ଭୁବନେଶ୍ୱର : ଚଳିତ ଆର୍ଥିକ ବର୍ଷରେ ଅବାକରୀ ରାଜସ୍ୱ ବାବଦରେ ସରକାର ୯୭୫୩ କୋଟି ୬୨ଲକ୍ଷ ଟଙ୍କା ପାଇବାର ଲକ୍ଷ୍ୟ ରଖିଛନ୍ତି । ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ଏକ ପ୍ରଶ୍ନର ଉତ୍ତରରେ ଏହି ସୂଚନା ଦେଇଛନ୍ତି ଅବକାରୀ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ ।
ମନ୍ତ୍ରୀ ତାଙ୍କ ଉତ୍ତରରେ ଦର୍ଶାଇଛନ୍ତି ଯେ ୨୦୨୦-୨୧ ବର୍ଷରେ ରାଜ୍ୟରେ...
ଭୁବନେଶ୍ୱର : ସୋଆ ସାହିତ୍ୟ ଉତ୍ସବର ତୃତୀୟ ସଂସ୍କରଣ ଓଡ଼ିଶାର ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମପତିଙ୍କ ଦ୍ୱାରା ଶନିବାର ଉଦ୍ଘାଟିତ ହୋଇଯାଇଛି । ଏହି ସାହିତ୍ୟ ଉତ୍ସବକୁ ଉଦ୍ଘାଟନ କରିବା ଅବସରରେ ରାଜ୍ୟପାଳ କହିଛନ୍ତି ଯେ ଯଦିଓ ବୈଷୟିକ ଜ୍ଞାନ କୌଶଳ ପରିବ୍ୟାପ୍ତ ହେବାରେ ଲାଗିଛି ଏବଂ ମଣିଷର ସମ୍ପର୍କକୁ ପ୍ରଭାବିତ କରୁଛି ତଥାପି...
Bhubaneswar: Vedanta Aluminium, India’s largest producer of aluminium, organised a winter preparedness drive in the Sundargarh and Jharsuguda districts of Odisha, distributing warm winter blankets to people in need. The initiative reached out to more than 3,000 people across...
ଭୁବନେଶ୍ୱର : ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦନକାରୀ ବେଦାନ୍ତ ଆଲୁମିନିୟମ ଓଡ଼ିଶାର ସୁନ୍ଦରଗଡ ଏବଂ ଝାରସୁଗୁଡ଼ା ଜିଲ୍ଲାରେ ଏକ ଶୀତକାଳୀନ ପ୍ରସ୍ତୁତି ଅଭିଯାନର ଆୟୋଜନ କରି ଶୀତ ପ୍ରକୋପରୁ ରକ୍ଷା ପାଇବାପାଇଁ ଲୋକଙ୍କୁ କମ୍ବଳ ବଣ୍ଟନ କରିଛି। ଏହି ପଦକ୍ଷେପ ଜାମଖାନୀ, ଘୋଘରପଲ୍ଲୀ ଏବଂ କୁରାଲୋଇ ଗାଁର ୩୦୦୦ ରୁ ଅଧିକ ଲୋକଙ୍କ ନିକଟରେ...
Bhubaneswar: The Associated Chambers of Commerce and Industry of India (ASSOCHAM), in collaboration with the Government of Odisha and APICOL (Agricultural Promotion and Investment Corporation of Odisha Limited), is organizing a day-long Cold Storage Conclave & Buyer-Seller Meet in...
New Delhi - A crucial Stakeholder Meeting on Indigenized Manufacturing of Bioenergy Equipment was chaired today by Shri Santosh Sarangi, Secretary of the Ministry of New and Renewable Energy (MNRE).
The meeting was organized as part of a significant effort...
Bhubaneswar: Shri Kalikesh Narayan Singh Deo, MLA for Balangir, raised a comprehensive query in the Odisha Legislative Assembly today, demanding a detailed status report on all schemes implemented by the ST & SC Development, Minorities & Backward Classes Welfare...
ଭୁବନେଶ୍ୱର : ସିଟି ତାଲିମ ନେବାକୁ ଯୋଗ୍ୟ ବିବେଚିତ ହୋଇଥିବା ଛାତ୍ରଛାତ୍ରୀଙ୍କ ପାଇଁ ହଷ୍ଟେଲ ଚିନ୍ତା । ଛାତ୍ରମାନେ କୌଣସି ପ୍ରକାରେ ଘରୋଇ ହଷ୍ଟେଲରେ ରହିଯାଉଥିବାବେଳେ ଯେଉଁସବୁ ସିଟି ତାଲିମ କେନ୍ଦ୍ରର ନିଜସ୍ୱ ଛାତ୍ରୀନିବାସ ନାହିଁ ଛାତ୍ରୀମାନେ ସେଠାରେ ନାମ ଲେଖାଇବାକୁ ପଛଘୁଞ୍ଚା ଦେଉଛନ୍ତି ।
ରାଜ୍ୟରେ ମୋଟ୍ ୬୫ଟି ସିଟି ତାଲିମ କେନ୍ଦ୍ର ଥିବାବେଳେ...
ଭୁବନେଶ୍ୱର : ଓଡ଼ିଶାର ସର୍ବପୂରାତନ ଉତ୍କଳ ବିଶ୍ୱବିଦ୍ୟାଳୟ ତାହାର ପ୍ରତିଷ୍ଠାର ୮୩ବର୍ଷ ପୂର୍ତ୍ତି କରିବା ଅବସରରେ ଏହାକୁ ପ୍ରତ୍ୟେକ ବିଦ୍ୟାର୍ଥୀଙ୍କର ସ୍ୱପ୍ନର ବିଶ୍ୱବିଦ୍ୟାଳୟ ଏବଂ ସଫଳତାର ସ୍ୱପ୍ନପଥ ବୋଲି ଉଲ୍ଲେଖ କରି ବିଜ୍ଞାପନ ଛପାଯାଇଛି । ତେବେ ଶିକ୍ଷକ ଓ ଅଣଶିକ୍ଷକ କର୍ମଚାରୀ ଅଭାବରୁ ଏହି ଗୌରବାବହ ଶିକ୍ଷାନୁଷ୍ଠାନ ଏବେ ଉତ୍କଟ ସଂକଟ ମଧ୍ୟରେ...
ଭୁବନେଶ୍ୱର : ରାଜ୍ୟର ୧୨୨ ଜଣ ବିଭିନ୍ନ ବର୍ଗର କ୍ରୀଡାବିତ୍ ରାଜ୍ୟସ୍ତରୀୟ କ୍ରୀଡାବିତ୍ ପ୍ରମାଣପତ୍ର ପାଇବା ଅପେକ୍ଷାରେ ରହିଛନ୍ତି । ଏମାନଙ୍କ ମଧ୍ୟରେ ସର୍ବାଧିକ ୨୨ଜଣ ଟାଏକୁଣ୍ଡ୍ ଖେଳାଳୀ ରହିଛନ୍ତି । କ୍ରୀଡାବିତ୍ମାନଙ୍କୁ ପ୍ରମାଣପତ୍ର ପ୍ରଦାନ ନେଇ ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀ ପଚାରିଥିବା ଏକ ପ୍ରଶ୍ନର ଉତ୍ତରରେ ଏହି ସୂଚନା ଦେଇଛନ୍ତି ରାଜ୍ୟ...










