ଅଗଷ୍ଟ କ୍ରାନ୍ତି ବୀରଙ୍କୁ ଶ୍ରଦ୍ଧାଞ୍ଜଳି

0

ଭୁବନେଶ୍ୱର : ଭାରତବର୍ଷକୁ ସହଜରେ ସ୍ୱାଧୀନତା ମିଳିନାହିଁ I ଆମେ ଏକ କଷ୍ଟଲବ୍ଧ ସ୍ୱାଧୀନତା ପାଇଛେ । ହଜାର ହଜାର ସଂଗ୍ରାମୀଙ୍କ ବଳିଦାନ ଓ ତ୍ୟାଗ ଫଳରେ ଆମକୁ ସ୍ବାଧୀନତା ମିଳିଛି । ସେହି ସ୍ୱାଧୀନତାର ମୂଲ୍ୟକୁ ଆମକୁ ସୁରକ୍ଷିତ ରଖିବାକୁ ହେବ ବୋଲି ଓଡ଼ିଶା ବିଧାନସଭାର ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀ କହିଛନ୍ତି । ରାଜ୍ୟ ସ୍ୱାଧୀନତା ସଂଗ୍ରାମୀ ସମିତି ପକ୍ଷରୁ ଭୁବନେଶ୍ବର ଶହୀଦ ସ୍ମାରକୀ ସ୍ୱାଧୀନତା ସଂଗ୍ରାମୀ ସଦନଠାରେ ଆୟୋଜିତ ରାଜ୍ୟସ୍ତରୀୟ ଅଗଷ୍ଟ କ୍ରାନ୍ତି ସମାରୋହରେ ମୁଖ୍ୟଅତିଥି ଭାବେ ଯୋଗଦେଇ ବାଚସ୍ପତି...

ଆରୋଗ୍ୟ କେନ୍ଦ୍ରର ଅନ୍ତେବାସୀଙ୍କ ସହ ରକ୍ଷାବନ୍ଧନ

0

ଭୁବନେଶ୍ୱର : ସ୍ୱେଚ୍ଛାସେବୀ ସଂଗଠନ ପିପୁଲ୍ସ କଲଚରାଲ୍ ସେଣ୍ଟର (ପିକକ୍) ଓ ରୋଟାରୀ କ୍ଲବ ଅଫ୍ ଭୁବନେଶ୍ୱର ୟୁନିକ୍, ଦିଶା –ନିଶାମୁକ୍ତି ଓ ଆରୋଗ୍ୟ କେନ୍ଦ୍ରରଅନ୍ତେବାସୀମାନଙ୍କ ସହିତ ରକ୍ଷା  ବନ୍ଧନ ପାଳନ କରିଥିଲା। ଏହି କେନ୍ଦ୍ର ପିକକ୍ ଦ୍ୱାରା ପରିଚାଳିତ ।  ରକ୍ଷା ବନ୍ଧନ କେବଳ ଏକ ଉତ୍ସବ ନୁହେଁ - ଏହା ପ୍ରେମ, ସୁରକ୍ଷା ଏବଂ ଆଧ୍ୟାତ୍ମିକ ସଂଯୋଗର ଏକ ସ୍ଵତନ୍ତ୍ର ପ୍ରକାଶନ। ରିକଭରୀ ସେଣ୍ଟରରେ ଅନ୍ତେବାସୀମାନେ ପ୍ରାୟତଃ ସେମାନଙ୍କ ପରିବାରଠାରୁ ଅଲଗା ରହୁଥିବାରୁ ସେମାନେ ନିଃସଙ୍ଗ ଅନୁଭବ କରନ୍ତି। ରାକ୍ଷୀ...

Prep For LSG Programs

0

Bhubaneswar: The Housing & Urban Development Department, Government of Odisha, will celebrate Local Self-Government(LSG) Day on August 31st. A week-long series of public outreach programs will be held in all Urban Local Bodies (ULBs) from August 25th to 30th. The events are designed to foster citizen participation, promote environmental awareness, and strengthen community bonds. Key initiatives include: "Ek Ped Maa Ke...

ଗବେଷଣା ମାଧ୍ୟମରେ ନବସୃଜନର କଳ୍ପନା କରିବା

0

ବ୍ରହ୍ମପୁର : ୨୦୩୬ ମସିହାରେ ଓଡ଼ିଶା ଭାଷାଭିତ୍ତିକ ରାଜ୍ୟ ଭାବେ ସ୍ୱତନ୍ତ୍ର ପ୍ରଦେଶ ଗଠନର ୧୦୦ ବର୍ଷ ପୂରଣ କରିବ । ୨୦୪୭ରେ ଦେଶ ସ୍ୱାଧୀନତାର ଶତବାର୍ଷିକୀ ପାଳନ କରିବ । ଏହି ସମୟରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ କେବଳ ଡିଗ୍ରୀ ଓ ସାର୍ଟିଫିକେଟ୍ ଦେବାରେ ସୀମିତ ନରହି ଗବେଷଣା ମାଧ୍ୟମରେ ନବସୃଜନର କଳ୍ପନା କରିବା ଉଚିତ୍ ବୋଲି ଶନିବାର ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ୨୬ତମ ସମାବର୍ତ୍ତନ ଉତ୍ସବରେ ଯୋଗଦେବା ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।  ଓଡ଼ିଶାର ମାନ୍ୟବର ରାଜ୍ୟପାଳ ହରିବାବୁ...

TiE BBSR Hosts TiEcon 20

0

Bhubaneswar: TiE Bhubaneswar today inaugurated TiEcon 2025, a two-day national-level entrepreneurship summit with global recognition, marking a significant step in Odisha’s journey to becoming a hub for entrepreneurship and innovation. The event, held in collaboration with the Government of Odisha, has drawn entrepreneurs and thought leaders from across India and countries like Sri Lanka, Singapore, the UAE, and the...

SUMUM Organizes CME

0

Bhubaneswar: A Continuing Medical Education (CME) event, organized by the Department of Orthopedics at the SUM Ultimate Medicare (SUMUM), was held on Friday to coincide with the India Orthopedic Association’s Bone and Joint Week. The event, themed "Old is Gold—360° Care for the Elderly: Ensuring Mobility, Dignity and Longevity," focused on providing comprehensive care for senior citizens. Discussions at the...

CII Odisha Meets MPs

0

New Delhi: The Confederation of Indian Industry (CII) Odisha held a crucial interactive session in the national capital with 14 Members of Parliament (MPs) from the state to chart a course for accelerating Odisha's socio-economic development. The meeting, which included members of the CII Odisha State Council, underscored the importance of a strong collaborative partnership between the government and...

ଏକ କୋଟି ମହିଳା ପାଇଲେ ସୁଭଦ୍ରା ଟଙ୍କା

0

ଭୁବନେଶ୍ୱର : "ସୁଭଦ୍ରା ଯୋଜନା” ଅନେକ ମହିଳାଙ୍କ ଜୀବନରେ ପ୍ରଗତି ଓ ପରିବର୍ତ୍ତନର ନୂଆ ଅଧ୍ୟାୟ ସୃଷ୍ଟି କରିବାରେ ସଫଳ ହୋଇଛି। ଏହା ସେମାନଙ୍କର ପରିବାରକୁ ଆର୍ଥିକ ଶକ୍ତି ଦେବା ସହିତ ସେମାନଙ୍କୁ  ଉଦ୍ୟମୀ ମହିଳା ଭାବେ ଗଢି ତୋଳିବାରେ ବଳ ଯୋଗାଇଛି ବୋଲି ଆଜି କୋରାପୁଟ ଜିଲ୍ଲାର  ଜୟପୁର ଠାରେ ଓଡ଼ିଶାର ସର୍ବବୃହତ ମହିଳା ସଶକ୍ତିକରଣ ଯୋଜନା “ସୁଭଦ୍ରା”ର ତୃତୀୟ କିସ୍ତି ପ୍ରଦାନ ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ଏଥି ସହିତ ମୁଖ୍ୟମନ୍ତ୍ରୀ, କୋରାପୁଟ ଜିଲ୍ଲାରେ, ୪୫୨ କୋଟି ଟଙ୍କାରୁ...

ସମ୍ମମ୍‌ରେ ହାଡ଼ ଓ ଗଣ୍ଠିର ଅତ୍ୟାଧୁନିକ ଚିକିତ୍ସା

0

ଭୁବନେଶ୍ୱର : ବୟସ୍କଙ୍କ କ୍ଷେତ୍ରରେ ହାଡର଼ ଶକ୍ତି ବୃଦ୍ଧି, ଭଙ୍ଗାହାଡ଼ର ଚିକିତ୍ସା ଓ ଆଣ୍ଠୁ ପ୍ରତ୍ୟାରୋପଣ ଭଳି ବିଭିନ୍ନ ହାଡ଼ ଓ ଗଣ୍ଠି ଜନିତ ଅତ୍ୟାଧୁନିକ ଚିକିତ୍ସାକୁ ନେଇ ସମ୍ ଅଲ୍ଟିମେଟ ମେଡିକେୟାରରେ ଶୁକ୍ରବାର ଏକ ସିଏମ୍‌ଇ ଆୟୋଜିତ ହୋଇଯାଇଛି । ‘ଓଲ୍ଡ ଇଜ୍ ଗୋଲ୍ଡ – ୩୬୦ ଡିଗ୍ରୀ କେୟାର ଫର୍ ଦ ଏଲ୍‌ଡର୍ଲି: ଏନ୍‌ସ୍ୟୁରିଙ୍ଗ ମୋବିଲିଟି, ଡିଗ୍ନିଟି ଆଣ୍ଡ ଲଙ୍ଗଜିଭିଟି’ ପ୍ରସଙ୍ଗ ଭିତିକ ଏହି ସିଏମ୍‌ଇକୁ ହସ୍ପିଟାଲ୍‌ର ଅର୍ଥୋପେଡିକ୍ସ ବିଭାଗ ପକ୍ଷରୁ ଆୟୋଜନ କରାଯାଇଥିଲା । ଇଣ୍ଡିଆନ୍ ଅର୍ଥୋପେଡିକ ଆସୋସିଏସନ୍‌ର ବୋନ୍...

ଅପରେସନ ଗରୁଡ ଆରମ୍ଭ

କଟକ : ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀ ଯୋଗେଶ ବାହାଦୁର ଖୁରାନିଆଙ୍କ ନିର୍ଦ୍ଦେଶ କ୍ରମେ ଗତ ଅଗଷ୍ଟ ୧ ତାରିଖରୁ  ରାଜ୍ୟର ସମସ୍ତ ଜିଲ୍ଲା ପୋଲିସ ଏସପିଙ୍କ ନେତୃତ୍ୱରେ ଅପେରସନ"ଗରୁଡ଼"  ଅଭିଯାନ  ଆରମ୍ଭ ହୋଇଛି ।  ଏହି ଅଭିଯାନ ଚଳିତ ଅଗଷ୍ଟ ୧୪ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ( ଆଇନ ଓ ଶୃଙ୍ଖଳା)  ଶ୍ରୀ ସଞ୍ଜୟ କୁମାର ସୂଚନା ଦେଇଛନ୍ତି।  ଅପରାଧ ଏବଂ ଅପରାଧୀଙ୍କ ଉପରେ ରୋକ ଲଗାଇବାକୁ ଏହି ଅଭିଯାନକୁ ଆହୁରି ଜୋରଦାର କରାଯିବ...