ଭୁବନେଶ୍ୱର : କୌଣସି ପରିସ୍ଥିତିରେ ମଧ୍ୟାହ୍ନ ଭୋଜନ ବନ୍ଦ ନ କରିବାକୁ ଜିଲ୍ଲା ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର କମିଶନର ତଥା ଶାସନ ସଚିବ ଶାଲିନୀ ପଣ୍ଡିତ । ପୁଷ୍ଟିକର ମଧ୍ୟାହ୍ନ ଭୋଜନ ପ୍ରତିଟି ଶିଶୁର ଅଧିକାର । ମଧ୍ୟାହ୍ନ ଭୋଜନ ଆମ ସମସ୍ତଙ୍କର ପ୍ରାଥମିକ ଦାୟିତ୍ଵ । ଏହା...
ଭୁବନେଶ୍ୱର : ଚଳିତ ମାସ ୨୦ରୁ ୨୮ ତାରିଖ ମଧ୍ୟରେ ଗୋଆରେ ଅନୁଷ୍ଠିତ ହେବାକୁ ଯାଉଛି ୫୫ ତମ ଭାରତୀୟ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ । ଏହି ଉତ୍ସବର ଅଧିକ ପ୍ରଚାର ପ୍ରସାର ପାଇଁ ଉତ୍କଳ ବିଶ୍ୱବିଦ୍ୟାଳୟ ପରିସରରେ ଦସ୍ତଖତ ଅଭିଯାନ ଅନୁଷ୍ଠିତ ହୋଇଛି ।
ଭୁବନେଶ୍ୱର କେନ୍ଦ୍ରୀୟ ସଂଚାର ବ୍ୟୁରୋ, ପତ୍ର ସୂଚନା ବ୍ୟୁରୋ...
ଭୁବନେଶ୍ୱର : ବିମାନ ଚାଳନା କ୍ଷେତ୍ରରେ ମହିଳାମାନଙ୍କୁ ଅଧିକ ପ୍ରୋତ୍ସାହିତ କରାଯିବ । ବିମାନ ଚାଳନା କ୍ଷେତ୍ରରେ ୫୦ ପ୍ରତିଶତ ମହିଳାଙ୍କୁ ଅଂଶଗ୍ରହଣ କରିବା ପାଇଁ ରାଜ୍ୟ ସରକାର ଗୁରୁତ୍ୱ ଦେଇଛନ୍ତି ବୋଲି ବାଣିଜ୍ୟ ଓ ପରିବହନ, ଇସ୍ପାତ ଓ ଖଣି ମନ୍ତ୍ରୀ ଶ୍ରୀ ବିଭୂତି ଭୂଷଣ ଜେନା ପ୍ରକାଶ କରିଛନ୍ତି । ରମାଦେବୀ...
ଭୁବନେଶ୍ୱର : ବିଭିନ୍ନ ପାହ୍ୟାର ସରକାରୀ କର୍ମଚାରୀ ନିଯୁକ୍ତି ପାଇଁ ରାଜ୍ୟ ସରକାରଙ୍କର ଅନେକ ଚୟନକାରୀ ସଂସ୍ଥା ଥିବାବେଳେ ଏବେ କିଛିବର୍ଷ ଧରି ପ୍ରାର୍ଥୀ ଚୟନ କ୍ଷେତ୍ରରେ ବେସରକାରୀ ସଂସ୍ଥାଙ୍କୁ ଦାୟିତ୍ୱ ଦିଆଯାଉଛି । ଏଥିଯୋଗୁଁ ପ୍ରାର୍ଥୀ ଚୟନ ପ୍ରକ୍ରିୟାରେ ବ୍ୟାପକ ବିଭ୍ରାଟ ଓ ଅନିୟମିତତା ଉପୁଜୁଥିବା ଘେନି ବାରମ୍ବାର ଗୁରୁତର ଅଭିଯୋଗମାନ ଆସୁଛି...
ଭୁବନେଶ୍ୱର : ସହରାଞ୍ଚଳରେ ବହୁ ଆଡମ୍ବରରେ ବଣ୍ଟନ ହୋଇଥିବା ଜମି ସାର୍ଟିଫିକେଟ ଏବେ କାମରେ ଆସୁନାହିଁ । ପ୍ରମାଣପତ୍ର ପାଇଥିବା ଲୋକଙ୍କୁ ଜମି ମିଳୁନଥିବାବେଳେ ସେମାନେ ପଇଠ କରିଥିବା ଟଙ୍କା ବୁଡିଯିବା ଆଶଙ୍କାରେ ଚିନ୍ତାରେ ଅଛନ୍ତି ।
ରାଜ୍ୟର ସହରାଞ୍ଚଳର ବସ୍ତିଗୁଡିକରେ ବସବାସ କରୁଥିବା ଲୋକଙ୍କୁ ଜମିର ମାଲିକାନା ଦେବାପାଇଁ ଏହି ସାର୍ଟିଫିକେଟ ବଣ୍ଟନ ହୋଇଥିଲା...
Bhubaneswar: Odisha State Disaster Management Authority (OSDMA) in collaboration with the National Institute of Mental Health and Neuro Sciences (NIMHANS), Bengaluru organized the second batch of the Training of Trainers (ToT) Programme to provide psychological care for disaster-hit communities...
ଭୁବନେଶ୍ୱର : ବିଜୁ ଜନତା ଦଳ ତରଫରୁ ଦଳର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଆଜି ରାଜ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଦେଇଥିବା ମନ୍ତବ୍ୟ ଉପରେ କଡ଼ା ପ୍ରତିକ୍ରିୟା ପ୍ରକାଶ କରିଛନ୍ତି।
ଶ୍ରୀ ନାୟକ କହିଛନ୍ତି ଯେ ଘଟଣା ଗୁଡିକ ଯାହା ଘଟୁଛି ତାହା ରାଜ୍ୟବାସୀ ଜାଣୁଛନ୍ତି ।...
ଭୁବନେଶ୍ୱର : ଓଡ଼ିଶା କୃଷି ଏବଂ ବୈଷୟିକ ବିଶ୍ୱବିଦ୍ୟାଳୟ ର କୃଷକ ଉତ୍ପାଦକ ସଂଗଠନ ପାଇଁ ସେଣ୍ଟର ଅଫ୍ ଏକ୍ସଲେନ୍ସ "ଏଫପିଓ ପାଇଁ ମାର୍କେଟିଂ ସହାୟତା" ଉପରେ ଏକ ରାଜ୍ୟ ସ୍ତରୀୟ କର୍ମଶାଳା ଆୟୋଜନ ହୋଇଯାଇଛି । ଏହି ସମାବେଶରେ ସରକାରୀ କର୍ମଚାରୀ, ଶିଳ୍ପ ବିଶେଷଜ୍ଞ ଏବଂ ଅନେକ ଏଫ୍ପିଓ ପ୍ରତିନିଧୀଙ୍କ ସମେତ ପ୍ରମୁଖ...
ଭୁବନେଶ୍ଵର : ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ପକ୍ଷରୁ ୫୫ ଗୋଟି ହସ୍ତଶିଳ୍ପକୁ ବିଭାଗୀୟ ଅନୁମୋଦନ ମିଳିଛି । ସମବାୟ, ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରଦିପ ବଳ ସାମନ୍ତ ଏହାକୁ ଅନୁମୋଦନ କରିଛନ୍ତି । ବିଭାଗୀୟ ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢୀ ଏହି ୫୫...
Bhubaneswar: On recommendation of Dr.Arabinda Kumar Padhee, Principal Secretary Handloom, Textiles and Handicrafts at least 55 handicrafts were granted approval by Government of Odisha in the Department of Handlooms, Textiles & Handicrafts Department
This was approved by Minister of Cooperation,...










