ବିଶ୍ୱ ଦକ୍ଷତା କେନ୍ଦ୍ରରେ ‘ଟ୍ରେନିଂଅଫ୍ ଟ୍ରେନର୍ସ’
ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ଦ୍ୱାରା ଭୁବନେଶ୍ୱରଠାରେ ସ୍ଥାପିତ ବିଶ୍ୱ ଦକ୍ଷତା କେନ୍ଦ୍ରଠାରେ ‘ଟ୍ରେନିଂ ଅଫ୍ ଟ୍ରେନର୍ସ (ଟିଓଟି) କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ବିଶ୍ୱ ଦକ୍ଷତା କେନ୍ଦ୍ରର ଏକାଡେମୀ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିହାରର ବିଭିନ୍ନ ସରକାରୀ ଆଇଟିଆଇର ପ୍ରଶିକ୍ଷକମାନେ ଭାଗନେଇ ଅତ୍ୟାଧୁନିକ ‘ଶିକ୍ଷାଦାନ ଓ ମୂଲ୍ୟାଙ୍କନ’ ବିଷୟରେ ତାଲିମ ନେଇଥିଲେ। ବିଶ୍ୱ ଦକ୍ଷତା କେନ୍ଦ୍ର ଏବଂ ବିହାର ଦକ୍ଷତା ମିଶନ ଭିତରେ ହୋଇଥିବା ଏମଓୟୁ ଆଧାରରେ ଏହି କାର୍ଯ୍ୟକ୍ରମ ଦୁଇ ସପ୍ତାହ ଧରି ଚାଲିଥିଲା। ଏଥିରେ ୩୪ ଜଣ ପ୍ରଶିକ୍ଷକ ଯୋଗ...
କୋହଳ ହେଲା ଇଏସ୍ଆଇସି ପଞ୍ଜିକରଣ
ଭୁବନେଶ୍ୱର: କର୍ମଚାରୀ ରାଜ୍ୟ ବୀମା ନିଗମ ପକ୍ଷରୁ ଅଣ ପଞ୍ଜିକୃତ କର୍ମ ସଂସ୍ଥାନଗୁଡ଼ିକ ପାଇଁ ଏକ ବିଶେଷ ସୁଯୋଗ ଘୋଷଣା କରାଯାଇଛି। ନିଗମ ପକ୍ଷରୁ ପ୍ରସ୍ତୁତ ସ୍ୱତନ୍ତ୍ର ‘ସ୍ପ୍ରୀ-୨୦୨୫’ ଯୋଜନା ମାଧ୍ୟମରେ ଅଣ ପଞ୍ଜିକୃତ ସଂସ୍ଥାମାନେ ସେମାନଙ୍କ କର୍ମଚାରୀଙ୍କୁ ବିନା କୌଣସି ବକେୟା ଦେୟ ବା ରେକର୍ଡ ଯାଞ୍ଚରେ ପଞ୍ଜିକୃତ କରିପାରିବେ। ଖାଲି ସେତିକି ନୁହେଁ, ଏହି ଯୋଜନାରେ ପଞ୍ଜିକୃତ କର୍ମଚାରୀ ବି ଅବିଳମ୍ବେ ଚିକିତ୍ସା ଓ ଦୁର୍ଘଟଣା ବୀମା ସୁବିଧା ପାଇପାରିବେ। ସମସ୍ତଙ୍କୁ ସାମାଜିକ ସୁରକ୍ଷା ପରିଧିରେ ଆଣିବା ପାଇଁ ଏହି...
Bhubaneswar KPO Hiring On Rise
Bhubaneswar, a city rapidly transforming into a smart urban center, is experiencing a significant surge in its Knowledge Process Outsourcing (KPO) sector, with a remarkable 21% increase in hiring attributed primarily to the burgeoning finance-tech firms. This increase is recorded between January-June in 2025. This impressive growth underscores the city's emergence as a key player in India's IT landscape. Among Tier...
Identity Blooms With “Indradhanu”
The 12th edition of Odisha Manaska, a monthly discussion forum, took place yesterday at Sahid Nagar, featuring a vibrant interaction with the cast and crew of the upcoming Odia film, Indradhanu. Hosted at the head office of ExtraOdinari and Safe Odisha For Her, the July edition, organized by All Things Odisha, delved into the multifaceted theme of "From Monochrome...
FM Tragedy;Principal Arrested
Balasore: In a significant development in the shocking student immolation case, Balasore police have arrested Dilip Ghosh, the Principal of Fakir Mohan (Autonomous) College. This arrest follows the earlier apprehension of Samir Kumar Sahu, the Head of the Department (HOD) of Educational Studies, who is the prime accused in the sexual harassment allegations that led to the tragic incident. The...
Kangaroo Courts; A Worrying Symptom
Bhubaneswar: The persistent and alarming rise of "Kangaroo Courts" in Odisha has become a significant human rights crisis, particularly evident in the Ganjam, Rayagada, and Koraput districts. These informal, extralegal bodies are not merely an alternative dispute resolution mechanism; they are deeply entrenched in local social structures and often mete out barbaric punishments, leading to severe physical and psychological trauma...
ମହିଳା ଓ ଶିଶୁଙ୍କ ପ୍ରତି ନିର୍ଯାତନା ରୋକିବ କିଏ ?
ଭୁବନେଶ୍ୱର : ଓଡ଼ିଶା ସମେତ ଦେଶର ବିଭିନ୍ନ ରାଜ୍ୟରେ ମହିଳା ଓ ଶିଶୁମାନଙ୍କ ପ୍ରତି ଅତ୍ୟାଚାର ବଢ଼ି ଚାଲିଛି । ଓଡ଼ିଶାରେ ଘଟୁଥିବା ମହିଳା ଅତ୍ୟାଚାର ପ୍ରସଂଗରେ ଜାତୀୟ ମହିଳା କମିଶନ ବାରମ୍ବାର ଉଦ୍ବେଗ ପ୍ରକାଶ କରୁଥିବା ବେଳେ ରାଜ୍ୟରେ କିନ୍ତୁ ମହିଳା କମିଶନ ଅଚଳ ଅବସ୍ଥାରେ ପଡ଼ିରହିଛି । ଫଳରେ ଉତ୍ପୀଡ଼ନର ଶିକାର ହେଉଥିବା ମହିଳାମାନେ ରାଜ୍ୟ କମିଶନଙ୍କ ଦ୍ୱାରସ୍ଥ ହୋଇପାରୁ ନାହାନ୍ତି । ସେହିଭଳି ରାଜ୍ୟ ଶିଶୁ ସୁରକ୍ଷା କମିଶନ ମଧ୍ୟ ଅଚଳାବସ୍ଥାରେ ଥିବାରୁ ଶିଶୁଙ୍କ ପ୍ରତି ନିର୍ଯାତନା ଘଟଣାର...
ପଛୁଆ ବର୍ଗ ସଂରକ୍ଷଣ ବୃଦ୍ଧି ଆଶା କ୍ଷୀଣ
ଭୁବନେଶ୍ୱର : ପଛୁଆ ବର୍ଗଙ୍କୁ ସରକାରୀ ଚାକିରି କ୍ଷେତ୍ରରେ ୨୭ ପ୍ରତିଶତ ସ୍ଥାନ ସଂରକ୍ଷଣ ଦେବାକୁ ୩୦ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି ଓଡ଼ିଶା ସରକାର ଉଦ୍ୟମ କରୁଥିବାବେଳେ କେନ୍ଦ୍ରର ସହଯୋଗ ମିଳୁନଥିବାରୁ ଏହା ସମ୍ଭବପର ହୋଇପାରୁ ନାହିଁ । ଏ କ୍ଷେତ୍ରରେ ଉଭୟ ବିଜେପି ନେତୃତ୍ୱାଧୀନ ଏନ୍ଡିଏ ଓ କଂଗ୍ରେସ ନେତୃତ୍ୱାଧୀନ ୟୁପିଏ ସରକାର ଠାରୁ ଆବଶ୍ୟକୀୟ ସହଯୋଗ ମିଳିପାରୁ ନାହିଁ ବୋଲି ସଂରକ୍ଷଣ ସପକ୍ଷବାଦୀମାନେ ମତ ପୋଷଣ କରୁଛନ୍ତି । ଆଇନ୍ ବିଶାରଦମାନେ କହୁଛନ୍ତି ଯେ ଇନ୍ଦ୍ରା ସାୱାନୀ ମାମଲାରେ ସୁପ୍ରିମକୋର୍ଟର ସାମ୍ବିଧାନିକ...
ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଦାବିକଲା କଂଗ୍ରେସ
ଭୁବନେଶ୍ବର : ଫକୀର ମୋହନ ସ୍ୱୟଂଶାସିତ ମହାବିଦ୍ୟାଳୟର ଶିକ୍ଷା ବିଭାଗର ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ ଘଟଣା ପ୍ରସଙ୍ଗରେ ଆଜି କଂଗ୍ରେସ ଭବନ ରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ମହିଳା କଂଗ୍ରେସ ସଭାନେତ୍ରୀ ଶ୍ରୀ ମିନାକ୍ଷୀ ବାହିନୀପତି କହିଥିଲେ କି ପୀଡ଼ିତା ଝିଅଟିକୁ ଦୀର୍ଘଦିନ ଧରି ଉକ୍ତ କଲେଜ ର ବିଭାଗୀୟ ମୁଖ ସମୀର ସାହୁ ତାଙ୍କୁ ମାନସିକ ଏବଂ ଶାରିରୀକ ନିର୍ଯ୍ୟାତନା ଦେଇ ଆସୁଛନ୍ତି।ଉକ୍ତ ମହାବିଦ୍ୟାଳୟରେ ସ୍ଥାୟୀ ଅଧ୍ୟକ୍ଷ ନ ଥିବାରୁ ଛାତ୍ରୀ ଜଣଙ୍କ ଭାରାପ୍ରାପ୍ତ ଅଧ୍ୟକ୍ଷ ଙ୍କୁ ଅଭିଯୋଗ କରି...
ରାଷ୍ଟ୍ରପତିଙ୍କୁ ଫେରାଦ ହେବ ବିଜେଡି
ଭୁବନେଶ୍ୱର : ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦି ମୁର୍ମୁ ଦୁଇ ଦିନିଆ ଓଡିଶା ଗସ୍ତରେ ଆସୁଥିବା ବେଳେ ବିଜୁ ମହିଳା ଜନତା ଦଳର ଏକ ପ୍ରତିନିଧି ମଣ୍ଡଳୀ ତାଙ୍କୁ ଭେଟି ରାଜ୍ୟରେ ଗତ ଏକ ବର୍ଷର ବିଜେପି ଶାସନରେ ନାରୀ ସୁରକ୍ଷା ବିପର୍ୟ୍ୟସ୍ତ ହୋଇଥିବା ପ୍ରସଙ୍ଗରେ ଆଲୋଚନା କରିବା ପାଇଁ ପତ୍ର ମାଧ୍ୟମରେ ରାଷ୍ଟ୍ରପତିଙ୍କୁ ଅନୁରୋଧ କରିଛି। ଶଙ୍ଖ ଭଵନରେ ଆଜି ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଦଳର ବିଧାୟକ ତଥା ମୁଖ୍ୟ ସଚେତକ ଶ୍ରୀମତୀ ପ୍ରମିଳା ମଲ୍ଲିକ, ପୂର୍ବତନ ମନ୍ତ୍ରୀ ଶ୍ରୀମତୀ ସ୍ନେହାଙ୍ଗିନୀ ଛୁରିଆ ଓ...










