Pandian Cares Differently Able
Angul: Top Mandarin, VK Pandian, visited Angul District to review the progress of various developmental works in the district and redressal of public grievances. During his visit he heard the appeal of a differently able youth and directed the District Administration to take care. At first he visited Shree Jagannath Temple and Maa Budhi Thakurani temple and interacted with the...
ଅତିରିକ୍ତ ବଜେଟ୍ ପାଇଁ ପ୍ରସ୍ତୁତି ଆରମ୍ଭ
ଭୁବନେଶ୍ୱର : ୨୦୨୩-୨୪ ଆର୍ଥିକ ବର୍ଷର ଅତିରିକ୍ତ ବଜେଟ୍ ବିଧାନସଭାର ଆଗାମୀ ମୌସୁମୀ କିମ୍ବା ଶୀତ ଅଧିବେଶନରେ ଆସିପାରେ । ରାଜ୍ୟ ଅର୍ଥ ବିଭାଗ ପକ୍ଷରୁ ଏ ନେଇ ପ୍ରକ୍ରିୟା ଆରମ୍ଭ ହୋଇଛିା ଗତବର୍ଷର ବଜେଟ୍କୁ ନଜରରେ ରଖି ଅର୍ଥ ବିଭାଗ ତିନି ମାସ ପୂର୍ବରୁ ଏହି ପ୍ରସ୍ତୁତି ଆରମ୍ଭ କରିଥାଏ । ବଜେଟ୍ ନିର୍ଦ୍ଦେଶକ ସତ୍ୟ ପ୍ରିୟ ରଥ ଅତିରିକ୍ତ ବଜେଟ୍ ଲାଗି ଆସନ୍ତା ଜୁଲାଇ ୩୧ ସୁଦ୍ଧା ପ୍ରସ୍ତାବ ପଠାଇବାକୁ ଅତିରିକ୍ତ ମୁଖ୍ୟ ସଚିବ, ପ୍ରମୁଖ ସଚିବ ଓ ସଚିବମାନଙ୍କୁ ପତ୍ର...
ରାଜଧାନୀରକୁ ପୁଣି ଆସିଲେଣି ଭିକାରୀ
ଭୁବନେଶ୍ୱର : କିଛି ଦିନର ନିରବତା ପରେ ପୁଣିଥରେ ରାଜଧାନୀରେ ଶିଶୁ ଓ ମହିଳା ଭିକାରୀମାନେ ଭିକ ମାଗିବା ଆରମ୍ଭ କରିଛନ୍ତି । ଲୋକସେବାଭବନ ପାଶ୍ୱର୍ରେ ଥିବା ଏଜି ଛକରେ ଛୋଟ ଛୋଟ ପିଲାମାନେ ସଂଧ୍ୟା ସମୟରେ ଲୋକଙ୍କ ଆଗରେ ହାତ ପାତୁଥିବା ଦେଖିବାକୁ ମିଳୁଛି । ରାଜଧାନୀକୁ ଭିକାରୀମୁକ୍ତ କରିବାପାଇଁ ବିଏମ୍ସି ପକ୍ଷରୁ ନିଆଯାଇଥିବା ପଦକ୍ଷେପ ବେଶ୍ ସଫଳ ହୋଇଥିଲା । ରାସ୍ତାଘାଟରୁ ଭିକାରୀମାନଙ୍କୁ ବୁଝାସୁଝା କରି ବିଏମ୍ସି ଦ୍ୱାରା ପ୍ରତିଷ୍ଠା ହୋଇଥିବା ‘ସେଲଟର ହୋମ୍’କୁ ନିଆଯାଇଥିଲା । ସେଠାରେ ଭିକାରୀମାନଙ୍କୁ ବିଭିନ୍ନ...
ରାଜ୍ୟ ସମବାୟ ବ୍ୟବସ୍ଥା ୟୁରୋପରେ ପ୍ରଶଂସିତ
ବେଲଜିୟମ୍ : ଓଡିଶାର ସମବାୟ ବ୍ୟବସ୍ଥା ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାକୁ ବଳିଷ୍ଠ ଓ ଋଦ୍ଧିମନ୍ତ କରିଛି । ରାଜ୍ୟର ସଫଳ ସମବାୟ ବ୍ୟବସ୍ଥା ଆନ୍ତର୍ଜାତୀୟ ଫୋରମ୍ ରେ ଅନ୍ୟ ଦେଶମାନଙ୍କ ଦ୍ବାରା ପ୍ରଶଂସିତ ହୋଇଛି । ସମବାୟ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ୮ ଦିନିଆ ବେଲଜିୟମ ଗସ୍ତରେ ଯାଇ ଲିୟୁଭେନ୍ ଠାରେ ଯୁଗ୍ମ ଆଇ.ସି.ଏ-ସି.ସି.ଆର୍ ଗ୍ଲୋବାଲ ଓ ୟୁରୋପିଆନ୍ ସମବାୟ ଗବେଷଣା ସମ୍ମିଳନୀରେ ଯୋଗ ଦେଇଛନ୍ତି । ଏହି ଅବସରରେ ଉଦ୍ବୋଧନ ଦେଇ ମନ୍ତ୍ରୀ ଶ୍ରୀ ନାୟକ ସମବାୟ କ୍ଷେତ୍ରରେ ନୂତନ...
Odisha Co-op Robust
Belgium : The Cooperative system in Odisha has made the food safety scheme a robust one . The successful cooperative system adopted in Odisha has been applauded in the International forum by other Countries. Atanu sabyasachi Nayak Minister Cooperation who is on a 8 day visit to Belgium is attending the joint International Cooperative Alliance Committee on Cooperative Research Global and...
ସମ୍ରେ ଅତ୍ୟାଧୁନିକ ଇଏନ୍ଟି ଚିକିତ୍ସା
ଭୁବନେଶ୍ୱର : ଜନସାଧାରଣଙ୍କୁ ଅତ୍ୟାଧୁନିକ ଜ୍ଞାନକୌଶଳ ସମ୍ପନ୍ନ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବାର ଧାରା ଅବ୍ୟାହତ ରଖି ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ ସମ ହସ୍ପିଟାଲ୍ର କର୍ଣ୍ଣ, ନାସା ଓ ଗଳା ବିଭାଗରେ ରୋଗୀଙ୍କ ନିମନ୍ତେ ଅତ୍ୟାଧୁନିକ ଏଣ୍ଡାସ୍କୋପି ଓ ଷ୍ଟ୍ରୋବୋସ୍କୋପି ଯନ୍ତ୍ର ସ୍ଥାପନ କରାଯାଇଛି । ଏହି ଯନ୍ତ୍ର ଦ୍ୱାରା କାନ, ନାକ ଓ ଗଳାରେ ସୃଷ୍ଟି ହେଉଥିବା କର୍କଟ ରୋଗର ଆଗୁଆ ଚିହ୍ନଟ ଓ ଚିକିତ୍ସା କରିହେବ । ଏହି ଅତ୍ୟାଧୁନିକ ଯନ୍ତ୍ରରେ ଉଚ୍ଚ କ୍ଷମତା ସମ୍ପନ୍ନ କ୍ୟାମେରା ରହିଛି...
ହାଇସ୍କୁଲ ପାଇଁ ୯୦୨ ନୂତନ ପଦବୀ ସୃଷ୍ଟି
ଭୁବନେଶ୍ୱର : ରାଜ୍ୟର ୧୦୬ଟି ଉନ୍ନୀତ ହାଇସ୍କୁଲ ପାଇଁ ନୂତନ ପଦବୀ ସୃଷ୍ଟି ହୋଇଛି । ରାଜ୍ୟ ସରକାର ମୋଟ ୯୦୨ଟି ପଦବୀ ତିଆରି କରିଛନ୍ତି । ଏଥିରେ ୬୪୨ଟି ଶିକ୍ଷକ ଓ ୨୬୦ଟି ଅଣଶିକ୍ଷକ ପଦ ରହିଛି । ଖୁବ୍ ଶୀଘ୍ର ଏନେଇ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହେବ । ୬୪୨ ପୋଷ୍ଟ ଗ୍ରାଜୁଏଟ ଟିଚର(ପିଜିଟି) ପଦବୀ ସମେତ ୨୪ ଲାବୋରେଟୋରୀ ଆସିଷ୍ଟାଣ୍ଟ୍, ୨୪ ଲାବୋରେଟୋରୀ ଆଟେଣ୍ଡାଣ୍ଟ୍, ୧୦୬ ଆସିଷ୍ଟାଣ୍ଟ୍ ଲାଇବ୍ରେରିଆନ, ୧୦୬ ଜୁନିୟର କ୍ଲର୍କ ପଦବୀ ସୃଷ୍ଟି ହୋଇଛି । ସରକାରୀ ବିଦ୍ୟାଳୟରେ...
୧୧ କଲେଜର ଚେହେରା ବଦଳିବ
ଭୁବନେଶ୍ୱର: ମୋ କଲେଜ ଅଭିଯାନରେ ସାମିଲ ହୋଇ ୫-ଟି ରୂପାନ୍ତରୀକରଣ କାର୍ଯ୍ୟକ୍ରମରେ ଗଞ୍ଜାମ ଜିଲ୍ଲାର ୧୧ଟି ଶିକ୍ଷାନୁଷ୍ଠାନର ବିକାଶ ହେବ । କଲେଜରେ ଛାତ୍ରଛାତ୍ରୀଙ୍କ ପାଇଁ ସ୍ମାର୍ଟ ଶ୍ରେଣୀଗୃହଠୁ ନେଇ ଇ-ଲାଇବ୍ରେରୀର ପ୍ରତିଷ୍ଠା କରାଯିବ । ଉତ୍ତମମାନର ଲାବରୋଟୋରୀ ସାଙ୍ଗକୁ ଉନ୍ନତ ଶ୍ରେଣୀଗୃହରେ ପିଲାମାନେ ପାଠ ପଢ଼ିବେ । କଲେଜ କ୍ୟାମ୍ପସ୍ର ରୂପରେଖ ବଦଳିବ । ଅତ୍ୟାଧୁନିକ ବ୍ୟବସ୍ଥାରେ ପୂରା କଲେଜ ଚମିକବ । ଗଞ୍ଜାମ ଜିଲ୍ଲାର ୮ଟି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ୩ଟି ଡିଗ୍ରୀ କଲେଜର ରୂପାନ୍ତରୀକରଣ ପାଇଁ ରୁଙ୍ଗଟା ସନସ୍...
Infra For Child Traffic Combat
New Delhi: The Union Government has decided to provide financial assistance to the States and Union Territoies in Border areas to set up Protection and Rehabilitation Homes for the victims of trafficking particularly for the minor girls and young women. The homes will provide services like shelter, food, clothing, counseling, primary health facilities and other daily requirements. Sanjeev Chadha, Additional...
Rungta Funds College Transform
Bhubaneswar: Just like schools, major colleges will be transformed in State in phased manner. The entire higher education infrastructure will be completely revamped under the 5T Transformation program of the State Government. From smart class rooms to e-library, all the modern amenities will be established in different colleges dedicated towards students of higher educational institutions, officials said today. With global standard...









