Pact for 5G Lab
Bhubaneswar: Siksha ‘O’ Anusandhan (SOA) Deemed to be University here on Thursday signed a Memorandum of Understanding (MoU) with Jio Platforms Ltd (JPL) for establishment of a 5G Lab and collaboration towards exploring other opportunities including building new technologies such as optical communication and 6G. A separate MoU was also signed during the program between SOA and the Software Technology...
India To Host Y20
New Delhi: Union Minister of Youth Affairs and Sports, Anurag Singh Thakur will launch the themes of Y20 summit, logo and website in the Curtain raiser event of Y20 Summit India on 6 January 2023 at Akashwani Rang Bhawan New Delhi. India is hosting the Y20 summit for the first time. The event of 6 January will be divided into...
କୃଷି ଭବନରେ ମୁକ୍ତାକାଶ ପାଠାଗାର
ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶଦାତା ଶ୍ରୀ ଆର୍. ବାଲକ୍ରିଷ୍ଣନ୍ଙ୍କ କରକମଳରେ ଆଜି କୃଷି ଭବନ ଛାତ ଉପରେ ଏକ ମକ୍ତାକାଶ ପାଠାଗାର ଉଦ୍ଘାଟିତ ହୋଇଯାଇଛି । କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ନିର୍ମାଣ କରାଯାଇଥିବା ରୁଫ୍ଟପ୍ ପାଠାଗାରକୁ ଶ୍ରୀ ବାଲକ୍ରିଷ୍ଣନ୍ ପ୍ରଶଂସା କରିବା ସହିତ ଆଜିର ଦୁନିଆରେ ପଠନର ଉପାଦେୟତା ଓ ଆବଶ୍ୟକତା ରହିଛି ବୋଲି କହିଥିଲେ । ଏଥି ସହିତ ଶ୍ରୀ ବାଲକ୍ରିଷ୍ଣନ୍ ଭର୍ଚୁଆଲ୍ ଲାଇବ୍ରେରୀ ଓ ଓଡ଼ିଶା ଭର୍ଚୁଆଲ ଏକାଡେମୀର ଉପଯୋଗିତା ସଂପର୍କରେ ଆଲୋକପାତ କରିଥିଲେ । ଏହି...
3.23 Cr Voter List Out
Bhubaneswar: Chief Electoral Officer (CEO) Odisha has published the final Electoral Rolls of all 146 Assembly constituencies of the State. CEO S K Lohani inspected the final electoral roll here today. In the final electoral roll there are 3,23,49,341 voters of which 1,64,96,153 are males, 1,58,49,966 females and 3222 belong to the third gender. The CEO office here on Thursday said...
ପ୍ରଚାରସର୍ବସ୍ୱ ନହେଉ ୫ଜି
ଭୁବନେଶ୍ୱର : ଆଜି ଓଡ଼ିଶାର ଦୁଇଟି ସହର କଟକ ଓ ଭୁବନେଶ୍ୱରରେ ଯେଉଁ ୫-ଜି ସେବାର ଶୁଭାରମ୍ଭ ହୋଇଛି, ତାହା ସ୍ୱାଗତଯୋଗ୍ୟ । କିନ୍ତୁ ଓଡ଼ିଶାର ବହୁ ଗ୍ରାମାଞ୍ଚଳରେ ଏଯାଏଁ ୨-ଜି ଓ ୩-ଜି ସେବା ଉପଲବ୍ଧ ନାହିଁ । ଫଳରେ ଲୋକେ ମୋବାଇଲ ଓ ଇଣ୍ଟରନେଟ ସେବାରୁ ବଞ୍ଚିତ ହୋଇ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତେଣୁ କେନ୍ଦ୍ର ସରକାରଙ୍କ ଏହି ୫-ଜି ସେବା କେବଳ ପ୍ରଚାରସର୍ବସ୍ୱ ହୋଇ ନଯାଉ ବୋଲି ବିଜୁ ଜନତା ଦଳ ପକ୍ଷରୁ କୁହାଯାଇଛି ।...
ଓଡ଼ିଶାରେ ୫ଜି ସେବାର ଶୁଭାରମ୍ଭ
ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉଦ୍ୟମରେ ଓଡ଼ିଶାରେ ୫ଜିର କାର୍ଯ୍ୟକାରୀତା ଦ୍ୱାରା ରାଜ୍ୟରେ ନୂଆ ଯୁଗ ଆରମ୍ଭ ହୋଇଛି । ୫ଜି ଟେଲିକମ୍ ସେବା ରାଜ୍ୟ ପାଇଁ ଗେମଚେଞ୍ଜର ହେବ ଏବଂ ଓଡ଼ିଶାର ଦୂରସଂଚାର ବ୍ୟବସ୍ଥାରେ ଏକ ଯୁଗାନ୍ତକାରୀ ପରିବର୍ତ୍ତନ ଆସିପାରିବ ବୋଲି ଗୁରୁବାର ଭୁବନେଶ୍ୱର ଠାରେ ସୋଆ ବିଶ୍ୱବିଦ୍ୟାଳୟ ଠାରେ ଏହାର ଶୁଭାରମ୍ଭ କରିବା ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କେନ୍ଦ୍ର ରେଳ ଓ ଦୂରସଂଚାର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ...
ପ୍ରକାଶ ପାଇଲା ଚୂଡ଼ାନ୍ତ ଫଟୋ ଭୋଟର ତାଲିକା
ଭୁବନେଶ୍ୱର : ରାଜ୍ୟର ୧୪୬ ଗୋଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ ଆଜି ଚୂଡ଼ାନ୍ତ ଫଟୋ ଭୋଟର ତାଲିକା ପ୍ରକାଶ ପାଇଛି । ଚୂଡ଼ାନ୍ତ ତାଲିକା ଅନୁଯାୟୀ ରାଜ୍ୟରେ ସର୍ବମୋଟ ୩,୨୩,୪୯,୩୪୧ ଜଣ ଭୋଟର ଅଛନ୍ତି । ସେଥି ମଧ୍ୟରୁ ୧,୬୪,୯୬,୧୫୩ ଜଣ ପୁରୁଷ ଭୋଟର ହୋଇଥିବାବେଳେ ୧,୫୮,୪୯,୯୬୬ ଜଣ ମହିଳା ଏବଂ ୩୨୨୨ ଜଣ ତୃତୀୟଲିଙ୍ଗ ଭୋଟର ଅଛନ୍ତି । ଜାନୁଆରୀ ୧ ତାରିଖ ୨୦୨୩କୁ ଯୋଗ୍ୟତାସୂଚକ ତାରିଖ ଭାବେ ଗ୍ରହଣ କରାଯାଇ ରାଜ୍ୟର ୫୮ଗୋଟି ନିର୍ବାଚନ ପଂଜୀକରଣ ଅଧିକାରୀ ତଥା ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ,...
Odisha Gets 5G Connect
Bhubaneswar: As per his announcement made earlier, Union IT Minister Ashwini Vaishnaw along with Union Education Minister Dharmendra Pradhan on Thursday launched high-speed fifth generation (5G) telecom service in Odisha. The Temple City Bhubaneswar became the first city in Odisha to get 5G services starting today. The service was launched at a special event organised here at SOA University. Prime...
୮୩ଲକ୍ଷ ସିଲିଣ୍ଡରର ମାଗଣା ରିଫିଲିଂ
ଭୁବନେଶ୍ୱର : କୋଭିଡ ମହାମାରୀ ସମୟରେ ହିତାଧିକାରୀଙ୍କୁ ମାଗଣାରେ ତିନିଟି ରନ୍ଧନଗ୍ୟାସ ସିଲିଣ୍ଡର ଗ୍ୟାସ ଭରିବାର ସୁଯୋଗ ମିଳିଥିବାବେଳେ ଓଡିଶାର ହିତାଧିକାରୀମାନେ ବିନା ମୂଲ୍ୟରେ ୮୩ଲକ୍ଷରୁ ଅଧିକ ଗ୍ୟାସି ସିଲିଣ୍ଡର ଭରିଛନ୍ତି । ତେବେ ପଡୋଶୀ ପଶ୍ଚିମବଙ୍ଗରେ ମାଗଣା ଗ୍ୟାସ ସିଲିଣ୍ଡର ସଂଖ୍ୟା ଏକ କୋଟିରୁ ଅଧିକ ରହିଥିଲା । ପ୍ରଧାନ ମନ୍ତ୍ରୀ ଉଜ୍ୱଳା ଯୋଜନା (ପିଏମୟୁୱାଇ)ରେ କେନ୍ଦ୍ର ସରକାର ଖାଦ୍ୟ ସୁରକ୍ଷା ହିତାଧିକାରୀଙ୍କ ସହିତ ଅନ୍ୟାନ୍ୟ କେତେକ ବର୍ଗର ଲୋକଙ୍କୁ ରିହାତି ଦରରେ ରନ୍ଧନଗ୍ୟାସ ସିଲିଣ୍ଡର ଯୋଗାଇ ଦିଆଯାଉଛି । ୨୦୧୯-୨୦ ରେ...
ଜନ୍ମପୀଠ ବିକାଶ କାର୍ଯ୍ୟ ଧାର୍ଯ୍ୟ ସମୟରେ ସାର
ଭୁବନେଶ୍ୱର : ଉତ୍କଳ ଗୌରବ ମଧୁସୂଦନ ଦାସ ଓ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜନ୍ମପୀଠର ବିକାଶ ପାଇଁ ସଂସ୍କୃତି ଓ ପର୍ଯ୍ୟଟନ ବିଭାଗ ପକ୍ଷରୁ ନିଆଯାଇଥିବା ବିଭିନ୍ନ କାର୍ଯ୍ୟକ୍ରମକୁ ସମୟସୀମା ମଧ୍ୟରେ ଶେଷ କରିବା ଉପରେ ସରକାର ଗୁରୁତ୍ୱଆରୋପ କରୁଛନ୍ତି । ଚଳିତବର୍ଷ ଭିତରେ ଏହି ପ୍ରକଳ୍ପ ଦୁଇଟି ଯେଭଳି କାର୍ଯ୍ୟକ୍ଷମ ହୁଏ ତାହା ଉପରେ ତେଣୁ ଏବେ ବିଭାଗୀୟ ଅଧିକାରୀମାନେ ବିଶେଷ ତତ୍ପରତା ପ୍ରକାଶ କରୁଛନ୍ତି । ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜନ୍ମପୀଠ ସତ୍ୟଭାମାପୁରରେ ଥିବା ପୈତୃକ ଘର ବିକ୍ରି...









