ଭୁବନେଶ୍ୱର : ଓଡ଼ିଶାରେ ସାଇବର୍‍ ଅପରାଧ ବଢିବା ସହିତ ପ୍ରାୟ ପ୍ରତିଦିନ ଲୋକେ ସାଇବର୍‍ ଠକେଇର ଠିକାର ହେଉଥିବାବେଳେ ଏ ଧରଣର ଅପରାଧରେ ଦଣ୍ଡବିଧାନ ପ୍ରାୟ ହେଉ ନଥିବାରୁ ସମସ୍ୟା ଜଟିଳତର ହେଉଛି । ସାଇବର୍‍ ଓ ଅର୍ଥନୈତିକ ଅପରାଧର ତଦନ୍ତ ଓ ମାମଲା ପରିଚାଳନା ପାଇଁ ୧୪ଟି ସ୍ୱତନ୍ତ୍ର ଥାନା ଭୁବନେଶ୍ୱର, କଟକ, ପୁରୀ,...
Bhubaneswar: Additional Chief Secretary (ACS) Forest, Environment and Climate Change, Satyabrata Sahu on Saturday held a high-level meeting to manage rising forest fire incidents in Odisha. He urged senior forest officials for control of forest fire. Expressing concern over the...
ଭୁବନେଶ୍ୱର : ଭୁବନେଶ୍ୱର ସ୍ମାର୍ଟସିଟି କର୍ତ୍ତୃପକ୍ଷ ୧୯ଟି ପ୍ରକଳ୍ପର କାର୍ଯ୍ୟ ସମ୍ପୂର୍ଣ୍ଣ କରିଥିବାବେଳେ ଏଥିରୁ ଅନେକ ପ୍ରକଳ୍ପରୁ ଲୋକେ ଯେଭଳି ସୁଫଳ ପାଇବାକଥା ତାହା ପାଇପାରୁ ନାହାନ୍ତି । ବିଶେଷକରି ସ୍ମାର୍ଟ ଜନପଥ, ମୋ ସାଇକେଲ, ମୋ ବସସେବା, ବହୁତଳୀୟ ପାର୍କିଂ ବ୍ୟବସ୍ଥା ଆଦି ଜନଜୀବନକୁ ସେଭଳି ସହଜ କରିପାରି ନାହିଁ । ସ୍ମାର୍ଟ ସିଟି...
ଭୁବନେଶ୍ୱର : ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଏଗ୍ରିକଲ୍‌ଚରାଲ୍ ସାଇନ୍‌ସେସ୍ (ଆଇଏଏସ୍‌) ପରିସରରେ ଜି-୨୦ଅଧ୍ୟକ୍ଷତା ପାଳନ ପରିପ୍ରେକ୍ଷୀରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ଏହି ଆଲୋଚନା ଚକ୍ରରେ ବରିଷ୍ଠ ପ୍ରଶାସକ ତଥା କେନ୍ଦ୍ର ମତ୍ସ୍ୟ, ପଶୁ ସମ୍ପଦ ବିଭାଗର ସଚିବ ଶ୍ରୀ ଜତୀନ୍ଦ୍ର ନାଥ ସ୍ୱାଇଁ ମୁଖ୍ୟ ଅତିଥି...
ଭୁବନେଶ୍ୱର : ବିଗତ କିଛି ଦିନର ବର୍ଦ୍ଧିତ ବନାଗ୍ନିକୁ ପ୍ରଶମନ କରିବା ପାଇଁ ଏକ ଜରୁରୀକାଳୀନ ସମୀକ୍ଷା ବୈଠକ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଏବଂ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସତ୍ୟବ୍ରତ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଅତିରିକ୍ତ ମୁଖ୍ୟ ଶାସନ...
Bhubaneswar: To facilitate digital payment in Government services, the State Government on Saturday signed MoUs with National Payments Corporation of India (NPCI) and Paytm. The MoU with NPCI will help increase digital transactions in the government operation by effective use...
ଭୁବନେଶ୍ୱର : ଓଡ଼ିଶା ଇଲେକ୍ଟ୍ରୋନିକ୍ସ, ସୂଚନା ଓ ପ୍ରଯୁକ୍ତି ବିଦ୍ୟା ବିଭାଗ ଏବଂ ନ୍ୟାସନାଲ ପେମେଣ୍ଟ କର୍ପୋରେଶନ ଇଣ୍ଡିଆ ମିଳିତ ଆନୁକୁଲ୍ୟରେ ଓଡ଼ିଶାରେ ପ୍ରଥମଥର ପାଇଁ ଆଜି ଏକ ଦିବସୀୟ “ଓଡ଼ିଶା ଫିନଟେକ୍ ଫେଷ୍ଟିଭାଲ୍ -୨୦୨୩ ” ଅନୁଷ୍ଠିତ ହୋଇଯାଇଛି । ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଏହି କାର୍ଯ୍ୟକ୍ରମକୁ ଆଭାସୀ ଉପସ୍ଥିତି ମାଧ୍ୟମରେ...
ନୂଆଦିଲ୍ଲୀ : ଏଣିକି କେନ୍ଦ୍ରୀୟ ସଶସ୍ତ୍ର ପୁଲିସ ବାହିନୀ (ସିଏପିଏଫ) ପାଇଁ ଓଡ଼ିଆ, ହିନ୍ଦୀ ଓ ଇଂରାଜୀ ବ୍ୟତୀତ ୧୩ଟି ଆଞ୍ଚଳିକ ଭାଷାରେ କନେଷ୍ଟବଳ (ଜେନେରାଲ ଡ୍ୟୁଟୀ) ପରୀକ୍ଷା ଆୟୋଜନ କରାଯିବ । ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଏହି ଐତିହାସିକ ନିଷ୍ପତ୍ତି ନେଇଛି କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ। ଏ ସଂକ୍ରାନ୍ତ ପ୍ରସ୍ତାବକୁ ସ୍ୱରାଷ୍ଟ୍ର...
New Delhi: In a landmark decision under the leadership of Prime Minister Narendra Modi, Ministry of Home Affairs has approved conducting Constable (General Duty) examination for Central Armed Police Forces (CAPFs) in 13 regional languages, in addition to Hindi...
Bhubaneswar: Ace Mandarin Vir Vikram Yadav has brought laurels for the State. Principal Secretary Food Supplies and Consumer Welfare Shri Yadav has been honoured in USA with Global Planet Purpose Award: Drive For Results. CMO Odisha has tweeted: Using real...