Bhubaneswar: Odisha, which is a very-rich with natural resources, has found places in top 5 positions in the first-ever Census of water bodies conducted by the Ministry of Jal Shakti. The Department of Water Resources, River Development and Ganga Rejuvenation...
ଭୁବନେଶ୍ୱର : କେନ୍ଦ୍ର ସରକାର ଭାରତ ରତ୍ନ ସମ୍ମାନ ପ୍ରଚଳନ କରିବା ଠାରୁ ଏଯାବତ୍‍ ଓଡିଶାର କାହାକୁ ଏହା ପ୍ରଦାନ କରାଯାଇ ନାହିଁ । ବିଧାନସଭା ଭିତରେ ଓ ବାହାରେ ଏ ସଂକ୍ରାନ୍ତରେ ବାରମ୍ବାର ଆଲୋଚନା ହୋଇଥିଲେ ବି କେନ୍ଦ୍ର ସରକାରଙ୍କ ଭାରତ ରତ୍ନ ତାଲିକାରେ କୌଣସି ଓଡିଆ ସ୍ଥାନ ପାଇନାହାନ୍ତି । ସ୍ୱତନ୍ତ୍ର ଓଡିଶା...
ଭୁବନେଶ୍ୱର : ଆଇନ୍‍ ମୁତାବକ ଟିକସ ଦାଖଲ କରୁନଥିବା ଗାଡିମୋଟରକୁ ଧରି ସେମାନଙ୍କ ଠାରୁ ଅର୍ଥ ଆଦାୟ ପାଇଁ ପରିବହନ ବିଭାଗ ଟୋଲ ଗେଟ୍‍ରେ ଖଞ୍ଜିଥିବା ଯନ୍ତ୍ରରେ ଏବେ ଦୁଇ ଚକିଆ ଯାନର ପରମିଟ୍‍ କଟୁଛି । ଖାଲି କଟୁନି, ପରମିଟ୍‍ ନଥିବାରୁ ୧୦ହଜାର ଟଙ୍କାର ଜୋରିମାନା ଲଗାଇ ତାହା ପଇଠ ପାଇଁ ନୋଟିସ୍‍...
ଭୁବନେଶ୍ୱର : ଓଡିଶା ସରକାର ଆଉ ୧୦ବର୍ଷ ପାଇଁ ଅର୍ଥାତ୍‍ ୨୦୩୩ ମସିହା ପର୍ଯ୍ୟନ୍ତ ଭାରତୀୟ ପୁରୁଷ ଓ ମହିଳା ହକି ଦଳର ପ୍ରାୟୋଜକ ରହିବେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ରାଜ୍ୟ କ୍ୟାବିନେଟ୍‍ ବୈଠକ ଆଜି ଏହି ପ୍ରସ୍ତାବକୁ ସବୁଜ ସଙ୍କେତ ଦେଇଛି । କ୍ୟାବିନେଟ୍‍ ନିଷ୍ପତ୍ତି ସଂକ୍ରାନ୍ତରେ ସୂଚନା ଦେଇ...
Washington: Today, the U.S. Department of Agriculture (USDA) announced the appointment of Manjit K. Misra as the new Director of the National Institute of Food and Agriculture (NIFA). The NIFA Director leads the agency’s work in advancing agricultural research,...
ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମ ମନ କୀ ବାତ୍‌ ସମ୍ପର୍କରେ ଦେଶର ୯୬ ପ୍ରତିଶତ ଜନସଂଖ୍ୟା ଅବଗତ ଅଛନ୍ତି । ଏହି କାର୍ଯ୍ୟକ୍ରମ ଦେଶର ୧୦୦ କୋଟି ଶ୍ରୋତାଙ୍କ ନିକଟରେ ପହଞ୍ଚିପାରିଛି, ଯେଉଁମାନେ ମନ କୀ ବାତ୍‌ ସମ୍ପର୍କରେ ଅବଗତ ଅଛନ୍ତି କିମ୍ବା ଅତିକମରେ ଥରେ ଏହି...
ଭୁବନେଶ୍ୱର : ଝାରସୁଗୁଡ଼ା ଜିଲ୍ଲାର ୭-ଝାରସୁଗୁଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀର ଉପନିର୍ବାଚନ ପାଇଁ ସମୁଦାୟ ୧୦ ଜଣ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଥିଲେ । ଆଜି ଥିଲା ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିବାର ଶେଷ ଦିବସ । ଭୁବନେଶ୍ୱର ଗର୍ତିଆ ନାମକ ଜଣେ ପ୍ରାର୍ଥୀ ତାଙ୍କର ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିନେବାରୁ ଉପନିର୍ବାଚନ ମଇଦାନରେ ୯ ଜଣ...
Bhubaneswar: The Siksha ‘O’ Anusandhan (SOA) Deemed to be University here on Monday signed a Memorandum of Understanding (MoU) with UST Product Engineering, a company engaged in IT services and solutions, for mutual collaboration. As per the agreement, UST Product...
ଭୁବନେଶ୍ୱର : ପାରସ୍ପରିକ ସହଭାଗିତା ନିମନ୍ତେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଏବଂ ଆଇଟି ସର୍ଭିସେସ୍ ଓ ସଲ୍ୟୁସନ୍ସ କ୍ଷେତ୍ରରେ କାର୍ଯ୍ୟରତ ଥିବା କମ୍ପାନୀ ୟୁଏସ୍‌ଟି ପ୍ରଡକ୍ଟ ଇଞ୍ଜିନିୟରିଂ ମଧ୍ୟରେ ସୋମବାର ଏଠାରେ ଏକ ବୁଝାମଣା ସ୍ୱାକ୍ଷରିତ ହୋଇଛି । ଏହି ବୁଝାମଣାଟି ସୋଆର ପ୍ରୋ- ଭାଇସ୍ ଚାନ୍‌ସେଲର ପ୍ରଫେସର ଶିତିକଣ୍ଠ ମିଶ୍ର ଏବଂ ୟୁଏସ୍‌ଟି...
Bhubaneswar: Apprehending a possible terror attack in the State, senior BJP leader and Bargarh MP Suresh Pujari on Monday demanded NIA probe into Sambalpur violence incidents and its possible link with Guddu Muslim, the associate of Uttar Pradesh’s gangster...