Union Government has decided to award Best Performing States for implementing recommendations on Doubling of Farmer’s Income.
Inter Ministerial Committee on Doubling Farmer’s Income(DFI) was set up headed by Dr.Ashok Dalwai, which presented the Comprehensive Recommendations, which were accepted by...
କୋଭିଡ ସଂକ୍ରମିତ ବ୍ୟକ୍ତିମାନେ ହୋମ ଆଇସୋଲେସନ ଚିକିତ୍ସା ପଦ୍ଧତିକୁ ଭାବେ ଗ୍ରହଣ କରୁଥିବାରୁ ଏହାକୁ ଅଧିକ ଫଳପ୍ରସୂ କରିବା ନିମନ୍ତେ ଫାଭିପିରାଭିର ଚିକିତ୍ସା ଆରମ୍ଭ ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ଆଜି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଏଭ ଉଚ୍ଚସ୍ତରୀୟ ବୈଠକରେ ଏହି ନିଷ୍ପତ୍ତି ହୋଇଛି । ତେବେ...
ଚଳିତବର୍ଷ ନଭେମ୍ବର ୩୦ ତାରିଖରେ ହେବାକୁ ଥିବା ମେକ୍ ଇନ୍ ଓଡିଶା କନକ୍ଲେଭ ପାଇଁ ଯୋଜନା ହୋଇଥିବାବେଳେ ଏବେ ତାହା ହେବ କି ନାହିଁ ବିଚାର ଚାଲିଛି । କରୋନା ମହାମାରୀ ପାଇଁ କନ୍କ୍ଲେଭ ଆୟୋଜନରେ ଏଭଳି ଅବସ୍ଥା ସୃଷ୍ଟି ହୋଇଥିବା ଦର୍ଶାଇଛନ୍ତି ଶିଳ୍ପମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର ।
ବିଜେଡି ବିଧାୟକ ଦେବୀ ପ୍ରସାଦ...
ଓଡ଼ିଶାରେ କରୋନା କବଳରୁ ପାଖାପାଖି ୨ ଲକ୍ଷ ଲୋକ ସୁସ୍ଥ ହୋଇଥିବା ବେଳେ ଏମାନଙ୍କଠାରୁ ଏଯାବତ୍ ୨ହଜାର ୟୁନିଟ୍ ପ୍ଲାଜ୍ମା ମଧ୍ୟ ସଂଗୃହୀତ ହୋଇପାରିନାହିଁ । ତେବେ ପ୍ଲାଜ୍ମା ଥେରାପି ଗୁରୁତର କୋଭିଡ୍ ସଂକ୍ରମିତଙ୍କ ଚିକିତ୍ସା କ୍ଷେତ୍ରରେ ଭଲ ଫଳ ଦେଉଥିବାରୁ ସରକାର ପ୍ଲାଜ୍ମା ସଂଗ୍ରହ ଉପରେ ଗୁରୁତ୍ୱାରୋପ କରୁଛନ୍ତି ।
କଟକ, ଭୁବନେଶ୍ୱର, ବୁର୍ଲା...
ଓଡିଶା ବିଧାନସଭାରେ ଆଜି ଦଳମତ ନିର୍ବିଶେଷରେ ସଦ୍ୟମାନେ ଝୁରି ହୋଇଥିଲେ ବିଧାୟକ ପ୍ରଦୀପ ମହାରଥୀଙ୍କୁ । ମହାରଥୀଙ୍କ ପରଲୋକରେ ଆସିଥିବା ଶୋକ ପ୍ରସ୍ତାବ ଆଲୋଚନାରୁ ସଦସ୍ୟମାନେ ଯେ ତାଙ୍କୁ କେତେ ହରାଇଛନ୍ତି ତାହା ଜଳ ଜଳ ହୋଇ ଦିଶୁଥିଲା । ସ୍ମୃତି ଚାରଣ ବେଳେ କିଏ ଗୃହରେ କାନ୍ଦି ପକାଉଥିଲା ତ ଆଉ କାହାର...
ଝାରସୁଗୁଡ଼ା, ଢେଙ୍କାନାଳ, ସମ୍ବଲପୁର ଓ ସୁନ୍ଦରଗଡ଼ ଜିଲ୍ଲାରେ ଥିବା ୪ଟି କାରଖାନାରେ ୩୪,୧୦୫ ଜଣ ଲୋକ କର୍ମସଂସ୍ଥାନ ପାଇଛନ୍ତି । ଏହିସବୁ କାରଖାନା ୭୬,୬୧୮.୬୪ କୋଟି ଟଙ୍କା ବ୍ୟୟରେ ପ୍ରତିଷ୍ଠିତ ହୋଇଛି ।
ବିଜେପି ବିଧାୟିକା କୁସୁମ ଟେଟେଙ୍କ ଏକ ପ୍ରଶ୍ନର ଉତ୍ତରରେ ଶିଳ୍ପମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ବିଧାନସଭାରେ ଏହି ସୂଚନା ଦେଇଛନ୍ତି । ଶ୍ରୀ...
କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ରାଜ୍ୟର ପ୍ରମୁଖ ଚାରି ସ୍ୱାସ୍ଥ୍ୟାନୁଷ୍ଠାନ ଯଥା ଭୁବନେଶ୍ୱର ଏମ୍ସର ନିର୍ଦ୍ଦେଶିକା ଡା. ଗୀତାଞ୍ଜଳି ବ୍ୟାଟମ୍ୟାନଆବାନେ, ଆଞ୍ଚଳିକ ସ୍ୱାସ୍ଥ୍ୟ ଗବେଷଣା କେନ୍ଦ୍ର (ଆରଏମଆରସି)ର ନିର୍ଦ୍ଦେଶିକା ଡା. ସଂଘମିତ୍ରା ପତି, ଇନଷ୍ଟିଚ୍ୟୁଟ୍ ଅଫ୍ ଲାଇଫ ସାଇନ୍ସ (ଆଇଏଲଏସ)ର ନିର୍ଦ୍ଦେଶକ ଅଜୟ କୁମାର ପରିଡ଼ା ଓ ପଶୁ ସମ୍ପଦ ମନ୍ତ୍ରଣାଳୟର ଅଧୀନରେ ଥିବା...
ବିଜୁ ଜନତାଦଳର ବରିଷ୍ଠ ନେତା ପ୍ରଦୀପ ମହାରଥୀ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ମାତ୍ର ୬୫ବର୍ଷ ବୟସରେ ତାଙ୍କର ପରଲୋକ ହୋଇଯାଇଛି ।
୧୯୫୫ ମସିହାରେ ପିପିଲିର ଖୋରାପଡା ଗାଁରେ ଜନ୍ମ ହୋଇଥିଲେ ଶ୍ରୀ ମହାରଥୀ । ପୁରୀ ସାମନ୍ତ ଚନ୍ଦ୍ରଶେଖର କଲେଜରୁ ନିଜର ଛାତ୍ରନୀତି ରାଜନୀତି ଜୀବନ ଆରମ୍ଭ କରିଥିବା ଶ୍ରୀ ମହାରଥୀ...
କରୋନା ସଂକ୍ରମଣ ସମୟ ଅର୍ଥାତ୍ ଚଳିତବର୍ଷ ଏପ୍ରିଲ୍ ପହିଲାରୁ ଅଗଷ୍ଟ ଶେଷ ସୁଦ୍ଧା ରାଜ୍ୟରେ ୧ଲକ୍ଷ ୪୦ହଜାରରୁ ଅଧିକ ଗାଡ଼ି ବିକ୍ରି ହୋଇଛି । ଏହି ସମୟ ମଧ୍ୟରେ ରାଜ୍ୟରେ ମୋଟରଯାନ ଟିକସ ବାବଦକୁ ରାଜକୋଷକୁ ୩୮୨ କୋଟି ୭୮ ଲକ୍ଷ ଟଙ୍କା ଆସିଛି । ତେବେ କରୋନା ଯୋଗୁ ଗତବର୍ଷ ତୁଳନାରେ ଏହା...
ଗତ ଦଶବର୍ଷ ମଧ୍ୟରେ ହୀରାକୁଦ ଜଳଭଣ୍ଡାରରୁ ପଟୁ ମାଟି ସଫେଇ ପାଇଁ କୌଣସି ଅର୍ଥ ଖର୍ଚ୍ଚ ହୋଇନାହିଁ । ୨୦୦୯-୧୦ ବର୍ଷରେ ଜଳଭଣ୍ଡାରରୁ ମାଟି ସଫେଇ ପାଇଁ ୧୪କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ ହୋଇଥିଲା ।
ରାଜ୍ୟ ଜଳସମ୍ପଦ ମନ୍ତ୍ରୀ ରଘୁନନ୍ଦନ ଦାସ ବିଧାୟକ ନାଉରୀ ନାୟକଙ୍କ ଏକ ପ୍ରଶ୍ନର ଉତ୍ତରରେ ବିଧାନସଭାରେ ଏହି ସୂଚନା...