Bhubaneswar: Chief Secretary Suresh Chandra Mahapatra said the State Cabinet cleared the Integrated Mines and Minerals Monitoring System (i3MS) extension for another 5 years.
i3MS is under implementation for a decade (2012-22) has ushered a new era of transparency in...
ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ଉଜ୍ୱଳା ଯୋଜନାରେ ବର୍ଷକୁ ମାଗଣାରେ ୩ଟି ଗ୍ୟାସ ସିଲିଣ୍ଡର ଯୋଗାଣ ବନ୍ଦ ହେବା ଓ ରନ୍ଧନ ଗ୍ୟାସର ଦର ବୃଦ୍ଧି ଯୋଗୁଁ ଏହି ଯୋଜନାରେ ଗ୍ୟାସ ଭରିବା ହ୍ରାସ ପାଇଛି । ତେବେ ଚଳିତ ଆର୍ଥିକ ବର୍ଷରେ ଉଜ୍ୱଳା ଯୋଜନାରେ ୧୨ଟି ସିଲିଣ୍ଡର ପର୍ଯ୍ୟନ୍ତ ସିଲିଣ୍ଡର ପିଛା ୨୦୦ ଟଙ୍କାର...
ଭୁବନେଶ୍ୱର : ନିଯୁକ୍ତି, ପେନସନ ଓ ଚାକିରି ସର୍ତ୍ତାବଳୀ ସଂକ୍ରାନ୍ତୀୟ ଅନ୍ୟାନ୍ୟ ମାମଲାଗୁଡିକର ବହୁ କ୍ଷେତ୍ରରେ ଫଏସଲା ବିଳମ୍ବ ହେଉଥିବାରୁ ନ୍ୟାୟ ପାଇଁ ପ୍ରାର୍ଥନା କରୁଥିବା ଲୋକେ ନାହିଁନଥିବା ଦୁର୍ଦ୍ଦଶାର ସମ୍ମୁଖୀନ ହେଉଛନ୍ତି ।
ଆଇନ ଅଦାଲତ ଓ ପ୍ରଶାସନିକ ବିଭାଗଗୁଡିକ ମଧ୍ୟରେ ସମନ୍ୱୟ ରକ୍ଷା କରାଯାଇ ଆପତ୍ତି ଅଭିଯୋଗଗୁଡିକର ସକାରାତ୍ମକ ସମାଧାନ କରାଯାଇ ପାରିଲେ...
ନୂଆଦିଲ୍ଲୀ : ମହର୍ଷି ଶ୍ରୀ ଅରବିନ୍ଦଙ୍କର ୧୫ଠତମ ଜନ୍ମ ଦିବସ ଏବଂ ଦେଶ ସ୍ୱାଧୀନତାର ୭୫ ବର୍ଷ ପାଳନ ଅବସରରେ ସଂସ୍କୃତି ମନ୍ତ୍ରଣାଳୟ ପକ୍ଷରୁ ଶ୍ରୀ ଅରବିନ୍ଦଙ୍କର ଜୀବନାଦର୍ଶ ଉପରେ ଆଧାରିତ ସାଂସ୍କୃତିକ କାର୍ଯ୍ୟକ୍ରମ ୭୫ଟି ଜେଲରେ ଆୟୋଜନ କରାଯିବ । ଅଗଷ୍ଟ ୧୨ ତାରିଖରୁ ୧୫ ତାରିଖ ମଧ୍ୟରେ ଦେଶର ଗୁରୁତ୍ୱପୂର୍ଣ୍ଣ ଜେଲଗୁଡ଼ିକରେ...
ଭୁବନେଶ୍ୱର : ଫାର୍ମାସୀ ବିଜ୍ଞାନର ବିଭିନ୍ନ କ୍ଷେତ୍ରରେ ମିଳିତ ଭାବେ ଶିକ୍ଷା ପ୍ରଦାନ ଏବଂ ଗବେଷଣା ନିମନ୍ତେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଓ କୋଲ୍କାତା ସ୍ଥିତ ଯାଦବପୁର ବିଶ୍ୱବିଦ୍ୟାଳୟ ମଧ୍ୟରେ ଶୁକ୍ରବାର ଏକ ଚୁକ୍ତିପତ୍ର ସ୍ୱାକ୍ଷରିତ ହୋଇଯାଇଛି ।
ଏହି ଚୁକ୍ତିପତ୍ର ଅନୁଯାୟୀ ଦୁଇଟି ବିଶ୍ୱବିଦ୍ୟାଳୟର ଫ୍ୟାକଲ୍ଟି ଏବଂ ଛାତ୍ରଛାତ୍ରୀମାନେ ଫାର୍ମାସୀ ବିଜ୍ଞାନର ବିଭିନ୍ନ...
ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ମୟୁରଭଞ୍ଜ ଜିଲ୍ଲା ଗସ୍ତ କରି ସେଠାରେ ଦୁଇଟି ଗୁରୁତ୍ବପୂର୍ଣ୍ଣ ଜଳସେଚନ ପ୍ରକଳ୍ପ – ଦେଓ ଓ ସୁବର୍ଣ୍ଣରେଖା ପ୍ରକଳ୍ପ – ଲୋକାର୍ପିତ କରିଛନ୍ତି । ଏହାସହିତ ଜିଲ୍ଲାର ଅନେକ ବିକାଶମୂଳକ କାର୍ଯ୍ୟ ପାଇଁ ଭିତ୍ତିପ୍ରସ୍ତର ରଖିଛନ୍ତି। ଆଜି ମୟୁରଭଞ୍ଜର ରାସଗୋବିନ୍ଦପୁରସ୍ଥିତ ଟିକପଦା ଠାରେ ଆୟୋଜିତ ଏକ...
Baripada: Chief Minister Naveen Patnaik on Friday visited Mayurbhanj district and inaugurated two mega irrigation projects, which will provide irrigation facilities to more than 27, 000 hectares of land, benefiting more than 2.5 lakh farmers.
The Chief Minister has inaugurated...
Bhubaneswar: Four police officers from Odisha have been nominated to get the Union Home Minister’s Medal for Excellence in Investigation for the year 2022.
A total of 151 police personnel from various States and UTs including Odisha will get the...
ଭୁବନେଶ୍ୱର : ଗାଡିମୋଟରରେ ଉଚ୍ଚ ନିରାପତ୍ତା ନମ୍ବର ପ୍ଲେଟ ଲଗାଇବା ବାବଦରେ ରାଜ୍ୟ ସରକାର ଟଙ୍କାଟିଏ ପାଉନଥିବାବେଳେ ଲୋକଙ୍କ ହୀନସ୍ତାର କିନ୍ତୁ ସୀମା ନାହିଁ । ଏଥିପାଇଁ ଅର୍ଥଶ୍ରାଦ୍ଧ ସହିତ ଘଣ୍ଟା ଘଣ୍ଟା ଧରି ଧାଡିରେ ଛିଡା ହୋଇ କଲବଲ ହେଉଛନ୍ତି ।
୨୦୧୯ ଏପ୍ରିଲ ପହିଲା ପୂର୍ବରୁ ପଞ୍ଜିକୃତ ହୋଇଥିବା ପ୍ରତ୍ୟେକ ଯାନରେ ଉଚ୍ଚ...
ଭୁବନେଶ୍ୱର : ଆମ ରାଜ୍ୟରେ ୮୭ଟି ରକ୍ତ ଭଣ୍ଡାର ଥିବାବେଳେ ପଡୋଶୀ ପଶ୍ଚିମବଙ୍ଗରେ ୧୫୪, ଆନ୍ଧ୍ରପ୍ରଦେଶରେ ୨୨୧, ଛତିଶଗଡରେ ୧୧୮ଟି ରହିଛି । ତେବେ ରକ୍ତଭଣ୍ଡାର କ୍ଷେତ୍ରରେ ଉତ୍ତରପ୍ରଦେଶ ୪୬୦ଟି ସହିତ ଦେଶରେ ସର୍ବାଧିକ ରହିଥିବା କେନ୍ଦ୍ର ସରକାରଙ୍କ ପରିସଂଖ୍ୟାନରୁ ଜଣାପଡିଛି ।
ଏହି ସୂଚନା ଅନୁଯାୟୀ ଓଡିଶାରେ ଥିବା ୮୭ଟି ରକ୍ତଭଣ୍ଡାର ମଧ୍ୟରୁ ୬୩ଟି...









