ନଥିର ଗତି ଧିମା
ଭୁବନେଶ୍ୱର : ନାଲିଫିତା ସାହି ପ୍ରଶାସନିକ ବ୍ୟବସ୍ଥାର ଅନ୍ତ ଘଟାଇ ସରକାରୀକଳକୁ ଗତିଶୀଳ କରାଇବା ଲାଗି ବିଜେପି ପକ୍ଷରୁ ବାରମ୍ବାର କୁହାଯାଇ ଆସୁଥିବାବେଳେ ଏବେ ୪୦ଦିନର ନୂଆ ସରକାରରେ କିନ୍ତୁ ବ୍ୟବସ୍ଥାରେ ସୁଧାର...
ମାଳ ମାଳ ଅନ୍ୟ ରାଜ୍ୟର ଗାଡି
ଭୁବନେଶ୍ୱର : ରାଜଧାନୀ ସମେତ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଏବେ ଅନ୍ୟ ରାଜ୍ୟରେ ପଞ୍ଜିକୃତ ମାଳ ମାଳ ଚାରିଚକିଆ ଯାନ ଦେଖିବାକୁ ମିଳୁଛି । ଏହିସବୁ ଗାଡିଗୁଡିକୁ ଦୀର୍ଘଦିନ ଧରି ଓଡିଶା ରାସ୍ତାରେ...
୭% ମଧ୍ୟରେ ରହିବ ଜିଡିପି
ନୂଆଦିଲ୍ଲୀ : ୨୦୨୪-୨୫ରେ ଭାରତର ବାସ୍ତବ ଜିଡିପି ୬.୫ ରୁ ୭ ପ୍ରତିଶତ ମଧ୍ୟରେ ରହିବ ବୋଲି ଆକଳନ କରାଯାଇଛି। ଭାରତୀୟ ଅର୍ଥବ୍ୟବସ୍ଥା ମହାମାରୀରୁ ଦ୍ରୁତ ଗତିରେ ପୁନରୁଦ୍ଧାର କରିଥିଲା ଏବଂ ଆର୍ଥିକ...
ସିଟିଟିସି ସହ ରାଜିନାମା
ଭୁବନେଶ୍ୱର : ଦେବଗଡ଼ ଜିଲ୍ଲାର ସରକାରୀ ବାରକୋଟ୍ଆଇଟିଆଇ ଓ ଯାଜପୁର ଜିଲ୍ଲାର ସରକାରୀ ପଲିଟେକ୍ନିକ୍ଠାରେ ମିନିଟୁଲ୍ରୁମ୍ ନିର୍ମାଣ ପାଇଁ ଦକ୍ଷତା ବିକାଶ ଓ ବୈଷୟିକଶିକ୍ଷା ଅଧିନରେ କାର୍ଯ୍ୟରତ ବୈଷୟିକଶିକ୍ଷା ଓ ପ୍ରଶିକ୍ଷଣର ନିର୍ଦ୍ଦେଶକ...
ସୋଆ ଏବଂ ଆଇସିଟି ମୁମ୍ବାଇ ମଧ୍ୟରେ ବୁଝାମଣା
ଭୁବନେଶ୍ୱର : ରସାୟନ ବିଜ୍ଞାନ, ଜୀବ ବିଜ୍ଞାନ, କେମିକାଲ୍ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲଜି ଏବଂ ଏହା ସହିତ ସମ୍ପୃକ୍ତ ଅନ୍ୟ କ୍ଷେତ୍ରରେ ମିଳିତ ଗବେଷଣା ଏବଂ ଉଚ୍ଚ ଶିକ୍ଷାପ୍ରାପ୍ତ ମାନବ ସମ୍ବଳକୁ ବୃଦ୍ଧି...
ବିଧାନସଭା ଆରମ୍ଭରୁ ସରଗରମ
ଭୁବନେଶ୍ୱର: ସପ୍ତଦଶ ବିଧାନସଭାର ପ୍ରଥମ ଅଧିବେଶନ ଆଜି ସରଗରମ ପରିବେଶ ସହ ଆରମ୍ଭ ହୋଇଛି। ରାଜ୍ୟପାଳ ରଘୁବର ଦାସଙ୍କ ଅଭିଭାଷଣ ଆରମ୍ଭ ହେବା ମାତ୍ରେ ବିରୋଧୀ ବିଜେଡି ଓ କଂଗ୍ରେସ କକ୍ଷତ୍ୟାଗ କରିଛନ୍ତି...
House Begins On Stormy Note
Bhubaneswar: The first session of the newly constituted 17th Odisha Legislative Assembly began this morning with a stormy note as Opposition BJD and Congress...
କ୍ରୀଡା ପୁରସ୍କାର ମିଳିବା ନେଇ ସନ୍ଦେହ
ଭୁବନେଶ୍ୱର : ଓଡିଶା ରାଜ୍ୟ କ୍ରୀଡା ସମ୍ମାନ ଏବେ ଠାରୁ ପ୍ରତିବର୍ଷ ଅଗଷ୍ଟ ୨୯ତାରିଖରେ ଜାତୀୟ କ୍ରୀଡାଦିବସ ଅବସରରେ ଏକ ସ୍ୱତନ୍ତ୍ର ଉତ୍ସବରେ ପ୍ରଦାନ କରାଯିବ ବୋଲି ଯେଉଁ ଘୋଷଣା କରାଯାଇଛି ତାହା...
ଲୁଚାଛପାରେ ବଢୁଛି ଟ୍ରେଡିଂ କାରବାର
ଭୁବନେଶ୍ୱର : ଚିଟ୍ଫଣ୍ଡ ଭଳି ଏମେ ଟ୍ରେଡିଂ ନାଁରେ ମାଳ ମାଳ ଏଜେଣ୍ଟ ସକ୍ରିୟ । ଅଧିକ ଅର୍ଥର ଲୋଭ ଦେଖାଇ ଏମାନେ ଲୋକଙ୍କ ଠାରୁ ମୋଟା ଅଙ୍କର ଟଙ୍କା ଉଠାଉଥିବାବେଳେ ଏମାନଙ୍କ...
ନିୟମିତ ଯାଞ୍ଚ ହେବ ସ୍କୁଲ ବସ୍
କଟକ : ସ୍କୁଲ ବସରେ ଅଗ୍ନି ନିରାପତ୍ତା ନିୟମ ପାଳନକୁ ସୁନିଶ୍ଚିତ କରିବା ଦିଗରେ ରାଜ୍ୟ ପରିବହନ ପ୍ରାଧିକରଣ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି । କେନ୍ଦ୍ରୀୟ ମୋଟର ଯାନ ନିୟମ ୧୯୮୯...










