ଭୁବନେଶ୍ୱର : ରାଜ୍ୟ ସରକାର ରୋଗୀମାନଙ୍କୁ ଚିକିତ୍ସାଳୟରେ ଔଷଧଠାରୁ ଆରମ୍ଭ କରି ବିଭିନ୍ନ ପରୀକ୍ଷା ନିରୀକ୍ଷା ମାଗଣାରେ ଯୋଗାଇ ଦେଉଥିବାବେଳେ ଖୋଦ୍‍ ରାଜଧାନୀରେ କିନ୍ତୁ ଡାକ୍ତରଖାନା ଚାରିପଟେ ଘରୋଇ କ୍ଲିନିକ ସଂଖ୍ୟା ବଢିବାରେ ଲାଗିଛି । ଏଠାକୁ କିଭଳି ରୋଗୀମାନେ ଅଧିକ ସଂଖ୍ୟାରେ ଯିବେ ସେ ଦିଗରେ ଡାକ୍ତରଙ୍କ ଠାରୁ ଆରମ୍ଭକରି ଡାକ୍ତରଖାନାରେ ପଇଁତରା...
ଭୁବନେଶ୍ୱର : ଓଡ଼ିଶା ଲୋକସେବା ଆୟୋଗର ତ୍ରୁଟି ଓ ଜିଦ୍‍ ଯୋଗୁ ୫ବର୍ଷ ଧରି ଚାକିରିରୁ ବଞ୍ôଚତ ଜଣେ ଯୋଗ୍ୟ ପ୍ରାର୍ଥୀଙ୍କୁ ରାଜ୍ୟ ସରକାର ଲକ୍ଷେ ଟଙ୍କାର ତଣ୍ଡ ଗଣିବାକୁ ବାଧ୍ୟ ହେଉଛନ୍ତି । ଅନ୍ୟପକ୍ଷରେ ୫ବର୍ଷ ଧରି ଚାକିରିରୁ ବଞ୍ôଚତ ଥିବା ଏହି ପ୍ରାର୍ଥୀ ଜଣକ ଏହି ସମୟସୀମା ଭିତରେ ଅନ୍ୟୁନ ୫୦ଲକ୍ଷ...
Bhubaneswar: Odisha Government has effected few changes in State Bureaucracy here on 23 November. 1995 Batch IAS Chithra Arumugam has been appointed Principal Secretary Labour & ESI. In addition to her duties she is allowed to remain in charge of...
Bhubaneswar: The State Cabinet headed by Chief Minister Mohan Charan Majhi today decided to amend the Odisha Universities Act, 1989 that aimed to address critical challenges faced by universities. The proposed amendment bill to be placed in the Assembly during...
Jamshedpur: In the hot battle for Jharkhand Assembly, Odisha Governor Raghubar Das's daughter-in-law and BJP candidate Purnima Sahu won the Jamshedpur East Assembly constituency defeating her nearest rival Ajoy Kumar of Congress by 42,871 votes. According to ECI website,...
ଭୁବନେଶ୍ୱର : ଓଡିଶାର ସାମାଜିକ, ରାଜନୈତିକ ଏବଂ ଅର୍ଥନୈତିକ ଇତିହାସରେ ଉତ୍କଳ କେଶରୀ ଡଃ ହରେକୃଷ୍ଣ ମହତାବଙ୍କ ଜୀବନ ଓ କୃତିତ୍ବ ଏକ ତାତ୍ପର୍ଯ୍ୟପୂର୍ଣ୍ଣ ଅଧ୍ୟାୟ। ସେ ଥିଲେ ଆଧୁନିକ ଓଡିଶା ନିର୍ମାଣର ବିଶ୍ବକର୍ମା। ଡଃ ମହତାବଙ୍କ ବିନା ଆଧୁନିକ ଓଡିଶାର କଳ୍ପନା କରାଯାଇ ନପାରେ ବୋଲି ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ...
Bhubaneswar: The life and achievements of Utkal Kesari Dr. Harekrushna Mahatab are an important chapter in the social, political and economic history of Odisha. He was the Vishwakarma of building modern Odisha. Chief Minister Mohan Charan Majhi, who was...
ଭୁବନେଶ୍ୱର : ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍ ଠାରେ  ଜନସନ ଆଣ୍ଡ ଜନସନ କମ୍ପାନୀ ଦ୍ୱାରା ଯୋଗାଇ ଦିଆଯାଇଥିବା ଏକ ଚଳନଶୀଳ ସ୍କିଲ୍ ଲ୍ୟାବ୍‌ରେ ନଭେମ୍ବର ୨୦ ଓ ୨୧ ତାରିଖରେ ଦୁଇଦିନ ଧରି ସର୍ଜନ ଓ ପୋଷ୍ଟ ଗ୍ରାଜୁଏଟ୍ ଛାତ୍ରଛାତ୍ରୀମାନଙ୍କୁ ନେଇ...
New Delhi: Deputy Chief Minister of Odisha and Minister of Agriculture & Farmers’ Empowerment and Energy, Kanak Vardhan Singh Deo, chaired the Odisha Renewable Energy Roundtable at New Delhi on 22nd November. The conference was organised by the Society...
ଭୁବନେଶ୍ୱର : ନୂଆଦିଲ୍ଲୀରେ ଅନୁଷ୍ଠିତ ଅକ୍ଷୟ ଶକ୍ତି ରାଉଣ୍ଡ ଟେବୁଲ ବୈଠକରେ ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ ଏବଂ ଶକ୍ତି ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଅଧ୍ୟକ୍ଷତା କରିଥିଲେ l ସମ୍ମିଳନୀରେ ଓଡ଼ିଶାର ବିଭାଗୀୟ ଅଧିକାରୀ, ପ୍ରତିନିଧି, ଶିଳ୍ପ ଏବଂ ନିବେଶକମାନେ ଏକାଠି ଯୋଗଦେଇଥିଲେ l ୨୩ ଟି କମ୍ପାନୀର...