ଭୁବନେଶ୍ୱର : ଓଡ଼ିଶା ସରକାରଙ୍କ ଗୃହନିର୍ମାଣ ଓ ନଗରଉନ୍ନୟନ ବିଭାଗ ଦ୍ଵାରା ଚଳିତ ମାସ ୨୩ ଓ ୨୪ ତାରିଖରେ ଭୁବନେଶ୍ୱରରେ ଦୁଇଦିନିଆ ଓଡ଼ିଶା ସହରାଞ୍ଚଳ ସମ୍ମିଳନୀ-୨୦୨୫ ଆୟୋଜନ କରାଯାଉଛି ।
ଏହି ସମ୍ମିଳନୀ "ନିରନ୍ତର ସହରାଞ୍ଚଳ ବିକାଶ ଏବଂ ବିକଶିତ ଓଡ଼ିଶା ୨୦୩୬ ଏବଂ ବିକଶିତ ଭାରତ ୨୦୪୭ ଦିଗରେ" ବିଷୟବସ୍ତୁ ଉପରେ ଅନୁଷ୍ଠିତ...
ନୂଆଦିଲ୍ଲୀ : ମୋଦୀ ସରକାରଙ୍କ ନକ୍ସଲ ମୁକ୍ତ ଭାରତ ନିର୍ମାଣ ଲକ୍ଷ୍ୟ ଦିଗରେ ଏକ ବଡ଼ ପଦକ୍ଷେପ ସ୍ୱରୂପ, ସର୍ବାଧିକ ନକ୍ସଲ ପ୍ରଭାବିତ ଜିଲ୍ଲା ସଂଖ୍ୟା ୬ରୁ ୩କୁ ହ୍ରାସ ପାଇଛି। ବର୍ତ୍ତମାନ କେବଳ ଛତିଶଗଡ଼ର ବିଜାପୁର, ସୁକମା ଏବଂ ନାରାୟଣପୁର ବାମପନ୍ଥୀ ଉଗ୍ରବାଦ ଦ୍ୱାରା ସର୍ବାଧିକ ପ୍ରଭାବିତ ଜିଲ୍ଲା।
ବାମପନ୍ଥୀ ଉଗ୍ରବାଦ ପ୍ରଭାବିତ ଜିଲ୍ଲା...
ଭୁବନେଶ୍ୱର : ଓଡିଆ ଭାଷାରେ ନାମ ଫଳକ ଲେଖିବାପାଇଁ ସରକାର ନାଲିଆଖି ଦେଖାଇବା ପରେ ବି ସେଭଳି କିଛି ସୁଫଳ ମିଳୁନାହିଁ । ଗୋଟିଏ ପଟେ ଏଥିପାଇଁ ଲୋକେ ଭାଷାପ୍ରୀତି ନଦେଖାଇବା ଓ ଅନ୍ୟ ପଟେ ଢିଲା କାର୍ଯ୍ୟାନୁଷ୍ଠାନ ଯୋଗୁଁ ଏଭଳି ସ୍ଥିତି ପରିଲକ୍ଷିତ ହେଉଛି । ଚଳିତବର୍ଷ ଏ ନେଇ ଶହେ ମାମଲା...
ଭୁବନେଶ୍ୱର : ପୂର୍ତ୍ତ ବିଭାଗରେ ପ୍ରାୟ ୬୦ ପ୍ରତିଶତ ପଦବୀ ଖାଲି ପଡିଥିବାରୁ ସଡକ, ପୋଲ, କୋଠାବାଡି ଆଦିର ନିର୍ମାଣ ଏବଂ ରକ୍ଷଣା ବେକ୍ଷଣ କାର୍ଯ୍ୟ ଗୁରୁତର ଭାବେ ବାଧାପ୍ରାପ୍ତ ହେଉଛି ।
ସରକାର ବି ଯେତିକି ପଦବୀ ପଦୋନ୍ନତି ଭିତ୍ତିରେ ପୂରଣ କରିବାକୁ ଚାହୁଁଛନ୍ତି ସେଥିରେ ଆଇନ୍ଗତ ସମସ୍ୟା ସୃଷ୍ଟି କରାଯାଉଥିବାରୁ ତାହା ମଧ୍ୟ...
କୋଣାର୍କ : ସରକାରୀ ଯୋଜନା ଓ କାର୍ଯ୍ୟକ୍ରମ ସମ୍ପର୍କରେ ତୃଣମୂଳସ୍ତରରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ସରକାର ଏବଂ ଗଣମାଧ୍ୟମ ମଧ୍ୟରେ ସମ୍ପର୍କ ସ୍ଥାପନ ଲାଗି ଆଜି କୋଣାର୍କ ଠାରେ ଆଞ୍ଚଳିକ ଗଣମାଧ୍ୟମ କର୍ମଶାଳା ‘ବାର୍ତ୍ତାଳାପ’ ଅନୁଷ୍ଠିତ ହୋଇଯାଇଛି ।
ଭାରତ ସରକାରଙ୍କ ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ଅଧୀନ ପତ୍ର ସୂଚନା କାର୍ଯ୍ୟାଳୟ (ପିଆଇବି)...
New Delhi: Minister Railways, Shri Ashwini Vaishnaw has announced a massive, multi-decade modernization strategy, including a $725 billion future-proofing plan set to culminate in a 7,000-kilometer high-speed passenger rail network by 2047.
The ambitious overhaul, detailed by the Ministry...
Bhubaneswar: In a major boost to biodiversity conservation, research, and eco-tourism in the region, Regional Plant Resource Center II will be developed over a sprawling area of approximately 134 acres at Sanaghagara, a location already famous for its natural...
ଭୁବନେଶ୍ୱର : ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଓଡ଼ିଶା ସାମୁଦ୍ରିକ ବୋର୍ଡ (ଓଏମବି) ର ଷଷ୍ଠ ବୋର୍ଡ ବୈଠକରେ ଓଡ଼ିଶା ନିଜର ସାମୁଦ୍ରିକ ଐତିହ୍ୟକୁ ପୁନରୁଦ୍ଧାର କରିବା ଏବଂ ଏକ ଅଗ୍ରଣୀ ଉପକୂଳ ଅର୍ଥନୀତି ଭାବେ ଉଭା ହେବା ଲାଗି ନିଜର ପ୍ରତିବଦ୍ଧତାକୁ ଦୋହରାଇଛି।
ଏହି ଉଚ୍ଚସ୍ତରୀୟ ବୈଠକରେ ଉନ୍ନୟନ କମିଶନର...
Bhubaneswar: Odisha reaffirmed its commitment to reclaiming its maritime legacy and emerging as a leading coastal economy during the 6th Board Meeting of the Odisha Maritime Board (OMB), held today under the Chairmanship of Chief Secretary, Shri Manoj Ahuja...
Bhubaneswar: In a significant move to enhance biodiversity conservation, research, and eco-tourism, the Odisha government has announced the establishment of the state’s second Regional Plant Resource Centre (RPRC) at Sanghagra in Keonjhar district. The existing RPRC is located in...









