JSW To Invest 40K CR In EV
Bhubaneswar: Sajjan Jindal led JSW Group has decided to set up electric vehicles(EV), its batteries and other component manufacturing units in Cuttack and Jagatsinghpur districts with an investment of Rs 40,000 crore, Chief Secretary Pradeep Kumar Jena said. The State Cabinet has approved a special incentive package for the JSW Group's ambitious EV and component manufacturing projects at Naraj in...
ମହୁ ରପ୍ତାନି ନଗଣ୍ୟ
ଭୁବନେଶ୍ୱର : ମହୁ ଚାଷ ପାଇଁ ଓଡିଶାରେ ସମସ୍ତ ପ୍ରକାର ଅନୁକୂଳ ପରିବେଶ ଥିବାବେଳେ ରାଜ୍ୟରୁ ମହୁ ରପ୍ତାନି ନାହିଁ କହିଲେ ଚଳେ । ସମଗ୍ର ଦେଶରୁ ବାର୍ଷିକ ପ୍ରାୟ ୮୦ହଜାର ମେଟ୍ରିକ ଟନ୍ ମହୁ ରପ୍ତାନି ହେଉଥିବାବେଳେ ଓଡିଶାର ମହୁଚାଷୀମାନେ ଏ କ୍ଷେତ୍ରରେ ପଛରେ ପଡିଛନ୍ତି । ମହୁଚାଷୀଙ୍କ କହିବାକଥା ଯେ ଓଡିଶାରେ ମହୁଚାଷ ପାଇଁ ସମସ୍ତ ପ୍ରକାର ଅନୁକୂଳ ପରିବେଶ ରହିଛି । ହେଲେ ଉନ୍ନତ କିସମର ମହୁମାଛି ମିଳୁନାହାନ୍ତି । ଯେଉଁମାନେ ବ୍ୟବସାୟିକ ଭିତ୍ତିରେ ଉନ୍ନତ ମହୁମାଛି ଆବଶ୍ୟକ କରୁଛନ୍ତି...
PM In Prana Pratisha
Ayodhya: The Prime Minister, Narendra Modi today participated in the Pran Pratishtha (consecration) ceremony of Shri Ramlalla in the newly built Shri Ram Janmbhoomi Mandir in Ayodhya, Uttar Pradesh. Shri Modi interacted with the shramjeevi who contributed to the construction of Shri Ram Janmbhoomi Mandir. Addressing the gathering, the Prime Minister exclaimed that our Ram has finally arrived after centuries....
ରାମାୟଣର ସ୍ମୃତିକୁ ମିଳିଲାନି ଗୁରୁତ୍ୱ
ଭୁବନେଶ୍ୱର : ଉତ୍ତରପ୍ରଦେଶର ଅଯୋଧ୍ୟା ଓ ଓଡିଶାର ଫତେଗଡ ଠାରେ ଦୁଇଟି ରାମମନ୍ଦିର ଗୋଟିଏ ଦିନରେ ପ୍ରତିଷ୍ଠା ହେବା ସହ ଧୂମ୍ଧାମରେ ପ୍ରତିମାଗୁଡିକଙ୍କର ପ୍ରାଣପ୍ରତିଷ୍ଠା କରାଯାଇଥିବାବେଳେ ରାଜ୍ୟରେ ଥିବା ରାମାମୟଣ ବର୍ଣ୍ଣିତ ପୌରାଣିକ ସ୍ମୃତିସବୁ କିନ୍ତୁ ଜାତୀୟ ସ୍ତରରେ ଚର୍ଚ୍ଚିତ ହୋଇପାରି ନାହିଁ । ଅଯୋଧ୍ୟା ଠାରୁ ଚିତ୍ରକୂଟ ଏବଂ ସେତୁବନ୍ଧ ପର୍ଯ୍ୟନ୍ତ ରାମାୟଣର ସ୍ମାରକୀ ବହନ କରୁଥିବା ଅନେକ ସ୍ଥାନ ଏହି ଅବସରରେ ଚର୍ଚ୍ଚାର ବଳୟକୁ ଆସିଥିବାବେଳେ ଓଡିଶାର ଏହି ପୌରାଣିକସ୍ଥଳୀଗୁଡିକ କିନ୍ତୁ ଆଢୁଆଳରେ ରହିଯାଇଥିବାରୁ ସଂସ୍କୃତି ଗବେଷକମାନେ କ୍ଷୋଭପ୍ରକାଶ କରୁଛନ୍ତି । ବନବାସ...
ଓଡିଶା ବ୍ୟାଣ୍ଡ ଦଳ ପ୍ରଥମ
ଭୁବନେଶ୍ୱର : ଦୁଇଦିନ ବ୍ୟାପି ନୂଆଦିଲ୍ଲୀ ସ୍ଥିତ ମେଜର ଧ୍ୟାନଚାନ୍ଦ ଜାତୀୟ ଷ୍ଟାଡିୟମଠାରେ ଆୟୋଜିତ ଜାତୀୟ ଆନ୍ତଃବିଦ୍ୟାଳୟ ବ୍ୟାଣ୍ଡ ପ୍ରତିଯୋଗିତାରେ ଓଡିଶାର ମୟୂରଭଞ୍ଜ ଜିଲ୍ଲାର ଦ୍ରୌପଦୀ ବାଳିକା ଉଚ୍ଚବିଦ୍ୟାଳୟ, ପାଇପ ବ୍ୟାଣ୍ଡ (ବାଳିକା) ବିଭାଗରେ ଅଂଶ ଗ୍ରହଣ କରି ସମଗ୍ର ଦେଶରେ ପ୍ରଥମ ସ୍ଥାନ ଅଧିକାର କରିଅଛି । ପ୍ରକାଶଥାଉକି ଦ୍ରୌପଦୀ ବାଳିକା ଉଚ୍ଚବିଦ୍ୟାଳୟ ଗତ ନଭେମ୍ବର ତା.୧୬.୧୧.୨୦୨୩ ରିଖରେ ରାଜ୍ୟସ୍ତରରେ ଆୟୋଜିତ ବ୍ୟାଣ୍ଡ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରିବା ସହିତ ଗତ ତା.୨୨.୧୨.୨୦୨୩ ରିଖରେ ସରକାରୀ ବାଳକ ଉଚ୍ଚ ବିଦ୍ୟାଳୟ, ୟୁନିଟ୍-୯,...
ଇଭି କାରଖାନା ପ୍ରସ୍ତାବ ଉପରେ ମୋହର
ଭୁବନେଶ୍ୱର : ଜେଏସଡବ୍ଲ୍ୟୁ କମ୍ପାନୀ କଟକର ନରାଜ ଓ ପାରାଦୀପ୍ ଠାରେ ଇଲେକଟ୍ରିକ ଯାନ (ଇଭି) କାରଖାନା ପ୍ରତିଷ୍ଠା ପାଇଁ ଦେଇଥିବା ପ୍ରସ୍ତାବ ଉପରେ କ୍ୟାବିନେଟ୍ ମୋହର ଲାଗିଛି । ଏହି କାରଖାନା ପ୍ରତିଷ୍ଠା ହେଲେ ଏଥିରେ ୧୧ ହଜାରରୁ ଅଧିକ ଲୋକ ନିଯୁକ୍ତି ପାଇପାରିବେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ରାଜ୍ୟ କ୍ୟାବିନେଟ୍ର ଏହି ନିଷ୍ପତ୍ତି ସଂକ୍ରାନ୍ତରେ ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା । ମୁଖ୍ୟ ଶାସନ ସଚିବଙ୍କ ସୂଚନା ଅନୁଯାୟୀ ଏହି ଦୁଇଟି ପ୍ରକଳ୍ପରେ...
ଲକ୍ଷେ ଏକରରେ କଫିଚାଷ ହେବ
ଭୁବନେଶ୍ୱର : ଓଡିଶାରେ ଏକ ଲକ୍ଷ ଏକର ଅଞ୍ଚଳରେ କଫିଚାଷ ହେବ । ବର୍ତ୍ତମାନ ରାଜ୍ୟରେ ୧୦ହଜାର ଏକରରେ କଫିଚାଷ ହେଉଥିବାବେଳେ ଏହାକୁ ୧୦ଗୁଣ ବୃଦ୍ଧି କରାଯିବା ପାଇଁ ଆସିଥିବା ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ୍ ଅନୁମୋଦନ କରିଥିବା ନେଇ ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତରେ ବସିଥିବା ରାଜ୍ୟ କ୍ୟାବିନେଟର ନିଷ୍ପତ୍ତି ସଂକ୍ରାନ୍ତରେ ସୂଚନା ଦେଇ ମୁଖ୍ୟ ସଚିବ ଶ୍ରୀ ଜେନା କହିଛନ୍ତି ଯେ କଫି ନର୍ସରୀ ପ୍ରସ୍ତୁତିରେ ଏଣିକି ମହିଳା ସ୍ୱୟଂ...
ସୋଆରେ ସୌରଶକ୍ତି ଚାଳିତ ପାଣିପାଗ କେନ୍ଦ୍ର
ଭୁବନେଶ୍ୱର : ଜଳବାୟୁ ପରିବର୍ତନକୁ ମୁକାବିଲା କରିବା ଉଦ୍ଦେଶ୍ୟରେ ସିଟି ୟୁନିଭର୍ସିଟି ଅଫ୍ ନ୍ୟୁୟର୍କ (ସିୟୁଏନ୍ୱାଇ) ପରିଚାଳିତ ବ୍ରୋନକ୍ସ କମ୍ୟୁନିଟି କଲେଜ ପକ୍ଷରୁ ସୋମବାର ଶିକ୍ଷା ଓ ଅନୁସନ୍ଧାନ (ସୋଆ) କ୍ୟାମ୍ପସ୍ରେ ଏକ ସ୍ୱୟଂଚାଳିତ ସୌରଶକ୍ତି ପରିଚାଳିତ ପାଣିପାଗ ଓ ବାୟୁ ଗୁଣବତା ନିରୀକ୍ଷଣ କେନ୍ଦ୍ର ସ୍ଥାପନ କରାଯାଇଛି । ସୋଆ ପରିଚାଳିତ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର୍) କ୍ୟାମ୍ପସ୍ରେ ଥିବା ସୋଆ ପରିବେଶ ଓ ଜଳବାୟୁ କେନ୍ଦ୍ରର ୫ ମାଇଲ ପରିସୀମା ମଧ୍ୟରେ ଏହି ଷ୍ଟେସନ୍ ପାଣିପାଗ, ତାପମାତ୍ରା,...
Vaishnaw Keeps Promise
Balasore: In a significant development for Baleswar's connectivity, the much-anticipated Foot over Bridge (FOB) project has kicked off as assured by Railways Minister Ashwini Vaishnaw during his recent visit to Baleswar. The FOB, spanning two sections and boasting a total length of approximately 50 meters with a width of 3.05 meters, is set to seamlessly connect platforms 1, 2, and...
SNM Shines In EOdisha
Jharsuguda: The 24th edition of Enterprise Odisha organized by Confederation of Indian Industry (CII) in partnership with the State Government concluded here today. Enterprise Odisha had three days of exhibition, conference, G2B and B2B meetings, focused workshops and sessions for Startups and Women Entrepreneurs. SNM Group Chief and Vice Chairman of the CII Odisha State Council, Dr.Pradipta Kumar Mohanty said that...










