Bhubaneswar: The Odia literary and administrative world is in deep mourning following the passing of eminent poet, novelist, and former bureaucrat, Shri Rajendra Kishore Panda. He breathed his last on Friday at the age of 81, leaving behind an...
ଭୁବନେଶ୍ୱର : ଖଣ୍ଡଗିରିସ୍ଥିତ ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରର ପ୍ରାକ୍ତନ ଛାତ୍ରଛାତ୍ରୀମାନେ ପ୍ରସ୍ତୁତ କରିଥିବା ‘ଏଇ ଆମ ପାଠଶାଳା’ ଶୀର୍ଷକ ଏକ ଚିତ୍ରଗାଥା (ଲିରିକାଲ୍ ଡକ୍ୟୁମେଣ୍ଟାରୀ) ପୁଡୁଚେରୀସ୍ଥିତ ଶ୍ରୀଅରବିନ୍ଦଙ୍କ ପ୍ରତିଷ୍ଠିତ ଆଶ୍ରମର ନବଜ୍ୟୋତି କାର୍ଯ୍ୟାଳୟ ପରିସରରେ ଉନ୍ମୋଚିତ ହୋଇଯାଇଛି ।
ସତୁରୀ ଦଶକରେ ଏହି ଶିକ୍ଷାକେନ୍ଦ୍ରର ପ୍ରଥମ ଅଧ୍ୟକ୍ଷା ଥିବା ପ୍ରୀତିମଞ୍ଜରୀ ପଟ୍ଟନାୟକ...
କଟକ : ଭାରତୀୟ ଯୁବସମାଜ ତମାଖୁ ନିଶାରେ ପଡ଼ି ଶାରୀରିକ ଏବଂ ମାନସିକ କ୍ଷତିର ଶିକାର ହେଉଛନ୍ତି। ବିଶେଷ କରି କିଶୋରାବସ୍ଥାରେ ତମାଖୁ ନିଶା ବିଭିନ୍ନ ପ୍ରକାର ଗୁରୁତର ବ୍ୟାଧି ସୃଷ୍ଟି କରୁଛି । ଦେଶର ଯୁବପିଢ଼ିଙ୍କୁ ତମାଖୁ ନିଶା କବଳରୁ ରକ୍ଷା କରିବା ଲାଗି ବ୍ୟାପକ ସଚେତନତା ସହିତ ତମାଖୁ ସଂକ୍ରାନ୍ତ ଆଇନର...
ଭୁବନେଶ୍ୱର : ଜଙ୍ଗଲ କ୍ଷେତ୍ରଫଳ ବୃଦ୍ଧି ପାଇଁ ରାଜ୍ୟ ସରକାର ବ୍ୟାପକ ବୃକ୍ଷରୋପଣ କରୁଥିବାବେଳେ ବେଆଇନ୍ କରତକଳଗୁଡିକ କିନ୍ତୁ ଜଙ୍ଗଲ ପଦା କରିବାରେ ଲାଗିଛନ୍ତି । ଗାଁ ଗହଳିରେ ଲୁଚାଛପାରେ ଚାଲିଥିବା କରତକଳ ଏବେ ସରକାରଙ୍କ ଜଙ୍ଗଲବୃଦ୍ଧି ରାସ୍ତାରେ କଣ୍ଟା ସାଜିଛନ୍ତି ।
କାଠ କାଟିବାପାଇଁ ରାଜ୍ୟ ସରକାର ସମଗ୍ର ରାଜ୍ୟରେ ମୋଟ୍ ୧୭୫ଟି କରତକଳକୁ...
ଭୁବନେଶ୍ୱର : ଆସନ୍ତା ନଭେମ୍ବର ୧୧ ତାରିଖରେ ନୂଆପଡା ଉପର୍ନିବାଚନ ପାଇଁ ମତଦାନ ହେବାକୁ ଯାଉଥିବାବେଳେ ତିନି ପ୍ରମୁଖ ଦଳଙ୍କ ନଜର ଏବେ ଦାଦନ ଭୋଟରଙ୍କ ଉପରେ । ଏମାନଙ୍କ ଭୋଟ ପ୍ରାର୍ଥୀଙ୍କ ଭାଗ୍ୟ ବଦଳାଇ ଦେବ ବୋଲି କୁହାଯାଉଥିବାବେଳେ କେତେ ଦାଦନ ଭୋଟ ଦେବାକୁ କର୍ମକ୍ଷେତ୍ର ଛାଡି ଆସିବେ ତାହାକୁ ନେଇ ଆକଳନ...
Bhubaneswar: Odisha is taking a decisive step towards the nation’s vision of 'Atmanirbhar Bharat' (Self-Reliant India) in pulses, following a high-level meeting chaired by Deputy Chief Minister Shri Kanak Vardhan Singh Deo yesterday.
Dr.Arabinda Kumar Padhee, Principal Secretary Agriculture...
Bhubaneswar: "UCCIL is proud to partner in making the third edition of the #StrokeMuktJeevan campaign impactful, ensuring the message of prevention reaches every corner of the state and helps secure a healthier, more productive future for all."
Dr. Prabodh Mohanty,...
ଭୁବନେଶ୍ୱର : ସାମ୍ବାଦିକତା ବୃତ୍ତି ନୁହେଁ ଏକ ବ୍ରତ, ଧନ୍ଦା ନୁହେଁ ଏକ ଧର୍ମ, ଏହା ବିଜ୍ଞାପନର ବିପ୍ପଣୀ ନୁହେଁ ଏକ ବିଚାର । ସାହିତ୍ୟ ଓ ସାମ୍ବାଦିକତା ପରସ୍ପର ପରିପୂରକ । ନିଶା ଓ ପେଷାକୁ ଯିଏ ମିଳିତ କରିପାରିଛି ସେ ସଫଳ ହୋଇଛି । ନିରପେକ୍ଷ ଓ ନିର୍ଭିକତା ହିଁ ସାମ୍ବାଦିକତାର...
ଭୁବନେଶ୍ୱର : ନିକଟରେ ଫିଲିପାଇନ୍ସର ମାନିଲା ଠାରେ ଆୟୋଜିତ ହୋଇଥିବା ସମ୍ମାନଜନକ ମିସେସ ୟୁନିଭର୍ସ ଅଫିସିଆଲ୍ ପ୍ରତିଯୋଗିତାରେ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ ସମ ହସ୍ପିଟାଲ୍ କ୍ୟାମ୍ପସ-୨, ଫୁଲନଖରାର ମାନସିକ ରୋଗ ବିଭାଗର ଆସୋସିଏଟ୍ ପ୍ରଫେସର ଡକ୍ଟର ସ୍ୱୟଂପ୍ରଭା ବରାଳ ମିସେସ୍ ୟୁନିଭର୍ସ ଗ୍ଲୋବାଲ୍ ୨୦୨୫ ଟାଇଟଲ୍ ହାସଲ କରିଛନ୍ତି ।
ମାନସିକ ସ୍ୱାସ୍ଥ୍ୟ...
ନୂଆପଡା : ବିଜୁ ଜନତା ଦଳ ଗୁରୁବାର ନୂଆପଡା ବିଧାନସଭା ଉପନିର୍ବାଚନ ପାଇଁ ବିଧିବଦ୍ଧ ଭାବେ ପ୍ରଚାର ଅଭିଯାନର ଶୁଭାରମ୍ଭ କରିଛି । ମା' ବଞ୍ଜାରୀ ଦେବୀ ମନ୍ଦିରରେ ବିଜେଡିର ବରିଷ୍ଠ ନେତାମାନେ ନୂଆପଡ଼ା ଉପନିର୍ବାଚନ ପାଇଁ ଦଳର ପ୍ରାର୍ଥୀ ଶ୍ରୀମତୀ ସ୍ନେହାଙ୍ଗିନୀ ଛୁରିଆଙ୍କ ବିପୁଳ ବିଜୟ ତଥା ନୂଆପଡ଼ାର ଶାନ୍ତି, ଉନ୍ନତି ଓ...










