ଦୁର୍ନୀତି ମାମଲାରେ ଫଏସଲା ହାର ନଗଣ୍ୟ

0

ଭୁବନେଶ୍ୱର : ଆୟବର୍ହିଭୂତ ସମ୍ପତ୍ତି ଠୁଳ ଓ ଲାଞ୍ଚ କାରବାର ଅଭିଯୋଗରେ ପ୍ରାୟ ପ୍ରତିଦିନ ପୁଲିସ ଠାରୁ ଆରମ୍ଭ କରି ଡାକ୍ତର, ଇଞ୍ଜିନିୟର, କିରାଣୀ, ପିଅନଙ୍କ ପର୍ଯ୍ୟନ୍ତ ବିଭିନ୍ନ କିସମର ସରକାରୀ କର୍ମଚାରୀମାନେ ଦୁର୍ନୀତି ନିବାରଣ ବିଭାଗର ଜାଲରେ ପଡୁଛନ୍ତି । ଏହା ସତ୍ୱେ ଦୁର୍ନୀତି କିନ୍ତୁ ବନ୍ଦ ହେଉନାହିଁ । ଏବେ ଓଡିଶାରେ ବିଭିନ୍ନ ଜିଲ୍ଲାରେ ପ୍ରାୟ ୩୦ହଜାର ଅର୍ଥନୈତିକ ଅପରାଧ ଓ ଭିଜିଲାନ୍ସ ମାମଲା ବିଚାର ପ୍ରତୀକ୍ଷାରେ ପଡି ରହିଛି । ଭିଜିଲାନ୍ସ ମାମଲାଗୁଡିକରେ ଓଡିଶାରେ ଦଣ୍ଡବିଧାନ ହାର ଜାତୀୟ ସ୍ତର...

ଓଏମ୍ବିଏଡିସିର ବାର୍ଷିକ ରିପୋର୍ଟ ଉନ୍ମୋଚିତ

0

ଭୁବନେଶ୍ୱର : ଓଡ଼ିଶା ଖଣିଜ ଉତ୍ପାଦନ କ୍ଷେତ୍ର ଉନ୍ନୟନ ନିଗମ ଓଏମବିଏଡିସି ର ୨୭ତମ ନିର୍ଦ୍ଦେଶକ ମଣ୍ଡଳୀ ପରିଷଦ ବୈଠକ ଆଜି ମୁଖ୍ୟ ଶାସନ ସଚିବ ତଥା ଓଏମବିଏଡିସି    ଅଧ୍ୟକ୍ଷ ଶ୍ରୀ ପ୍ରଦୀପ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଲୋକସେବା ଭବନରେ ଅନୁଷ୍ଠିତ ଏହି ବୈଠକରେ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ , ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ସୁଶୀଲ କୁମାର ଲୋହାନୀ ଓ...

Cyclone Brewing In BoB

Bhubaneswar: The India Meteorological Department (IMD) has predicted that a cyclonic storm is likely to form over the southwest Bay of Bengal around December 3. “Yesterday’s well-marked low-pressure area over southeast Bay of Bengal & adjoining south Andaman Sea moved west-northwestwards and lay over southeast Bay of Bengal. It is likely to move west-northwestwards and intensify into a depression over...

ନିଯୁକ୍ତିଭିତ୍ତିକ ତାଲିମର ଶୁଭାରମ୍ଭ

0

ଭୁବନେଶ୍ୱର : ସରକାରଙ୍କ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଅଧୀନରେ ଥିବା ଓରମାସ୍‌ ଏବଂ ଓଡ଼ିଶା ଖଣି ନିଗମର ମିଳିତ ଆନୁକୂଳରେ ଆରମ୍ଭ ହୋଇଛି, ଖଣି ଅଞ୍ଚଳ ଯୁବବର୍ଗଙ୍କୁ ପାଇଁ ନିଯୁକ୍ତିଭିତ୍ତିକ ଦକ୍ଷତା ବିକାଶ ତାଲିମ କାର୍ଯ୍ୟକ୍ରମ । ଏହି କାର୍ଯ୍ୟକ୍ରମରେ ଯାଜପୁର, କେନ୍ଦୁଝର, ରାୟଗଡ଼ା, ସୁନ୍ଦରଗଡ଼ ଓ କୋରାପୁଟ ଆଦି ୫ଟି ଜିଲ୍ଲାର ଖଣି ଅଞ୍ଚଳର ବେରୋଜଗାର ଯୁବବର୍ଗଙ୍କୁ ବିଭିନ୍ନ ଟ୍ରେଡରେ ତାଲିମ ପ୍ରଦାନ କରି ବିଭିନ୍ନ ଘରୋଇ ସଂସ୍ଥାରେ ନିଯୁକ୍ତି ସୁଯୋଗ ଯୋଗାଇ ଦିଆଯିବାର ଲକ୍ଷ୍ୟ ରଖାଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ...

ଜାତୀୟ ଶିକ୍ଷା ନୀତି ଲାଗୁ କର

0

ଭୁବନେଶ୍ୱର : ଜାତୀୟ ଶିକ୍ଷା ନୀତି ୨୦୨୦ ଲାଗୁ କରିବା ପାଇଁ ଏକ ନୀତି ନିର୍ଘଂଟ ପ୍ରଣୀତ ହେବା ଦରକାର । ପ୍ରଥମ ପର୍ଯ୍ୟାୟରେ ଚାରି ବର୍ଷିଆ ସ୍ନାତକ ଶିକ୍ଷା ପ୍ରଚଳନ ପାଇଁ ବ୍ୟବସ୍ଥା ହେବା ଦରକାର । ଏଥି ନିମନ୍ତେ ପାଠ୍ୟକ୍ରମ, ସଂରଚନା, ଦକ୍ଷତା ବିକାଶ ଓ ଧନ୍ଦାମୂଳକ ପାଠ୍ୟକ୍ରମ ପ୍ରସ୍ତୁତ ହେବା ଆବଶ୍ୟକ । ଜାତୀୟ ଶିକ୍ଷା ନୀତି ୨୦୨୦ ଅନ୍ତର୍ଗତ ପ୍ରଶିକ୍ଷଣ, ପ୍ରୋଜେକ୍ଟ କାର୍ଯ୍ୟ ଓ ଇଂଟରନ୍‌ସିପ୍ ସହ ଶିଳ୍ପ ସଂଯୋଗର ଭିତ୍ତିକ ପ୍ରସ୍ତୁତ କରିବାକୁ ରାଜ୍ୟପାଳ ତଥା...

ଚାଷୀଙ୍କୁ କହିଲେ ଜୟ ଜଗନ୍ନାଥ

0

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସିଂ ମାଧ୍ୟମରେ ବିକଶିତ ଭାରତ ସଂକଳ୍ପ ଯାତ୍ରାର ହିତାଧିକାରୀଙ୍କ ସହ ଆଲୋଚନା କରିଛନ୍ତି । କାର୍ଯ୍ୟକ୍ରମ ଅବସରେ ଓଡ଼ିଶାର ରାୟଗଡ଼ା ଜିଲ୍ଲାର ଚାଷୀ ପୂର୍ଣ୍ଣ ଚାନ୍ଦ ବେନିଆଙ୍କୁ ପ୍ରଧାନମନ୍ତ୍ରୀ 'ଜୟ ଜଗନ୍ନାଥ' କହି ଅଭିବାଦନ ଜଣାଇଥିଲେ। ଶ୍ରୀ ବେନିଆ ଏକାଧିକ ସରକାରୀ ଯୋଜନାର ହିତାଧିକାରୀ। ଉଜ୍ଜ୍ୱଳା ଭଳି ଯୋଜନାରେ କିପରି ତାଙ୍କ ଜୀବନ ବଦଳିଲା ସେ ବିଷୟରେ ହିତାଧିକାରୀ ବର୍ଣ୍ଣନା କରିଥିଲେ । ଚାଷୀ ଜଣଙ୍କ ପ୍ରଧାନମନ୍ତ୍ରୀଙ୍କୁ ଜଣାଇଥିଲେ ଯେ ବର୍ତ୍ତମାନ ସେ...

ନବରଙ୍ଗପୁରରେ ଗଡିଲା ଲକ୍ଷ୍ମୀ

0

ଭୁବନେଶ୍ୱର : ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନବରଙ୍ଗପୁର ଜିଲ୍ଲାରେ  ଲକ୍ଷ୍ମୀ ବସ୍ ଯୋଜନାର ଶୁଭାରମ୍ଭ କରିଛନ୍ତି। ଏହି ଯୋଜନା ପ୍ରଥମେ ମାଲକାନଗିରିରେ ଆରମ୍ଭ ହୋଇଥିଲା। ଏଥିରେ ପଞ୍ଚାୟତରୁ ବ୍ଲକକୁ ବସ୍ ଚଳାଚଳର ସୁବିଧା କରାଯାଇଛି। ସାରା ରାଜ୍ୟରେ ୧୦୦୦ରୁ ଅଧିକ ବସ୍ ଚାଲିବ। ଏଥିରେ ମିଶନ ଶକ୍ତି ମା’ମାନଙ୍କୁ ବସ୍ ପରିଚଳନାର ଦାୟିତ୍ୱ ଦିଆଯାଇଛି। ଏହି ଯୋଜନାରେ ମହିଳା, ଛାତ୍ରଛାତ୍ରୀ ଓ ଭିନ୍ନକ୍ଷମ ବର୍ଗର ଲୋକମାନେ ମାତ୍ର ୫ ଟଙ୍କାରେ ଗାଁରୁ ବ୍ଲକକୁ ଯାଇପାରିବେ। ନବରଙ୍ଗପୁରରେ ୪୪ଟି ବସ୍ ୧୦ଟି ବ୍ଲକର...

Gurujee On Guru Tatwa

0

Cuttack: The jubilant celebration of Shree Guru Bhagabat Dibyo Utsav in Bhubaneswar on Kartik Purnima marked the 22nd birthday of this divine scripture, authored by Gurujee Chandra Bhanu Satpathy. Originating 21 years ago on a full moon night, the initial four lines have blossomed into a monumental work spanning 34 thousand lines across eight volumes, exploring the profound facets...

Mantra For Zero Fatality

0

Bhubaneswar: Chief Secretary Pradeep Kumar Jena has harped on ‘Zero Fatality’ approach as the State is observing Zero Fatality Week from 1 December A preparatory meeting in connection with observance of Zero Fatality Week from 1-7 December 2023 has been held at Lok Seva Bhawan today under Chief Secretary Shri Jena’s Chairmanship. Chief Secretary also focused that as coming December to...

ଓଡ଼ିଶାରେ କଳା ଚିତାବାଘ

0

ଭୁବନେଶ୍ୱର: ରାଜ୍ୟରେ ଚାଲିଥିବା ବାଘ ଗଣନା ବେଳେ ଓଡ଼ିଶା ଜଙ୍ଗଲରେ ଏକ ବିରଳ କଳା ଚିତାବାଘ ଦେଖିବାକୁ ମିଳିଛି। ପ୍ରଧାନ ମୁଖ୍ୟ ବନ ସଂରକ୍ଷକ (ପିସିସିଏଫ୍) ବନ୍ୟପ୍ରାଣୀ ସୁଶାନ୍ତ ନନ୍ଦ ତାଙ୍କ ଏକ୍ସ (ଟ୍ୱିଟର) ହ୍ୟାଣ୍ଡେଲରେ ଏହି ସୂଚନା ଦେଇଛନ୍ତି। କେନ୍ଦ୍ରୀୟ ଓଡ଼ିଶାର ଏକ ଜଙ୍ଗଲରେ ଦେଖିବାକୁ ମିଳିଥିବା ଚିତାବାଘର ଦୁଇଟି ସୁନ୍ଦର ଫଟୋ ସେ ସେୟାର କରିଛନ୍ତି।     ଶ୍ରୀ ନନ୍ଦ ଏକ୍ସରେ ଲେଖିଛନ୍ତି ଯେ, ଓଡ଼ିଶାରେ ବାଘ ଗଣନା ଚାଲିଥିବା ବେଳେ ଆମ ରାଜ୍ୟରେ ବନ୍ୟଜନ୍ତୁଙ୍କ ଆକର୍ଷଣୀୟ ଓ ଅପ୍ରତ୍ୟାଶିତ ଉପସ୍ଥିତି ଦେଖିବାକୁ ମିଳୁଛି।...