Pt.Nilamani Vidyaratna Remembered

0

Bhubaneswar: Pandit Nilamani Vidyaratna was a patriot, freedom fighter, social worker, litterateur and editor. He was the patron of Odia language literature. His efforts to create a separate Utkal Pradesh have remembered him as a key architect of this movement. He was the unique pioneer of renaissance in Odisha," Badamba MLA Debi Prasad Mishra said. Shri Mishra was the Chief...

ଟୋଲ ଫି ୧୦୦୦ କୋଟିରୁ ଅଧିକ

0

ଭୁବନେଶ୍ୱର : ଓଡିଶାରେ ଥିବା ଜତୀୟ ରାଜପଥ ଟୋଲ ପ୍ଲାଜାରୁ ଆଦାୟ ଫି ପରିମାଣ ବାର୍ଷିକ ହଜାରେ କୋଟି ଟଙ୍କା ଟପିଲାଣି । ୨୦୨୨-୨୩ ବର୍ଷରେ ଏହା ୧୧୯୧ କୋଟି ଟଙ୍କା ଥିବାବେଳେ ଚଳିତ ଆର୍ଥିକ ବର୍ଷରେ ନଭେମ୍ବର ଶେଷ ସୁଦ୍ଧା ଏହା ୧୧୧୮ କୋଟି ଟଙ୍କା ଅତିକ୍ରମ କରିଗଲାଣି । କେନ୍ଦ୍ର ଭୂପୃଷ୍ଠ ପରିବହନ ମନ୍ତ୍ରୀ ନିତିନ ଗଡକରୀ ଲୋକସଭାରେ ଦେଇଥିବା ଏକ ଉତ୍ତରରୁ ଜଣାଯାଇଛି ଯେ ଓଡିଶା ଭିତରେ ଦେଇ ଯାଇଥିବା ଜାତୀୟ ରାଜପଥର ବିଭିନ୍ନ ସ୍ଥାନରେ ୨୫ଟି ଟୋଲ ପ୍ଲାଜା...

ଖଣି ରାଜସ୍ୱ ବୃଦ୍ଧି

0

ଭୁବନେଶ୍ୱର : ଖଣି ଓ ଖଣିଜ ଉନ୍ନୟନ ଓ ନିୟନ୍ତ୍ରଣ ଆଇନ (ଏମଏମଡିଆର ଆକ୍ଟ)ରେ ସଂଶୋଧନ ଯୋଗୁଁ ଓଡ଼ିଶାରେ ଖଣି ରାଜସ୍ୱ ବୃଦ୍ଧି ପାଇଛି । ଏମଏମଡିଆର ସଂଶୋଧନ ଆଇନ, ୨୦୧୫ ମାଧ୍ୟମରେ ଏମଏମଡିଆର ଆଇନରେ ୧୨ ଜାନୁଆରୀ ୨୦୧୫ରେ ସଂଶୋଧନ କରାଯାଇଥିଲା । ଏମ୍‌ଏମ୍‌ଡିଆର୍ ଆଇନର ଧାରା ୮କ(୬) ଅନୁଯାୟୀ ୨୦୨୦ ମାର୍ଚ୍ଚରେ ବହୁ ସଂଖ୍ୟକ ଖଣି ଲିଜ୍ ଅବଧି ଶେଷ ହେଉଥିବାରୁ ଦେଶରେ ଖଣିଜ ପଦାର୍ଥର ସ୍ଥାୟୀ ଉତ୍ପାଦନ ଜାରି ରଖିବା ପାଇଁ କେନ୍ଦ୍ର ସରକାର ୧୦ ଜାନୁଆରୀ ୨୦୨୦ରୁ ଖଣିଜ...

ନୀଳମଣି ବିଦ୍ୟାରତ୍ନ ଥିଲେ ନବଜାଗରଣର ଅଗ୍ରଦୂତ

0

ଭୁବନେଶ୍ୱର : ପଣ୍ଡିତ ନୀଳମଣି ବିଦ୍ୟାରତ୍ନ ଏକାଧାରରେ ଜଣେ ଦେଶସେବୀ, ସ୍ୱାଧୀନତା ସଂଗ୍ରାମୀ, ସମାଜସେବୀ, ସାହିତି୍ୟକ ଏବଂ ସମ୍ପାଦକ ଥିଲେ । ଓଡ଼ିଆ ଭାଷା ସାହିତ୍ୟର ସେଥିଲେ ପୃଷ୍ଠପୋଷକ।ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ନିମନ୍ତେ ତାଙ୍କ ଉଦ୍ୟମତାଙ୍କୁ ଏହି ଆନ୍ଦୋଳନର ପ୍ରମୁଖ ବିନ୍ଧାଣୀ ଭାବରେ ସ୍ମରଣୀୟ ରଖିଛି। ସେ ଥିଲେ ଓଡ଼ିଶାରେ ନବଜାଗରଣର ଅନନ୍ୟ ଅଗ୍ରଦୂତ ବୋଲି ବଡ଼ମ୍ବା ବିଧାୟକଶ୍ରୀ ଦେବୀ ପ୍ରସାଦ ମିଶ୍ର ଉଲ୍ଲେଖ କରିଛନ୍ତି। ଆଜି ସନ୍ଧ୍ୟାରେ ସ୍ଥାନୀୟ ଜୟଦେବ ଭବନଠାରେ ସୂଚନା ଓ ଲୋକସମ୍ପର୍କ ବିଭାଗ ଏବଂ ରାଜ୍ୟସ୍ତରୀୟ ପଣ୍ଡିତ...

CS Lauds NIC Role

0

Bhubaneswar: A three-day long e-Governance State Level Conference for District Information Science Officers and Assistant District Information Science Officers was inaugurated today at National Informatics Centre (NIC), Bhubaneswar . Chief Secretary Pradeep Kumar Jena inaugurated the program and highlighted the important role of the District Information Science Officers in the successful implementation of e-Governance in the State . In this context,...

ଇ-ଗଭର୍ଣ୍ଣାନ୍ସ  ସମ୍ମିଳନୀ  ଉଦଘାଟିତ

0

ଭୁବନେଶ୍ୱର : ରାଷ୍ଟ୍ରୀୟ ସୂଚନା ବିଜ୍ଞାନ କେନ୍ଦ୍ର (ଏନ୍ ଆଇ ସି), ଭୁବନେଶ୍ୱର ଠାରେ ଜିଲ୍ଲା ସୂଚନା ବିଜ୍ଞାନ ପଦାଧିକାରୀ ଏବଂ ସହକାରୀ ଜିଲ୍ଲା ସୂଚନା ବିଜ୍ଞାନ ପଦାଧିକାରୀମାନଙ୍କ ପାଇଁ ତ୍ରି-ଦିବସୀୟ ଇ-ଗଭର୍ଣ୍ଣାନ୍ସ ରାଜ୍ୟସ୍ତରୀୟ ସମ୍ମିଳନୀ ଆଜି ଉଦଘାଟିତ ହୋଇଯାଇଅଛି । ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ କୁମାର ଜେନା ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରି  ରାଜ୍ୟରେ ଇ-ଶାସନର ସଫଳ ପ୍ରବର୍ତ୍ତନ ପାଇଁ ଜିଲ୍ଲା ସୂଚନା ବିଜ୍ଞାନ ପଦାଧିକାରୀ ମାନଙ୍କର ଗୁରୁତ୍ୱପୂର୍ଣ୍ଣ...

ନୂଆ ଓଡିଶାରେ ବିମାନ ଚଳାଚଳ ତାଲିମ

0

ଭୁବନେଶ୍ୱର : ଦକ୍ଷତା ବିକାଶ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ଆଭିଯାନରେ, (ନୂତନ ଉନ୍ନତ ଅଭିଳାଷା ) ନୂଆ ଓଡିଶା ସହିତ, ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ବିଭାଗ, ଓଡ଼ିଶା ସରକାର ୧୭ ଜଣ ଆଶାୟୀ ବ୍ୟକ୍ତିଙ୍କୁ ବାର୍ଡ ଏକାଡେମୀରେ ବିମାନବନ୍ଦର ଗ୍ରାଉଣ୍ଡ ହ୍ୟାଣ୍ଡଲିଂ ଟ୍ରେନିଂ ପାଇଁ କେରଳର କୋଚିକୁ ପଠାଇଛନ୍ତି । ଏହି ବିସ୍ତୃତ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ୨୭୦ ଦିନ ବ୍ୟାପି ଚାଲିବ । ୯୦ ଦିନର ତତ୍ବ ଭିତ୍ତିକ ନିର୍ଦ୍ଦେଶାବଳୀ ସହିତ ୧୮୦ ଦିନ ଅନ-ଜବ୍‌ ଟ୍ରେନିଙ୍ଗ ଅନ୍ତର୍ଭୁକ୍ତ । ଭୁବନେଶ୍ୱରରେ...

ସହରାଞ୍ଚଳରେ ବିକଶିତ ଭାରତ ଯାତ୍ରା

0

ଭୁବନେଶ୍ୱର : ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ଆଜି ଠାରୁ ଆରମ୍ଭ ହୋଇଛି ବିକଶିତ ଭାରତ ସଂକଳ୍ପ ଯାତ୍ରା । ପ୍ରଥମ ଦିନରେ ବଡ଼ଗଡ଼ ଠାରେ ସଂକଳ୍ପ ଯାତ୍ରା ସଚେତନତା ବାହନ ପହଞ୍ଚିଥିଲା । ଭୁବନେଶ୍ୱର ମହାନଗର ନିଗମ ଡେପୁଟି ମେୟର ମଞ୍ଜୁଲତା କହଁର ଯାତ୍ରାକୁ ଶୁଭାରମ୍ଭ କରିଥିଲେ। ଆୟୋଜିତ ସଚେତନତା କାର୍ଯ୍ୟକ୍ରମରେ ବିଏମସି ଅତିରିକ୍ତ କମିଶନର ଶୁଭେନ୍ଦୁ କୁମାର ସାହୁ, ଉପ କମିଶନର ମନୋରଞ୍ଜନ ସାହୁ, ରମେଶ ଚନ୍ଦ୍ର ଜେନା, ଭୁବନେଶ୍ୱର ପତ୍ର ସୂଚନା କାର୍ଯ୍ୟାଳୟ (ପିଆଇବି)ର ଉପ ନିର୍ଦ୍ଦେଶକ ମନୋଜ କୁମାର...

NUA Odisha Boosts Skill

0

Bhubaneswar: In a significant stride towards skill development, under (Nutana Unnata Abhilasha) NUA ODISHA initiative, Skill Development and Technical Education Department has sent 17 aspiring individuals to Kochi, Kerala for Airport Ground Handling Training at Bird Academy. The comprehensive training program spans 270 days, encompassing 90 days of theoretical instruction followed by 180 days of on-the-job training (OJT). The selection process...

Turtle Research Centre Soon

0

Bhubaneswar: In order to conduct research on Olive Ridley Sea Turtles, Odisha Government has decided to set up a Sea Turtle Research and Conservation Centre at Rushikulya river mouth in Ganjam district. Land has been identified for establishment of the Centre at Rushikulya river mouth, said PCCF (Wildlife) and Chief Wildlife Warden Susanta Nanda said here on Thursday. Speaking to media...