ଭୁବନେଶ୍ୱର : ଓଡିଶା ଜଙ୍ଗଲରେ ଏବେ ୨୭ଟି ମହାବଳ ଅଛନ୍ତି । ଏମାନଙ୍କ ମଧ୍ୟରୁ ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପରେ ୨୪ଟି ମହାବଳ ଥିବାବେଳେ କେନ୍ଦୁଝର, ସୁନ୍ଦରଗଡ, ପାରଳାଖେମୁଣ୍ଡି ବନଖଣ୍ଡରେ ଗୋଟି କରି ମହାବଳ ରହିଥିବା ସୂଚନା ଦେଇଛନ୍ତି ରାଜ୍ୟ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶରାମ ସିଂ ଖୁଣ୍ଟିଆ ।
ରାଜ୍ୟରେ ମହାବଳ...
ଭୁବନେଶ୍ୱର : ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦନକାରୀ ବେଦାନ୍ତ ଆଲୁମିନିୟମ ଓଡ଼ିଶାର କଳାହାଣ୍ଡି ଜିଲ୍ଲାରେ ବିଭିନ୍ନ ଗୋଷ୍ଠିର ୧୫୦୦ରୁ ଅଧିକ ସଦସ୍ୟଙ୍କୁ ନେଇ ବିଶ୍ୱ ଜଳ ସପ୍ତାହକୁ ସଫଳତାର ସହ ପାଳନ କରିଛି । ସପ୍ତାହବ୍ୟାପୀ ଚାଲିବାକୁ ଥିବା ଏହି କାର୍ଯ୍ୟକ୍ରମରେ ଜଳ ସଂରକ୍ଷଣ ଏବଂ ଗୋଷ୍ଠିମାନଙ୍କୁ ଏଥିରେ ଜଡିତ କରିବାରେ କମ୍ପାନୀର ସମର୍ପଣ...
ଭୁବନେଶ୍ୱର : ସୁଭଦ୍ରା ଯୋଜନାରେ ମହିଳାମାନେ ସହଜରେ ଯେଭଳି ନିଜ ନାମ ଦରଜ କରିପାରିବେ ସେଥିପାଇଁ ରାଜ୍ୟ ସରକାର ବହୁବିଧ ପଦକ୍ଷେପ ଗ୍ରହଣ କରୁଥିବାବେଳେ ଏଥିପାଇଁ ପ୍ରସ୍ତୁତ ହୋଇଥିବା ୱେବସାଇଟ୍ଟି କିନ୍ତୁ ସଠିକ ଭାବେ କାର୍ଯ୍ୟ କରୁନାହିଁ । ୱେବସାଇଟ୍ଟି ଅତ୍ୟନ୍ତ ଧିମା ଚାଲିବା ଏବଂ ବାରମ୍ବାର ଏଥିରେ ଅପଗ୍ରେଡସେନ ହେଉଥିବାରୁ ଗାଁ ଗହଳର...
ଭୁବନେଶ୍ୱର : ପଶ୍ଚିମଓଡିଶାର ଗଣପର୍ବ ନୂଆଖାଇଁ ଅବସରରେ ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ ପଦବୀଟି ପୂରଣ ନହେବାରୁ ଏଥିପାଇଁ ଆଶାୟୀ ଥିବା ଅନେକ ବ୍ୟକ୍ତି ହତାଶ ହୋଇଛନ୍ତି । କେବଳ ଏହି ଗୋଟିଏ ପଦବୀ ନୁହେଁ ଯୋଜନା ବୋର୍ଡ ଠାରୁ ଆରମ୍ଭ କରି ନିଗମ ନିଯୁକ୍ତିରେ ବିଳମ୍ବ ହେଉଥିବାରୁ ଆଶାୟୀମାନଙ୍କ ଧୈର୍ଯ୍ୟବନ୍ଧ ଭାଙ୍ଗିବାରେ...
Bhubaneswar: Rajesh Verma, an officer of the 1987 batch of the Indian Administrative Service (IAS), Odisha Cadre, has taken charge today as the new full-time Chairperson of the Commission for Air Quality Management in NCR and Adjoining Areas (CAQM).
Shri...
Bhubaneswar: Usha Padhee, Principal Secretary , Housing and Urban Development Department, has directed all Muncipal Commissioners and Municipal Executive Officers to be on high alert and prepare for any emergency situations.
As per the Indian Meteorological Department (IMD) forecast, a...
Bhubaneswar: Advanced know-how, improved treatment regimen and training has made spine surgery extremely safe, eminent spine surgeon Prof. (Dr.) Shankar Acharya has said.
‘Around 95 per cent of spine surgeries are successful these days and no one should think of...
Bhubaneswar: Due to law pressure, which intensified into a deep depression, maximum parts of Odisha have been witnessing heavy to very heavy rainfall during the past few days. Koraput and Malkangiri districts have remained most affected, said Special Relief...
ଭୁବନେଶ୍ୱର : ଚିକିତ୍ସା ଓ ଅସ୍ତ୍ରୋପଚାର କ୍ଷେତ୍ରରେ ଅତ୍ୟାଧୁନିକ ବୈଷୟିକ ଜ୍ଞାନକୌଶଳ, ଅସ୍ତ୍ରୋପଚାର ପଦ୍ଧତି ଏବଂ ପ୍ରଶିକ୍ଷଣ ଯୋଗୁଁ ମେରୁଦଣ୍ଡ ଅସ୍ତ୍ରୋପଚାର ସଫଳ ହୋଇପାରୁଛି । ମେରୁଦଣ୍ଡ ଅସ୍ତ୍ରୋପଚାର ୯୫ ପ୍ରତିଶତ ସୁରକ୍ଷିତ ବୋଲି କହିଛନ୍ତି ବିଶିଷ୍ଟ ସ୍ପାଇନ୍ ସର୍ଜନ୍ ପ୍ରଫେସର (ଡାକ୍ତର) ଶଙ୍କର ଆଚାର୍ଯ୍ୟ ।
ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍ଷ୍ଟିଚ୍ୟୁଟ୍...
ନୂଆଦିଲ୍ଲୀ : ଏସ୍ୟୁ-୩୦ ଏମକେଆଇ ବିମାନ ଲାଗି ୨୪୦ ଏଏଲ୍-୩୧ ଏଫପି ଏରୋ ଇଞ୍ଜିନ୍ ପାଇଁ ପ୍ରତିରକ୍ଷା ମନ୍ତ୍ରଣାଳୟ ହିନ୍ଦୁସ୍ତାନ ଏରୋନଟିକ୍ସ ଲିମିଟେଡ୍ (ହାଲ୍) ସହ ୨୬,୦୦୦ କୋଟିରୁ ଅଧିକ ଟଙ୍କାର ଏକ ଚୁକ୍ତି ସ୍ୱାକ୍ଷର କରିଛି। ଏହାଦ୍ୱାରା ଆତ୍ମନିର୍ଭର ଭାରତ ଲକ୍ଷ୍ୟକୁ ଏକ ବଡ଼ ପ୍ରୋତ୍ସାହନ ମିଳିବ ।
ଆଜି ନୂଆଦିଲ୍ଲୀରେ ପ୍ରତିରକ୍ଷା ସଚିବ ଶ୍ରୀ...









