ଶହେ ସ୍କୁଲ ହେବ ମଡେଲ ସ୍କୁଲ
ଭୁବନେଶ୍ୱର, : ଆସନ୍ତା ଏକ ବର୍ଷ ମଧ୍ୟରେ ରାଜ୍ୟର ୩୦ଟି ଜିଲ୍ଲାରେ ୧୦୦ଟି ସ୍କୁଲକୁ ଚୟନ କରାଯାଇ ସେଗୁଡ଼ିକୁ ମଡେଲ୍ ସ୍କୁଲ ଭାବରେ ବିକଶିତ କରାଯିବ । ଏଥିରେ ପ୍ରତ୍ୟେକଟି ଜିଲ୍ଲାରୁ ଅତିକମ୍ରେ...
ଶିଶୁଙ୍କ ପାଇଁ ସୁରକ୍ଷିତ ବାତାବରଣ ଜରୁରୀ
ଖୋର୍ଦ୍ଧା : ଶିଶୁମାନଙ୍କୁ ସୁରକ୍ଷିତ ବାତାବରଣ ଯୋଗାଇଦେବା ଆମ ସମସ୍ତଙ୍କର କର୍ତ୍ତବ୍ୟ । ଏଥିପାଇଁ ସମସ୍ତେ ମିଳିମିଶି କାର୍ଯ୍ୟ କରିବା ଆବଶ୍ୟକ ବୋଲି ରାଜ୍ୟର ଅଗ୍ରଣୀ ସ୍ଵେଛାସେବୀ ସଂଗଠନ ପିପୁଲସ କଲ୍ଚରାଲ ସେଣ୍ଟର...
୬୦୩୯ କୋଟିର ସବସିଡ୍ ଟଙ୍କା ତୁରନ୍ତ ଦିଅ
ଭୁବନେଶ୍ୱର : କେନ୍ଦ୍ର ସରକାରଙ୍କଠାରୁ ଧାନସଂଗ୍ରହ ବାବଦକୁ ରାଜ୍ୟ ୍ରଭିଜନାଲ ଓ ଅଗ୍ରୀମ ସବସିଡ଼ି ବାବଦକୁ ପାଇବାକୁ ଥିବା ବକେୟା ୬୦୩୯ କୋଟି ଟଙ୍କା ତୁରନ୍ତ ୋଗାଇଦେବା ପାଇଁ ଖାଦ୍ୟୋଗାଣ ଓ ଖାଉଟି...
ଆକ୍ସନ ମୁଡରେ ଗୃହ ଓ ନଗର ଉନ୍ନୟନ ବିଭାଗ
ଭୁବନେଶ୍ୱର : ଦୁର୍ନୀତିଗ୍ରସ୍ତ ଓ ଅମାନିଆ ଅଫିସରଙ୍କ ବିରୁଦ୍ଧରେ ଏବେ ଗୃହ ଓ ନଗର ଉନ୍ନୟନ ବିଭାଗ ଆକ୍ସନ ମୁଡରେ । ସାମାନ୍ୟ ଅଭିଯୋଗ ପାଇଲା ମାତ୍ରେ ଗ୍ରହଣ ହେଉଛି କାର୍ଯ୍ୟାନୁଷ୍ଠାନ ।...
୨୦୨୨ରେ ସରିବ ରାଉରକେଲା ହକି ଷ୍ଟାଡିୟମ
ଭୁବନେଶ୍ୱର : ଆଜି ମୁଖ୍ୟଶାସନ ସଚିବ ସୁରେଶ ମହାପାତ୍ର, ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି), ଭି.କେ- ପାଣ୍ଡିଆନ ଏବଂ କ୍ରୀଡା ଓ ଯୁବ ସେବା ବିଭାଗର ସ୍ବତନ୍ତ୍ର ସଚିବ ଆର ଭିନିଲ କ୍ରିଷ୍ଣା ରାଉରକେଲା...
ସମ୍ମମରେ ଆରିଥମିଆ ଚିକିତ୍ସା ସୁବିଧା
ଭୁବନେଶ୍ୱର : ହୃଦସ୍ପନ୍ଦନରେ ସମସ୍ୟା ସୃଷ୍ଟି କରୁଥିବା ବ୍ୟାଧି ଆରିଥମିଆ ର ଚିକିତ୍ସା ଏବେ ସମ୍ ଅଲଟିମେଡ କେୟାରରେ ଉପଲବ୍ଧ । ଓଡ଼ିଶାର ପ୍ରଥମ କର୍ପୋରେଟ୍ ହସ୍ପିଟାଲ୍ ଭାବେ ସମସ୍ତ ଅତ୍ୟାଧୁନିକ ଉପକରଣ...
ସମଲେଶ୍ୱରୀ ମନ୍ଦିରର ବିକାଶ ଖୁବଶୀଘ୍ର
ସମ୍ବଲପୁର: ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ୱରୀଙ୍କ ମନ୍ଦିରର ସୌନ୍ଦର୍ଯ୍ୟକରଣ ଓ ପାରିପାର୍ଶିକ ବିକାଶ କାର୍ଯ୍ୟ ଖୁବଶୀଘ୍ର ଆରମ୍ଭ କରାଯିବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ...
ରାଜସ୍ୱ ସଂଗ୍ରହ ୨୫ହଜାର କୋଟି କମିବ
ଭୁବନେଶ୍ୱର : କୋଭିଡ ମହାମାରୀ ପ୍ରଭାବ ଯୋଗୁଁ ୨୦୨୦-୨୧ ଆର୍ଥିକ ବର୍ଷରେ ରାଜ୍ୟ ସରକାର ପ୍ରାୟ ୨୫୦୦୦ କୋଟି ଟଙ୍କା କମ୍ ରାଜସ୍ୱ ପାଇବାର ଆଶଙ୍କା ଉପୁଜିଛି । ଏଭଳି ରାଜସ୍ୱ ନିଅଣ୍ଟକୁ...
ସାହିତ୍ୟ ଏକାଡେମୀରେ ମାତ୍ର ୨ ମହିଳା ସଭାପତି
ଭୁବନେଶ୍ୱର : ଓଡ଼ିଶା ସାହିତ୍ୟ ଏକାଡେମୀ ୧୯୫୭ ମସିହାରୁ ଗଠିତ ହେବାଠାରୁ ଏଯାବତ୍ ୩୧ ଜଣ ସଭାପତି ହୋଇଥିବା ବେଳେ ସେମାନଙ୍କ ମଧ୍ୟରେ ଅଛନ୍ତି ମାତ୍ର ଦୁଇଜଣ ମହିଳା । ନନ୍ଦିନୀ ଶତପଥୀ...
State Gets 2786 CR For GST Shortfall
Bhubaneswar: Odisha has received Rs.2786.53 Crore as the Ministry of Finance, Department of Expenditure has released the 12th weekly installment of Rs. 6,000 crore to...










