Dr.Upadhyaya Gets Odia Language, Literature & Culture
Bhubaneswar: In a move reflecting Chief Minister Mohan Charan Majhi's commitment to safeguarding Odisha's 'Asmita' (Pride), Dr. Bijaya Ketan Upadhyaya, a distinguished IAS Officer of the 2009 Batch, has been appointed as the Secretary of the Odia Language, Literature & Culture Department. Department of General Administration and Public Grievance has brought out this notification along with other senior IAS Officers....
Patil Gets Co-op & Urban
Bhubaneswar: The Government of Odisha today announced a series of appointments and reassignments within its Indian Administrative Service (IAS) cadre, as detailed in a notification issued by the General Administration & Public Grievance Department. Shri Rajesh Prabhakar Patil, IAS (RR-2005), previously Commissioner, Bhubaneswar Municipal Corporation with additional charges, has been appointed Commissioner-cum-Secretary to Government, Co-operation Department. He will retain...
ମିଶନ ବାତ୍ସଲ୍ୟ ଉପରେ ଫୋକସ୍
ଭୁବନେଶ୍ୱର : ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ରାଜ୍ୟସ୍ତରୀୟ ଶିଶୁ ସୁରକ୍ଷା ଓ କଲ୍ୟାଣ ତଦାରଖ ତଥା ସମୀକ୍ଷା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ଶିଶୁ ସୁରକ୍ଷା କ୍ଷେତ୍ରରେ ଓଡ଼ିଶାରେ ରହିଥିବା ବିଭିନ୍ନ ସରକାରୀ ବ୍ୟବସ୍ଥା, କାର୍ଯ୍ୟ କରୁଥିବା ବେସରକାରୀ ସଂସ୍ଥା, ଅନୁଷ୍ଠାନ, ସୂଚନା ଶିକ୍ଷା ଓ ଯୋଗାଯୋଗ ବ୍ୟବସ୍ଥା ଏବଂ ସମର୍ଥନ ଉପରେ ବିଶେଷ ଆଲୋଚନା କରାଯାଇଥିଲା । ଓଡିଶାରେ କେନ୍ଦ୍ର ସରକାରଙ୍କ ମିଶନ ବାତ୍ସଲ୍ୟ ଯୋଜନାକୁ କାର୍ଯ୍ୟକାରୀ କରିବା ନିମନ୍ତେ ଏହି ବୈଠକରେ ଆଲୋଚନା କରାଯାଇଥିଲା...
ସମ୍ରେ ନବଜାତ ଏନ୍ଆଇଭି କର୍ମଶାଳା
ଭୁବନେଶ୍ୱର: ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍ ପକ୍ଷରୁ ନିକଟରେ ରାଜ୍ୟସ୍ତରୀୟ ନବଜାତ ନନ୍ ଇନ୍ଭାସିଭ ଭେନ୍ଟିଲେସନ୍ (ଏନଆଇଭି) କର୍ମଶାଳା ଆୟୋଜିତ ହୋଇଯାଇଛି । ଏଥିରେ ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ପ୍ରାୟ ୪୬ ଜଣ ଡାକ୍ତର ଓ ନର୍ସ ଯୋଗ ଦେଇଥିଲେ । ନନ୍ ଇନ୍ଭାସିଭ ଭେନ୍ଟିଲେସନ୍ ପ୍ରକ୍ରିୟାର ବିଭିନ୍ନ ପ୍ରୟୋଗ ସମେତ କନ୍ଟିନୁୁ୍ୟୟସ ପଜିଟିଭ୍ ଏୟାରୱେ ପ୍ରେସର (ସିପିଏପି), ହାଇ ଫ୍ଲୋ ନାଜାଲ କାନୁଲା (ଏଚ୍ଏଫ୍ଏନ୍ସି) ଏବଂ ନନ୍ ଇନ୍ଭାସିଭ୍ ପଜିଟିଭ ପ୍ରେସର ଭେନ୍ଟିଲେସନ୍ (ଏନ୍ଆଇପିପିଭି) ସମ୍ପର୍କରେ ଏହି କର୍ମଶାଳାରେ...
17 Tourists Rescued
Bargarh: A harrowing situation unfolded on Wednesday evening in the Gandhamardan Hills near Harishankar, as a group of seventeen tourists found themselves stranded after losing their way amidst torrential rainfall and rapidly fading light. The trekkers, who had embarked from the Harishankar foothills with the aim of reaching the Nrusinghanath Temple on the opposite side of the range, reportedly veered...
UCCIL & EPFO Launch Job-Boosting ELI Scheme
Bhubaneswar: The Utkal Chamber of Commerce and Industry Ltd. (UCCIL), in collaboration with EPFO Bhubaneswar, successfully hosted an insightful workshop today on the newly introduced Employment Linked Incentive (ELI) Scheme, aimed at bolstering employment generation and formalizing the workforce. The event, chaired by Dr. Prabodh Mohanty, President of UCCIL, highlighted the Chamber's proactive stance in empowering local businesses and...
Odisha Ignites Solar Push
Bhubaneswar; Odisha is aggressively accelerating its solar energy programs, including the PM Surya Ghar Abhiyan, with a focus on simplifying procedures, introducing innovative models, and boosting public awareness. This strategic push aims to overcome existing challenges and significantly enhance the state's renewable energy footprint. High-level government engagement underscores the state's commitment. Vishal Dev, Principal Secretary Energy, is actively working to accelerate...
FM Tragedy Fuels Bottle Ban
Bhubaneswar: Petrol pumps across Odisha have reportedly ceased dispensing fuel into any form of bottles or containers, including tin jars, causing significant inconvenience to customers. This stringent measure comes in the wake of a tragic incident where a student from FM College, Balasore, succumbed to severe burn injuries at AIIMS Bhubaneswar after an act of self-immolation. Despite a government directive...
କାରାମୁକ୍ତି ପ୍ରୟାସ ଜାରି
ଭୁବନେଶ୍ୱର : ଗ୍ରାହାମ୍ ଷ୍ଟେନ୍ସ ଓ ତାଙ୍କ ଦୁଇ ନାବାଳକ ସନ୍ତାନଙ୍କୁ ଜୀଅନ୍ତା ପୋଡ଼ି ମାରିଥିବା ଅଭିଯୋଗରେ ଆଜୀବନ କାରାଦଣ୍ଡ ଭୋଗୁଥିବା ମୁଖ୍ୟ ଅପରାଧୀ ରବୀନ୍ଦ୍ର କୁମାର ପାଲ୍ ଓରଫ ଦାରା ସିଂର ମୁକ୍ତି ପାଇଁ ତାହାର ଅନ୍ୟ ଜଣେ ସହ ଅପରାଧୀ ଏବେ ଭାରତର ରାଷ୍ଟ୍ରପତିଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ଦାରାଙ୍କୁ କ୍ଷମା ଦିଆଯାଇ କାରାମୁକ୍ତ କରିବା ପାଇଁ ଏହି ସହଅଭିଯୁକ୍ତ ତାଙ୍କ ଆବେଦନରେ ଦର୍ଶାଇଥିବା ଘଟଣା ଏବେ ବିଭିନ୍ନ ମହଲରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ହୋଇଛି । ଏଠାରେ ଉଲ୍ଲେଖନୀୟ ଯେ...
ଅନିଶ୍ଚିତତା ଘେରରେ ଛାତ୍ର ସଂସଦ ନିର୍ବାଚନ
ଭୁବନେଶ୍ୱର : ଛାତ୍ରୀ ଆତ୍ମାହୂତି ଓ ଅନ୍ୟାନ୍ୟ ନାରୀ ନିର୍ଯାତନା ପ୍ରସଂଗକୁ ନେଇ ଯେଉଁ ସରଗରମ ପରିସ୍ଥିତି ସୃଷ୍ଟି ହୋଇଛି ସେଥିରେ ଚଳିତବର୍ଷ ଛାତ୍ର ସଂସଦ ନିର୍ବାଚନ ଓଡ଼ିଶାରେ ହେବ କି ନାହିଁ ସେଥିଘେନି ଏବେଠାରୁ କୌଣସି ପୂର୍ବାନୁମାନ କରିହେବ ନାହିଁ । ଏଠାରେ ଉଲ୍ଲେଖନୀୟ ଯେ କୋଭିଡ୍, ଆଇନ୍ଶୃଙ୍ଖଳା ପରିସ୍ଥିତି ଓ ଶୈକ୍ଷିକ ବାତାବରଣର ଆଳ ଦେଖାଇ ପ୍ରାୟ ୬ବର୍ଷ ହେବ ରାଜ୍ୟର ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟଗୁଡ଼ିକରେ ଛାତ୍ର ସଂସଦ ନିର୍ବାଚନ ହୋଇନାହିଁ । ବିରୋଧୀ ଦଳରେ ଥିବାବେଳେ ବିଜେପି ଓ ଏବିଭିପି...










