ଭୁବନେଶ୍ୱର : ରାଜ୍ୟର ଅଗ୍ରଣୀ ଗତିଶୀଳତା ଆପ୍ "ଓଡ଼ିଶା ଯାତ୍ରୀ" ଶୁଭାରମ୍ଭ ହେବାର ମାତ୍ର ୪୫ ଦିନ ମଧ୍ୟରେ ଏକ ଲକ୍ଷରୁ ଅଧିକ ଯାତ୍ରା ସୁବିଧା ଯୋଗାଇ ଏକ ଉଲ୍ଲେଖନୀୟ ମାଇଲଖୁଣ୍ଟ ହାସଲ କରିଛି। ଏହି ସଫଳତା ଭୁବନେଶ୍ୱର ଏବଂ କଟକର ଯାତ୍ରୀମାନଙ୍କ ବର୍ଦ୍ଧିତ ବିଶ୍ୱାସ ଏବଂ ଉତ୍ସାହକୁ ପ୍ରତିଫଳିତ କରୁଛି, ଯେଉଁମାନେ ସୁରକ୍ଷା,...
Bhubaneswar: The first half of the State Legislative Assembly completely washed away as the Opposition BJD and Congress Members created a ruckus in the House over different issues.
As soon as the House assembled at 10.30 AM for Question Hour,...
New Delhi: In a significant move to transcend from B2C to B2B approach for tribal communities, Tribal Cooperative Marketing Development Federation of India Ltd (TRIFED) has entered into a strategic partnership with Meesho, Indian Federation of Culinary Associations (IFCA)...
New Delhi: The High-Level Committee (HLC), under the Chairmanship of the Union Home Minister and Minister of Cooperation Amit Shah, has approved Rs.1554.99 crore of additional Central assistance under the National Disaster Response Fund (NDRF) to five States, affected...
ଭୁବନେଶ୍ୱର : ନଦୀଜଳ ପ୍ରଦୂଷଣ ମୁଖ୍ୟ କାରଣ ହେଉଛି ସହରାଞ୍ଚଳର ବର୍ଜ୍ୟ । ଏଥିଯୋଗୁଁ ୧୧ଟି ପ୍ରମୁଖ ନଦୀର ଜଳ ଏବେ ସିଧାସଳଖ ପାନୀୟ ଉପଯୋଗୀ ନୁହେଁ ।
ଆଜି ବିଧାନସଭାରେ ଏହି ସୂଚନା ଦେଇଛନ୍ତି ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶ ରାମ ସିଂଖୁଣ୍ଟିଆ । ନଦୀଜଳ ପ୍ରଦୂଷଣ ଉପରେ ବିଜେପି...
ଭୁବନେଶ୍ୱର : ଓଡିଶାର ଆର୍ଥିକ ସ୍ୱାସ୍ଥ୍ୟ ଅବସ୍ଥା ସାରା ଦେଶରେ ବହୁତ ଭଲ ଅଛି । ଭାରତ ସରକାରଙ୍କ ନୀତି ଆୟୋଗର ଫିସ୍କାଲ୍ ହେଲ୍ଥ ଇଣ୍ଡେକ୍ସ (ଏଫ୍ଏଚ୍ଆଇ) ରେ ଓଡିଶା ଶୀର୍ଷ ସ୍ଥାନରେ ରହିଥିବାବେଳେ ପଞ୍ଜାବ ଶେଷରେ ରହିଛି ।
ଓଡିଶା ସରକାରଙ୍କ ଆର୍ଥିକ ସର୍ଭେ ରିପୋର୍ଟରେ ଏଫ୍ଏଚ୍ଆଇ-୨୦୨୫ର ସ୍କୋର ଦିଆଯାଇଛି । ୨୦୨୨-୨୩ ବର୍ଷର...
ଭୁବନେଶ୍ୱର : ଆଜି ଓଡ଼ିଶା ପ୍ରଦେଶ କଂଗ୍ରେସ ପକ୍ଷରୁ ନବନିଯୁକ୍ତ ପିସିସି ସଭାପତି ଶ୍ରୀ ଭକ୍ତ ଚରଣ ଦାସ ଦିଲ୍ଲୀରୁ ଆସି ଭୁବନେଶ୍ୱର ବିମାନ ବନ୍ଦରରେ ପହଂଚିବା ପରେ ହଜାର ହଜାର ସଂଖ୍ୟାରେ କଂଗ୍ରେସ ନେତୃବୃନ୍ଦ, କର୍ମୀ ଓ ଶୁଭେଚ୍ଛୁମାନେ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ । ଶଙ୍ଖ, ହୁଳହୁଳି, ଓଡ଼ିଶୀ ନୃତ୍ୟ...
ଭୁବନେଶ୍ୱର : ରାଜ୍ୟରେ କାର୍ଯ୍ୟକ୍ଷମ ଥିବା ୩୨ଟି ସରକାରୀ ଉଦ୍ୟୋଗ ମଧ୍ୟରୁ ୫ଟି କ୍ଷତିରେ ଚାଲିଛି । ଗୋଟିଏ ଉଦ୍ୟୋଗ ବିନା ଲାଭ ଓ ବିନା କ୍ଷତିରେ ଚାଲିଥିବାବେଳେ ଆଉ ଗୋଟିଏ ଉଦ୍ୟୋଗ ପାଇଁ ଲାଭ ଓ କ୍ଷତି ପ୍ରଯୁଜ୍ୟ ନୁହେଁ ବୋଲି ଦର୍ଶାଯାଇଛି ।
ସରକାରୀ ଉଦ୍ୟୋଗ ସଂକ୍ରାନ୍ତରେ ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀ...
ଭୁବନେଶ୍ୱର : ରାଜ୍ୟର ୮୩୦୦ ଗ୍ରାମକୁ ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନାରେ ସଡକ ସଂଯୋଗ ହୋଇପାରି ନାହିଁ । ରାଜ୍ୟ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ରବି ନାରାୟଣ ନାୟକ ଆଜି ବିଧାନସଭାରେ ଏହି ସୂଚନା ଦେଇଛନ୍ତି ।
ଗ୍ରାମାଞ୍ଚଳରେ ସଡକ ସଂଯୋଗ ସଂକ୍ରାନ୍ତରେ ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ଏକ ପ୍ରଶ୍ନର ଉତ୍ତରରେ ଗ୍ରାମ୍ୟ ଉନ୍ନୟନ...
କଟକ : କୌଣସି ଯାତ୍ରୀଙ୍କ ମଧ୍ୟରେ ବସ୍ କର୍ମଚାରୀ କରି ପାରିବେ ନାହିଁ ପାତରଅନ୍ତର । ମହିଳାଙ୍କ ପ୍ରତି ଅସମ୍ମାନକୁ କରାଯିବ ନାହିଁ ବରଦାସ୍ତ । ପ୍ରଥମ ଯାତ୍ରୀ ଭାବରେ ମହିଳାଙ୍କୁ ବାରଣ ଭଳି କୁସଂସ୍କାର, ଅନ୍ଧବିଶ୍ୱାସ ବିରୋଧରେ ଦୃଢ଼ ପଦକ୍ଷେପ ପାଇଁ ରାଜ୍ୟ ପରିବହନ ପ୍ରାଧିକରଣକୁ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି...










