Skill Summit On 20 APR
Bhubaneswar: In order to encourage and build the confidence among the youths, the State Government is going to host a three-day Odisha Skill Conclave 2023 here from April 20, 2023. “Value addition is the need of the hour for India, but value addition of human resources is crucial for the growth of New India,” said Skill Development & Technical Education...
ଛୋଟ ଶିଳ୍ପରେ ଅଧିକ ନିଯୁକ୍ତି
ଭୁବନେଶ୍ୱର : ଛୋଟ ଛୋଟ ଉଦ୍ୟୋଗରେ ଅଧିକ ନିଯୁକ୍ତି ସୃଷ୍ଟି ହେଉଛି । ଗତ ପାଞ୍ଚବର୍ଷ ମଧ୍ୟରେ ରାଜ୍ୟରେ ଗଢି ଉଠିଥିବା ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗରେ ୮ଲକ୍ଷରୁ ଅଧିକ ଲୋକ କର୍ମସଂସ୍ଥାନ ପାଇଛନ୍ତି । ରାଜ୍ୟରେ ଗତ ପାଞ୍ଚ ବର୍ଷ ଅର୍ଥାତ୍ ୨୦୧୭-୧୮ ରୁ ୨୦୨୨-୨୩ ଆର୍ଥିକ ବର୍ଷର ଡିସେମ୍ବର ମଧ୍ୟରେ ମୋଟ୍ ୨,୮୮,୩୨୮ଟି ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ଗଢି ଉଠିଛି । ଏହିସବୁ ଉଦ୍ୟୋଗରେ ୮ଲକ୍ଷ ୧୭ହଜାରରୁ ଅଧିକ ଲୋକ କର୍ମସଂସ୍ଥାନ ପାଇଛନ୍ତି । ୨୦୧୭-୧୮ ବର୍ଷରେ ରାଜ୍ୟରେ...
ନାମଫଳକରେ ଓଡିଆ ଭାଷାର ସ୍ଥାନ
ଭୁବନେଶ୍ୱର : ଓଡିଆ ଭାଷାରେ ନାମଫଳକ ନଲେଖିଲେ ଜୋରିମାନା ପରିମାଣ ବଢିଥିବାବେଳେ ନାମଫଳକରେ ଓଡିଆ କେଉଁଠି ସ୍ଥାନ ପାଇବ ତାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ନାମ ଫଳକରେ ଭାଷା ବ୍ୟବହାର ସଂକ୍ରାନ୍ତରେ ଯେଉଁ ଜାତୀୟ ନୀତି ରହିଛି ତାହାର ଅନୁପାଳନ କିପରି ହେବ ସେ ସଂକ୍ରାନ୍ତରେ ଭାଷା ପ୍ରେମୀମାନେ ପ୍ରଶ୍ନ ଉଠାଇଛନ୍ତି । ଜାତୀୟ ମାର୍ଗଦର୍ଶିକା ଅନୁଯାୟୀ ନାମଫଳକର ଉପରେ ଆଞ୍ଚଳିକ ଭାଷା, ମଝିରେ ରାଷ୍ଟ୍ରଭାଷା ଓ ସବା ତଳେ ଇଂରାଜୀ ଓ ଅନ୍ୟାନ୍ୟ ଭାଷା ରହିବାକଥା । କେବଳ ସେତିକି...
ଆଇନ୍ ଛାତ୍ରଛାତ୍ରୀମାନେ ସମୟର ସୁବିନିଯୋଗ କରନ୍ତୁ
ଭୁବନେଶ୍ୱର : ଆଇନ୍ଜୀବିଙ୍କ ବୃତିରେ ଅନେକ ପରିବର୍ତନ ଆସିଲାଣି ତେଣୁ ନୂଆ କରି ଏହି ବୃତିରେ ପ୍ରବେଶ କରୁଥିବା ଛାତ୍ରଛାତ୍ରୀମାନେ ସମୟର ସୁବିନିଯୋଗ କରନ୍ତୁ ବୋଲି କହିଛନ୍ତି ବରିଷ୍ଠ ଆଇନ୍ଜୀବି ତଥା ଓଡ଼ିଶା ହାଇକୋର୍ଟ ବାର୍ ଆସୋସିଏସନ୍ର ପୂର୍ବତନ ସଭାପତି ଶ୍ରୀ ଗୋପାଳ କୃଷ୍ଣ ମହାନ୍ତି । ଶିକ୍ଷା ଓ ଅନୁସନ୍ଧାନ (ସୋଆ) ର ଫ୍ୟାକଲ୍ଟି ଅଫ୍ ଲ ସୋଆ ନ୍ୟାସ୍ନାଲ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଲ (ସ୍ନିଲ୍) ର ସପ୍ତମ ବାର୍ଷିକ ଉତ୍ସବ “ଜଷ୍ଟିସିଆ-୨୦୨୩”ର ଉଦ୍ଘାଟନୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ...
ଓଡିଶାର ରେଳ ପ୍ରକଳ୍ପକୁ ଏନପିଜିର ସୁପାରିଶ
ନୂଆଦିଲ୍ଲୀ : ପିଏମ୍ ଗତିଶକ୍ତି ଅଧୀନରେ ଥିବା ନେଟୱାର୍କ ପ୍ଲାନିଂ ଗ୍ରୁପ୍ (ଏନପିଜି) ଏହାର ୪୬ ତମ ଅଧିବେଶନରେ ୪ ଟି ଭିତ୍ତିଭୂମି ପ୍ରକଳ୍ପ ଯାଞ୍ଚ ଏବଂ ସୁପାରିଶ କରିଥିବାବେଳେ ଏଥି ମଧ୍ୟରେ ଓଡିଶାର ଗୋଟିଏ ପ୍ରକଳ୍ପ ରହିଛି । ଓଡ଼ିଶାର ଜୁନାଗଡରୁ ନବରଙ୍ଗପୁର ଷ୍ଟେସନ ମଧ୍ୟରେ ନୂତନ ବ୍ରଡ-ଗଜ ଲାଇନ ର୍ନିମାଣ ପାଇଁ ରେଳ ମନ୍ତ୍ରଣାଳୟର ଏକ ପ୍ରକଳ୍ପ ଏନପିଜି ଦ୍ୱାରା ସମୀକ୍ଷା କରାଯାଇଥିଲା । ପ୍ରସ୍ତାବିତ ପ୍ରକଳ୍ପ ଜୁନାଗଡରୁ ନବରଙ୍ଗପୁର ପର୍ଯ୍ୟନ୍ତ ପ୍ରାୟ ୧୧୬ କିଲୋମିଟର ରହିଛି । ଏହି ନୂତନ ଲାଇନର...
Walk For Health
New Delhi: Union Ministry of Health & Family Welfare organised a walkathon event in New Delhi on the occasion of World Health Day. Union Health Minister, Mansukh Mandaviya along with Bharti Pravin Pawar, Minister of State for Health & Family Welfare, led the walkathon. The event was organised under the theme of ‘Health for All’. The aim of the...
PRASHAD Promotes Puri
Bhubaneswar: Puri, one of the Liberation Destination is being promoted by the Ministry of Tourism. In fact Ministry of tourism is promoting tourist destinations of India, including the Saptha Moksha Puri (Seven Liberation destinations), Puri, Ayodhya, Mathura, Maya (Haridwar), Kashi (Varanasi), Kanchi Avantika (Ujjain), and Dwaravati (Dwaraka, Gujarat), in a holistic manner. It undertakes promotional campaigns in domestic and...
ବଢିବ ନିଶାମୁକ୍ତ କେନ୍ଦ୍ର
ଭୁବନେଶ୍ୱର : ରାଜ୍ୟରେ ନିଶାଡିଙ୍କ ସଂଖ୍ୟା ସରକାରୀ ହିସାବରେ ୧୨ହଜାର ଟପିଥିବାବେଳେ ରାଜ୍ୟ ସରକାର ଅଧିକ ସଂଖ୍ୟାରେ ନିଶାମୁକ୍ତ କେନ୍ଦ୍ର ପ୍ରତିଷ୍ଠାର ଯୋଜନା କରୁଛନ୍ତି । ନିଶାମୁକ୍ତି ପାଇଁ କାର୍ଯ୍ୟକାରୀ ହେଉଥିବା ‘ଦିଶା’ ଯୋଜନାରେ ଏହିସବୁ କେନ୍ଦ୍ର ପ୍ରତିଷ୍ଠା ହେବ । ସରକାରୀ ସୂଚନା ଅନୁଯାୟୀ ୨୦୨୨-୨୩ରେ ନିଶାଡିଙ୍କ ସଂଖ୍ୟା ୧୨,୨୭୫ରେ ପହଞ୍ଚିଛି । ଏମାନେ ମୁଖ୍ୟତଃ ମଦ, ଗଞ୍ଜେଇ, ଅଫିିମ, ବ୍ରାଉନସୁଗାର, ଚରସ ଆଦି ସେବନ କରନ୍ତି । ୨୦୧୭-୧୮ରେ ରାଜ୍ୟରେ ନିଶାଡିଙ୍କ ସଂଖ୍ୟା ୯୩୬୬ ଥିବାବେଳେ ବର୍ଷକୁ ବର୍ଷ ଏହା ବୃଦ୍ଧି...
ଲୁଣ ପାଇଁ ଅନ୍ୟ ଉପରେ ନିର୍ଭରଶୀଳ
ଭୁବନେଶ୍ୱର : ଓଡ଼ିଶା ପାଇଁ ବର୍ଷକୁ ପ୍ରାୟ ୭ଲକ୍ଷ ମେଟ୍ରିକ୍ଟନ୍ ଲୁଣ ଆବଶ୍ୟକ ଥିବାବେଳେ ରାଜ୍ୟରେ ୭ହଜାର ମେଟ୍ରିକ୍ ଟନ୍ ପର୍ଯ୍ୟନ୍ତ ଲୁଣ ବି ଉତ୍ପାଦିତ ହୋଇପାରୁନାହିଁ । ଫଳରେ ଘରୋଇ ବ୍ୟବହାର ଓ ଶିଳ୍ପ ପାଇଁ ଓଡ଼ିଶା ଅନ୍ୟ ରାଜ୍ୟ ଗୁଡିକ ଉପରେ ଲୁଣ ପାଇଁ ନିର୍ଭରଶୀଳ । ଅର୍ଥନୀତି ବିଶେଷଜ୍ଞମାନେ କହିଛନ୍ତି ଯେ ଲୁଣ ଉତ୍ପାଦନ ଲାଗି ଓଡ଼ିଶାର ଯେଉଁ ପ୍ରାକୃତିକ ଭିତ୍ତିଭୂମି ରହିଛି ତାହାର ପୂର୍ଣ୍ଣ ଉପଯୋଗ କରାଯାଇପାରିଲେ ୫୦ହଜାରରୁ ଊର୍ଦ୍ଧ୍ୱ କର୍ମନିଯୁକ୍ତି ସୃଷ୍ଟି ହେବା ସହିତ ରାଜ୍ୟର...
Urge For Highway Patrolling
Bhubaneswar: The State Government has asked the National Highways Authority of India (NHAI) to ensure regular patrolling on NH stretches and immediate removal of break-down and accident-hit vehicles from the roads. Principal Secretary Commerce and Transport Department, Usha Padhee has written a letter to the Chief General Manager of NHAI, Odisha recently. In her letter, Shrimati Padhee said Zero Fatality Week...










