ନୂଆଦିଲ୍ଲୀ : ୨୦୨୪-୨୫ରେ ଭାରତର ବାସ୍ତବ ଜିଡିପି ୬.୫ ରୁ ୭ ପ୍ରତିଶତ ମଧ୍ୟରେ ରହିବ ବୋଲି ଆକଳନ କରାଯାଇଛି। ଭାରତୀୟ ଅର୍ଥବ୍ୟବସ୍ଥା ମହାମାରୀରୁ ଦ୍ରୁତ ଗତିରେ ପୁନରୁଦ୍ଧାର କରିଥିଲା ଏବଂ ଆର୍ଥିକ ବର୍ଷ ୨୦୨୩-୨୪ରେ ଏହାର ବାସ୍ତବ ଜିଡିପି କୋଭିଡ୍ ପୂର୍ବ, ଆର୍ଥିକ ବର୍ଷ ୨୦୨୦ ସ୍ତର ତୁଳନାରେ ୨୦ ପ୍ରତିଶତ ଅଧିକ...
ଭୁବନେଶ୍ୱର : ଦେବଗଡ଼ ଜିଲ୍ଲାର ସରକାରୀ ବାରକୋଟ୍‌ଆଇଟିଆଇ ଓ ଯାଜପୁର ଜିଲ୍ଲାର ସରକାରୀ ପଲିଟେକ୍‌ନିକ୍‌ଠାରେ ମିନିଟୁଲ୍‌ରୁମ୍‌ ନିର୍ମାଣ ପାଇଁ ଦକ୍ଷତା ବିକାଶ ଓ ବୈଷୟିକଶିକ୍ଷା ଅଧିନରେ କାର୍ଯ୍ୟରତ ବୈଷୟିକଶିକ୍ଷା ଓ ପ୍ରଶିକ୍ଷଣର ନିର୍ଦ୍ଦେଶକ ରେଘୁଜିଏବଂ ସେଣ୍ଟ୍ରାଲ ଟୁଲ୍‌ ରୁମ୍‌ ଓ ପ୍ରଶିକ୍ଷଣ କେନ୍ଦ୍ର ବା ସିଟିଟିସିର ସାଧାରଣ ପରିଚାଳକ ଶ୍ରୀ ଏଲ୍‌. ରାଜଶେଖରଙ୍କ ମଧ୍ୟରେ...
ଭୁବନେଶ୍ୱର : ରସାୟନ ବିଜ୍ଞାନ, ଜୀବ ବିଜ୍ଞାନ, କେମିକାଲ୍ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲଜି ଏବଂ ଏହା ସହିତ ସମ୍ପୃକ୍ତ ଅନ୍ୟ କ୍ଷେତ୍ରରେ ମିଳିତ ଗବେଷଣା ଏବଂ ଉଚ୍ଚ ଶିକ୍ଷାପ୍ରାପ୍ତ ମାନବ ସମ୍ବଳକୁ ବୃଦ୍ଧି କରିବା ଲକ୍ଷ୍ୟରେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଓ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ କେମିକାଲ୍ ଟେକ୍ନୋଲୋଜି (ଆଇସିଟି), ମୁମ୍ବାଇ ମଧ୍ୟରେ ଏକ...
ଭୁବନେଶ୍ୱର:  ସପ୍ତଦଶ ବିଧାନସଭାର ପ୍ରଥମ ଅଧିବେଶନ ଆଜି ସରଗରମ ପରିବେଶ ସହ ଆରମ୍ଭ ହୋଇଛି। ରାଜ୍ୟପାଳ ରଘୁବର ଦାସଙ୍କ ଅଭିଭାଷଣ ଆରମ୍ଭ ହେବା ମାତ୍ରେ ବିରୋଧୀ ବିଜେଡି ଓ କଂଗ୍ରେସ କକ୍ଷତ୍ୟାଗ କରିଛନ୍ତି । ଗତ ଜୁଲାଇ ୭ ତାରିଖ ରାତିରେ ପୁରୀରେ ରାଜ୍ୟପାଳଙ୍କ ପୁଅ ରାଜଭବନର ଜଣେ ଏଏସ୍ଓଙ୍କୁ ଆକ୍ରମଣ କରିଥିବା ଅଭିଯୋଗରେ ଉଭୟ...
Bhubaneswar: The first session of the newly constituted 17th Odisha Legislative Assembly began this morning with a stormy note as Opposition BJD and Congress walked out as soon as Governor Raghubar Das’s address to the House was started. Both the...
ଭୁବନେଶ୍ୱର : ଓଡିଶା ରାଜ୍ୟ କ୍ରୀଡା ସମ୍ମାନ ଏବେ ଠାରୁ ପ୍ରତିବର୍ଷ ଅଗଷ୍ଟ ୨୯ତାରିଖରେ ଜାତୀୟ କ୍ରୀଡାଦିବସ ଅବସରରେ ଏକ ସ୍ୱତନ୍ତ୍ର ଉତ୍ସବରେ ପ୍ରଦାନ କରାଯିବ ବୋଲି ଯେଉଁ ଘୋଷଣା କରାଯାଇଛି ତାହା ଚଳିତବର୍ଷ ନିର୍ଦ୍ଧାରିତ ଦିନରେ ଦିଆଯାଇ ପାରିବ କି ନାହିଁ ସେଥିଘେନି ସନ୍ଦେହ ଉପୁଜିଛି । ରାଜ୍ୟ ସରକାରଙ୍କ ସଦ୍ୟତମ ଘୋଷଣା ମୁତାବକ...
ଭୁବନେଶ୍ୱର : ଚିଟ୍‍ଫଣ୍ଡ ଭଳି ଏମେ ଟ୍ରେଡିଂ ନାଁରେ ମାଳ ମାଳ ଏଜେଣ୍ଟ ସକ୍ରିୟ । ଅଧିକ ଅର୍ଥର ଲୋଭ ଦେଖାଇ ଏମାନେ ଲୋକଙ୍କ ଠାରୁ ମୋଟା ଅଙ୍କର ଟଙ୍କା ଉଠାଉଥିବାବେଳେ ଏମାନଙ୍କ ଉପରେ ନଜର ରଖିବା ଏବେ ଜରୁରୀ ହୋଇପଡିଛି । ଟ୍ରେଡିଂ ଜରିଆରେ ବିପୁଳ ଅର୍ଥ ମିଳୁଥିବାର ପ୍ରଚାର ସହିତ ଠିକ୍‍ ଚିଟ୍‍ଫଣ୍ଡ...
କଟକ : ସ୍କୁଲ ବସରେ ଅଗ୍ନି ନିରାପତ୍ତା ନିୟମ ପାଳନକୁ ସୁନିଶ୍ଚିତ କରିବା ଦିଗରେ ରାଜ୍ୟ ପରିବହନ ପ୍ରାଧିକରଣ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି । କେନ୍ଦ୍ରୀୟ ମୋଟର ଯାନ ନିୟମ ୧୯୮୯ ର ଧାରା ୧୨୫ସି ଅନୁଯାୟୀ ସମସ୍ତ ସ୍କୁଲ ବସରେ ଅଗ୍ନି ନିରାପତ୍ତା ବ୍ୟବସ୍ଥାର ସଠିକ୍ ଅନୁପାଳନ ହେବା ଅନିବାର୍ଯ୍ୟ ।...
New Delhi: Ahead of the Budget session of Parliament, the BJD today demanded special category status (SCS) for Odisha. The demand for special category status for Odisha was raised by  BJD Rajya Sabha leader Sasmit Patra during an all-party meeting held...
ଭୁବନେଶ୍ୱର : ପ୍ରଥମ ଥର ପାଇଁ ଏଆଇସିସି ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି (ଓପିସିସି)କୁ ଭଙ୍ଗ କରିଛି। ନିକଟରେ ଶେଷ ହୋଇଥିବା ବିଧାନସଭା ଓ ଲୋକସଭା ନିର୍ବାଚନରେ କଂଗ୍ରେସର ଖରାପ ପ୍ରଦର୍ଶନ ପରେ କଂଗ୍ରେସ ନେତୃତ୍ୱ ଓଡ଼ିଶାରେ ନିଜର ସଂଗଠନକୁ ସଂପୂର୍ଣ୍ଣ ରୂପେ ପୁନରୁଦ୍ଧାର କରିବା ପାଇଁ ପ୍ରୟାସ ଆରମ୍ଭ କରିଛନ୍ତି। ଜାତୀୟ ସ୍ତରରେ କଂଗ୍ରେସର...