Foreign Lady Detained

0

Puri: A woman foreign tourist was detained by police for allegedly entering Lord Jagannath temple here on Saturday. While the security guards at the entrance failed to detain the woman, a servitor spotted her near 'Baishipahacha' in the temple and informed the police. She was detained for violating the Shree Jagannath Temple Act, 1955 that prohibits entry of non-Hindus into the...

ସବୁ ଆସନରେ ଲଢିବ ବିଜେଡି

ଭୁବନେଶ୍ୱର : ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦ ଓ ଓଡ଼ିଶାବାସୀଙ୍କ ଆସ୍ଥା ବଳରେ ବିଜେଡି ରାଜ୍ୟର ସେବା କରିବା ସହ ସବୁ କ୍ଷେତ୍ରରେ ବ୍ୟାପକ ପରିବର୍ତନ ଆଣିଛି । ବିଜେଡି ସମସ୍ତ ୧୪୭ଟି ବିଧାନସଭା ର୍ନିବାଚନ ମଣ୍ଡଳୀ ଓ ସମସ୍ତ ୨୧ଟି ଲୋକସଭା ର୍ନିବାଚନ ମଣ୍ଡଳୀରେ ପ୍ରତିଦ୍ୱନ୍ଦିତା କରିବା ସହିତ ଓଡିଶାବାସୀଙ୍କ ସମର୍ଥନ ଏବଂ ଶ୍ରୀ ନବୀନ ପଟ୍ଟନାୟକଙ୍କ ନେୃତ୍ୱତ୍ୱରେ ତିନି ଚତୁର୍ଥାଂଶରୁ ଅଧିକ ଆସନରେ ବିଜୟୀ ହେବ ବୋଲି ଟୁଇଟ୍‍ କରି ଜଣାଇଛନ୍ତି ବିଜେଡିର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ । ରାଷ୍ଟ୍ର ଗଠନରେ...

ସହରରୁ ଝୁମ୍ପୁଡି ହଟିଲାନି

0

ଭୁବନେଶ୍ୱର : ରାଜଧାନୀକୁ ବସ୍ତିମୁକ୍ତ କରିବା ସହିତ ଝୁମ୍ପୁଡି ହଟାଇବାପାଇଁ ଜାଗା ମିଶନ ଜରିଆରେ ଜମିର ସତ୍ୱାଧିକାର ପ୍ରଦାନ କରାଯାଇଥିଲେ ମଧ୍ୟ ସହରରେ ବସ୍ତି ସଂଖ୍ୟା କମୁନାହିଁ କି ଝୁମ୍ପୁଡି ହଟୁନାହିଁ । ଯେଉଁମାନେ ଆବାସ ଯୋଜାନରେ ଘର ପାଇଛନ୍ତି ସେମାନଙ୍କ ପରିବାର ସେଠାକୁ ସମ୍ପୂର୍ଣ୍ଣ ଭାବେ ଯାଉନଥିବାବେଳେ ଆଗାମୀ ଦିନରେ ଜମି ପାଇବାପାଇଁ ନୂଆ ନୂଆ ବସ୍ତି ବି ଗଢି ଉଠୁଛି । ରାଜଧାନୀରେ ବସ୍ତି ଅଞ୍ଚଳରେ ରହୁଥିବା ଲୋକଙ୍କୁ ସେମାନେ ଘର କରିଥିବା ଜମିର ସାର୍ଟିଫିକେଟ ପ୍ରଦାନ କରାଯାଇଛି । ପ୍ରତ୍ୟେକ...

ବେପାରୀଙ୍କ ନିୟନ୍ତ୍ରଣରେ କୁକୁଡା ଚାଷ

ଭୁବନେଶ୍ୱର : ରାଜ୍ୟର କୁକୁଡା ଚାଷ ଏବେ ରାଜ୍ୟ ବାହାରର ବଡ ବଡ କୁକୁଡା ବ୍ୟବସାୟୀଙ୍କ ହାତରେ । ସେମାନେ ରାଜ୍ୟର ପ୍ରାୟ ୭ହଜାରରୁ ଅଧିକ କୁକୁଡା ଚାଷୀଙ୍କୁ ନିଜ ନିୟନ୍ତ୍ରଣରେ ରଖିବା ସହିତ ରାଜ୍ୟରେ କୁକୁଡାମାଂସ ଦରକୁ ନିୟନ୍ତ୍ରଣ କରୁଛନ୍ତି । କୁକୁଡା ଚାଷ ଜରିଆରେ ଲୋକଙ୍କୁ ଆତ୍ମନିର୍ଭରଶୀଳ କରିବାପାଇଁ ସରକାର ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରିବା ସହ ଲୋକଙ୍କୁ ଅଳ୍ପ ସୁଧରେ ଋଣ ପ୍ରଦାନ କରୁଛନ୍ତି । ଋଣ ଉପରେ ମଧ୍ୟ ସବସିଡ୍‍ ପ୍ରଦାନ କରୁଛନ୍ତି । ଲୋକେ ଋଣ ନେଇ...

Will Fight In All Seats: BJD

0

Bhubaneswar, March 22: After the BJP cleared air on possible alliance between BJD and BJP, the Governing BJD today said it will fight in all Lok Sabha and Assembly constituencies of the State.   “BJD will contest in all 147 assembly constituencies and all 21 Lok Sabha constituencies with the support of people of Odisha and win more than three...

ଏକାକୀ ଲଢିବୁ

ଭୁବନେଶ୍ୱର :  ସାଢ଼େ ଚାରି କୋଟି ଓଡ଼ିଆଙ୍କ ଆଶା, ଅଭିଳାଷ ଓ ଆକାଂକ୍ଷାକୁ ପୂରଣ କରିବା ପାଇଁ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ଦୂରଦର୍ଶୀ ନେତୃତ୍ୱରେ ଏକ ବିକଶିତ ଭାରତ ତଥା ବିକଶିତ ଓଡ଼ିଶା ଗଠନ ନିମନ୍ତେ ଭାରତୀୟ ଜନତା ପାର୍ଟି ଏଥର ସମସ୍ତ ୨୧ଲୋକସଭା ଓ ୧୪୭ବିଧାନସଭା ଆସନରେ ଏକାକୀ ଲଢ଼ିବ ବୋଲି ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ କହିଛନ୍ତି । ଗତ ୧୦ବର୍ଷ ଧରି ଶ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଓଡ଼ିଶାର ବିଜୁ ଜନତା ଦଳ (ବିଜେଡି) ମାନ୍ୟବର...

Mahtab Left BJD

0

Cuttack: Senior BJD leader and six-time MP from Cuttack, Bhartruhari Mahtab today resigned from the party a day after chargsheet framed against him in a 13 year old case. Speaking to media persons in Cuttack, Shri Mahtab announced his resignation from the BJD and said he has submitted a resignation letter to party President and Chief Minister Naveen Patnaik at...

ବିଜେଡି ଛାଡିଲେ ଭର୍ତ୍ତୃହରି

ଭୁବନେଶ୍ୱର : ବିଜେଡିର ପ୍ରାଥମିକ ସଦସ୍ୟତା ପଦରୁ ଇସ୍ତଫା ଦେଇଛନ୍ତି କଟକ ସାଂସଦ ଭର୍ତ୍ତୃହରି ମହତାମ । ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସେ ଏହି ଘୋଷଣା କରିଛନ୍ତି । ଶ୍ରୀ ମହତାବ ଛଅ ଥର ସାଂସଦ ଭାବେ ନିର୍ବାଚିତ ହୋଇଛନ୍ତି । ଇସ୍ତଫା ସଂକ୍ରାନ୍ତରେ ଶ୍ରୀ ମହତାବ କହିଛନ୍ତି ଯେ ବାରମ୍ବାର ଅପମାନ ସହିବା ଅପେକ୍ଷା ଇସ୍ତଫା ଦେଇଦେବା ଭଲ । କୌଣସି ପ୍ରସଙ୍ଗରେ ମତ ରଖିଲେ ତାଙ୍କୁ ବାରମ୍ବାର ଅପମାନିତ କରାଯାଉଥିଲା । ଆଜି ଭଗ୍ନ ହୃଦୟରେ ସେ ଇସ୍ତଫା ଦେଇଛନ୍ତି...

BJP On Ekla Chalo

0

Bhubaneswar: Putting all speculations and talks over proposed alliance between BJD and BJP in rest, State BJP President Manmohan Samal today made it clear that the BJP will fight alone in all 21 Lok Sabha and 147 Assembly seats in Odisha during ensuing polls.   Taking it to social media site X, Shri Samal said, “BJP will fight alone this...

Dama Rout No More

0

Bhubaneswar: Veteran politician and former minister Damadara Rout here at the private hospital while under treatment following critical illness. He was 82. The health condition of the senior BJD leader was critical after he suffered a massive heart attack on March 18 night. He was on a life support system at a private hospital and his brain was not functioning well....