ଅଦାଲତି ମାମଲାରେ ଅଟକିଛି ୧୪ହଜାର କୋଟି

0

ଭୁବନେଶ୍ୱର : ବିଭିନ୍ନ ଅଦାଲତରେ ଚାଲିଥିବା ମାମଲା ଯୋଗୁଁ ରାଜ୍ୟ ସରକାରଙ୍କର ୧୪ହଜାର କୋଟି ଟଙ୍କାରୁ ଅଧିକ ପରିମାଣର ରାଜସ୍ୱ ଆଦାୟ ହୋଇପାରୁ ନାହିଁ । ରାଜ୍ୟ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ବିଧାନସଭାରେ ଏହି ସୂଚନା ଦେଇଛନ୍ତି । ଅର୍ଥମନ୍ତ୍ରୀ ଏକ ଲିଖିତ ଉତ୍ତରରେ ଉଲ୍ଲେଖ କରିଛନ୍ତି ଯେ ରାଜ୍ୟ ସରକାର ଚଳିତବର୍ଷ ମାର୍ଚ୍ଚ ଶେଷ ପର୍ଯ୍ୟନ୍ତ ୨୩,୫୪୦.୫୧ କୋଟି ଟଙ୍କାର ରାଜସ୍ୱ ଆଦାୟ କରିପାରିନଥିବାବେଳେ ଏଥି ମଧ୍ୟରେ ଅଦାଲତି ମାମଲା ଯୋଗୁଁ ୧୪,୪୪୦.୫୮ କୋଟି ଟଙ୍କା ଅଟକି ରହିଛି । ସୁପ୍ରିମ୍‍କୋର୍ଟରେ ୬୧୪.୯୦ କୋଟି...

୧୦ବର୍ଷରେ ୪୩୧ ନକ୍ସଲଙ୍କ ଆତ୍ମସର୍ମପଣ

0

ଭୁବନେଶ୍ୱର : ଗତ ୧୦ବର୍ଷ ମଧ୍ୟରେ ୪୩୧ ଜଣ ନକ୍ସଲ ଓ ନକ୍ସଲ ସମର୍ଥକ ଆତ୍ମ ସମର୍ପଣ କରି ମୁଖ୍ୟ ସ୍ରୋତକୁ ଫେରିଛନ୍ତି । ଏମାନଙ୍କ ମଧ୍ୟରୁ ସରକାରଙ୍କ ନୀତି ଅନୁଯାୟୀ ୨୨୪ଜଣ ମାଓବାଦୀଙ୍କୁ ଥଇଥାନ କରାଯାଇଛି । ବିଜେଡି ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କ ଏକ ପ୍ରଶ୍ନର ଉତ୍ତରରେ ରାଜ୍ୟ ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାର କାନ୍ତି ବେହେରା ଆଜି ବିଧାନସଭାରେ ଏହି ସୂଚନା ଦେଇଛନ୍ତି । ମନ୍ତ୍ରୀ ଉଲ୍ଲେଖକରିଛନ୍ତି ଯେ ୨୦୧୨ ରୁ ୨୦୨୨ ବର୍ଷ ମଧ୍ୟରେ ମୋଟ୍‍ ୪୩୧ ଜଣ ନକ୍ସଲ,...

୫ବର୍ଷରେ ୨୫ଟି ହାଜତ ମୃତ୍ୟୁ ମାମଲା

ଭୁବନେଶ୍ୱର : ବିଗତ ୫ବର୍ଷ ମଧ୍ୟରେ ପୁଲିସ୍‍ ହେପାଜତରେ ୨୫ଟି ମୃତ୍ୟୁ ହୋଇଛି । ଏଥି ମଧ୍ୟରୁ କେବଳ ୪ଟି ମାମଲାର ତଦନ୍ତ ସରିଛି । କଂଗ୍ରେସ ବିଧାୟକ ସୁରେଶ କୁମାର ରାଉତରାୟଙ୍କ ଏକ ପ୍ରଶ୍ନର ଉତ୍ତରରେ ଏହି ସୂଚନା ଦେଇଛନ୍ତି ରାଜ୍ୟ ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରା । ମନ୍ତ୍ରୀ ଦର୍ଶାଇଛନ୍ତି ଯେ ଗତ ୫ବର୍ଷ ଯଥା ୨୦୧୭ରୁ ୨୦୨୧ ମଧ୍ୟରେ ରାଜ୍ୟରେ ୨୪,୩୬୫ଟି ଆତ୍ମହତ୍ୟା ଜନିତ ମୃତ୍ୟୁ ମାମଲା ପଞ୍ଜିକୃତ ହୋଇଛି । ସେହିଭଳି ପୁଲିସ୍‍ ହେପାଜତରେ ମୃତ୍ୟୁ ଘଟଣାରେ ୨୫ଟି ମାମଲା...

CAG Raps OMC

0

Bhubaneswar: Inappropriate costing of bauxite floor price by the State own Odisha Mining Corporation (OMC) has resulted a loss of Rs 61.07crore to State exchequer, CAG said in its latest report on Performance and Compliance Audit laid before Assembly on Monday.    Government of Odisha allotted mining lease of bauxite block of 428.075 hectares at Kodingamali in the districts of Koraput...

ଅବସର ଦିନ ହିଁ ମିଳିଲା ପେନ୍‌ସନ୍‌

ଭୁବନେଶ୍ୱର : ଓଡ଼ିଶା ସରକାରଙ୍କ ୫-‘ଟି’ କାର୍ଯ୍ୟକ୍ରମ ଅନୁଯାୟୀ ଏବଂ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ ଅନୁପାଳନ କରି ୨୦୨୨ ଜୁଲାଇ ୩୦ ତାରିଖରେ ଅବସର ଗ୍ରହଣ କରିଥିବା କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶାଳୟର ୧୨ ଜଣ କ୍ଷେତ୍ର କର୍ମଚାରୀଙ୍କୁ ସେମାନଙ୍କର ଅବସର ଦିନରେ ହିଁ ଫାଇନାଲ୍‌ ପେନ୍‌ସନ୍‌ ପ୍ରଦାନ କରାଯାଇଛି । କୋରାପୁଟ, ନୂଆପଡ଼ା, ସୁନ୍ଦରଗଡ଼, ବଲାଙ୍ଗୀର, ନବରଙ୍ଗପୁର, ଖୋର୍ଦ୍ଧା, ଗଞ୍ଜାମ, କେନ୍ଦୁଝର ଏବଂ ଫୁଲବାଣୀ ଜିଲ୍ଲାର ଏଗ୍ରିକଲଚର ଓଭରସିଅର, ସିନିଅର୍‌ ଷ୍ଟେନୋ,...

ଆଧାର ସଂଯୋଗୀକରଣ ପ୍ରକିୟା ଆରମ୍ଭ

ଭୁବନେଶ୍ୱର : କେନ୍ଦ୍ର ସରକାରଙ୍କ ଆଇନ ଓ ବିଚାର ବିଭାଗ ମନ୍ତ୍ରଣାଳୟ ଦ୍ୱାରା ଲୋକପ୍ରତିନିଧି ଆଇନ ୧୯୫୦/୧୯୫୧ର ପରିବର୍ତ୍ତନ କରାଯାଇ ଭୋଟର ତାଲିକାରେ କେତେଗୁଡ଼ିଏ ସଂଶୋଧନ କରାଯାଇଛି, ଯାହାକି ଚଳିତ ୨୦୨୨ ମସିହା ଅଗଷ୍ଟ ୧ ତାରିଖଠାରୁ କାର୍ଯ୍ୟକାରୀ ହେବ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନୀ ସୂଚନା ଦେଇଛନ୍ତି । ଆଇନ ଓ ବିଚାର ବିଭାଗ ମନ୍ତ୍ରଣାଳୟର ତା.୧୬/୦୬/୨୨ର ବିଜ୍ଞପ୍ତୀ ଅନୁସାରେ ଲୋକପ୍ରତିନିଧି ଆଇନ୍‌ ୧୯୫୦ର ଧାରା ୨୮ ଅନୁଯାୟୀ ଭୋଟର ତାଲିକାରେ ନାମ ତାଲିକାଭୁକ୍ତ କରିବା ପାଇଁ ପଂଜୀକରଣ...

ଖ।ଇବ। ତେଲ ଅପମିଶ୍ରଣକ।ରୀମ।ନଙ୍କ ବିରୁଦ୍ଧରେ ଅଭିଯ।ନ

0

ଭୁବନେଶ୍ୱର : ଖ।ଇବ। ତେଲ ଅପମିଶ୍ରଣକ।ରୀମ।ନଙ୍କ ବିରୁଦ୍ଧରେ ଆଜି ଠ।ରୁ ଆରମ୍ଭ ହୋଇଛି ର।ଜ୍ୟବ୍ୟ।ପି ଧରପଗଡ ଅଭିଯ।ନ । ଏହି ଅଭିଯ।ନ ଆସନ୍ତ। ୧୪ତ।ରିଖ ପର୍ଯ୍ୟନ୍ତ ଜ।ରି ରହିବ ବୋଲି ସୂଚନ। ଦେଇଛନ୍ତି ର।ଜ୍ୟ ଖ।ଦ୍ୟ ସୁରକ୍ଷ। ଆୟୁକ୍ତ ଡି.ବୃନ୍ଦ। । ଆଜି ଏଠ।ରେ ଆୟୋଜିତ ଏକ ସ।ମ୍ବ।ଦିକ ସମ୍ମିଳନୀରେ ସୂଚନ। ଦେଇ ଶ୍ରୀମତୀ ବୃନ୍ଦ। କହିଛନ୍ତି ଯେ ଖାଦ୍ୟ ସୁରକ୍ଷା ଏବଂ ଭାରତର ମାନକ ପ୍ରାଧିକରଣ ଦ୍ୱାରା ଦେଶରେ ନିରାପଦ ତଥା ଉତ୍ତମ ଖାଦ୍ୟ ସୁନିଶ୍ଚିତ କରିବାର ନିୟମ ରହିଛି । ଖାଇବା...

ସରିଲା ବଜେଟ୍‍ ଅଧିବେଶନ

0

ଭୁବନେଶ୍ୱର : ଜୁଲାଇ ୨ତାରିଖରୁ ଆରମ୍ଭ ହୋଇଥିବା ବଜେଟ୍‍ ଅଧିବେଶନ ଆଜି ସମାପ୍ତ ହୋଇଛି । ବାଚସ୍ପତି ବିକ୍ରମ କେଶରୀ ଆରୁଖ ଗୃହକୁ ଅର୍ନିଦ୍ଧିଷ୍ଟ କାଳ ପାଇଁ ମୁଲତବି ଘୋଷଣା କରିଛନ୍ତି । ଦୁଇ ପର୍ଯ୍ୟାୟରେ ବସିଥିବା ବଜେଟ୍‍ ଅଧିବେଶନରେ ମୋଟ୍‍ ୨୧ଟି କାର୍ଯ୍ୟ ଦିବସ ଥିବାବେଳେ ଏଥିରେ ଦୁଇଟି ସରକାରୀ କାର୍ଯ୍ୟ ଦିବସ ଅର୍ନ୍ତଭୁକ୍ତ ରହିଥିଲା । ଅଧିବେଶନ କାଳରେ ମୋଟ୍‍ ୨୧୫୬ଟି ତାରକା ଚିହ୍ନଟ ପ୍ରଶ୍ନ ଓ ୨୭୯୭ଟି ଅଣତାରକା ଚିହ୍ନଟ ପ୍ରଶ୍ନ ଆସିଥିଲା । ତେବେ ପ୍ରଶ୍ନକାଳରେ ୫୮ଟି ପ୍ରଶ୍ନର...

ପିଆଇବିର ପ୍ରମୁଖ ମହାନିର୍ଦ୍ଦେଶକ ହେଲେ ସତ୍ୟେନ୍ଦ୍ର ପ୍ରକାଶ

ନୂଆଦିଲ୍ଲୀ : ପତ୍ର ସୂଚନା କାର୍ଯ୍ୟାଳୟ(ପିଆଇବି)ର ପ୍ରମୁଖ ମହାନିର୍ଦ୍ଦେଶକ ଭାବେ ଶ୍ରୀ ସତ୍ୟେନ୍ଦ୍ର ପ୍ରକାଶ ଆଜି କାର୍ଯ୍ୟଭାର ଗ୍ରହଣ କରିଛନ୍ତି । ଶ୍ରୀ ପ୍ରକାଶ ଭାରତୀୟ ସୂଚନା ସେବାର ୧୯୮୮ ବ୍ୟାଚର ଅଧିକାରୀ । ଏଥିପୂର୍ବରୁ ସେ କେନ୍ଦ୍ରୀୟ ଯୋଗାଯୋଗ ବ୍ୟୁରୋର (ସିବିସି) ପ୍ରମୁଖ ମହାନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଥିଲେ । ଶ୍ରୀ ସତ୍ୟେନ୍ଦ୍ର ପ୍ରକାଶଙ୍କର କେନ୍ଦ୍ର ସରକାରଙ୍କ ଜନ ସମ୍ପର୍କ, ଗଣମାଧ୍ୟମ ପରିଚାଳନା, ପ୍ରଶାସନ, ନୀତି ନିର୍ଦ୍ଧାରଣ ଓ କାର୍ଯ୍ୟକ୍ରମ ତ୍ୱରାନ୍ୱିତ କରିବା କ୍ଷେତ୍ରରେ ଗଭୀର ଅଭିଜ୍ଞତା ରହିଛି । ସେ ବିଭିନ୍ନ...

Opposition Stalls Odisha House

Bhubaneswar: Opposition BJP and Congress Members on Monday stalled businesses of State Legislative Assembly demanding debate on chit fund scam and farmers’ issues. Due to protest by the opposition members, the first half of the day completely washed away. The house was adjourned for four times including the last one till 4 p.m. The BJP MLAs had given a notice for discussion on...