ଭୁବନେଶ୍ୱର : ଓଡିଶା ରାଜ୍ୟ ସଂଗ୍ରହାଳୟରେ ସ୍ୱାଧୀନତା ସଂଗ୍ରାମରେ ଓଡିଶା ଏବଂ ଓଡିଶାରେ ଗାନ୍ଧୀଜୀ ନାମରେ ଦୁଇଟି ଗ୍ୟାଲେରୀ ପ୍ରତିଷ୍ଠା କରିବାପାଇଁ ରାଜ୍ୟ ସରକାର ଆବଶ୍ୟକୀୟ ପରିମାଣର ଅର୍ଥ ମଞ୍ଜୁର କରିଥିବା ସତ୍ୱେ ଏହି ଗ୍ୟାଲେରୀ ଦୁଇଟିର କାମ ସରୁନାହିଁ କିମ୍ବା ତାହା ଲୋକାର୍ପିତ ହୋଇପାରୁ ନାହିଁ । ଏଥିଘେନି ବିିଭିନ୍ନ ମହଲରେ ପ୍ରଶ୍ନବାଚୀ...
ଭୁବନେଶ୍ୱର : ରାଜ୍ୟରେ ୨୦୧୦ ରୁ ବର୍ତ୍ତମାନ ସୁଦ୍ଧା ଗୋଟିଏ ହେଲେ ସୂତାକଳ, କଳତନ୍ତ ଓ ବୟନଶିଳ୍ପ ୟୁନିଟ୍‍ ପ୍ରତିଷ୍ଠା ହୋଇନାହିଁ । ସମବାୟ ଭିତ୍ତିରେ ଥିବା ଅଧିକାଂଶ ସୂତାକଳ ଅଚଳ । ବିଧାନସଭାରେ ଏହି ସୂଚନା ଦେଇଛନ୍ତି ରାଜ୍ୟ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ରୀତା ସାହୁ । ବିଜେପି ବିଧାୟକ ମୋହନ...
ଭୁବନେଶ୍ୱର : ରସୁଲପୁର ବ୍ଲକର ଜୈନେକ ଶିକ୍ଷକଙ୍କର ବୈଧ ସାର୍ଟିଫିକେଟ ଥାଇ ମଧ୍ୟ ତାଙ୍କୁ "ନକଲି ସାର୍ଟିଫିକେଟ କାହିଁକି ପ୍ରଦାନ କରିଛ ବୋଲି ବିଭାଗୀୟ ଅଧିକାରୀ କାରଣ ଦର୍ଶାଅ ନୋଟିସ ଜାରି କରିବା, ତାଙ୍କର ମାସିକ ଦରମାକୁ ତାଲିମପ୍ରାପ୍ତ ହାରରୁ ଅଣ ତାଲିମପ୍ରାପ୍ତ କରାଯିବା, ତଥା ତାଲିମପ୍ରାପ୍ତ ହାରରେ ସେ ନେଇଥିବା ଅଧିକ ଦରମା...
ଭୁବନେଶ୍ୱର : ସାମାଜିକ ସୁରକ୍ଷା ଯୋଜନାରେ ଦିଆଯାଉଥିବା ଭତ୍ତା ପରିମାଣ ବଢାଇବାର କୌଣସି ପ୍ରସ୍ତାବ ସରକାରଙ୍କର ବିଚାରାଧିନ ନାହିଁ । ବିଜେପି ବିଧାୟିକା କୁସୁମ ଟେଟେଙ୍କ ପ୍ରଶ୍ନର ଉତ୍ତରରେ ଏହି ସୂଚନା ଦେଇଛନ୍ତି ରାଜ୍ୟ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଅଶୋକ ପଣ୍ଡା । ମନ୍ତ୍ରୀ ତାଙ୍କ ଉତ୍ତରରେ ଦର୍ଶାଇଛନ୍ତି ଯେ ଆମ...
ଭୁବନେଶ୍ୱର : ରାଜଧାନୀରେ ଥିବା ନିକୋ ପାର୍କର ପୁନରୁଦ୍ଧାର କରିବେ ମହିଳା ସ୍ୱୟଂ ସହାୟିକା ଗୋଷ୍ଠି (ଏସଏଚଜି) । ଏଥିପାଇଁ ୨୨ଟି ଏସଏଚଜିଙ୍କୁ ଦାୟିତ୍ୱ ଦିଆଯାଇଛି । ରାଜ୍ୟ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ତରଫରୁ ସହରାଞ୍ଚଳ ଜଳାଶୟ ପୁନରୁଦ୍ଧାର ଓ ନବୀକରଣ ଉପରେ ଆଜିି ଆୟୋଜିତ କର୍ମଶାଳାରେ ଏହି ସୂଚନା...
ଭୁବନେଶ୍ୱର : ଚାଷୀ ପ୍ରସଙ୍ଗରେ ଉଭୟ ବିରୋଧି ଓ ଶାସକ ଦଳର ସଦସ୍ୟମାନେ ଗୃହ ମଧ୍ୟଭାଗରେ ଆସି ହୋ ହଲ୍ଲା କରିବାରୁ ଆଜି ବିଧାନସଭାର କାର୍ଯ୍ୟ ଚାଲିପାରି ନାହିଁ । ବାଚସ୍ପତି ବିକ୍ରମ କେଶରୀ ଆରୁଖ ଗୃହକୁ ବାରମ୍ବାର ମୁଲତବି ରଖିବା ସହିତ ସର୍ବଦଳୀୟ ବୈଠକ ଡାକିଥିଲେ ମଧ୍ୟ ଏଥିରୁ କିଛି ସୁଫଳ ମିଳିନାହିଁ...
ଭୁବନେଶ୍ୱର : ରାଜ୍ୟର ବିଭିନ୍ନ ସ୍ଥାନରେ ଶୀତ ପଡିବା ଆରମ୍ଭ ହୋଇଗଲାଣି। କୋରାପୁଟ, କନ୍ଧମାଳ ଆଦି ଆଭ୍ୟନ୍ତରୀଣ ଅଞ୍ଚଳରେ ତାପମାତ୍ରରେ ବିଶେଷ ହ୍ରାସ ଘଟିବା ସହିତ ଆଗାମୀ ଦିନରେ ଶୀତର ପ୍ରକୋପ ଆହୁରି ବୃଦ୍ଧି ପାଇବ ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଆଜି ରାଜ୍ୟରେ ଶୀତ ଲହରୀ ଏବଂ ଗରିବ ଲୋକଙ୍କୁ...
Panaji: Mukesh Chhabra, the driving force behind the streamlining of casting field in the Indian Film Industry and Kshitij Mehta, another well-known name in the field of casting in India, participated today in an “In-Conversation” session which was organised...
Bhubaneswar: The Central Government released an amount of Rs.524 Crore to Odisha  towards the balance GST compensation for the period April to June, 2022. In fact the union Government has released 17,000 crore to States and Union Territories (UT)s on...
ଭୁବନେଶ୍ୱର : ବିଖ୍ୟାତ ଷ୍ଟାନ୍‌ଫୋର୍ଡ ବିଶ୍ୱବିଦ୍ୟାଳୟ ଦ୍ୱାରା ପ୍ରସ୍ତୁତ ପୃଥିବୀର ୨ ପ୍ରତିଶତ ଶ୍ରେଷ୍ଠ ବୈଜ୍ଞାନିକମାନଙ୍କ ୨୦୨୨ ମସିହା ତାଲିକାରେ ସ୍ଥାନୀତ ହୋଇଥିବା ସୋଆ ବିଶ୍ୱବିଦ୍ୟାଳୟର ଗବେଷକମାନଙ୍କୁ ବିଶ୍ୱବିଦ୍ୟାଳୟ ଦ୍ୱାରା ଶୁକ୍ରବାର ସମ୍ବର୍ଦ୍ଧିତ କରାଯାଇଛି । ସୋଆର ୧୬ ଜଣ ଗବେଷକଙ୍କୁ ଏହି ତାଲିକାରେ ସ୍ଥାନ ମିଳିଥିଲେ ମଧ୍ୟ ସେମାନଙ୍କ ମଧ୍ୟରୁ ୧୨ ଜଣ ଏହି...