ଡାଲିରେ ଆତ୍ମନିର୍ଭରଶୀଳ ହେଉନି ଓଡିଶା

ଭୁବନେଶ୍ୱର : ରାଜ୍ୟରେ ଡାଲି ଉତ୍ପାଦନ ବୃଦ୍ଧି ଲାଗି କେନ୍ଦ୍ର ସରକାର ଗତ ଦୁଇବର୍ଷରେ ଓଡିଶାରେ ୬୦ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରିଥିଲେ ମଧ୍ୟ ଡାଲି କ୍ଷେତ୍ରରେ ଓଡିଶା ଆତ୍ମନିର୍ଭର ହୋଇପାରୁ ନାହିଁ । ଅନ୍ୟ ରାଜ୍ୟରୁ ଡାଲି ନଆସିଲେ ଓଡିଶାର ଲୋକଙ୍କ ଭାତ ଥାଳି ଡାଲିଶୂନ୍ୟ ହୋଇଯାଉଛି । କେନ୍ଦ୍ର ସରକାର ଜାତୀୟ ଖାଦ୍ୟ ନିରାପତ୍ତା ମିଶନର ଡାଲି ଯୋଜନାରେ ୨୦୨୧-୨୨ ଓ ୨୦୨୨୨-୨୩ ବର୍ଷରେ ଓଡିଶାକୁ ୬୦କୋଟି ୩୯ ଟଙ୍କା ଯୋଗାଇ ଦେଇଛନ୍ତି । ଏହି ଅର୍ଥ ରାଜ୍ୟରେ ଡାଲି...

ପୁରୁଣା ମାମଲା ସଂଖ୍ୟା ଦୁଇ ଲକ୍ଷ ଟପିଗଲାଣି

0

ଭୁବନେଶ୍ୱର : ଓଡ଼ିଶାର ଆଇନ ଅଦାଲତ ଗୁଡ଼ିକରେ ୧୦ରୁ ୩୦ ଓ ତଦୁର୍ଦ୍ଧ୍ୱ ବର୍ଷ ଧରି ଗଡୁଥିବା ପୁରୁଣା ମାମଲା ସଂଖ୍ୟା ପ୍ରାୟ ୨ଲକ୍ଷ ୩୦ ହଜାର । ଏଥିମଧ୍ୟରୁ କେବଳ ପୁରୁଣା ଅପରାଧିକ ମାମଲା ହେଉଛି ପ୍ରାୟ ୧ଲକ୍ଷ ୯୮ହଜାର । ଓଡ଼ିଶାରେ ପ୍ରାୟ ୨୦ଲକ୍ଷ ମାମଲା ବିଚାର ପ୍ରତୀକ୍ଷାରେ ଥିବା କଥା କୁହାଯାଉଥିବାବେଳେ ଜାତୀୟ ନ୍ୟାୟିକ ଡାଟା ଗ୍ରୀଡ୍‌ର ତଥ୍ୟ ମୁତାବକ ଏହି ସଂଖ୍ୟା ୧୫,୩୧,୦୭୬ ଯାହା ମଧ୍ୟରୁ କେବଳ ଅପରାଧିକ ମାମଲା ହେଉଛି ୧୨,୪୮, ୨୧୦ ଓ ଦେୱାନୀ...

Digital Academy For JJM

0

New Delhi: Memorandum of Understanding (MoU) was exchanged between the Department of Drinking water and sanitation and Echo India to establish JJM Digital Academy. The online portal of JJM Digital Academy was launched by the Union Minister of Jal Shakti, Gajendra Singh Shekhawat in the presence of Minister of State for Food Processing Industries and Jal Shakti Prahlad Singh...

Congress Backs New Front

0

Bhubaneswar: It is said two plus two do not make four in politics. It may also be 22. Similarly, addition of several zeros also does not make a number. But in politics, additions of zeros make a difference. Taking a cue from the political mathematics, Congress in Odisha, which has been losing its vote share on every election, has...

Urge For CD Ratio Hike

0

Bhubaneswar: Odisha Government has recently directed all commercial banks functioning in Odisha to improve their credit-deposit (CD) ratio and open branches in the unbanked rural areas of the State on priority basis. Principal Secretary, Finance, Vishal Dev has asked the Bankers during the recently held  State Level Bankers Committee (SLBC) meeting. Acknowledging the critical challenge of Financial Inclusion, which remains a...

Naveen Bats For Women

0

Bhubaneswar: BJD Supremo and Chief Minister Naveen Patnaik on Saturday said his party will continue to fight for women's rights from the village to the Parliament. Addressing the state executive committee of BJD’s women wing here, Shri Patnaik said women are empowered at the grassroots level and they are less visible at the State and national levels. "BJD will fight for...

City Police Lauds SOA

0

Bhubaneswar: A police aid post set up by the Bhubaneswar-Cuttack Commissionerate Police near the Institute of Technical Education and Research (ITER) in Jagamohan Nagar here was inaugurated by Soumendra Kumar Priyadarshi, Commissioner of Police, Bhubaneswar-Cuttack on Saturday. Speaking on the occasion, Shri Priyadarshi said the area needed a police aid post for maintenance of law and order, crime control and...

ଅଙ୍ଗନବାଡି କେନ୍ଦ୍ରର ଜିଓ ମ୍ୟାପିଂ

0

ଭୁବନେଶ୍ୱର : ଓଡିଶା ସମେତ ଦେଶରେ ଥିବା ସମସ୍ତ ଅଙ୍ଗନବାଡି କେନ୍ଦ୍ରର ଜିଓ ମ୍ୟାପିଂ କରାଯିବ । ଏହାଦ୍ୱାରା ଅଙ୍ଗନବାଡିରେ ଥିବା ପିଲାଙ୍କ ଠାରୁ ଆରମ୍ଭକରି ଏହାର ଜମିବାଡି ଓ ଅନ୍ୟାନ୍ୟ ସଂକ୍ରାନ୍ତରେ ବିସ୍ତୃତ ସୂଚନା ମିଳିପାରିବ । ଅଙ୍ଗନବାଡି କେନ୍ଦ୍ରଗୁଡିକର ଜିଓ ମ୍ୟାପିଂ ନେଇ ଲୋକସଭାରେ ସୂଚନା ଦେଇଛନ୍ତି କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ସ୍ମୃତି ଇରାନୀ । ମନ୍ତ୍ରୀ କହିଛନ୍ତି ଯେ ବର୍ତ୍ତମାନ ଦେଶରେ ୧୩.୯୬ ଲକ୍ଷ ଅଙ୍ଗନବାଡି କେନ୍ଦ୍ର ପୋଷଣ ଟ୍ରାକରରେ ପଞ୍ଜିକୃତ ହୋଇଛି । ଏହି...

ଚିନ୍ତାର ବିଷୟ ପାଲଟିଛି ଶ୍ରୀମନ୍ଦିର ସମସ୍ୟା

0

ଭୁବନେଶ୍ୱର : ପୁରୀ ଶ୍ରୀମନ୍ଦିରର ୪ଟି ପ୍ରସଙ୍ଗ ଏବେ ସରକାର, ପ୍ରଶାସନ, ସେବାୟତ ଓ ଜନସାଧାରଣଙ୍କ ପାଇଁ ଚିନ୍ତାର ବିଷୟ ହୋଇଛି । ଏହି ସମସ୍ୟା ଗୁଡ଼ିକର କେବେ, କିପରି ସମାଧାନ ହେବ ତାହାର ସ୍ପଷ୍ଟ ଉତ୍ତର କାହା ପାଖରେ ନାହିଁ । ଗଜପତି ଶ୍ରୀମନ୍ଦିର ତୋଳିବାବେଳେ ଏହାର ୪ଟି ଦ୍ୱାର ରଖିଥିଲେ ଏବଂ ସବୁ ଦ୍ୱାର ଦେଇ ଭକ୍ତ ଓ ସେବାୟତମାନେ ଯାତାୟତ କରିପାରୁଥିଲେ । କୋଭିଡ୍ କଟକଣା ପରଠାରୁ ଶ୍ରୀମନ୍ଦିରର ଉତ୍ତର, ପଶ୍ଚିମ ଓ ଦକ୍ଷିଣ ଦ୍ୱାର ଦେଇ ସର୍ବସାଧାରଣଙ୍କ ପ୍ରବେଶ...

ଟେଲି ମେଡିସିନରେ ମାଇଲଖୁଣ୍ଟ ହାସଲ

0

ନୂଆଦିଲ୍ଲୀ :  ନ୍ୟାସନାଲ୍ ଟେଲି ମେଡିସିନ୍ ହେଲ୍ଥ ପ୍ରୋଗ୍ରାମ (ଟେଲି ମେଣ୍ଟାଲ୍ ହେଲ୍ଥ ଆସିଷ୍ଟାନ୍ସ ଆଣ୍ଡ ନେଟର୍ଓ୍ବକିଂ ଆକ୍ରସ୍ ଷ୍ଟେଟ୍ସ : ଟେଲି ମାନସ- ଜିଲ୍ଲା ମାନସିକ ସ୍ବାସ୍ଥ୍ୟ କାର୍ଯ୍ୟକ୍ରମର ଡିଜିଟାଲ୍ ଶାଖା) ଏକ ମୁଖ୍ୟ ମାଇଲଖୁଣ୍ଟରେ ପହଞ୍ଚିଛି। ଟୋଲ୍ ଫ୍ରି ସେବାର ଏହି କାର୍ଯ୍ୟକ୍ରମର ଆରମ୍ଭ ପରେ ଏପର୍ଯ୍ୟନ୍ତ ଦେଶର ବିଭିନ୍ନ ଅଂଶରେ ଦୁଇ ଲକ୍ଷରୁ ଅଧିକ କଲ୍ ମିଳିଛି। ଏଥିରୁ ଜଣା ଯାଉଛି ଯେ ଏହାର କାମରେ କ୍ରମାଗତ ଭାବରେ ପ୍ରଗତି ହେଉଛି। ତିନି ମାସର ଏହି ଖୁବ୍ କମ୍ ସମୟ...