Singh Gets Spl Secy Rank
Bhubaneswar: Senior OAS Officer Debasis Singh has been promoted to Special Secretary Rank in Government of Odisha. Department of General Administration and Public Grievances has brought out a notification in this regard on 1February. Shri Singh, an honest and suave officer is serving as Director Housing & Ex-officio Additional Secretary in Department of Housing and Urban Development. Shri Singh has been given...
ନାରୀମାନେ ସବୁବେଳେ ଜାତିକୁ ବାଟ ଦେଖାଇଛନ୍ତି
ଭୁବନେଶ୍ୱର : ରମାଦେବୀ ମହିଳା ମହାବିଦ୍ୟାଳୟରେ ଆନ୍ତଃବିଶ୍ୱବିଦ୍ୟାଳୟ ସାଂସ୍କୃତିକ ଓ ସାହିତ୍ୟିକ ଉତ୍ସବ ଉଦଯାପିତ ହୋଇଯାଇଛି । ଚାରିଦିନ ଧରି ଚାଲିଥିବା ଏହି ଉତ୍ସବରେ ଉଦଯାପନୀ ଦିବସରେ ମୁଖ୍ୟ ଅତିଥି ରୂପେ ମାନ୍ୟବର ଉଚ୍ଚଶିକ୍ଷା, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ସମବାୟ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ, ବିଧାୟକ ଅନନ୍ତ ନାରାୟଣ ଜେନା ସମ୍ମାନିତ ଅତିଥି ଓ କୁଳପତି ପ୍ରଫେସର ଅପରାଜିତା ଚୌଧୁରୀ, କୁଳସଚିବ ଶ୍ୟାମଳୀ ମହାପାତ୍ର, ରେଭେନ୍ସା ବିଶ୍ୱବିଦ୍ୟାଳୟ, ଉତ୍କଳ ବିଶ୍ୱବିଦ୍ୟାଳୟ, ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ, ମଧୁସୂଦନ ଆଇନ ବିଶ୍ୱବିଦ୍ୟାଳୟ, ସଂସ୍କୃତି...
ଅଭିଯୋଗ ଜଣାଇଲେ ସରପଞ୍ଚ
ଭୁବନେଶ୍ୱର : ଭଞ୍ଜନଗର ବ୍ଲକର ୧୦ଜଣ ସରପଞ୍ଚ ରାଜ୍ୟପାଳଙ୍କ ନିକଟରେ ଫେରାଦ ହୋଇଛନ୍ତିା ବିଜେପି ରାଜ୍ୟ ଉପସଭାପତି ଲେଖାଶ୍ରୀ ସାମନ୍ତ ସିଂହାରଙ୍କ ନେୃତୃତ୍ୱରେ ରାଜ୍ୟପାଳ ରଘୁବର ଦାସଙ୍କ ନିକଟରେ ଫେରାଦ ହୋଇଥିବା ଏହି ସରପଞ୍ଚମାନେ କହିଛନ୍ତି ଯେ ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଂଚଦଶ ଅର୍ଥ କମିଶନ ପରେ ପଂଚାୟତର ଉନ୍ନତୀକରଣ ପାଇଁ କୋଟି କୋଟି ଟଙ୍କା ଦେଉଛନ୍ତି କିନ୍ତୁ ରାଜ୍ୟ ସରକାର ତାହା ଖର୍ଚ୍ଚ କରିବାକୁ ଦେଉନାହାନ୍ତି । ମୋଦି ସରକାରଙ୍କ ଟଙ୍କା ପଂଚାୟତରେ ଖର୍ଚ୍ଚ ହେଲେ ଜନତା ମୋଦି ମୋଦିର ନାରା...
ଏନସିସିର ଭୂମିକା ପ୍ରଶଂସନୀୟ
ଭୁବନେଶ୍ୱର : ଭାରତ ପୃଥିବୀର ଏକ ଯୁବ ଦେଶ । ଯୁବ ଶକ୍ତି ହିଁ ରାଷ୍ଟ୍ର ଶକ୍ତି ଓ ଦେଶର ଭବିଷ୍ୟତ । ଏନସିସି ଯୁବଛାତ୍ରମାନଙ୍କୁ ଅନୁଶାସନ, ସମର୍ପଣ ଏବଂ ଦେଶ ସେବାର ଭାବ ଓ ଭାବନାରେ ଉଦ୍ବୁଦ୍ଧ କରେ । ବିଭିନ୍ନ ସାମାଜିକ ଓ ସାଂସ୍କୃତିକ କ୍ରିୟାଶୀଳତାରେ ଜାତୀୟ ସମର ଶିକ୍ଷାର୍ଥୀ ବାହିନୀର ଭୂମିକା ପ୍ରଶଂସନୀୟ । ସ୍ୱଚ୍ଛ ଭାରତ ଅଭିଯାନ, ଯୋଗ ଦିବସ, ପରିବେଶ ସଂରକ୍ଷଣ, ଐତିହ୍ୟ ସଂରକ୍ଷଣ ଆଦି କାର୍ଯ୍ୟରେ ଏନ୍ସିସିର କାର୍ଯ୍ୟ ବେଶ୍ ପ୍ରେରଣାଦାୟୀ ବୋଲି ରାଜ୍ୟପାଳ...
ସବୁ ବର୍ଗକୁ ସଶକ୍ତ କରିବ ବଜେଟ୍
ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଉପସ୍ଥାପିତ ବଜେଟକୁ "କେବଳ ଏକ ଅନ୍ତରୀଣ ବଜେଟ ନୁହେଁ ବରଂ ଏକ ଅନ୍ତର୍ଭୁକ୍ତି ଏବଂ ଅଭିନବ ବଜେଟ" ବୋଲି କହି ପ୍ରଶଂସା କରିଛନ୍ତି । ଏହି ବଜେଟ୍ ନିରନ୍ତରତାର ସହ ଆତ୍ମବିଶ୍ୱାସ ବହନ କରୁଛି ବୋଲି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି। ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ ଏହି ବଜେଟ୍ ବିକଶିତ ଭାରତର ସମସ୍ତ ସ୍ତମ୍ଭ- ଯୁବକ, ଗରିବ, ମହିଳା ଏବଂ କୃଷକମାନଙ୍କୁ ସଶକ୍ତ କରିବ । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଦୂରଦୃଷ୍ଟିକୁ ପ୍ରଶଂସା କରି...
ରାଜେଶ ପାଟିଲ ନୂଆ ସମବାୟ ସଚିବ
ଭୁବନେଶ୍ବର : ସମବାୟ ବିଭାଗ ସଚିବ ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ରାଜେଶ ପ୍ରଭାକର ପାଟିଲ ଫେବ୍ରୁଆରି ୧ ତାରିଖରେ ଲୋକସେବା ଭବନସ୍ଥିତ ସରକାରୀ ଦପ୍ତରରେ ସମବାୟ, ଉଚ୍ଚଶିକ୍ଷା, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କୁ ଭେଟିଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଶାସନ କାଳରେ ଉଚ୍ଚସ୍ତରରେ ଥିବା ସମବାୟ କ୍ଷେତ୍ରର ସଶକ୍ତୀକରଣ ଉପରେ ଶ୍ରୀ ପାଟିଲ ଓ ଶ୍ରୀ ନାୟକ ଆଲୋଚନା କରିଥିଲେ। ୨୦୦୫ ବ୍ୟାଚ୍ ଆଇଏଏସ୍ ଶ୍ରୀ ପାଟିଲ ମହାରାଷ୍ଟ୍ରରେ ଆନ୍ତଃ କ୍ୟାଡର ଦାୟିତ୍ୱ ସଫଳ ହେବା...
ଅର୍ଥନୀତିରେ ପରିବର୍ତ୍ତନ ଆଣିଛି ଜିଏସ୍ଟି
ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥ ଓ କର୍ପୋରେଟ୍ ବ୍ୟାପାର ମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ସଂସଦରେ ୨୦୨୪-୨୫ ର ଅନ୍ତରୀଣ ବଜେଟ୍ ଉପସ୍ଥାପନ କରି କହିଛନ୍ତି ଯେ ଭାରତରେ ଅତ୍ୟଧିକ ବିଭାଜିତ ପରୋକ୍ଷ ଟିକସ ବ୍ୟବସ୍ଥାକୁ ଏକାଠି କରି ଜିଏସ୍ ଟି ବାଣିଜ୍ୟ ଓ ଶିଳ୍ପ ଉପରେ ଅନୁପାଳନ ବୋଝ ହ୍ରାସ କରିଛି। ନିକଟରେ ଏକ ଅଗ୍ରଣୀ ପରାମର୍ଶଦାତା ସଂସ୍ଥା ଦ୍ୱାରା କରାଯାଇଥିବା ଏକ ସର୍ଭେ ଅନୁଯାୟୀ, ୯୪ ପ୍ରତିଶତ ଶିଳ୍ପନେତା ଜିଏସଟିକୁ ପରିବର୍ତ୍ତନକୁ ମୁଖ୍ୟତଃ ସକାରାତ୍ମକ ଭାବରେ ଦେଖୁଛନ୍ତି ଏବଂ ୮୦ ପ୍ରତିଶତ ଉତ୍ତରଦାତାଙ୍କ...
GST Up In Odisha
Bhubaneswar: Odisha has recorded the second highest ever collection of Gross GST (CGST+ IGST+ OGST + Cess) with a collection of Rs. 4963.16 Cr during January 2024. This is against corresponding collection of Rs. 4255.59 Cr recorded during January 2023 registering a growth rate of 16.63%. The progressive Gross GST collection during FY 2023-24 (till January 24) is Rs. 44502.83 Cr...
Patil New Secy Co-operation
Bhubaneswar: After taking over as Secretary of the Department of Co-operation, Rajesh Prabhakar Patil called on Atanu sabyasachi Nayak Minister Cooperation, Higher Education, Food Supply and Consumer Welfare in the Official Chamber at Lok Seva Bhawan here on 1 February. Shri Patil and Shri Nayak held discussion on empowering the Co-operation Sector, which is scaling high during the regime of...
GST Brings Positive Eco-System
New Delhi: The Union Minister for Finance and Corporate Affairs, Nirmala Sitharaman, while presenting the Interim Budget 2024-25 in Parliament today asserted that by unifying the highly fragmented indirect tax regime in India, GST has reduced the compliance burden on trade and industry. “According to a recent survey conducted by a leading consulting firm, 94 per cent of industry leaders...








