କଳିଙ୍ଗ ହର୍ବାଲ୍ ମେଳା ଉଦ୍ଘାଟିତ
ଭୁବନେଶ୍ୱର : ଆୟୁର୍ବେଦିକ ଚିକିତ୍ସା ପଦ୍ଧତି ବହୁ ପୁରାତନ ଜଗନ୍ନାଥ ସଂସ୍କୃତିର ଏକ ଅଭିନ୍ନ ଅଙ୍ଗ । ଏହି ଚିକିତ୍ସା ପଦ୍ଧତି ଓଡ଼ିଆ ସଂସ୍କୃତି ଓ ପରମ୍ପରା ସହ ଓତଃପ୍ରୋତ ଭାବେ ଜଡ଼ିତ । କେରଳ ଭଳି ଓଡ଼ିଶାରେ ଆୟୁର୍ବେଦିକ ଚିକିତ୍ସାର ପର୍ଯ୍ୟାପ୍ତ ସୁଯୋଗ ରହିଛି । କାରଣ ନିରବଚ୍ଛିନ୍ନ ଭାବେ ଓଡ଼ିଶାରେ ଜଙ୍ଗଲ ଅଭିବୃଦ୍ଧି ହେଉଛି । ଏଥି ପାଇଁ ସରକାର ରାଜ୍ୟ ଔଷଧୀୟ ଉଦ୍ଭିଦ ପରିଷଦ ମାଧ୍ୟମରେ ବିବିଧ ପଦକ୍ଷେପ ଗ୍ରହଣ କରୁଛନ୍ତି । ତା’ସହ ଜନସାଧାରଣଙ୍କର ସହଯୋଗ ଏବଂ ସେମାନଙ୍କ...
ପୁରୀ ଜମିଜମା ସମାଧାନକୁ କ୍ୟାବିନେଟ୍ ଅନୁମୋଦନ
ଭୁବନେଶ୍ୱର: ପୁରୀ ଓ ଜଟଣୀ ଅଞ୍ଚଳରେ ଦଶନ୍ଧି ଧରି ଲାଗି ରହିଥିବା ଜମି ବିବାଦର ସମାଧାନ ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ୍ ବୈଠକରେ ଓଡ଼ିଶା ସରକାରଙ୍କ ଜମି ସମାଧାନ ନିୟମ ୧୯୮୩ରେ ସଂଶୋଧନ ପାଇଁ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ପ୍ରସ୍ତାବକୁ ଅନୁମୋଦନ ମିଳିଛି। ଓଡ଼ିଶା ମ୍ୟୁନିସିପାଲିଟି ଆକ୍ଟ ୧୯୫୦ ଅଧୀନରେ ପୁରୀ ପୌରପାଳିକା ଦ୍ୱାରା ଲିଜ୍ ରେ ଦିଆଯାଇଥିବା ଜମି ବା ଲିଜ୍ ପ୍ରଦାନ ସମୟରେ ଲାଗୁ ହୋଇଥିବା ଅନ୍ୟ କୌଣସି ଆଇନ ଅନୁଯାୟୀ ବର୍ତ୍ତମାନ...
ମୃତିକା ସ୍ୱାସ୍ଥ୍ୟ ନେଇ ଚିନ୍ତାରେ ବୈଜ୍ଞାନିକ
ଭୁବନେଶ୍ୱର : ଦଶନ୍ଧି ଦଶନ୍ଧି ଧରି ମୃତିକାର ଅବହେଳା ଫଳରେ ଉପଲବ୍ଧ ହୋଇଥିବା ସମସ୍ୟା ଆଜି ମାନବ ଜାତିକୁ ଚିନ୍ତାରେ ପକାଇଛି ବୋଲି ‘ବିଶ୍ୱ ମୃତିକା ଦିବସ’ ପାଳନ ଅବସରରେ ମଙ୍ଗଳବାର ଆୟୋଜିତ ଏକ କାର୍ଯ୍ୟକ୍ରମରେ ବକ୍ତାମାନେ ମତ ପ୍ରକାଶ କରିବା ସହ ମୃତିକାର ସୁରକ୍ଷା ନିମନ୍ତେ ତୁରନ୍ତ ପଦକ୍ଷେପ ନେବାକୁ ଆହ୍ୱାନ କରିଛନ୍ତି । ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଫ୍ୟାକଲ୍ଟି ଅଫ୍ ଏଗ୍ରିକଲ୍ଚରାଲ୍ ସାଇନସେସ୍ (ଆଇଏଏସ୍) ଓ ଇଣ୍ଡିଆନ ସୋସାଇଟି ଅଫ୍ ସଏଲ୍ ସାଇନ୍ସ ପକ୍ଷରୁ ମିଳିତ ଭାବେ ଆୟୋଜିତ...
Special Package For Welspun
Bhubaneswar: The Odisha Cabinet today approved a special incentive package for transformational industrial projects proposed by the Welspun Group in Cuttack and Sambalpur districts, Chief Secretary Pradeep Kumar Jena said. The State Cabinet has approved a special incentive package for the Weispun Group's ambitious projects in Choudwar, Cuttack, and Nildungri, Sambalpur. These projects, with a combined investment of over...
Cabinet Nods Puri Land Settlement
Bhubaneswar: With an aim to resolve decades-old land dispute in Puri and Jatni area, the State Cabinet headed by Chief Minister Naveen Patnaik today approved the proposal of Revenue & Disaster Management Department for amendment of the Odisha Government Land Settlement Rules, 1983. The amendment will be made to provide the manner for settlement of land earlier leased out by...
Odisha Tops DA Case
Cuttack: Odisha Vigilance topped among all the States in detection and registration of DA (Disproportionate Assets) cases in the country, as per recently published Crime in India-2022 by the National Crime Records Bureau (NCRB). Director Vigilance Yeshwant Kumar Jethwa is regularly monitoring the cases and Odisha Vigilance has registered 85 cases relating to disproportionate assets against corrupt public servants in...
SOA On Soil Care
Bhubaneswar: The neglect meted out to the soil for decades has returned to haunt mankind across the world, speakers said at a programme to mark ‘World Soil Day’ here while calling for urgent measures to promote soil health. The programme, organised at the Institute of Agricultural Sciences (IAS), SOA’s faculty of agricultural sciences, on Tuesday focused on inadequate agricultural land...
Policy Boosts Bio-Tech
New Delhi: Ashok Chandra Panda, Minister, Science & Technology said that the State Government is taking steps to include millets in the Bio-Technology Policy and this sector is replete with immense output, keeping in view productive role it plays in current developed economy. Shri Panda was speaking in the plenary session, after inaugurating Odisha Pavilion in "Global Bio India-2023" at...
Odisha@169 GW PV Power
New Delhi: Odisha has the potential to produce solar (Photovoltaic) energy of 169 giga watts (GW) as per a report of International Forum for Environment, Sustainability, and Technology (iFOREST), a New Delhi-based think tank. This was informed by Union Minister for New & Renewable Energy and Power, R K Singh in Rajya Sabha today. Replying to a question of BJD MP Amar...
ବାୟୋଟେକ୍ନୋଲୋଜି କ୍ଷେତ୍ରରେ ବିପୁଳ ସମ୍ଭାବନା
ଭୁବନେଶ୍ୱର : ପୁଷ୍ଟିଶସ୍ୟକୁ ବାୟୋଟେକ୍ନୋଲୋଜି ନୀତି ପରିସରଭୁକ୍ତ କରିବା ପାଇଁ ରାଜ୍ୟ ସରକାର ପଦକ୍ଷେପ ନେଉଛନ୍ତି । ଓଡ଼ିଶାରେ ବାୟୋଟେକ୍ନୋଲୋଜିର ପରିସର ବ୍ୟାପକ ଏବଂ ଉଦ୍ୟୋଗ କ୍ଷେତ୍ରରେ ଏହାର ବିପୁଳ ସମ୍ଭାବନା ରହିଛି ବୋଲି ବିଜ୍ଞାନ ଓ କାରିଗରୀ ମନ୍ତ୍ରୀ ଶ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ପ୍ରକାଶ କରିଛନ୍ତି । ନୂଆଦିଲ୍ଲୀର ପ୍ରଗତି ମଇଦାନରେ ଆୟୋଜିତ ‘ଗ୍ଲୋବାଲ ବାୟୋ ଇଣ୍ଡିଆ-୨୦୨୩’ କନ୍କ୍ଲେଭ୍ରେ ଓଡ଼ିଶା ପାଭିଲିଅନ୍ ଉଦ୍ଘାଟନ କରିବା ସହିତ ପ୍ଲେନାରି ଅଧିବେଶନରେ ଯୋଗଦେଇ ମନ୍ତ୍ରୀ ଶ୍ରୀ ପଣ୍ଡା ଏହା କହିଛନ୍ତି । ମନ୍ତ୍ରୀ ଶ୍ରୀ...







