ଭୁବନେଶ୍ୱର : ରାଜ୍ୟ ସରକାର ବର୍ଷକୁ ୮୬୦ କୋଟି ଟଙ୍କାର ଜଳକର ପାଉଥିବାବେଳେ ୫୭ଟି ଶିଳ୍ପସଂସ୍ଥା ଉପରେ ୫୮୯୦ କୋଟି ଟଙ୍କାର ଜଳକର ବକେୟା ପଡିଛି । ଜଳ ବ୍ୟବହାର ଓ ଜଳକର ବକେୟା ସଂକ୍ରାନ୍ତରେ କଂଗ୍ରେସ ବିଧାୟକ ପବିତ୍ର ସାଉଁନ୍ତା ପଚାରିଥିବା ଏକ ପ୍ରଶ୍ନର ଉତ୍ତରରେ ଏହି ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ...
ଭୁବନେଶ୍ୱର : ସଡକ ଦୁର୍ଘଟଣା ହ୍ରାସ ପାଇଁ ରାତ୍ରି ସମୟରେ ଗାଡି ଚାଳକମାନଙ୍କୁ ଚା’ ପିଆଇବା ବାବଦରେ ରାଜ୍ୟ ସରକାର ଦୁଇ ବର୍ଷରେ ସରକାରୀ ତହବିଲରୁ ୫ଲକ୍ଷ ୫୫ହଜାର ଟଙ୍କା ବ୍ୟୟ କରିଛନ୍ତି । ଏ ସଂକ୍ରାନ୍ତରେ ବିଧାୟକ କ୍ରଡ୍ରାକା ଆପାଲାସ୍ୱାମୀ ପଚାରିଥିବା ଏକ ପ୍ରଶ୍ନର ଉତ୍ତରରେ ସୂଚନା ଦେଇଛନ୍ତି ବାଣିଜ୍ୟ ଓ ପରିବହନ ମନ୍ତ୍ରୀ...
ଭୁବନେଶ୍ୱର : ବାତ୍ୟା ମନ୍ଥା ପ୍ରଭାବରେ ରାଜ୍ୟର ୧୧ଟି ଜିଲ୍ଲା କ୍ଷତିଗ୍ରସ୍ତ ହୋିଥିବାବେଳେ ଏହାର ପ୍ରଭାବରେ ୨୫୨୮ ହେକ୍ଟର ଚାଷଜମି ନଷ୍ଟ ହୋଇଛି ଏବଂ ଚାଷୀମାନଙ୍କୁ କ୍ଷତିପୂରଣ ପ୍ରଦାନ ବାବଦକୁ ୩କୋଟି ୨୩ ଲକ୍ଷ ଟଙ୍କା ରାଜ୍ୟ ବିପର୍ଯ୍ୟୟ ସହାୟତା ପାଣ୍ଠିରୁ ପ୍ରଦାନ କରାଯାଇଛି । ରାଜ୍ୟ ବିଧାନସଭାରେ ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀ...
ଭୁବନେଶ୍ୱର : ବିଗତ ୫ବର୍ଷ ମଧ୍ୟରେ ରାଜ୍ୟରେ ୫୬ ହଜାରରୁ ଅଧିକ ସଡକ ଦୁର୍ଘଟଣା ଘଟିଥିବାବେଳେ ଏଥିରେ ୨୭ ହଜାରରୁ ଅଧିକ ଲୋକ ମୃତ୍ୟୁବରଣ କରିଛନ୍ତି । ସଡକ ଦୁର୍ଘଟଣାରେ ମୃତ ଓ ଆହତମାନଙ୍କୁ ସରକାର କ୍ଷତିପୂରଣ ବାବଦରେ ୨୩ କୋଟି ଟଙ୍କାରୁ ଅଧିକ ପରିମାଣର ଅର୍ଥ ପ୍ରଦାନ କରିଛନ୍ତି । ଆଜି ବିଧାନସଭାରେ...
ଭୁବନେଶ୍ୱର : ସଡ଼କ ଦୁର୍ଘଟଣା ଜନିତ ମୃତ୍ୟୁ ହ୍ରାସ ଲକ୍ଷ୍ୟରେ ବାଣିଜ୍ୟ ପରିବହନ ବିଭାଗ ଦ୍ୱାରା ‘ଶୂନ ମୃତାହତ ପକ୍ଷ’ ପାଳନ କରାଯାଉଛି । ଏଥି ସହ ନିୟମ ଉଲ୍ଲଂଘନକାରୀଙ୍କ ବିରୋଧରେ ଏନଫୋର୍ସମେଣ୍ଟ ବ୍ୟାପକ କରାଯାଇଛି। ପ୍ରମୁଖ ଶାସନ ସଚିବ ଉଷା ପାଢ଼ୀଙ୍କ ନେତୃତ୍ୱ ଓ ପରିବହନ ଆୟୁକ୍ତ ଅମିତାଭ ଠାକୁରଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ...
ଭୁବନେଶ୍ୱର : ଆସନ୍ତା ଡିସେମ୍ବର ମାସ ୯ ତାରିଖରୁ ୧୪ ତାରିଖ ପର୍ଯ୍ୟନ୍ତ କଟକର ଜବାହରଲାଲ ନେହେରୁ ଇଣ୍ଡୋର ଷ୍ଟାଡ଼ିୟମ୍ ଠାରେ ଓଡ଼ିଶା ମାଷ୍ଟର୍ସ ୨୦୨୫-ବିଡବ୍ଲ୍ୟୁଏଫ୍ ଟୁର୍ ସୁପର ୧୦୦ ଟୁର୍ଣ୍ଣାମେଣ୍ଟର ଆୟୋଜନ କରାଯିବ। ବ୍ୟାଡ଼ମିଣ୍ଟନ ୱାର୍ଲଡ଼ ଫେଡ଼େରେସନ୍‌, ବ୍ୟାଡ଼ମିଣ୍ଟନ ଆସୋସିଏସନ୍‌ ଅଫ୍ ଇଣ୍ଡିଆ, ଓଡ଼ିଶା ଷ୍ଟେଟ୍ ବ୍ୟାଡ଼ମିଣ୍ଟନ ଆସୋସିଏସନ୍‌ ଏବଂ କ୍ରୀଡ଼ା ଓ...
Bhubaneswar: Odisha is set to host the Odisha Masters 2025 – BWF Tour Super 100 Tournament from 9th to 14th December at the Jawaharlal Nehru Indoor Stadium, Cuttack. The international event will be organised jointly by the Badminton World...
New Delhi: The Odisha Pavilion at the 44th India International Trade Fair (IITF) 2025, held at Bharat Mandapam in New Delhi, has been awarded the Gold Medal for its outstanding display. The state’s exhibit was recognized for its comprehensive and...
Bhubaneswar: The President of India, Smt. Draupadi Murmu, today addressed the Odisha Legislative Assembly, an event she described as "coming home," marking a historic first for the 75-year-old house. Speaking in the afternoon session, the President said her political journey...
ଭୁବନେଶ୍ୱର : ଭାରତର ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଆଜି ଓଡିଶା ବିଧାନସଭାକୁ ସମ୍ବୋଧିତ କରିଛନ୍ତି । ମହାମହିମ ରାଷ୍ଟ୍ରପତି ଅପରାହ୍ନ ଅଧିବେଶନରେ ଗୃହକୁ ସମ୍ବୋଧନ କରି କହିଥିଲେ ଯେ ଓଡିଶା ବିଧାନସଭାରେ ଆଜି ମୋର ଉପସ୍ଥିତି ମୋତେ ନିଜ ଘରକୁ ଆସିଲା ଭଳିଆ ଲାଗୁଛି । ଏହା ମୋ ପାଇଁ ବିଶେଷ...