AU Plea For Laxmi Temple
Bolangir: Biju Janata Dal Veteran and former Minister Ananga Udaya Singh Deo has urged the State Government for to prepare a Detailed Project Report (DPR) for the Laxmi Narayan Temple and School in Bolangir Town. After the DPR for the ancient temple and education institution will be ready, allocation of funds is needed as the State Government is providing funds...
Train Tragedy Bodies Cremated
Bhubaneswar: Four months after the triple train accident that claimed 297 lives in Odisha's Balasore district, authorities at the Bhubaneswar Municipal Corporation (BMC) have cremated 28 unidentified bodies. The process for the cremation of the unclaimed bodies was started 10 October evening and was completed this morning, informed BMC Mayor Sulochana Das. She said women volunteers actively participated in the funeral....
ଚକ୍କର କାଟିଲେଣି ଅଣଛାତ୍ର
ଭୁବନେଶ୍ୱର : ଚଳିତ ଶିକ୍ଷାବର୍ଷ ପାଇଁ ମହାବିଦ୍ୟାଳୟରେ ନୂତନ ଛାତ୍ରଛାତ୍ରୀମାନଙ୍କ ନାମଲେଖା ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଥିବାବେଳେ ଏବେ ଅଣଛାତ୍ରମାନେ ବିଭିନ୍ନ କଲେଜରେ ଚକ୍କର କାଟିବା ଆରମ୍ଭ କରିଛନ୍ତି । ବିଶେଷକରି ରାଜଧାନୀର ବିଭିନ୍ନ କଲେଜରେ ଅଣଛାତ୍ରୀମାନେ ଆଡ୍ଡା ଜମାଉଥିବା ଲକ୍ଷ୍ୟ କରାଯାଉଛି । ଅତୀତରେ ଅଣଛାତ୍ରମାନଙ୍କ ପାଇଁ ଦୁଇ ପ୍ରମୁଖ ମହାବିଦ୍ୟାଳୟ ବିଜେବି ଓ ମହର୍ଷିରେ ଗଣ୍ଡଗୋଳ ଘଟି ମାମଲା ଥାନାକୁ ଯାଇଥିବାବେଳେ ଅଳ୍ପଦିନ ତଳେ ଉତ୍କଳ ବିଶ୍ୱବିଦ୍ୟାଳୟରେ ଅଣଛାତ୍ର ପ୍ରବେଶକୁ ନେଇ ସ୍ଥିତି ଉଗ୍ରରୂପ ହୋଇଥିଲା । ବର୍ତ୍ତମାନ ରାଜଧାନୀରେ ଥିବା ସମସ୍ତ...
ଓଜନରେ ଠକୁଛନ୍ତି ସୁନା ଦୋକାନୀ
ଭୁବନେଶ୍ୱର : ସୁନା କିଣିବାପାଇଁ ଲୋକଙ୍କ ମଧ୍ୟରେ ସ୍ୱତନ୍ତ୍ର ଆଗ୍ରହ ଥିବାବେଳେ ତାହାର ମଉକା ନେଇ ସୁନା ଦୋକାନୀମାନେ ଗ୍ରାହକଙ୍କୁ ଓଜନରେ ଠକିବାରେ ଲାଗିଛନ୍ତି । ଚଳିତ ଆର୍ଥିକ ବର୍ଷରେ ସୁନା ଠକେଇ ନେଇ ୩ଟି ମାମଲା ରୁଜୁ ହେବା ସହିତ ଏ ବାବଦରେ ୮୫ହଜାର ଟଙ୍କା ଜୋରିମାନା ଆଦାୟ ହୋଇ ସାରିଲାଣି । ଓଡିଶାରେ ସୁନାର ଚାହିଦାକୁ ଦୃଷ୍ଟିରେ ରଖି ସ୍ଥାନୀୟ ବ୍ୟବସାୟୀଙ୍କ ସହିତ ଜାତୀୟ ଓ ଆର୍ନ୍ତଜାତୀୟ ସ୍ତରର ସୁନା ବ୍ୟବସାୟୀମାନେ ଏଠାରେ ସେମାନଙ୍କୁ ବ୍ୟବସାୟ କେନ୍ଦ୍ର ଖୋଲିଛନ୍ତି । ସୁନା...
ପୌରସଂସ୍ଥା ପାଇଁ ମୁକ୍ତା ସଫ୍ଟ
ଭୁବନେଶ୍ୱର : ସହରାଞ୍ଚଳର ଗରିବ ଅଧିବାସୀଙ୍କ ଜୀବିକା ସୁରକ୍ଷା ନିମନ୍ତେ ଗୋଷ୍ଠୀ ଦ୍ଵାରା ସଂଚାଳିତ ତଥା ସମାଜର ସାଧାରଣ ସ୍ତରରୁ ଯୋଜନା ପ୍ରସ୍ତୁତ କରୁଥିବା ‘ମୁଖ୍ୟମନ୍ତ୍ରୀ କର୍ମତତ୍ପର ଅଭିଯାନ- ମୁକ୍ତା’ ଓଡ଼ିଶା ସରକାରଙ୍କ ଏକ ପ୍ରମୁଖ ପଦକ୍ଷେପ ରୂପେ ଆଦୃତ ହୋଇଛି। ରାଜ୍ୟର ୧୧୫ ଟି ପୌର ସଂସ୍ଥା ଅନ୍ତର୍ଗତ କାମ କରୁଥିବା ସହରାଞ୍ଚଳ ଶ୍ରମିକ ଓ ବିଭିନ୍ନ ସ୍ଥାନକୁ କାମ ସନ୍ଧାନରେ ଯାଉଥିବା ଶ୍ରମିକ (ପ୍ରବାସୀ ଶ୍ରମିକ)ଗୋଷ୍ଠୀଙ୍କୁ ଜୀବିକା ସୁଯୋଗ ପ୍ରଦାନ କରିବା ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ। ଏହି ଯୋଜନାର ସଠିକ୍ ରୂପାୟନ ପାଇଁ...
ଆରମ୍ଭ ହେଲା ଆମ ଓଡିଶା ନବୀନ ଓଡିଶା
ଭୁବନେଶ୍ବର : ନୂଆ ଓଡିଶା ସଶକ୍ତ ଓଡିଶା ଗଠନର ଭିତ୍ତିଭୂମିକୁ ସୁଦୃଢ କରିବା ପାଇଁ ଆଜିଠାରୁ ଆରମ୍ଭ ହେଲା ରାଜ୍ୟ ସରକାରଙ୍କର ମହତ୍ବକାଂକ୍ଷୀ ଯୋଜନା ‘ଆମ ଓଡିଶା ନବୀନ ଓଡିଶା’। ଏହି କାର୍ଯ୍ୟକ୍ରମର ଫୋକସ୍ ହେବ ପ୍ରତି ପଞ୍ଚାୟତ, ପ୍ରତି ଗାଁ । ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ପ୍ରଥମ ଦିନରେ କେନ୍ଦୁଝର ଓ ଭଦ୍ରକ ଜିଲ୍ଲାରେ ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି । ସାରା ରାଜ୍ୟରେ ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ପାଇଁ ୩୩୯୭ କୋଟି ଟଙ୍କା ଖର୍ଚ୍ଚ ହେବ ।...
ସୋଆ ଛାତ୍ରଛାତ୍ରୀଙ୍କ ସ୍ୱାଗତ କାର୍ଯ୍ୟକ୍ରମ
ଭୁବନେଶ୍ୱର : ଶିକ୍ଷା ଓ ଅନୁସନ୍ଧାନର (ସୋଆ)ର ଫ୍ୟାକଲ୍ଟି ଅଫ୍ ମ୍ୟାନେଜମେଣ୍ଟ ସାଇନ୍ସେସ୍, ଇନ୍ଷ୍ଟିଚ୍ୟୁଟ୍ ଅଫ୍ ବିଜନେସ୍ ଆଣ୍ଡ କମ୍ପ୍ୟୁଟର ଷ୍ଟଡିଜ୍ (ଆଇବିସିଏସ୍)ରେ ନୂତନ ଭାବେ ନାମ ଲେଖାଇଥିବା ବିବିଏ ଓ ଇନ୍ଟିଗ୍ରେଟେଡ୍ ଏମ୍ବିଏର ନୂତନ ଛାତ୍ରଛାତ୍ରୀଙ୍କ ନିମନ୍ତେ ଗତ ସୋମବାର ଏକ ଇଣ୍ଡକ୍ସନ୍ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଥିବା ବେଳେ ଶିଳ୍ପ କ୍ଷେତ୍ରର ନେତୃବୃନ୍ଦ ଓ ଶିକ୍ଷାବିତ୍ମାନେ ଛାତ୍ରଛାତ୍ରୀମାନଙ୍କୁ ସେମାନଙ୍କ ଭବିଷ୍ୟତ ସମ୍ପର୍କରେ ଅନେକ ବାର୍ତା ଦେଇଛନ୍ତି । ଏହି କାର୍ଯ୍ୟକ୍ରମରେ ଟେରା-ବ୍ଲକ ମେସିନେରୀ ପ୍ରାଇଭେଟ୍ ଲିମିଟେଡ୍ର ନିର୍ଦ୍ଦେଶକ ଡକ୍ଟର ସଞ୍ଜୀବ ମହାପାତ୍ର ସମ୍ମାନିତ...
IBCS Holds MBA Induction
Bhubaneswar: An induction program for the first year students of BBA and Integrated MBA was held at the Institute of Business and Computer Studies (IBCS), faculty of management sciences of Siksha ‘O’ Anusandhan (SOA), on Monday where industry leaders and academicians spoke to the freshers about the scope of their future career. Dr. Sanjeev Mohapatra, Director of Terra-Block Machinery Private...
MUKTASoft For Urban Zones
Bhubaneswar: Mukhya Mantri Karma Tatpara Abhiyan" (MUKTA) – the flagship program of Government of Odisha with its community-driven, participatory, and bottom-up approach has emerged as a highly impactful urban livelihood intervention. The scheme is first of its kind in India and focuses on ensuring livelihood opportunities to the vulnerable urban workforce and migrant labourers residing in 115 urban areas...
Naveen Praises NROs
Abu Dhabi: Chief Minister Naveen Patnaik commended the role played by Non-Resident Odias (NROs) in promotion of Odia language, literature and culture abroad. 'Jhankar', the annual festival of the NRO community in Abu Dhabi was organised recently in coordination with the Directorate of Odisha Paribar. The Chief Minister addressed the gathering on the ninth annual festival through a video message....









