ଭୁବନେଶ୍ୱର : ଶନିବାରୁ ଠାରୁ ଆରମ୍ଭ ହେବ ୨-ଦିନିଆ ତୃତୀୟ ସୋଆ ସାହିତ୍ୟ ଉତ୍ସବ-୨୦୨୫ । ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟ ପକ୍ଷରୁ ନଭେମ୍ବର ୨୯ ଓ ୩୦ ତାରିଖରେ ତୃତୀୟ ସୋଆ ସାହିତ୍ୟ ଉତ୍ସବର ଆୟୋଜନ କରାଯାଇଛି ।
ସୋଆ ପରିଚାଳିତ ସେଂଟର ଫର ପ୍ରିଜରଭେସନ୍, ପ୍ରୋପାଗେସନ୍ ଆଣ୍ଡ ରେଷ୍ଟୋରେସନ୍ ଅଫ୍ ଏନ୍ସିଏଂଟ...
Bhubaneswar: Odisha Mining Corporation (OMC) under direction from the State Government is actively reviewing the long-term iron ore linkages provided to certain corporate entities that have recently acquired captive mining leases through the auction process, as mandated by...
Dhenkanal: Shri Indramani Tripathy, IAS, Director of Factories and Boilers and Commissioner of Labor, Odisha, conducted a thorough inspection of the safety systems at Tata Steel Limited's facility in Dhenkanal. The inspection was a part of the state's ongoing...
Bhubaneswar: Chief Minister Shri Mohan Charan Majhi, who holds Finance Portfolio has laid the Supplementary Statement of Expenditure for the year 2025-26 in the Odisha Legislative Assembly today, November 28, 2025. The proposal seeks approval for a supplementary provision...
ଭୁବନେଶ୍ୱର : ରାଜ୍ୟରେ ଇସ୍ପାତ ଉତ୍ପାଦନ ବଢୁଥିବାବେଳେ ବିଦେଶକୁ ଏହାର ରପ୍ତାନି ପରିମାଣ ହ୍ରାସ ପାଇବାରେ ଲାଗିଛି । ରପ୍ତାନି ହ୍ରାସ ଫଳରେ ରାଜ୍ୟକୁ ମିଳୁଥିବା ବୈଦେଶିକ ମୁଦ୍ରା ହ୍ରାସ ପାଉଥିବା ସୂଚନା ଦେଇଛନ୍ତି ରାଜ୍ୟ ଇସ୍ପାତ ଓ ଖଣି ମନ୍ତ୍ରୀ ବିଭୂତି ଭୂଷଣ ଜେନା ।
ରାଜ୍ୟରୁ ଇସ୍ପାତ ଉତ୍ପାଦନ ଓ ରପ୍ତାନି...
ଭୁବନେଶ୍ୱର : ରାଜ୍ୟ ସରକାର ବର୍ଷକୁ ୮୬୦ କୋଟି ଟଙ୍କାର ଜଳକର ପାଉଥିବାବେଳେ ୫୭ଟି ଶିଳ୍ପସଂସ୍ଥା ଉପରେ ୫୮୯୦ କୋଟି ଟଙ୍କାର ଜଳକର ବକେୟା ପଡିଛି । ଜଳ ବ୍ୟବହାର ଓ ଜଳକର ବକେୟା ସଂକ୍ରାନ୍ତରେ କଂଗ୍ରେସ ବିଧାୟକ ପବିତ୍ର ସାଉଁନ୍ତା ପଚାରିଥିବା ଏକ ପ୍ରଶ୍ନର ଉତ୍ତରରେ ଏହି ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ...
ଭୁବନେଶ୍ୱର : ସଡକ ଦୁର୍ଘଟଣା ହ୍ରାସ ପାଇଁ ରାତ୍ରି ସମୟରେ ଗାଡି ଚାଳକମାନଙ୍କୁ ଚା’ ପିଆଇବା ବାବଦରେ ରାଜ୍ୟ ସରକାର ଦୁଇ ବର୍ଷରେ ସରକାରୀ ତହବିଲରୁ ୫ଲକ୍ଷ ୫୫ହଜାର ଟଙ୍କା ବ୍ୟୟ କରିଛନ୍ତି ।
ଏ ସଂକ୍ରାନ୍ତରେ ବିଧାୟକ କ୍ରଡ୍ରାକା ଆପାଲାସ୍ୱାମୀ ପଚାରିଥିବା ଏକ ପ୍ରଶ୍ନର ଉତ୍ତରରେ ସୂଚନା ଦେଇଛନ୍ତି ବାଣିଜ୍ୟ ଓ ପରିବହନ ମନ୍ତ୍ରୀ...
ଭୁବନେଶ୍ୱର : ବାତ୍ୟା ମନ୍ଥା ପ୍ରଭାବରେ ରାଜ୍ୟର ୧୧ଟି ଜିଲ୍ଲା କ୍ଷତିଗ୍ରସ୍ତ ହୋିଥିବାବେଳେ ଏହାର ପ୍ରଭାବରେ ୨୫୨୮ ହେକ୍ଟର ଚାଷଜମି ନଷ୍ଟ ହୋଇଛି ଏବଂ ଚାଷୀମାନଙ୍କୁ କ୍ଷତିପୂରଣ ପ୍ରଦାନ ବାବଦକୁ ୩କୋଟି ୨୩ ଲକ୍ଷ ଟଙ୍କା ରାଜ୍ୟ ବିପର୍ଯ୍ୟୟ ସହାୟତା ପାଣ୍ଠିରୁ ପ୍ରଦାନ କରାଯାଇଛି । ରାଜ୍ୟ ବିଧାନସଭାରେ ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀ...
ଭୁବନେଶ୍ୱର : ବିଗତ ୫ବର୍ଷ ମଧ୍ୟରେ ରାଜ୍ୟରେ ୫୬ ହଜାରରୁ ଅଧିକ ସଡକ ଦୁର୍ଘଟଣା ଘଟିଥିବାବେଳେ ଏଥିରେ ୨୭ ହଜାରରୁ ଅଧିକ ଲୋକ ମୃତ୍ୟୁବରଣ କରିଛନ୍ତି । ସଡକ ଦୁର୍ଘଟଣାରେ ମୃତ ଓ ଆହତମାନଙ୍କୁ ସରକାର କ୍ଷତିପୂରଣ ବାବଦରେ ୨୩ କୋଟି ଟଙ୍କାରୁ ଅଧିକ ପରିମାଣର ଅର୍ଥ ପ୍ରଦାନ କରିଛନ୍ତି । ଆଜି ବିଧାନସଭାରେ...
ଭୁବନେଶ୍ୱର : ସଡ଼କ ଦୁର୍ଘଟଣା ଜନିତ ମୃତ୍ୟୁ ହ୍ରାସ ଲକ୍ଷ୍ୟରେ ବାଣିଜ୍ୟ ପରିବହନ ବିଭାଗ ଦ୍ୱାରା ‘ଶୂନ ମୃତାହତ ପକ୍ଷ’ ପାଳନ କରାଯାଉଛି । ଏଥି ସହ ନିୟମ ଉଲ୍ଲଂଘନକାରୀଙ୍କ ବିରୋଧରେ ଏନଫୋର୍ସମେଣ୍ଟ ବ୍ୟାପକ କରାଯାଇଛି। ପ୍ରମୁଖ ଶାସନ ସଚିବ ଉଷା ପାଢ଼ୀଙ୍କ ନେତୃତ୍ୱ ଓ ପରିବହନ ଆୟୁକ୍ତ ଅମିତାଭ ଠାକୁରଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ...










