JSW Pacts With State
Jharsuguda: JSW Energy Group has decided to expand the capacity of Ind Bharath Power Plant at Jharsuguda by adding another 800 MW, company sources said.In this regard, the JSW Energy Group signed MoU with Odisha Government to expand the capacity of Ind Bharath Power Plant at Jharsuguda to 1500 MW from existing 700 MW. On behalf of the Company,...
ପଢିବା କଷ୍ଟକର ସଚେତନତା ବାର୍ତ୍ତା
ଭୁବନେଶ୍ୱର : ରାଜଧାନୀବାସୀଙ୍କୁ ବିଭିନ୍ନ ବିଷୟରେ ସଚେତନ କରିବାପାଇଁ ଭୁବନେଶ୍ୱର ସ୍ମାର୍ଟ ସିଟି କର୍ତ୍ତୃପକ୍ଷ ସହରର ବିଭିନ୍ନ ସ୍ଥାନରେ ସୁଉଚ୍ଚ ଇଲେକଟ୍ରୋନିକ ବୋର୍ଡମାନ ଲଗାଇଛନ୍ତି । ଏଥିରେ ଉଭୟ ଇଂରାଜୀ ଓ ଓଡିଆରେ ସଚେତନତା ବାର୍ତ୍ତା ଛାଡୁଛନ୍ତି । ହେଲେ ଏହି ବାର୍ତ୍ତାକୁ କିନ୍ତୁ ଲୋକେ ସହଜରେ ପଢିପାରୁ ନାହାନ୍ତି । ସହରର ବିଭିନ୍ନ ଟ୍ରାଫିକ ପୋଷ୍ଟରେ ବ୍ୟାପକ ଖର୍ଚ୍ଚରେ ସୁଉଚ୍ଛ ଖମ୍ବ ଉପରେ ଏହି ବୋର୍ଡ ଲାଗିଛି । ସେଥିରେ ଲେଖାଥିବା ବାର୍ତ୍ତାକୁ ପଢିବାକୁ ହେଲେ ଜଣେ ବ୍ୟକ୍ତିଙ୍କୁ ରାସ୍ତା ମଝିରେ ଅଟକିବା...
ରାଜ୍ୟରେ ଥମୁନି ଗଞ୍ଜେଇ କାରବାର
ଭୁବନେଶ୍ୱର : ବ୍ୟାପକ ଚୋରା ଗଞ୍ଜେଇ ଧରପଗଡ ସତ୍ୱେ ଓଡିଶାରେ ଗଞ୍ଜେଇ ଚାଷ ଓ ଗଞ୍ଜେଇର ଚୋରା କାରବାର ଥମିବାର ନାଁ ଧରୁନି । ୨୦୨୩ ବର୍ଷରେ ରାଜ୍ୟରେ ପାଖାପାଖି ୧୮୦୦ କୁଇଣ୍ଟାଲ ଚୋରା ଗଞ୍ଜେଇ ଜବତ ହୋଇଥିବାବେଳେ ଆଉ କେତେ ଗଞ୍ଜେଇ ଯେ ରାଜ୍ୟ ବାହାରକୁ ଚାଲାଣ ହୋଇଛି ଓ ରାଜ୍ୟ ଭିତରେ ବିକ୍ରି କରାଯାଇଛି ତାହାର ନିର୍ଦ୍ଦିଷ୍ଟ ପରିସଂଖ୍ୟାନ କାହାରି ପାଖରେ ନାହିଁ । ଗଞ୍ଜେଇ ଚାଷକୁ ଆମ ଦେଶରେ ନିଷିଦ୍ଧ କରାଯାଇଛି । ଗଞ୍ଜେଇ ଚାଷ ସହିତ ଏହାର ପରିବହନ,...
ରାଜ୍ୟସ୍ତରୀୟ ଏନ୍ଏସ୍ଏସ୍ ସମୀକ୍ଷା ବୈଠକ
ଭୁବନେଶ୍ୱର : ଆଜି ରାଜ୍ୟସ୍ତରୀୟ ଜାତୀୟ ସେବା ଯୋଜନା(ଏନ୍ଏସ୍ଏସ୍)ର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଉତ୍କଳ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟ, ଏନ୍ଏସ୍ଏସ୍ର ଆଞ୍ଚଳିକ ନିର୍ଦ୍ଦେଶକ ଅଜିତ କୁଶୱାହା, ରାଜ୍ୟ ଏନ୍ଏସ୍ଏସ୍ ଅଫିସର ତଥା ଉଚ୍ଚଶିକ୍ଷା ଉପଶାସନ ସଚିବ ରମେଶ ଚନ୍ଦ୍ର ବେହେରା ସମେତ ରାଜ୍ୟର ୨୨ ଗୋଟି ମହାବଦ୍ୟାଳୟ ତଥା ବିଶ୍ୱବିଦ୍ୟାଳୟର ଏନ୍ଏସ୍ଏସ୍ ଅଫିସର, ଜିଲ୍ଲା ପ୍ରୋଗ୍ରାମ ଅଫିସର, ବିଶ୍ୱବିଦ୍ୟାଳୟର ଅଫିସ ଆସିଷ୍ଟାଣ୍ଟ ପ୍ରମୁଖ ବୈଠକରେ ଯୋଗଦେଇଥିଲେ । ପ୍ରଫେସର ଶ୍ରୀମତୀ ଆଚାର୍ଯ୍ୟ ବୈଠକରେ ଯୋଗଦେଇ କହିଥିଲେ...
ଆୟୁଷ ଦୀକ୍ଷା କେନ୍ଦ୍ରର ଶିଳାନ୍ୟାସ
ଭୁବନେଶ୍ୱର : କେନ୍ଦ୍ର ଆୟୁଷ ଏବଂ ବନ୍ଦର, ଜାହାଜ ଚଳାଚଳ ଏବଂ ଜଳପଥ ମନ୍ତ୍ରୀ ଶ୍ରୀ ସର୍ବାନନ୍ଦ ସୋନୱାଲ ଆଜି ଭୁବନେଶ୍ୱରରେ ଭବିଷ୍ୟତର ଆୟୁଷ ପେସାଦାରଙ୍କ ମାନବ ସମ୍ବଳ ବିକାଶ ପାଇଁ ପ୍ରଥମ କେନ୍ଦ୍ର ‘ଆୟୁଷ ଦୀକ୍ଷା’ର ଶିଳାନ୍ୟାସ କରିଛନ୍ତି। ଭୁବନେଶ୍ୱରସ୍ଥିତ କେନ୍ଦ୍ରୀୟ ଆୟୁର୍ବେଦ ଗବେଷଣା ପ୍ରତିଷ୍ଠାନ (ସିଏଆରଆଇ) ପରିସରରେ ଏହି ଅତ୍ୟାଧୁନିକ କେନ୍ଦ୍ର ନିର୍ମାଣ କରାଯିବ। ଏହି ଅବସରରେ ଶ୍ରୀ ସର୍ବାନନ୍ଦ ସୋନୋୱାଲ କହିଲେ ଯେ ଗତ ୧୦ ବର୍ଷ ମଧ୍ୟରେ ଆୟୁଷ ଅଭିଯାନ ବିଶେଷ ଗୁରୁତ୍ୱ ଲାଭ କରିଛି । ଆମେ...
11 Pacts With 23,389.43 CR Signed
Jharsuguda: On the first day of 24th edition of Enterprise Odisha organised by Government of Odisha in collaboration with CII has witnessed signing of 11 MoU by different organization with the Government of Odisha, reflecting a substantial investment commitment of Rs 23,389.43 crore. The successful implementation of these projects is anticipated to generate employment opportunities for 15,168 individuals in the State. In...
Awareness On AONO Sahari
Bhubaneswar: State Government is implementing several schemes and programmes under 5T Initiatives to ensure sustainable growth for all sections of society. In order to ensure that the benefits of these initiatives reach the eligible and deserving people, it has been decided to undertake a state wide awareness programme “ Ama Odisha Nabin Odisha , Sahari” under UNNATI. This would...
କୃଷିଜାତ ସାମଗ୍ରୀ ରପ୍ତାନିରେ ପଛରେ
ଭୁବନେଶ୍ୱର : ଧାନ ଉତ୍ପାଦନରେ ଏକାଧିକ ରେକର୍ଡ କରିଥିବା ଓଡିଶା କିନ୍ତୁ କୃଷିଜାତ ସାମଗ୍ରୀ ରପ୍ତାନୀ କ୍ଷେତ୍ରରେ ପଡୋଶୀ ରାଜ୍ୟମାନଙ୍କ ଠାରୁ ପଛରେ । ଝାଡଖଣ୍ଡକୁ ବାଦ୍ ଦେଲେ ଅନ୍ୟ ତିନି ପଡୋଶୀ ଆନ୍ଧ୍ରପ୍ରଦେଶ, ପଶ୍ଚିମବଙ୍ଗ ଓ ଛତିଶଗଡ ଏ କ୍ଷେତ୍ରରେ ଓଡିଶା ଠାରୁ ଢେର ଆଗରେ ରହିଛନ୍ତି । ଭାରତରୁ ଏବେ ବର୍ଷକୁ ୫୦ହଜାର ନିୟୁତ ଆମେରିକୀୟ ଡଲାରରୁ ଅଧିକ ମୂଲ୍ୟର କୃଷିଜାତୀୟ ସାମଗ୍ରୀ ବିଦେଶକୁ ରପ୍ତାନି ହେଉଛି । ବର୍ଷକୁ ବର୍ଷ ଏହା ବୃଦ୍ଧି ପାଇବାରେ ଲାଗିଛନ୍ତି । ବିଭିନ୍ନ କୃଷିଜାତ...
ଆଣ୍ଟିବାୟୋଟିକର କାରଣ ଦର୍ଶାଇବା ସହଜ ନୁହେଁ
ଭୁବନେଶ୍ୱର : ଡାକ୍ତରମାନେ ରୋଗୀଙ୍କ ପାଇଁ ଲେଖୁଥିବା ଔଷଧ ଚିଠାରେ ଆଣ୍ଟି ବାୟୋଟିକ ଔଷଧ ଲେଖିଲେ ତାହାର କାରଣ ବିସ୍ତୃତଭାବେ ଉଲ୍ଲେଖ କରିବାପାଇଁ ଯେଉଁ ନିର୍ଦ୍ଦେଶନାମା ଜାରି ହୋଇଛି ତାହାର କାର୍ଯ୍ୟକାରିତା ଘେନି ବହୁ ଡାକ୍ତର ସନ୍ଦେହ ପ୍ରକାଶ କରିଛନ୍ତି । ଏଠାରେ ଉଲ୍ଲେଖନୀୟ ଯେ ଆଣ୍ଟିବାୟୋଟିକ୍ ଔଷଧର ଶରୀର ଉପରେ ଉଭୟ ଭଲ ଓ ମନ୍ଦ ପାଶ୍ୱର୍ ପ୍ରଭାବ ରହିଛି । ଏମିତିକି କେତେକ କ୍ଷେତ୍ରରେ ଆଣ୍ଟି ବାୟୋଟିକ ରୋଗୀ ବ୍ୟବହାର କରିବା ଏକ ପ୍ରକାର ଅପରିହାର୍ଯ୍ୟ ଥିବାବେଳେ ଆଉ କେତେକ ସ୍ଥଳରେ...
ସିଆଇଡବ୍ଲୁଏରେ ମେଘାଳୟ ଗଣମାଧ୍ୟମ ପ୍ରତିନିଧି
ଭୁବନେଶ୍ୱର : ଚାରିଦିନିଆ ଓଡ଼ିଶା ଗସ୍ତରେ ଥିବା ୧୦ ଜଣିଆ ମେଘାଳୟ ଗଣମାଧ୍ୟମ ପ୍ରତିନିଧି ଦଳ ଆଜି ଭୁବନେଶ୍ୱରସ୍ଥିତ ଭାରତୀୟ କୃଷି ଅନୁସନ୍ଧାନ ପରିଷଦ (ଆଇସିଏଆର)-କେନ୍ଦ୍ରୀୟ କୃଷିରତ ମହିଳା ପ୍ରତିଷ୍ଠାନ (ସିଆଇଡବ୍ଲୁଏ)ପରିଦର୍ଶନ କରିଛନ୍ତି। ସେମାନେ ସିଆଇଡବ୍ଲୁଏ ପରିସରରେ ବୈଜ୍ଞାନିକମାନଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ମତବିନିମୟ କରିଛନ୍ତି। ବିଶେଷ କରି କୃଷି କ୍ଷେତ୍ରରେ ମହିଳାଙ୍କ ଅଂଶଗ୍ରହଣ ବୃଦ୍ଧି କରିବା ନେଇ ସିଆଇଡବ୍ଲୁଏ ପରିସରରେ ଜାରି ରହିଥିବା ଗବେଷଣା ଓ ଅନୁସନ୍ଧାନ ସମ୍ପର୍କରେ ମେଘାଳୟର ସାମ୍ବାଦିକମାନଙ୍କୁ ସୂଚନା ଦିଆଯାଇଥିଲା। ବୈଜ୍ଞାନିକମାନେ ସୂଚନା ଦେଇଥିଲେ ଯେ, କୃଷି କ୍ଷେତ୍ରରେ ମହିଳାଙ୍କ...










