ଭୁବନେଶ୍ୱର : ପ୍ରମୁଖ ଶାସନ ସଚିବ ଶ୍ରୀ ସଂଜୟ କୁମାର ସିଂହ ଆଜି ପୂର୍ବାହ୍ନରେ ସୂଚନା ଓ ଲୋକସଂପର୍କ ବିଭାଗର ଦାୟିତ୍ୱ ଗ୍ରହଣ କରିଛନ୍ତି । ବିଭାଗୀୟ ନିର୍ଦ୍ଦେଶକ ଶ୍ରୀ ଇନ୍ଦ୍ରମଣି ତ୍ରିପାଠୀ, ନିର୍ଦ୍ଦେଶକ(ବୈଷୟିକ) ଶ୍ରୀ ସୁରେନ୍ଦ୍ର ନାଥ ପରିଡ଼ା, ଯୁଗ୍ମ ସଚିବ ବିଷ୍ଣୁପ୍ରିୟା ସାହୁ ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହି...
ଭୁବନେଶ୍ୱର : ପିଲାମାନଙ୍କୁ ସନ୍ତରଣ ଶିଖାଇବା ସହିତ ସେମାନଙ୍କୁ ଜାତୀୟ ଓ ଆର୍ନ୍ତଜାତୀୟ ସ୍ତରରେ ଜଣେ ଜଣେ ସଫଳ କ୍ରୀଡାବିତ୍ ଭାବେ ପରିଚୟ ଦେବାପାଇଁ ରାଜ୍ୟର ୨୦ଟି ଜିଲ୍ଲାରେ ସନ୍ତରଣାଗାର (ସୁଇମିଙ୍ଗ୍ ପୁଲ୍) ପ୍ରତିଷ୍ଠା କରାଯିବ । ବର୍ତ୍ତମାନ ସୁଦ୍ଧା ୯ଟି ଜିଲ୍ଲାରେ ଏହା ପ୍ରତିଷ୍ଠା ସରିଲାଣି ।
ରାଜ୍ୟ କ୍ରୀଡା ଓ ଯୁବ ବ୍ୟାପାର...
ଭୁବନେଶ୍ୱର : ରାଜ୍ୟର ଅଣଟିକସ ରାଜସ୍ୱ ଆଦାୟ ମଇମାସ ଶେଷ ପର୍ଯ୍ୟନ୍ତ ପାଖାପାଖି ୫୦.୭୦ ପ୍ରତିଶତ ବୃଦ୍ଧି ପାଇଛି । ଖଣିଜ କ୍ଷେତ୍ରରୁ ଆଦାୟ ରାଜସ୍ୱ ବୃଦ୍ଧି ଫଳରେ ଏହା ସମ୍ଭବ ହୋଇପାରିଛି ।
ମଇ ଶେଷ ସୁଦ୍ଧା ଖଣି ଓ ଖଣିଜ କ୍ଷେତ୍ରରୁ ଅଣଟିକସ ରାଜସ୍ୱ ବାବଦରେ ୮୧୯୬.୧୮ କୋଟି ଟଙ୍କା ଆଦାୟ ହୋଇଛି...
Bhubaneswar: State has recorded nearly 50.70 per cent growth in non-tax revenue till May, 2022 due to robust growth in mining sector revenue.
The Mineral Sector collection by May 2022 was Rs. 8196.18 crore as against the collection of Rs. 5768.77 crore...
ଭୁବନେଶ୍ୱର : ରାଜ୍ୟରେ କରେନା ସଂକ୍ରମଣ ଧିରେ ଧିରେ କାୟା ମେଲାଇବା ସହିତ ଗତ ୨୪ଘଣ୍ଟା ମଧ୍ୟରେ ଏହା ୫୦ ଅତିକ୍ରମ କରିଛି । ମୋଟ୍ ସଂକ୍ରମଣ ମଧ୍ୟରୁ ଅଧାରୁ ଅଧିକ ଖୋରଧା ଜିଲ୍ଲାରୁ ରହିଥିବା ଜଣାଯାଇଛି ।
ଙ୍ଘଲରାଜ୍ୟ ସରକାରଙ୍କ ସୂଚନା ଅନୁଯାୟୀ ଚିହ୍ନଟ ହୋଇଥିବା ୫୧ ନୂଆ ସଂକ୍ରମିତଙ୍କ ମଧ୍ୟରୁ ୩୦ଜଣ କ୍ୱାରେଣ୍ଟାଇନ୍ରୁ...
ଭୁବନେଶ୍ୱର : ଓଡ଼ିଶାର ତିନୋଟି ସ୍ଥାନରେ ଯୋଗ ଦିବସ ସମାରୋହ ପାଳନ କରାଯିବ । କୋଣାର୍କ ସୂର୍ଯ୍ୟ ମନ୍ଦିର ପରିସରରେ ଆୟୋଜିତ ହେବାକୁ ଥିବା ଅନ୍ତର୍ଜାତୀୟ ଯୋଗ ଦିବସ କାର୍ଯ୍ୟକ୍ରମରେ କେନ୍ଦ୍ର ରେଳ, ସଞ୍ଚାର, ଇଲେକ୍ଟ୍ରୋନିକ୍ସ ଓ ଆଇଟି ମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ ଯୋଗ ଦେବେ ।
ପୁରୀ ବ୍ଲୁ ଫ୍ଲାଗ୍ ବିଚ୍ ପରିସରରେ...
ଭୁବନେଶ୍ୱର : ମାଲେସିଆ ସାଇବର ହ୍ୟାକରଙ୍କ ଆକ୍ରମଣରୁ ବର୍ତ୍ତିବାପାଇଁ ରାଜ୍ୟ ସାଇବର ସୁରକ୍ଷା କେନ୍ଦ୍ର ଆଜି କେତେକ ମାର୍ଗଦର୍ଶିକା ଜାରି କରିଛି । ପ୍ରଫେଟ ମହମ୍ମଦ ବିବାଦୀୟ ଘଟଣାରେ ଏହି ହ୍ୟାକରମାନେ ଏବେ ସରକାରୀ ୱେସାଇଟ୍କୁ ଆକ୍ରମଣ ଆରମ୍ଭ କରିଛନ୍ତି ।
ରାଜ୍ୟ ସାଇବର ସୁରକ୍ଷା କେନ୍ଦ୍ର ପକ୍ଷରୁ ଜାରି ମାର୍ଗଦର୍ଶିକାରେ କୁହାଯାଇଛି ଯେ ‘ଡ୍ରାଗନଫୋର୍ସ’...
ଭୁବନେଶ୍ୱର : ଜଗତସିଂହପୁର ଜିଲ୍ଲାର ପାରାଦୀପ ନିକଟବର୍ତ୍ତୀ ଢ଼ିଙ୍କିଆ ଅଞ୍ଚଳରେ ପ୍ରସ୍ତାବିତ ଇସ୍ପାତ କାରଖାନା ବିରୋଧରେ ଚାଲିଥିବା ଆନ୍ଦୋଳନକୁ ଦୁର୍ବଳ କରିଦେବା ପାଇଁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ବିଭେଦ ସୃଷ୍ଟି କରାଯାଉଥିବା ଘେନି ଗୁରୁତର ଅଭିଯୋଗ ହେଉଛି । ଏହି ବିଭେଦ ସୃଷ୍ଟି କାମରେ କେତେକ ସଙ୍ଗଠନ ଓ ବ୍ୟକ୍ତି ବିଶେଷ ପରଦା ଆଢ଼ୁଆଳରେ...
ଭୁବନେଶ୍ୱର : ଦିନକୁ ଦିନ ପାଠକମାନେ ପଢିବା ଭୁଲି ଯାଉଛନ୍ତି । ସେମାନଙ୍କୁ ସାହିତ୍ୟ ପ୍ରତି ଆକୃଷ୍ଟ କରିବାକୁ ହେଲେ ଶ୍ରୁତି ସାହିତ୍ୟର ଆବଶ୍ୟକତା ରହିଛି । ସେମାନେ ପଢିନପାରିଲେ ମଧ୍ୟ ସାହିତ୍ୟକୁ ଶୁଣି ଶୁଣି କାହାଣିକୁ ମନେ ରଖିବେ ଓ ସାହିତ୍ୟ ମନସ୍କ ହେବେ । ତେଣୁ ଆଗାମୀ ଦିନରେ ହିଁ କେବଳ...
Bhubaneswar: Come Presidential elections and Odisha Chief Minister Naveen Patnaik becomes the focal point of the national politics. This is not that Naveen just cheers over being in the attention of all and sundry in the Delhi Durbar, he...










