କଳକାରଖାନା ପ୍ରତିଷ୍ଠା ପାଇଁ ଜଙ୍ଗଲ ପଦା
ଭୁବନେଶ୍ୱର : ରାଜ୍ୟରେ କଳ କାରଖାନା ପ୍ରତିଷ୍ଠା ପାଇଁ ବିଗତ ୫ବର୍ଷ ମଧ୍ୟରେ ୧୭୭୨ ହେକ୍ଟର ଜଙ୍ଗଲ ପଦା ହୋଇଛି । ସେହିସବୁ ସ୍ଥାନରୁ ଗଛ କାଟି ସେଠାରେ କାରଖାନା ବସାଇବାକୁ ଖୋଦ୍ କେନ୍ଦ୍ର ସରକାର ଅନୁମତି ପ୍ରଦାନ କରିଛନ୍ତି । ନିକଟରେ ଜଙ୍ଗଲ ଜମିରେ କଳକାରଖାନା ସ୍ଥାପନ ନେଇ ବିଧାନସଭାରେ ରାଜ୍ୟ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶ ରାମ ସିଂଖୁଣ୍ଟିଆ ଏହି ସୂଚନା ଦେଇଛନ୍ତି । ମନ୍ତ୍ରୀ ଦର୍ଶାଇଛନ୍ତି ଯେ ୧୭୭୨ ହେକ୍ଟର ଜମିରୁ ଜଙ୍ଗଲ ସଫା ହୋଇଥିବାବେଳେ...
ନିଶାମୁକ୍ତ ସଂକଳ୍ପ ପାଳନ କରୁ ବିଜେପି
ଭୁବନେଶ୍ୱର : ଓଡ଼ିଶା ସରକାରଙ୍କ ନୂଆ ଅବକାରୀ ନୀତି ଫଳରେ ରାଜ୍ୟରେ ଅବକାରୀ ରାଜସ୍ୱ ବଢ଼ିବ ଓ ନିଶା ପ୍ରସାରଣ ମଧ୍ୟ ଘଟିବ । ଗତ ସାଧାରଣ ନିର୍ବାଚନ ସମୟରେ ବିଜେପି ପକ୍ଷରୁ ଯେଉଁ ନିଶାମୁକ୍ତ ଓଡ଼ିଶା ସଂକଳ୍ପ ଘୋଷଣା କରାଯିବା ସହିତ ବାରମ୍ବାର ଗୁଜରାଟ ମଡେଲ୍ରେ ଓଡ଼ିଶାର ବିକାଶ କରାଯିବ ବୋଲି ସରକାର ଯେଉଁ ଘୋଷଣା କରୁଛନ୍ତି ତାହା ଏହି ଅବକାରୀ ନୀତି ଯୋଗୁ ବାଧାପ୍ରାପ୍ତ ହେବ ବୋଲି ଓଡ଼ିଶା ମଦମୁକ୍ତି ଅଭିଯାନ ପକ୍ଷରୁ ଅଭିଯୋଗ କରାଯାଇଛି । ରାଜ୍ୟ ସରକାରଙ୍କ ସଦ୍ୟ...
K’baisakhi Hits Odisha; 2 Dead
Bhubaneswar: The state of Odisha witnessed a destructive spell of Kalabaisakhi on 27 March 2026 as a severe Nor’wester storm cut a path of devastation through several northern and coastal districts. The atmospheric instability, triggered by a trough line extending from Gangetic West Bengal, resulted in high-velocity winds reaching up to 60 kmph, accompanied by intense lightning and heavy...
Prem’s Purity Push: Powering OMFED
Cuttack: The dairy sector in Odisha reached a significant milestone as Shri Prem Chandra Chaudhary, Commissioner-cum-Secretary of the Fisheries & Animal Resources Development (FARD), conducted a high-level visit to the OMFED Arilo Plant in Cuttack. This visit marks a pivotal step in the state’s ambitious roadmap to transform its dairy economy, aligning with the Odisha Vision 2036 goals set...
ଟିମ୍ ଇଣ୍ଡିଆ ଭାବରେ କାମ କରିବାକୁ ଆହ୍ୱାନ
ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଆଭାସୀ ମାଧ୍ୟମରେ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ଉପରାଜ୍ୟପାଳମାନଙ୍କୁ ନେଇ ଏକ ଉଚ୍ଚସ୍ତରୀୟ ବୈଠକରେ ଅଧ୍ୟକ୍ଷତା କରିଛନ୍ତି। ଏହି ବୈଠକରେ ପଶ୍ଚିମ ଏସିଆର ସାମ୍ପ୍ରତିକ ଘଟଣାକ୍ରମ କାରଣରୁ ସୃଷ୍ଟି ହୋଇଥିବା ପରିସ୍ଥିତି ଏବଂ ଭାରତ ଉପରେ ଏହାର ସମ୍ଭାବ୍ୟ ପ୍ରଭାବକୁ ଦୃଷ୍ଟିରେ ରଖି ପ୍ରସ୍ତୁତି ସମୀକ୍ଷା କରାଯାଇଛି। ପ୍ରଧାନମନ୍ତ୍ରୀ ସବୁ ମୁଖ୍ୟମନ୍ତ୍ରୀମାନଙ୍କ ଦ୍ୱାରା ପ୍ରଦାନ କରାଯାଇଥିବା ମୂଲ୍ୟବାନ ପରାମର୍ଶ ପାଇଁ କୃତଜ୍ଞତା ପ୍ରକାଶ କରିଛନ୍ତି। ସେ କହିଛନ୍ତି, ଏହି ପରାମର୍ଶଗୁଡ଼ିକ ପରିବର୍ତ୍ତିତ ପରିସ୍ଥିତିକୁ ପ୍ରଭାବଶାଳୀ...
ସୂଚନାର ସ୍ୱଚ୍ଛ ପ୍ରସାରଣ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ
କୋରାପୁଟ : ଚାରିଦିନିଆ ଗୁରୁତ୍ୱପୂର୍ଣ୍ଣ କୋରାପୁଟ ଗସ୍ତ ଅବସରରେ ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନ ପତ୍ର ସୂଚନା କାର୍ଯ୍ୟାଳୟ (ପିଆଇବି) ଓ କେନ୍ଦ୍ରୀୟ ସଞ୍ଚାର ବ୍ୟୁରୋ (ସିବିସି)ର ଅତିରିକ୍ତ ମହାନିର୍ଦ୍ଦେଶକ ଶ୍ରୀ ଅଖିଳ କୁମାର ମିଶ୍ର ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ପରିଦର୍ଶନ କରିଛନ୍ତି। ବିଶ୍ୱବିଦ୍ୟାଳୟ ପରିସରରେ ଆୟୋଜିତ ‘‘ଯୋଗାଯୋଗର ସମାଜଶାସ୍ତ୍ର’’ ଶୀର୍ଷକ ଆଲୋଚନାଚକ୍ରକୁ ସେ ସମ୍ବୋଧିତ କରିଛନ୍ତି। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଶ୍ରୀ ମିଶ୍ର କହିଥିଲେ, ଡିଜିଟାଲ ଯୁଗରେ ନୀତି ପ୍ରଣୟନ ଏବଂ ଜନସଚେତନତା ମଧ୍ୟରେ ଥିବା...
ଦୁଃସାହସିକ କ୍ରୀଡ଼ା ପ୍ରତିଷ୍ଠାନରେ ଓଡ଼ିଶା ଗଣମାଧ୍ୟମ
ମନାଲି : ଅଭିଜ୍ଞତା ଆହରଣ ଲାଗି ହିମାଚଳ ପ୍ରଦେଶ ଗସ୍ତରେ ଥିବା ଓଡ଼ିଶା ଗଣମାଧ୍ୟମ ପ୍ରତିନିଧି ଦଳ ମନାଲିସ୍ଥିତ ଅଟଳ ବିହାରୀ ବାଜପେୟୀ ପର୍ବତାରୋହଣ ଏବଂ ଆନୁସଙ୍ଗିକ କ୍ରୀଡ଼ା ପ୍ରତିଷ୍ଠାନ ପରିଦର୍ଶନ କରିଛନ୍ତି। ଦୁଃସାହସିକ କ୍ରୀଡ଼ା ତାଲିମ ଏବଂ ବିଭିନ୍ନ ଦକ୍ଷତା ବିକାଶ ପଦକ୍ଷେପ ବିଷୟରେ ଏହି ଦଳକୁ ବିସ୍ତୃତ ସୂଚନା ପ୍ରଦାନ କରାଯାଇଥିଲା। ଅଧିକାରୀମାନେ ସୂଚନା ଦେଇଥିଲେ ଯେ, ୧୬ ସେପ୍ଟେମ୍ବର ୧୯୬୧ରେ ପ୍ରତିଷ୍ଠିତ ଏବଂ ହିମାଚଳ ପ୍ରଦେଶ ସରକାରଙ୍କ ଯୁବ ସେବା ଏବଂ କ୍ରୀଡା ବିଭାଗ ଅଧୀନରେ କାର୍ଯ୍ୟ କରୁଥିବା ଏହି...
ଆର୍ୟୁବେଦ ଗବେଷଣା ପାଇଁ ବୁଝାମଣା
ଭୁବନେଶ୍ୱର : ଆର୍ୟୁବେଦ ବିଜ୍ଞାନ କ୍ଷେତ୍ରରେ ଗବେଷଣା ସହଭାଗିତା ନେଇ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟ ଏବଂ ଭୁବନେଶ୍ୱର ସ୍ଥିତ ସେଂଟ୍ରାଲ୍ କାଉନ୍ସିଲ୍ ଫର ରିସର୍ଚ୍ଚ ଇନ୍ ଆର୍ୟୁବେଦିକ ସାଇନ୍ସେସ୍ (ସିସିଆର୍ଏଏସ୍) ଅଧିନସ୍ଥ ସେଂଟ୍ରାଲ ଆର୍ୟୁବେଦ ରିସର୍ଚ୍ଚ ଇନ୍ଷ୍ଟିଚ୍ୟୁଟ ଅର୍ଥାତ୍ କେନ୍ଦ୍ରୀୟ ଆର୍ୟୁବେଦ ଗବେଷଣା ଅନୁଷ୍ଠାନ ମଧ୍ୟରେ ବୁଧବାର ଏକ ବୁଝାମଣା ସ୍ୱାକ୍ଷରିତ ହୋଇଯାଇଛି । ସିସିଆର୍ଏଏସ୍ ହେଉଛି ଆୟୁଷ ମନ୍ତ୍ରଣାଳୟ ଅଧିନସ୍ଥ ଏକ ସ୍ୱଂୟଚାଳିତ ଅନୁଷ୍ଠାନ ଯାହାକି ଭାରତରେ ଆର୍ୟୁବେଦ ବିଜ୍ଞାନର ଗବେଷଣା, ପରିଚାଳନା, ଗଠନ ଓ ପ୍ରୋତ୍ସାହନର କାର୍ଯ୍ୟ କରିଥାଏ...
LPG Quota Hiked
Bhubaneswar: The Government of India has announced an increase in the allocation of non-domestic liquefied petroleum gas (LPG) to support industrial operations across the country. In a letter issued by Secretary, Ministry of Petroleum and Natural Gas on 27 March, 2026, the Government proposed an additional 20 percent allocation, which will bring the total commercial LPG supply to 70...
Odisha Media Get Adventure Tips
Manali : Continuing their exposure visit to Himachal Pradesh, the Odisha media delegation visited the Atal Bihari Vajpayee Institute of Mountaineering and Allied Sports (ABVIMAS), Manali, and received a detailed briefing on the institute’s adventure training and skill development initiatives. Officials informed that the institute, established on September 16, 1961, and functioning under the Department of Youth Services and Sports,...









