ଗୁଟ୍ଖା ପାଇଁ ହରାଇଲେଣି ୫୦୦୦ କୋଟି
ଭୁବନେଶ୍ୱର : ରାଜ୍ୟରେ ଗୁଟ୍ଖା ନିଷେଧ ପରେ ସରକାର ପ୍ରାୟ ୫୦୦୦ କୋଟି ଟଙ୍କାର ରାଜସ୍ୱ ହରାଇଥିବାବେଳେ ଗୁଟ୍ଖାର କାରବାର କିନ୍ତୁ ପୂର୍ବଭଳି ବେଧଡକ ଭାବେ ଚାଲିଛି । ଏତେ ପରିମାଣର ରାଜସ୍ୱ...
ସମ୍ରେ ବିଶ୍ୱ ତମାଖୁ ମୁକ୍ତ ଦିବସ ପାଳିତ
ଭୁବନେଶ୍ୱର : ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ ସମ୍ ହସ୍ପିଟାଲର ଫୁଲନଖରା କ୍ୟାମ୍ପସ୍ରେ ଶୁକ୍ରବାର ବିଶ୍ୱ ତମାଖୁ ମୁକ୍ତ ଦିବସ ପାଳିତ ହୋଇଯାଇଛି । ହସ୍ପିଟାଲ୍ର ଇଏନ୍ଟି ବିଭାଗ ପକ୍ଷରୁ ଏହି...
Pandit Issues Heat Care Advisory
Bhubaneswar : In the event of rising temperature throughout the State along with very hot and humid condition, State Health Department directed heads of all...
ଗୁରୁତର ସ୍ବାସ୍ଥ୍ୟ ସମସ୍ୟା ଉପୁଯାଉଛି ତମାଖୁ
ଭୁବନେଶ୍ୱର : ତମାଖୁ ସେବନ ହେଉଛି ୧୪ ପ୍ରକାରର କର୍କଟ ଏବଂ ଅନ୍ୟାନ୍ୟ ଗୁରୁତର ସ୍ୱାସ୍ଥ୍ୟ ଜନିତ ସମସ୍ଯାର ଏକ ପ୍ରମୁଖ କାରଣ। ପ୍ରତିବର୍ଷ ବିଶ୍ୱରେ 8 ନିୟୁତ ଲୋକଙ୍କର ତମାଖୁ ସେବନ...
ଅନ୍ତିମ ପର୍ଯ୍ୟାୟ ପାଇଁ ପ୍ରସ୍ତୁତ
ଭୁବନେଶ୍ବର : ଓଡିଶାରେ ଚତୁର୍ଥ ପର୍ଯ୍ୟlୟସାଧାରଣ ନିର୍ବାଚନଅନୁଷ୍ଠିତ ହେବାକୁ ଯାଉଛି ।ଏହି ପର୍ଯ୍ୟlୟକୁ ଶାନ୍ତି ଶୃଙ୍ଖଳା, ଅବାଧ, ମୁକ୍ତ ଏବଂ ନିରପେକ୍ଷ ନିର୍ବାଚନ ଅନୁଷ୍ଠିତ କରାଯିବା ନିମନ୍ତେ ରାଜ୍ୟ ପୋଲିସ ତରଫରୁ ବ୍ୟାପକ...
Jatra Blast Death Toll 6
Bhubaneswar: With the death of another two persons, the death toll in the severe blast of firecrackers during Chandan Jatra festival in Puri rose...
Jal Shakti Intern Program
New Delhi: The Department of Water Resources, River Development and Ganga Rejuvenation (DoWR, RD, GR), under Ministry of Jal Shakti, has announced Mass Communication...
SRC Warns Action Against Contractors
Bhubaneswar: Additional Chief Secretary (ACS) and Special Relief Commissioner (SRC) Satyabrata Sahu warned strong legal action contractors and other agencies who will engage workers...
ପ୍ରମୁଖ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଣ୍ଣୟ ୧ରେ
ଭୁବନେଶ୍ୱର : ରାଜ୍ୟର ଛଅଟି ଲୋକସଭା ସହିତ ୪୨ଟି ବିଧାନସଭା ଆସନ ପାଇଁ ପ୍ରଚାର ଅଭିଯାନ ଆଜି ଶେଷହେବା ପରେ ଜୁନ୍ ୧ତାରିଖରେ ହେବାକୁ ଥିବା ଶେଷ ପର୍ଯ୍ୟାୟ ମତଗ୍ରହଣରେ ଏହି ଆସନଗୁଡିକର...
ଯାଞ୍ଚ ହେଉନି ଦୁଗ୍ଧଜାତ ସାମଗ୍ରୀ
ଭୁବନେଶ୍ୱର : ଦୁଗ୍ଧ ଓ ଦୁଗ୍ଧଜାତ ସାମଗ୍ରୀର ସଠିକ୍ ଯାଞ୍ଚ ହେଉନାହିଁ । ରାଜଧାନୀ ଠାରୁ ଆରମ୍ଭକରି ରାଜ୍ୟର ବିଭିନ୍ନ ସହରରେ ଖୋଲାଖୋଲି ଭାବେ ନିମ୍ନମାନର ଏଭଳି ସାମଗ୍ରୀ ବିକ୍ରି ଚାଲିଥିବା ଅଭିଯୋଗ...










