ଭୁବନେଶ୍ୱର : ଦୀର୍ଘବର୍ଷର ବ୍ୟବଧାନ ପରେ ଏଥର ରାଜ୍ୟରେ ଥିବା ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟଗୁଡିକରେ ଛାତ୍ର ସଂସଦ ନିର୍ବାଚନ ହେବାର ସମ୍ଭାବନା ଉଜ୍ୱଳ ହୋଇଛି । ସରକାରୀ ଭାବେ ଏ ସଂକ୍ରାନ୍ତରେ କିଛି ନିର୍ଦ୍ଦିଷ୍ଟ ଘୋଷଣା ହୋଇନଥିଲେ ମଧ୍ୟ ଆଗାମୀ ଦୁର୍ଗପୂଜା ଛୁଟି ପୂର୍ବରୁ ଏକ ସମୟରେ ଛାତ୍ର ସଂସଦ ନିର୍ବାଚନ ହୋଇପାରେ । ଏଠାରେ...
ଭୁବନେଶ୍ୱର : ରାଜଧାନୀର ନକ୍ସାକୁ ଏବେ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‍ସି) ବିଗାଡିବାରେ ଲାଗିଛି । ସାଧାରଣ ଲୋକଙ୍କ ସମେତ ବିଲ୍‍ଡରମାନଙ୍କୁ ମନଇଚ୍ଛା ନିର୍ମାଣ ଅନୁମତି ଦେବାଯୋଗୁଁ ଏଭଳି ମତ ପ୍ରକାଶ ପାଉଛି । ରାଜ୍ୟ ରାଜଧାନୀରେ ଥିବା ୬୭ଟି ୱାର୍ଡ ପରିସୀମା ମଧ୍ୟରେ ଘର ତିଆରି କରିବାପାଇଁ ଏବେ ବିଏମ୍‍ସିର ଅନୁମୋଦନ ଆବଶ୍ୟକ ।...
ଭୁବନେଶ୍ୱର : ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀ ରାଜସ୍ୱ ଅଧିକାରୀଙ୍କ ପ୍ରଶିକ୍ଷଣ ପ୍ରତିଷ୍ଠାନକୁ ପରିଦର୍ଶନରେ ଯାଇ ୧୫ତମ ସଂସ୍ଥାଗତ ପ୍ରଶିକ୍ଷଣ ଶିବିରକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲାବେଳେ ବିଭାଗୀୟ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସତ୍ୟବ୍ରତ ସାହୁ ଉପସ୍ଥିତ ଥିଲେ । ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇ...
Bhubaneswar: Chief Minister Mohan Charan Majhi today reviewed the work of Planning and Coordination Department and asked to set up Trauma Care Centers in the mining bearing districts with support of District Mineral Fund (DMF).     He especially emphasized on...
ଭୁବନେଶ୍ୱର : ସହରାଞ୍ଚଳର ଲୋକଙ୍କୁ ଉନ୍ନତମାନର ସେବା ଯୋଗାଇ ଦେବାପାଇଁ ଅଧିକାରୀମାନେ ‘ଟିମ୍‍ ୱାର୍କ’ କରିବାକୁ କହିଛନ୍ତି ରାଜ୍ୟ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡାକ୍ତର କୃଷ୍ଣଚନ୍ଦ୍ର ମହାପାତ୍ର । ଆଜି ଲୋକସେବା ଭବନର କନଭେନସନ ହଲରେ ସହରାଞ୍ଚଳ ପ୍ରଶାସନର ପ୍ରାଥମିକତା ନେଇ ପୌର ଅଧିକାରୀମାନଙ୍କର ଦିନିକିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ମୁଖ୍ୟ...
ଭୁବନେଶ୍ୱର : କେନ୍ଦ୍ର ସରକାରୀ କର୍ମଚାରୀମାନେ ଧାର୍ଯ୍ୟ ସମୟରେ ଦପ୍ତରକୁ ଆସିବା ଉପରେ ଜୋର ଦିଆଯିବା ସହିତ ବିଳମ୍ବରେ ଆସୁଥିବା କର୍ମଚାରୀଙ୍କ କାର୍ଯ୍ୟଦିବସ ଅଧାଦିନ ହୋଇଯିବ ବୋଲି କୁହାଯିବା ପରେ ଏହାକୁ ନେଇ ଏବେ ରାଜ୍ୟ ପ୍ରଶାସନରେ ଗୁଞ୍ଜରଣ ସୃଷ୍ଟି ହୋଇଛି । ରାଜ୍ୟରେ ଅନୁରୂପ ନିୟମ କାନୁନ୍‍ ଥିଲେ ମଧ୍ୟ ଖୋଦ ଲୋକସେବା...
ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କ ନିକଟରେ ଅଭିଯୋଗ ଜଣାଇବାପାଇଁ ଏବେ ପ୍ରତିଦିନ ଏଠାରେ ଥିବା ରାଜ୍ୟ ଅତିଥିଭବନକୁ ଲୋକଙ୍କ ସୁଅ ଛୁଟୁଛି । ଦାୟିତ୍ୱ ଗ୍ରହଣ କରିବାର ୫ଦିନ ମଧ୍ୟରେ ସେ ଲକ୍ଷେ ଲୋକଙ୍କୁ ଭେଟି ସାରିଥିବା ଖବର ପ୍ରଚାରିତ ହେବା ଏବଂ ମୁଖ୍ୟମନ୍ତ୍ରୀ ନିୟମିତ ଲୋକଙ୍କ ଅଭିଯୋଗ ରାଜ୍ୟ ଅତିଥିଭବନରେ...
ଭୁବନେଶ୍ୱର : ଯେଉଁ ଗୁଜବ ସୃଷ୍ଟିକାରୀ ଓ ଅସାମାଜିକ ତତ୍ତ୍ୱ ଜାପାନୀ ଏନ୍‌ସେଫାଲାଇଟସ୍‌ ନାମରେ ଜନସାଧାରଣଙ୍କ ମଧ୍ୟରେ ଭ୍ରମ ସୃଷ୍ଟି କରବା ସହ ଆତଙ୍କ ଖେଳାଉଛନ୍ତି, ସେମାନଙ୍କ ପ୍ରତି ସତର୍କ ରହିବା ସହ ଆବଶ୍ୟକ ସ୍ଥଳେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ  ଜିଲ୍ଲାପାଳଙ୍କୁ...
ଭୁବନେଶ୍ୱର : ଓଡ଼ିଶାରେ ବଜ୍ରପାତ ଓ ଝଡ଼ ପୂର୍ବାନୁମାନ ଅଧ୍ୟୟନ ନିମନ୍ତେ ମିଳିତ ଭାବରେ କାର୍ଯ୍ୟ କରିବା ନିମନ୍ତେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଏବଂ ପୁନେସ୍ଥିତ ଇଣ୍ଡିଆନ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟ୍ରପିକାଲ୍ ମେଟିଓରୋଲୋଜି (ଆଇଆଇଟିଏମ୍‌) ମଧ୍ୟରେ ୫ ବର୍ଷ ପୂର୍ବରୁ ହୋଇଥିବା ବୁଝାମଣାପତ୍ରର ସୋମବାର ଏଠାରେ ନବୀକରଣ କରାଯାଇଛି । ଆଉ ୫ ବର୍ଷ...
Bhubaneswar: With south-west monsoon set over entire Odisha, Special Relief Commissioner (SRC) and Additional Chief Secretary (ACS) Revenue & Disaster Management, Satyabrata Sahu has asked all Collectors and Municipal Commissioners to take preparedness measures for probable flood situation in...