ଦୃଷ୍ଟିବାଧିତଙ୍କ ଗୁଣାତ୍ମକ ଶିକ୍ଷାକୁ ଗୁରୁତ୍ୱ
ଭୁବନେଶ୍ୱର : ଦୃଷ୍ଟିବାଧିତ ଛାତ୍ରଛାତ୍ରୀଙ୍କ ପାଇଁ ଗୁଣାତ୍ମକ ଓ ଅନ୍ତର୍ଭୁକ୍ତି ଶିକ୍ଷାକୁ ବ୍ୟାପକ କରିବା ଉଦ୍ଦେଶ୍ୟରେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଏବଂ ଆଇଆଇଟି-ଭୁବନେଶ୍ୱର ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି । ବିଭାଗୀୟ ମନ୍ତ୍ରୀ ଶ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ବୁଝାମଣାପତ୍ର ସ୍ୱାକ୍ଷର କାର୍ଯ୍ୟକ୍ରମରେ ଉପସ୍ଥିତ ରହି କହିଲେ ଯେ ବୈଷୟିକ ଜ୍ଞାନକୌଶଳର ଉପଯୋଗ କ୍ରମେ, ବିଶେଷ କରି, କମ୍ପୁ୍ୟଟର, ଟାବ୍ଲେଟ୍ ଓ ସ୍ମାର୍ଟଫୋନ ଇତ୍ୟାଦି ସାହାଯ୍ୟରେ ଦୃଷ୍ଟିବାଧିତମାନେ ସାଧାରଣ ଲୋକଙ୍କ ଭଳି ଲେଖାପଢ଼ା କରିପାରିଲେଣି । ପରଦାରେ ପଢ଼ିବା ପାଇଁ...
PM To Open Multiple Projects
Bhubaneswar: Prime Minister Narendra Modi will be visiting Odisha on 5 March. At around 3:30 PM, Prime Minister will inaugurate, dedicate and lay the foundation stone of multiple development projects worth over Rs. 19,600 crores at Chandikhole, Jajpur in Odisha.The projects relate to sectors including Oil & Gas, Railways, Road, Transport & Highways and Atomic Energy. Prime Minister will inaugurate...
Rise In Per Capita Consumption
Bhubaneswar: The latest Household Consumption Expenditure Survey results shows that the economy of Odisha is on a right and progressive path. The National Sample Survey Office (NSSO) under the Ministry of Statistics and Programme Implementation has conducted the Survey during August 2022 to July 2023 and released its report recently after 11 years. The last survey was conducted during...
ମୋବାଇଲ୍ ଯୋଗୁଁ ଦୁର୍ଘଟଣା
ଭୁବନେଶ୍ୱର : ନିଶା ଶକ୍ତି ଅବସ୍ଥାରେ ଗାଡି ନଚଳାଇବା ଏବଂ ଗାଡି ଚଳାଉଥିବା ସମୟରେ ମୋବାଇଲ ଫୋନ୍ ବ୍ୟବହାର ନକରିବାପାଇଁ ପରିବହନ ବିଭାଗ ଓ ପୁଲିସ୍ ଯେତେ ଉଦ୍ୟମ କଲେ ବି ଏହି ସମସ୍ୟା ନିୟନ୍ତ୍ରଣକୁ ଆସିବା ପରିବର୍ତ୍ତେ ବଢି ବଢି ଚାଲିଛି । ଏଥିଯୋଗୁଁ ସଡକ ଦୁର୍ଘଟଣା ବୃଦ୍ଧି ପାଇବା ସହ ଅନେକ ଧନଜୀବନ ବିପର୍ଯ୍ୟସ୍ତ ହେଉଛି । ନିଶାଶକ୍ତ ଗାଡିଚାଳକମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଲାଗି ଆଇନ୍ରେ କଡା ବ୍ୟବସ୍ଥା ରହିଛି । ରାଜଧାନୀ ଭୁବନେଶ୍ୱର ସମେତ ରାଜ୍ୟର ବିଭିନ୍ନ ଅଞ୍ଚଳରେ...
ସଠିକ ମାର୍ଗରେ ଚାଲିଛି ରାଜ୍ୟ ଅର୍ଥନୀତି
ଭୁବନେଶ୍ୱର : ସଦ୍ୟତମ ଘରୋଇ ଉପଭୋକ୍ତା ବ୍ୟୟ ସର୍ଭେ ଫଳାଫଳ ଦର୍ଶାଉଛି ଯେ ଓଡ଼ିଶାର ଅର୍ଥନୀତି ଏକ ସଠିକ୍ ଏବଂ ପ୍ରଗତିଶୀଳ ମାର୍ଗରେ ଗତି କରୁଛି । ପରିସଂଖ୍ୟାନ ଓ କାର୍ଯ୍ୟକ୍ରମ କାର୍ଯ୍ୟାନ୍ୱୟନ ମନ୍ତ୍ରଣାଳୟ ଅଧୀନରେ ଥିବା ଜାତୀୟ ନମୂନା ସର୍ବେକ୍ଷଣ କାର୍ଯ୍ୟାଳୟ (ଏନଏସଏସଓ) ଅଗଷ୍ଟ ୨୦୨୨ରୁ ଜୁଲାଇ ୨୦୨୩ ମଧ୍ୟରେ ଏହି ସର୍ଭେ କରିଛି ଏବଂ ୧୧ ବର୍ଷ ପରେ ନିକଟରେ ଏହାର ରିପୋର୍ଟ ପ୍ରକାଶ କରିଛି । ଶେଷ ଥର ପାଇଁ ୨୦୧୧-୧୨ରେ ଏହି ସର୍ଭେ କରାଯାଇଥିଲା । ଘରୋଇ ଉପଭୋକ୍ତା...
ବିଜେପିକୁ ଫେରିଲେ ଢାଲି
ଭୁବନେଶ୍ୱର : ଜୟଦେବ ବିଧାୟକ ଅରବିନ୍ଦ ଢାଲି ନିଜ ସମର୍ଥକଙ୍କ ସହ ବିଜୁ ଜନତା ଦଳ ପରିତ୍ୟାଗ କରି ଆନୁଷ୍ଠାନିକ ଭାବେ ବିଜେପିରେ ଯୋଗ ଦେଇଛନ୍ତି । ଶ୍ରୀ ଢାଲିଙ୍କ ଏଭଳି ପଦକ୍ଷେପକୁ ତାଙ୍କର ଘରବାହୁଡା ବୋଲି କୁହାଯାଉଛି । କାରଣ ଶ୍ରୀ ଢାଲି ପୂର୍ବରୁ ବିଜେପି ଟିକଟରେ ବିଧାୟକ ଭାବେ ନିର୍ବାଚିତ ହୋଇଥିବାବେଳେ ବିଜେପି-ବିଜେଡି ସରକାରରେ ମନ୍ତ୍ରୀ ମଧ୍ୟ ଥିଲେ । ଶ୍ରୀ ଢାଲିଙ୍କ ସହିତ ତାଙ୍କର ସମର୍ଥକ କୁହାଯାଉଥିବା ଶତାଧିକ ବିଜେଡି କର୍ମୀ ବିଜେପିରେ ସାମିଲ ହୋଇଛନ୍ତି । ମାଲକାନଗିରିର ପୂର୍ବତନ...
Tripathy Prescribes “Healthville”
Bhubaneswar: Just seven day normal treatment at Healthville Naturopathy Centre near Bhubaneswar has controlled the year old diabetic of an Ace Mandarin, Ashok Kumar Tripathy. 1981 Batch IAS Officer, who superannuated from service and was suffering from Diabetes has shared his vivid experience at the Naturopathy Centre and the treatment facilities provided there and how it helps the patients to...
ପଛରେ ପଡିଛି ଓଡିଶା
ଭୁବନେଶ୍ୱର : ଜଳ ଜୀବନ ମିଶନ ଯୋଜନାରେ ଗାଁ ଗହଳରେ ଥିବା ପ୍ରତ୍ୟେକ ପରିବାରକୁ ଟ୍ୟାପ୍ ଜଳ ଯୋଗାଣ କ୍ଷେତ୍ରରେ ଓଡିଶା ଜାତୀୟ ହାର ଠାରୁ ପଛରେ ରହିଛି । ଜାତୀୟ ସ୍ତରରେ ୭୪.୮୮ ପ୍ରତିଶତ ପରିବାରକୁ ଟ୍ୟାପ ସଂଯୋଗ ସହିତ ବର୍ତ୍ତମାନ ସୁଦ୍ଧା ଦେଶର ୧୧ଟି ରାଜ୍ୟରେ ଶତ ପ୍ରତିଶତ ପରିବାରକୁ ଟ୍ୟାପ୍ ଯୋଗେ ପାନୀୟଜଳ ଯୋଗାଇ ଦିଆଯାଇଥିବାବେଳେ ଓଡିଶାରେ ୭୨.୦୯ ପ୍ରତିଶତ ପରିବାର ଏହି ସୁବିଧା ପାଇଛନ୍ତି । ଜଳ ଜୀବନ ମିଶନର ପୋର୍ଟାଲରୁ ମିଳିଥିବା ସୂଚନା ଅନୁଯାୟୀ ଆଜି ସୁଦ୍ଧା...
ଡାଲି ପାଇଁ ନିର୍ଭରଶୀଳ
ଭୁବନେଶ୍ୱର : ଜାତୀୟ ସ୍ତରରେ ସମସ୍ତ ଉଦ୍ୟମ ସତ୍ୱେ ଡାଲି ଉତ୍ପାଦନରେ ଭାରତ ଆତ୍ମନିର୍ଭର ହୋଇପାରୁ ନାହିଁ । ଚାଉଳ ଓ ଗହମ ଉତ୍ପାଦନରେ ବଳକା ହୋଇଥିବାବେଳେ ଡାଲି ପାଇଁ କିନ୍ତୁ ଭାରତ ଅନ୍ୟ ଦେଶ ଉପରେ ନିର୍ଭରଶୀଳ । ମିଳିଥିବା ସୂଚନା ଅନୁଯାୟୀ ଦେଶରେ ଚାଉଳ ଉତ୍ପାଦନ ବର୍ଷକୁ ବର୍ଷ ବଢିବାରେ ଲାଗିଛିା ୨୦୨୦-୨୧ ବର୍ଷରେ ଭାରତରେ ୧୨୪୩ ଲକ୍ଷ ମେଟ୍ରିକ ଟନ୍ ଚାଉଳ ଉତ୍ପାଦନ ହୋଇଥିବାବେଳେ ୨୦୨୨-୨୩ ବର୍ଷରେ ତାହା ୧୩୫୭ଲକ୍ଷ ମେଟ୍ରିକ ଟନ୍କୁ ଅତିକ୍ରମ କରିଯାଇଛି । ସେହିଭଳି ଗହମ...
୧୨୦+ ଆସନରେ ଜିତିବୁ
ଭୁବନେଶ୍ୱର : ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଜନକଲ୍ୟାଣକାରୀ କାର୍ଯ୍ୟକ୍ରମ ଏବଂ ୫-ଟି ପ୍ରକରଣରେ ସାରା ରାଜ୍ୟରେ ଚାଲିଥିବା ରୂପାନ୍ତରଣ କାର୍ଯ୍ୟ ଯୋଗୁଁ ବିଜୁ ଜନତା ଦଳ ରାଜନୈତିକ ଦୃଷ୍ଟିକୋଣରୁ ଅତ୍ୟନ୍ତ ଦୃଢ ସ୍ଥାନରେ ରହିଛି । ଆଗାମୀ ନିର୍ବାଚନରେ ବିଜୁ ଜନତା ଦଳ ୧୨୦ରୁ ଅଧିକ ବିଧାନସଭା ଏବଂ ୧୭ରୁ ଅଧିକ ଲୋକସଭା ଆସନରେ ଜିତିବାକୁ ଯାଉଥିବା କହିଛନ୍ତି ବିଜେଡିର ରାଷ୍ଟ୍ରୀୟ ମୁଖପାତ୍ର ତଥା ସାଂସଦ ଡକ୍ଟର ସସ୍ମିତ ପାତ୍ର । ଡକ୍ଟର ପାତ୍ର ଆଜି ଏଠାରେ ଗଣମାଧ୍ୟମକୁ କହିଛନ୍ତି ଯେ ଷଷ୍ଠ...










