ଭୁବନେଶ୍ୱର : ଶୀତ ଦିନେ ବିଭିନ୍ନ ପ୍ରକାର ଫଳର ଚାହିଦା ବଢିଥିବାବେଳେ ଏହି ଫଳର ମାନ ପରଖିବାକୁ ପ୍ରାୟତଃ କେହି ନାହାନ୍ତି । ଫଳରେ ରସାୟନିକ ପଦାର୍ଥ ମିଶ୍ରିତ ଫଳକୁ ଲୋକେ ଖାଇବାରେ ଲାଗିଛନ୍ତି । ରାଜଧାନୀ ବଜାରରେ ଏବେ ଫଳ ଦୋକାନରେ ଭଳିକି ଭଳି ଦେଶୀ ବିଦେଶୀ ଫଳ ମିଳୁଛି । ଅମୃତ ଭଣ୍ଡା,...
ଭୁବନେଶ୍ୱର : ଓଡିଶାର ସାମୁଦ୍ରିକ ବେଳାଭୂମିରେ ପ୍ରଚୁର ପରିମାଣର ଥୋରିୟମ ଓ ଟିଟାନିୟମ ଭଳି ବିରଳ ପଦାର୍ଥମାନ ରହିଛି । ସମୁଦ୍ର ବାଲିରୁ ଏହା ମିଳୁଥିବାରୁ ବିଶେଷକରି ପୁରୀ-କୋଣାର୍କ ବେଳାଭୂମିକୁ କବ୍‍ଜା କରିବାଲାଗି ବହୁ ସଂସ୍ଥା ଉଦ୍ୟମକରି ଆସୁଛନ୍ତି । ଓଡିଶା ଉପକୂଳରେ ଉପଲବ୍ଧ ବିରଳ ମୃତ୍ତିକା ସଂଗ୍ରହ କରିବାଲାଗି ଅବଶ୍ୟ ଗୋପାଳପୁର ନିକଟରେ ଭାରତୀୟ...
Bhubaneswar: Migration in Odisha is undergoing a significant conceptual shift, moving beyond its traditional identity as a mere labor-market phenomenon to become a vital driver of social development, wellbeing, and regional growth. This evolution was the central theme of...
Bhubaneswar: The Experts Committee on Education, headed by Shri Ashok Kumar Tripathy recently established by the Odisha Government to provide a definitive resolution to the systemic grievances within the academic sector, officially initiated its administrative operations today. Chaired by...
ଭୁବନେଶ୍ୱର : ଶୈଳବାଳା ମହିଳା ସ୍ୱୟଂ ଶାସିତ ମହାବିଦ୍ୟାଳୟ କ୍ୟାମ୍ପସ ପରିସରରେ ନିର୍ମାଣ ହେବ ମଧୁବାବୁ ସ୍ମାରକୀ ସଂଗ୍ରହାଳୟ। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଦ୍ୱାରା ମଧୁବାବୁ ସ୍ମାରକୀ ସଂଗ୍ରହାଳୟର ନିର୍ମାଣ କରାଯିବ। ଉଚ୍ଚଶିକ୍ଷା, କ୍ରୀଡ଼ା ଓ ଯୁବସେବା, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ...
ଭୁବନେଶ୍ୱର :  ଟାଟା ପାଓ୍ବାରର ଅତିରିକ୍ତ ସୁରକ୍ଷା ଜମା ନୋଟିସକୁ ନେଇ ବିଜୁଳି ଉପଭୋକ୍ତାଙ୍କ ମଧ୍ୟରେ ରାଜ୍ୟବ୍ୟାପି ଅସନ୍ତୋଷ କୁହୁଳୁଥିବାବେଳେ ଏବେ ବୋଝ ଉପରେ ଲଳିତା ବିଡା ଭଳି ଗ୍ରିଡକୋ ବିଜୁଳି ଦର ବଢାଇବାକୁ ପ୍ରସ୍ତାବ ଦେଇଥିବା ସାମ୍ନାକୁ ଆସିଛି । ୟୁନିଟ୍‍ ପିଛା ୫୮ ପଇସା ବଢାଇବାକୁ ଗ୍ରିଡକୋର ପ୍ରସ୍ତାବକୁ ବିରୋଧ କରିଛି...
ଭୁବନେଶ୍ୱର : ପ୍ରଦୂଷଣ ପ୍ରମାଣପତ୍ର ନଥିଲେ ଏଣିକି ଆଉ ତେଲ ମିଳିବ ନାହିଁ । ବାୟୁ ଗୁଣବତ୍ତାର ସ୍ଥିତିକୁ ଦୃଷ୍ଟିରେ ରଖି ପରିବହନ କ୍ଷେତ୍ରରେ ପରିବେଶ ସୁରକ୍ଷାକୁ ପ୍ରାଧାନ୍ୟ ଦିଆଯାଉଛି। ମୋଟର ଯାନ ନିୟମ ଉଲ୍ଲଙ୍ଘନ କରି ପ୍ରଦୂଷଣ ସୃଷ୍ଚି କରୁଥିବା ଯାନ ଉପରେ ଅଙ୍କୁଶ ଲଗାଇବାକୁ ବାଣିଜ୍ୟ ଓ ପରିବହନ ବିଭାଗ ପଦକ୍ଷେପ...
ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ହାଇଦ୍ରାବାଦ ଗସ୍ତରେ ରାଜ୍ୟକୁ ୬୫,୦୦୦ କୋଟି ଟଙ୍କାର ପୁଞ୍ଜିନିବେଶ ଓ ୨୦ ହଜାରରୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି ଯାହା କୁହାଯାଇଛି, ତାହା ଭ୍ରମାତ୍ମକ ବୋଲି ବିଜୁ ଜନତା ଦଳ କହିଛି । ଆଜି ଏକ ପ୍ରେସ୍ ବିବୃତ୍ତିରେ ଦଳର ମୁଖପାତ୍ର ତଥା ଗଣମାଧ୍ୟମ...
ଭୁବନେଶ୍ୱର : ଇସ୍ରାଏଲ୍ ଦୂତବାସର ନବୀକରଣ ଅଧିକାରୀ ଶ୍ରୀମତି ମାୟା ସର୍ମନ୍ ଶୁକ୍ରବାର ସୋଆ ବିଶ୍ୱବିଦ୍ୟାଳୟ ଗସ୍ତରେ ଆସିଥିବା ବେଳେ ଭାରତ ଏବଂ ଇସ୍ରାଏଲ୍ ମଧ୍ୟରେ ନବୀକରଣ, ଗବେଷଣା ଏବଂ ଉଦ୍ୟୋଗୀକରଣ କ୍ଷେତ୍ରରେ ସହଭାଗିତାକୁ ସୁଦୃଢ଼ କରିବାର ଲକ୍ଷ୍ୟ ନେଇ ଅନେକ ଆଲୋଚନା କରିଛନ୍ତି । ଆର୍ଟିଫିସିଆଲ୍ ଇନ୍‌ଟେଲିଜେନ୍ସ, ଡିଫେନ୍ସ ଟେକ୍ନୋଲଜି, ଷ୍ଟାର୍ଟ-ଅପ୍‌, ଏମ୍‌ଏସ୍‌ଏମ୍‌ଇ, ରିସର୍ଚ୍ଚ...
ଭୁବନେଶ୍ୱର  : ରେଳ ପଥ ମାଧ୍ୟମରେ ବେଆଇନ ନିଶା ଦ୍ରବ୍ୟ ଚୋରା ଚାଲାଣକାରୀଙ୍କ ବିରୁଦ୍ଧରେ ସରକାରୀ ରେଳବାଇ ଥାନା ପୋଲିସ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି । ଚଳିତ ବର୍ଷ ରେଳବାଇ ପୋଲିସ ୩୩୫୨  କେଜିରୁ ଅଧିକ ଗଞ୍ଜେଇ ଜବତ କରିଥିବା ବେଳେ  ଏନଡିପିଏସ ମାମଲା ନିୟମ ଅନୁଯାୟୀ ଅଦ୍ୟାବଧି ମୋଟ ୨୦୦ଟି ମାମଲା...