BJP Targets Officers
Bhubaneswar: With the announcement of elections for Lok Sabha and Assembly, Model Code of Conduct (MCC) is in force in entire parts of the State. The BJP today moved to Chief Electoral Officer (CEO) alleging misuse of government machinery by ruling BJD with a target on government officers. A delegation of State BJP led by vice-president Lekhashree Samantsinghar submitted...
NITA FA Wins Hearts
Bhubaneswar: In a thrilling showdown at Amal Dutta Kridangan, Kolkata on Thursday, NITA Football Academy(FA), Odisha clinched a vital 3-2 victory against Pune Krida Prabhodhini Academy, Maharashtra. Priya Rui Das opened the scoring with an early strike, setting the tone for a fiercely contested match. Nibedita Nayak added to the excitement with a well-taken goal, showcasing NITA's attacking prowess....
ବିଜେପିରେ ଭର୍ତ୍ତୃହରି, ସିଦ୍ଧାନ୍ତ ଓ ଦମୟନ୍ତୀ
ନୂଆଦିଲ୍ଲୀ: ଲୋକସଭା ଓ ଓଡ଼ିଶା ବିଧାନସଭା ନିର୍ବାଚନ ପୂର୍ବରୁ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ଉପସ୍ଥିତିରେ ୬ ଥର ସାଂସଦ ଭର୍ତ୍ତୃହରି ମହତାବ ଆଜି ବିଜେପିରେ ଯୋଗ ଦେଇଛନ୍ତି। ପୂର୍ବତନ ବିଜେଡି ସାଂସଦ ସିଦ୍ଧାନ୍ତ ମହାପାତ୍ର ଓ ୨୦୨୦ରେ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ହୋଇଥିବା ସାନ୍ତାଳୀ ଭାଷା ସାହିତ୍ୟିକ ଦମୟନ୍ତୀ ବେହେରାଙ୍କ ସହ ଶ୍ରୀ ମହତାବ ମଧ୍ୟ ବିଜେପିରେ ଯୋଗ ଦେଇଛନ୍ତି।କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ, ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ଜୟ ପଣ୍ଡା ଙ୍କ ସମେତ...
ଅଫିସରଙ୍କୁ ହଟାଇବାକୁ ଦାବି
ଭୁବନେଶ୍ୱର : ନିର୍ବାଚନ ପରିଚାଳନାକୁ ଅବାଧ ଓ ନିରପେକ୍ଷ କରାଇବା ଦାୟୀତ୍ୱ ହେଉଛି ନିର୍ବାଚନ କମିଶନଙ୍କର, ଆଉ ନିର୍ବାଚନ କମିଶନରଙ୍କ ନିର୍ଦ୍ଦେଶକୁ ପାଳନ କରିବା ଦାୟୀତ୍ୱ ହେଉଛି ରାଜ୍ୟ ସରକାରଙ୍କର । ସେଥିପାଇଁ ୩ ବର୍ଷରୁ ଉର୍ଦ୍ଧ୍ୱ ସମୟ ଧରି ଅବସ୍ଥାପିତ ଥିବା ବିଭିନ୍ନ ବିଭାଗର ଅଧିକାରୀଙ୍କୁ ତୁରନ୍ତ ବଦଳି କରାଯାଉ । ଭଦ୍ରକ, କଟକ ଓ ଗଞ୍ଜାମରେ ଦୀର୍ଘ ବର୍ଷ ଧରି ଅଥବା ୩ ବର୍ଷରୁ ଊର୍ଦ୍ଧ୍ୱ ସମୟ ଅବସ୍ଥାପିତ ଥିବା ବହୁ ଅଧିକାରୀ ଦୃଷ୍ଟିଗୋଚର ହେଉଛନ୍ତି । ସେମାନେ ହେଲେ କଟକ...
Mahtab,Sidhant,Beshra Join BJP
New Delhi: Ahead of Lok Sabha and Odisha Assembly polls, six-time MP Bhartruhari Mahtab today joined the BJP in presence of party’s National President J P Nadda. Shri Mahtab along with former BJD MP Sidhant Mohapatra and noted Santali language litterateur Damayanti Beshra, who was conferred the Padma Shri in 2020, also joined the BJP. Union Minister Dharmendra Pradhan, State...
ଓଡ଼ିଶାର ଅସ୍ମିତାକୁ ନେଇ ଲଢେଇ ହେବ
ଭୁବନେଶ୍ୱର : ଓଡ଼ିଶାରେ ଦୀର୍ଘ ୨୪ ବର୍ଷ ଧରି ଓଡ଼ିଶାକୁ ଶାସନ କରୁଥିବା ନବୀନ ପଟ୍ଟନାୟକ ସରକାର ଓଡ଼ିଶାବାସୀଙ୍କୁ ପ୍ରତାରିତ କରିଛନ୍ତି । ଏଠାରେ କେହି ଖୁସିରେ ନାହାନ୍ତି ସମସ୍ତେ ଦୁଃଖରେ ଅଛନ୍ତି । ଛାତ୍ର, ଯୁବକ, ମହିଳା, କୃଷକ ଆଦି ବର୍ଗ ଅବହେଳିତ ଏବଂ ଉପେକ୍ଷିତ । ଉତ୍କଟ ବେରୋଜଗାରୀ ସମସ୍ୟା ରାଜ୍ୟର ଯୁବପିଢ଼ିଙ୍କ ମୁଣ୍ଡବିନ୍ଧାର କାରଣ । ଓଡ଼ିଆ ଯୁବକର ଭାଗ୍ୟ ଆଜି ଅନ୍ୟ ରାଜ୍ୟରେ ଦାଦନ ଖଟିବା । ନିଯୁକ୍ତି ସୁଯୋଗ ସୃଷ୍ଟି ନ କରିପାରି ଠିକ୍ ନିର୍ବାଚନ ପୂର୍ବରୁ...
CS Asks For Enforcement
Bhubaneswar: In view of the upcoming general elections-2024 in the state, another coordination meeting of the State Level Enforcement Committee was held today under the chairmanship of Chief Secretary, Pradeep Kumar Jena at Lok Seva Bhawan. Earlier, a meeting was held in this regard, but in today's meeting, the latest situation was deliberated with the members of the Enforcement Committee. The...
ଯାଞ୍ଚ ଓ ଚଢଉ ଉପରେ ଗୁରୁତ୍ୱ
ଭୁବନେଶ୍ୱର : ରାଜ୍ୟରେ ଆଗାମୀ ସାଧାରଣ ନିର୍ବାଚନ-୨୦୨୪କୁ ଦୃଷ୍ଟିରେ ରଖି ରାଜ୍ୟସ୍ତରୀୟ ଏନଫୋର୍ସମେଣ୍ଟ କମିଟିର ଅନ୍ୟ ଏକ ସମନ୍ୱୟ ବୈଠକ ଆଜି ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ଅନୁଷ୍ଠିତ ହୋଇଯାଇଛି । ପୂର୍ବରୁ ଏହି ପରିପ୍ରେକ୍ଷୀରେ ବୈଠକ ଅନୁଷ୍ଠିତ ହୋଇଥିବା ବେଳେ ଆଜିର ବୈଠକରେ ବିଭିନ୍ନ ଯାଞ୍ଚ ଓ ଚଢଉ ଦାୟିତ୍ୱରେ ଥିବା ଏନଫୋର୍ସମେଣ୍ଟ କମିଟିର ସଦସ୍ୟମାନଙ୍କ ସହିତ ସଦ୍ୟତମ ସ୍ଥିତି ଯାଂଚ କରାଯାଇଥିଲା । ଆଗାମୀ ସାଧାରଣ ନିର୍ବାଚନ ଶାନ୍ତି ଶୃଙ୍ଖଳାର ସହ ଅନୁଷ୍ଠିତ...
Guruji Inspires King County
Bhubaneswar: In a significant moment for the Odias residing in the United States of America, King County has declared April 1, 2024, as Odisha Day. Dow Constantine, the Executive of King County, issued this proclamation, urging the community to honor Odisha's legacy, celebrate its resilience, and embrace the harmonious blend of cultures that unites everyone. Notably, around 2500 Indian Americans from...
ବହି ପାଇଁ ନାକେଦମ
ଭୁବନେଶ୍ୱର : ନୂଆ ଶିକ୍ଷାବର୍ଷ ଆସନ୍ତା ଏପ୍ରିଲ ୧ତାରିଖରୁ ଆରମ୍ଭ ହେଉଥିବାବେଳେ ଏବେ ଛାତ୍ରଛାତ୍ରୀମାନେ ନୂତନ ଶ୍ରେଣୀର ପାଠ୍ୟପୁସ୍ତକ ପାଇବାପାଇଁ ନାକେଦମ ହେଉଛନ୍ତି । ଏନ୍ସିଇଆରଟିର ପର୍ଯ୍ୟାପ୍ତ ପୁସ୍ତକ ବଜାରରେ ଉପଲବ୍ଧ ହେଉନଥିବାବେଳେ ରାଜ୍ୟ ସରକାରଙ୍କ ମାଗଣା ପୁସ୍ତକ ବି ଏପର୍ଯ୍ୟନ୍ତ ସମସ୍ତ ବିଦ୍ୟାଳୟରେ ପହଞ୍ଚି ପାରିନାହିଁ । ଏପ୍ରିଲ ପହିଲାରୁ ନୂତନ ଶିକ୍ଷାବର୍ଷ ଆରମ୍ଭ ସହିତ ବିଦ୍ୟାଳୟରେ ପୂରା ଦମ୍ରେ ପାଠପଢା ଆରମ୍ଭ ହେବ । ତେଣୁ ଛାତ୍ରଛାତ୍ରୀମାନେ ଏଥିପାଇଁ ନିଜ ନିଜର ବହି ଖରିଦ କରିବାରେ ବ୍ୟସ୍ତ । ତେବେ କେତେକ...








