ଶ୍ରାବଣୀଙ୍କୁ ପୁରସ୍କାର

0

ଭୁବନେଶ୍ୱର : ଗୋଆରେ ଅନୁଷ୍ଠିତ ୩୭ ତମ ଜାତୀୟ କ୍ରୀଡ଼ା ୨୦୨୩ ଏବଂ ଅନ୍ୟ କ୍ରୀଡ଼ା ଶୃଙ୍ଖଳରେ ଉଲ୍ଲେଖନୀୟ କ୍ରୀଡ଼ା ପ୍ରଦର୍ଶନ ଲାଗି ଆଥଲେଟ ଶ୍ରାବଣୀ ନନ୍ଦଙ୍କୁ ଆଜି କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ ୯ଲକ୍ଷ ୪୦ ହଜାର ଟଙ୍କାର ଅର୍ଥରାଶି ପୁରସ୍କାର ପ୍ରଦାନ କରାଯାଇଛି I ବିଭାଗ ପକ୍ଷରୁ କଳିଙ୍ଗ ଷ୍ଟାଡିୟମ ଠାରେ ଆୟୋଜିତ ଏକ ସ୍ୱତନ୍ତ୍ର ସମ୍ବର୍ଦ୍ଧନା ଉତ୍ସବରେ ଯୋଗଦେଇ  କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ଶ୍ରୀ ତୁଷାରକାନ୍ତି ବେହେରା ଶ୍ରାବଣୀଙ୍କୁ ଅର୍ଥରାଶି ପୁରସ୍କାର ସହ ରୂପା ତାରକସି ଫଳକ,...

ମନମୋହିଲା କୁଚିପୁଡ଼ି

0

କୋଣାର୍କ : କୋଣାର୍କ ଉତ୍ସବର ଦ୍ୱିତୀୟ ସଂଧ୍ୟାରେ ସୁବିଖ୍ୟାତ କୁଚିପୁଡ଼ି ନୃତ୍ୟ ବିଦ୍ୱାନ ପଦ୍ମଶ୍ରୀ ଗୁରୁ ଜୟରାମା ରାଓ ଓ କୁଚିପୁଡ଼ି ଡ଼୍ୟାନ୍ସ ଏକାଡ଼େମୀର ଶିଳ୍ପୀମାନେ  । ନଟରାଜ ଶିବ ହିଁ ସକଳ ଶକ୍ତିର ଆଧାର ଓ ଓଁକାର ବ୍ରହ୍ମଙ୍କ ଉପାସନା ମୋକ୍ଷର ମାର୍ଗକୁ ଉନ୍ମୋଚନ କରେ  । ଏହି ତତ୍ତ୍ୱକୁ ନେଇ ଓଁକାରମ୍‌ର ଉପସ୍ଥାପନା ପରେ ପରେ କୁଚିପୁଡ଼ିର ପରବର୍ତ୍ତୀ ପ୍ରସ୍ତୁତି ଥିଲା ଶ୍ରୀଗୀତଗୋବିନ୍ଦ ଅଷ୍ଟପଦୀରେ ଦଶାବତାର  । ପରେ ପରେ ଦୁର୍ଗା ତରଙ୍ଗମ୍‌ ଓ ତିଲ୍ଲାନା ଯାହା କୁଚିପୁଡ଼ିର ଶାସ୍ତ୍ରୀୟତା ସିଦ୍ଧ...

କ୍ରୀଡ଼ା ପ୍ରତିଯୋଗିତାରେ ଭିନ୍ନକ୍ଷମ ଛାତ୍ରଛାତ୍ରୀ

0

ଭୁବନେଶ୍ୱର : ଅନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ପାଳନ ସମାରୋହର ଅତ୍ୟତମ ଆକର୍ଷଣ ଥିଲା ଭିନ୍ନକ୍ଷମ ଛାତ୍ରଛାତ୍ରୀମାନଙ୍କ କ୍ରୀଡ଼ା ପ୍ରତିଯୋଗିତାରେ ଅଂଶଗ୍ରହଣ । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଆନୁକୂଲ୍ୟରେ ଦୁଇଦିନଧରି ଦୁତୀ ଚାନ୍ଦ ଇଣ୍ଡୋର ଷ୍ଟାଡିୟମ୍‌ରେ ଅନୁଷ୍ଠିତ ଏହି କ୍ରୀଡ଼ା ପ୍ରତିଯୋଗିତାରେ ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ । ବିଭିନ୍ନ ସ୍ୱତନ୍ତ୍ର ବିଦ୍ୟାଳୟ ତଥା ସେ୍ୱଚ୍ଛାସେବୀ ସଂଗଠନ ପରିଚାଳିତ ଶିକ୍ଷାନୁଷ୍ଠାନଗୁଡ଼ିକରୁ ଛାତ୍ରଚାତ୍ରୀମାନେ ପ୍ରାୟ ୨୦୦ ଦୃଷ୍ଟିବାଧିତ, ଶ୍ରବଣବାଧିତ, ସେରେବ୍ରାଲ ପଲ୍‌ସୀ ଓ ଅଟିଜିମ୍‌ଗ୍ରସ୍ତ ତଥା ମାନସିକ ଅନଗ୍ରସର ଛାତ୍ରଛାତ୍ରୀ ଏଥିରେ...

ଶ୍ରମ ଅଧିକାରୀ ପଦବୀ ଖାଲି

ଭୁବନେଶ୍ୱର : ରାଜ୍ୟ ଶ୍ରମ ବିଭାଗରେ ଶହ ଶହ ପଦବୀ ଖାଲି ପଡିଛି । ବିଶେଷକରି କ୍ଷେତ୍ର ସ୍ତରରେ କାର୍ଯ୍ୟ କରୁଥିବା ସହକାରୀ ଶ୍ରମ ଅଧିକାରୀ ପଦବୀରେ ପ୍ରାୟ ୮୦ ପ୍ରତିଶତ ପଦବୀ ଫାଙ୍କା । ରାଜ୍ୟରେ ଶ୍ରମିକଙ୍କ ସ୍ୱାର୍ଥର ସୁରକ୍ଷା ଠାରୁ ଆରମ୍ଭ କରି ଶିଶୁ ଶ୍ରମିକ ପ୍ରଥାକୁ ରୋକିବା ଶ୍ରମ ଅଧିକାରୀଙ୍କର ପ୍ରମୁଖ କାର୍ଯ୍ୟ । ଜିଲ୍ଲା ସ୍ତରରେ ସାଧାରଣତଃ ସହକାରୀ ଶ୍ରମ ଅଧିକାରୀମାନେ ଏହି କାର୍ଯ୍ୟର ମଙ୍ଗ ଧରିଥାନ୍ତି । ତେବେ ଏହି କ୍ୟାଡରରେ ଥିବା ୪୧୩ଟି ପଦବୀ ମଧ୍ୟରୁ...

ବିନିଯୋଗ ପ୍ରମାଣପତ୍ର ତୁରନ୍ତ ଦିଅ

0

ଭୁବନେଶ୍ୱର : ୨୦୨୩-୨୪ ବର୍ଷ ରେ ପୁଞ୍ଜି ବ୍ୟୟ ପାଇଁ ରାଜ୍ୟମାନଙ୍କୁ ସ୍ୱତନ୍ତ୍ର ସହାୟତା ଯୋଜନା (ଏସଏଏସସିଆଇ) ଅଧୀନରେ ପ୍ରଦାନ କରାଯାଇଥିବା ପାଣ୍ଠିର ବିନିଯୋଗ ପ୍ରମାଣପତ୍ର (ୟୁସି) ଦାଖଲ କରିବାକୁ ଅନେକ ଉନ୍ନୟନ ବିଭାଗକୁ ଅନୁରୋଧ କରାଯାଇଛି । ବଜେଟ୍ ନିର୍ଦ୍ଦେଶକ ସତ୍ୟପ୍ରିୟ ରଥ ଜଳସମ୍ପଦ, ଗୃହ ଓ ନଗର ଉନ୍ନୟନ, ଗୃହ, ଶିଳ୍ପ, ପରିବହନ, ପୂର୍ତ୍ତ, ଶକ୍ତି ଓ ଗ୍ରାମ୍ୟ ଉନ୍ନୟନ ବିଭାଗକୁ ଯୋଜନାର ପ୍ରଥମ କିସ୍ତିରେ ପ୍ରଦାନ କରାଯାଇଥିବା ପାଣ୍ଠିର ଶୀଘ୍ର ୟୁସି ଦାଖଲ କରିବାକୁ କହିଛନ୍ତି । ୨୦୨୩-୨୪ ପୁଞ୍ଜି...

କଂଗ୍ରେସର ତୁଳସୀ ଯାତ୍ରା

0

ଭୁବନେଶ୍ୱର : ଆଜି ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ ପଟ୍ଟନାୟକଙ୍କ ନେତୃତ୍ୱରେ ସାରା ରାଜ୍ୟର ପ୍ରତ୍ୟେକ ଜିଲ୍ଲା, ବ୍ଲକ ଓ ପଂଚାୟତରୁ ଶହ ଶହ କଂଗ୍ରେସ ନେତୃବୃନ୍ଦ, କର୍ମୀ ଓ ଶୁଭେଚ୍ଛୁମାନେ ଶ୍ରୀ ଜଗନ୍ନାଥ ମନ୍ଦିରର ସମସ୍ତ ନୀତି ନିୟମକୁ ପାଳନ କରି ତୁଳସୀ ଧରି ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ପହଂଚିଥିଲେ । ଓଡ଼ିଶା ପ୍ରଭାରୀ ତଥା ସାଂସଦ ଡଃ ଏ. ଚେଲ୍ଲା କୁମାର ପହଂଚିଲା ପରେ ଶ୍ରୀ ପଟ୍ଟନାୟକଙ୍କ ନେତୃତ୍ୱରେ ତୁଳସୀ ଯାତ୍ରାର ଶୁଭାରମ୍ଭ ହୋଇଥିଲା । ମହାପ୍ରଭୁ ଚତୁର୍ଦ୍ଧାମୁର୍ତିଙ୍କୁ...

ପ୍ରତ୍ୟେକ ଶ୍ରମିକ ଜଣେ ଜଣେ ହିରୋ

0

ଭୁବନେଶ୍ଵର : ଉତ୍ତରାଖଣ୍ଡ ଟନେଲରୁ ଉଦ୍ଧାର ହୋଇଥିବା ଓଡ଼ିଆ ଶ୍ରମିକ ମାନେ ଆଜି ଭୁବନେଶ୍ୱରରେ ପହଞ୍ଚି ନବୀନ ନିବାସ ଠାରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି। ଏହି ଅବସରରେ ସେମାନଙ୍କୁ ଅଭିନନ୍ଦନ ଜଣାଇ ମୁଖ୍ୟମନ୍ତ୍ରୀ ସେମାନଙ୍କ ସ୍ବାସ୍ଥ୍ୟ ଅବସ୍ଥା ବିଷୟରେ ପଚାରି ବୁଝିଥିଲେ। ସେମାନେ ସମସ୍ତେ ଭଲ ଅଛନ୍ତି ବୋଲି ସୂଚନା ଦେଇ ମୁଖ୍ୟମନ୍ତ୍ରୀଙ୍କ ସହୃଦୟତା ପାଇଁ ଧନ୍ୟବାଦ୍ ଦେଇଥିଲେ। ପ୍ରତ୍ୟେକ ଶ୍ରମିକଙ୍କୁ ୨ ଲକ୍ଷ ଟଙ୍କା ଲେଖାଏଁ ସହାୟତା ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ ଟନେଲ୍ ଭିତରେ ସେମାନଙ୍କ ସଂଘର୍ଷ ପୂର୍ଣ୍ଣ ଜୀବନ ବିଷୟରେ...

ଅବପାତ ପ୍ରଭାବରେ ବର୍ଷା ସମ୍ଭାବନା

0

ଭୁବନେଶ୍ୱର : ଦକ୍ଷିଣ - ପୂର୍ବ ବଙ୍ଗୋପ ସାଗର ଓ ତତ୍ ସଂଲଗ୍ନ ତାମିଲନାଡୁ ଉପକୁଳରେ ସୃଷ୍ଟି ହୋଇଥିବା ଲଘୁଚାପ ଅବପାତର ରୂପ ନେଇସାରିଥିବା ବେଳେ ଏହା ଏକ ଘୂର୍ଣ୍ଣିଝଡ଼ରେ ପରିଣତ ହେବାର ସମ୍ଭାବନା ରହିଛି ବୋଲି ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ପରିବେଶ ଓ ଜଳବାୟୁ କେନ୍ଦ୍ର (ସିଇସି) ସୂଚନା ଦେଇଛି । ତଥ୍ୟ ଅନୁଯାୟୀ ଡିସେମ୍ବର ୩ ତାରିଖ ଅପରାହ୍ଣ ସୁଦ୍ଧା ପୂର୍ବ ତାମିଲନାଡୁରୁ ଉପକୂଳର ୪୦୦ କିମି ଦୂରରେଏହି ଅବପାତ ଘୂର୍ଣ୍ଣିଝଡ଼ରେ ପରିଣତ ହୋଇ ଉତର-ପଶ୍ଚିମ ଦିଗରେ ଗତି...

Konark Fest Kicks Off

0

Department of Tourism’s two flagship events 13th International Sand Art Festival and 34th edition of Konark Festival were inaugurated virtually today by Chief Minister Naveen Patnaik. “I welcome everyone to this beautiful open-air auditorium in the premises of this 13th century UNESCO World Heritage Site. With the Sun Temple acting as the grand backdrop for the stage, together we’ll witness...

Cong Holds Tulsi Jatra

0

Bhubaneswar: In a novel protest for Lord Jagannath, Opposition Congress today organized Tulsi Jatra from Bhubaneswar to Puri demanding reopening of all gates Srimandir for devotees and Ratna Bhandar for repair & inventory. The Congress workers collected tulsi or basil leaves from houses across 314 blocks of the State and brought the holy leaves to Congress Bhawan, from where the...