to Government, Information & Public Relations Department. The Government of Odisha announced a significant reshuffle of Indian Administrative Service (IAS) officers on July 22, 2025. Shri Sanjeeb Kumar Mishra (IAS: RR-1997) ...

Changes In Collector Level Effected

Bhubaneswar: Odisha Government has appointed new Collectors & District Magistrates in 16 Districts on 22 July.Shri Raghuram R. Iyer (IAS: SCS-2013) is appointed as Collector & District Magistrate, Kendrapara. Dr. Maheswar Swain (IAS: SCS-2014) is appointed as Collector & District Magistrate, Nabarangpur. Shri Amrit Ruturaj (IAS: RR-2015) is appointed as Collector & District Magistrate, Khordha. Shri Dibya Jyoti Parida...

ଗୋଟିଏ ଦିନରେ ତିନି ଜିଲ୍ଲାରେ ଦୁଷ୍କର୍ମ

ଭୁବନେଶ୍ୱର : ରାଜ୍ୟରେ ଉଦବେଗଜନକ ଭାବେ ବୃଦ୍ଧି ପାଉଥିବା ନାରୀ ନିର୍ଯାତନାକୁ ନେଇ ବିଜୁ ଜନତା ଦଳ ଅଭିଯୋଗ କରିଛି ଯେ, ମହିଳାମାନେ ଘର କୋଣରେ ରୁହନ୍ତୁ ଓ ଘରୁ ଗୋଡ କାଢନ୍ତୁ ନାହିଁ ବୋଲି ବିଜେପି ସରକାର ଚାହେଁ । ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ବିଧାୟକ ଶ୍ରୀ ପ୍ରଶାନ୍ତ ମୁଦୁଲି, ପୂର୍ବତନ ବିଧାୟକ ଶ୍ରୀ ଚିରଂଜୀବୀ ବିଶ୍ୱାଳ ଏବଂ ଭୁବନେଶ୍ୱର ମେୟର ଶ୍ରୀମତୀ ସୁଲୋଚନା ଦାସ ପ୍ରମୁଖ ଗୋଟିଏ ଦିନରେ ୩ଟି ଜିଲ୍ଲାରେ ଦୁଷ୍କର୍ମ ଓ ଗଣଦଷ୍କର୍ମ ସହ ପୁରୀରେ ତିନି ଭଉଣୀଙ୍କୁ...

Odisha Sets 2 New OISF Battalions

Bhubaneswar: Odisha Government has announced the establishment of two new Odisha Industrial Security Force (OISF) Battalions. These are designated as the 3rd and 4th OISF Battalions. This expansion will create 1944 new posts across various ranks within the OISF. Infact Odisha Government has created around 21000 Posts in State Police Sector during last 8 months. Chief Minister Mohan Charan...

ଆକାଂକ୍ଷୀ ବ୍ଲକରେ ତାଲିକାରେ ଆଉ ୧୧

0

ଭୁବନେଶ୍ୱର : ଓଡ଼ିଶାର ୧୧ଟି ନୂଆ ବ୍ଲକ ନୀତି ଆୟୋଗ ଦ୍ୱାରା ଆକାଂକ୍ଷୀ ବ୍ଲକ ଯୋଜନାରେ ସାମିଲ ହୋଇଛି । କେନ୍ଦୁଝର ଜିଲ୍ଲାର ୫ଟି ବ୍ଲକ ଓ ମୟୂରଭଞ୍ଜ ଜିଲ୍ଲାର ୬ଟି ନୂଆ ବ୍ଲକ ସାମିଲ ହୋଇଛି। ଏହାଦ୍ୱାରା ବର୍ତ୍ତମାନ ଓଡ଼ିଶାର ସମୁଦାୟ ୪୦ଟି ବ୍ଲକ ଆକାଂକ୍ଷୀ ବ୍ଲକ ରେ ପରିଣତ ହୋଇଛି । ସୂଚନାଯୋଗ୍ୟ ଯେ, ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଏହି ବ୍ଲକ ଗୁଡ଼ିକୁ ସାମିଲ କରିବା ପାଇଁ ନୀତି ଆୟୋଗକୁ ଅନୁରୋଧ କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧକୁ ଗ୍ରହଣ...

ରାଜ୍ୟରେ ସୃଷ୍ଟି ହେବ ଅଧିକ ୬୩୫୮ ବୁଥ

0

ଭୁବନେଶ୍ଵର : ଆଜି ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ଆର. ଏସ.  ଗୋପାଳନ ବିଭିନ୍ନ ସିକୃତିପ୍ରାପ୍ତ ରାଜନୈତିକ ଦଳ ଗୁଡିକ ସହ ବୈଠକ କରିଛନ୍ତି । ଏହି ବୈଠକ ରେ ରାଜ୍ୟରେ ଅଧିକ ଛଅ ହଜାର ତିନିଶହ ଅଠାବନ ବୁଥ ସୃଷ୍ଟି ଏବଂ ବୁଥ ସ୍ତରୀୟ ଏଜେଣ୍ଟ (ବିଏଲଏ)ଙ୍କୁ ନିଯୁକ୍ତ ବେଳେ ଆବେଦନ ଫର୍ମ(ବିଏଲଏ-୨)ରେ ଫଟୋ ଏବଂ ମୋବାଇଲ ନମ୍ବର ନିଶ୍ଚିତ ଦେବାକୁ ପଡିବ ବୋଲି ସେ ଉପସ୍ଥିତ ରାଜନୈତିକ ଦଳ ଗୁଡିକର ସଦସ୍ୟଙ୍କୁ କହିଥିଲେ । ଭୋଟରଙ୍କ ସୁବିଧା ତଥା ଭିଡ କମାଇବା...