Bhubaneswar: Odisha Legislative Assembly on Monday witnessed a pandemonium as Opposition BJP and Congress MLAs created a ruckus inside the House alleging leakage of class-X board exam question paper ahead of the last day exam. However, School and Mass...
Bhubaneswar: The State Government is moving forward to transform Odisha as the steel hub of India by raising the steel production to 100 MTPA by 2030. In this direction, the State is planning to set up 13 new steel...
ଭୁବନେଶ୍ୱର : ଓଡିଶାରେ ଅବକାରୀ ରାଜସ୍ୱର ଅଭିବୃଦ୍ଧି ବେଶ୍‍ ସନ୍ତୋଷଜନକ । ୨୦୦୦-୦୧ ବର୍ଷ ବେଳକୁ ରାଜ୍ୟରେ ଅବକାରୀ ରାଜସ୍ୱ ପରିମାଣ ପ୍ରାୟ ୧୩୫ କୋଟି ଟଙ୍କା ଥିବାବେଳେ ୨୦୨୧ରେ ଏହା ୫୫୨୮ କୋଟି ଟଙ୍କାକୁ ଟପିଥିଲା ଏବଂ ଚଳିତବର୍ଷ ଏହାର ପରିମାଣ ୫୬୦୦ କୋଟି ଟଙ୍କାକୁ ଟପିଯିବ ବୋଲି ଆଶା କରାଯାଉଛି । ସରକାରୀ...
ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗରେ ୨ଲକ୍ଷ ୨୬ହଜାରରୁ ଅଧିକ ପଦବୀ ଖାଲି ପଡିଥିବାବେଳେ ପାଖାପାଖି ୪ଲକ୍ଷ କର୍ମଚାରୀ କାର୍ଯ୍ୟରତ ଅଛନ୍ତି । ଆଜି ବିଧାନସଭାରେ ଏହି ସୂଚନା ଦେଇଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ । ବିଜେପି ବିଧାୟିକା କୁସୁମ ଟେଟେଙ୍କ ଏକ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ଶ୍ରୀ ପୂଜାରୀ ଦର୍ଶାଇଛନ୍ତି ଯେ ବିଭିନ୍ନ...
ଭୁବନେଶ୍ୱର : ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନାଙ୍କ ଅଧ୍ୟକ୍ଷତାରେ ବିଦ୍ୟୁତ୍‌ ଆବଣ୍ଟନ ସଂସ୍କାର କମିଟି ବୈଠକ ଅନୁଷ୍ଠିତ ହୋଇଛି । ପୁନଃନିର୍ମାଣ ଆବଣ୍ଟନ କ୍ଷେତ୍ରୀୟ ଯୋଜନା ଅଧିନସ୍ଥ କ୍ରିୟାନୁଷ୍ଠାନ ଏବଂ ତତ୍‌ସଂକ୍ରାନ୍ତୀୟ ବିସ୍ତୃତ ପ୍ରକଳ୍ପ ରିପୋର୍ଟକୁ ଏହି କମିଟି ନୀତିଗତ ଭାବେ ଅନୁମୋଦନ କରିଛି । ଏହାକୁ କେନ୍ଦ୍ର ସରକାରଙ୍କ ଶକ୍ତି ମନ୍ତ୍ରଣାଳୟକୁ...
ଭୁବନେଶ୍ୱର : ଆମ ହସ୍ପିଟାଲ ଯୋଜନା ଅନ୍ତର୍ଭୁକ୍ତ ହସ୍ପିଟାଲ ଗୁଡିକର ରୂପାନ୍ତରଣ କାର୍ଯ୍ୟ ତ୍ୱରାନ୍ୱିତ କରିବା ଉପରେ ରାଜ୍ୟ ସରକାର ଗୁରୁତ୍ୱ ଆରୋପ କରିଛନ୍ତି । ଏଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନକ୍ରମେ ପ୍ରକଳ୍ପର ପ୍ରଶାସନିକ ଅନୁମୋଦନ କ୍ଷମତା ସଂପୃକ୍ତ ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଛି । ଫଳରେ ଏଥିପାଇଁ ହେଉଥିବା ବିଳମ୍ବ ଏଡାଯାଇ ପାରିବ ଏବଂ...
ଭୁବନେଶ୍ୱର : କୃଷକମାନଙ୍କୁ ଜଳବାୟୁ ପରିବର୍ତନ ସହିତ ତାଳ ଦେଇ କୃଷିକାର୍ଯ୍ୟ କରିବା ତଥା  ଅତ୍ୟାଧୁନିକ କୃଷି ପ୍ରଣାଳୀରେ ଅଭ୍ୟସ୍ତ କରାଇବାର ଲକ୍ଷ୍ୟ ନେଇ ସାମାଜିକ ଉଦ୍ୟୋଗ ଲାଇଭ୍‌ଲିହୁଡ୍ ଅଲ୍ଟରନେଟିଭ୍‌ସ, ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ରୁରାଲ୍ ମ୍ୟାନେଜମେଂଟ ଆନନ୍ଦ (ଇର୍ମା)-ଆଇସିଡ୍ ଫାଉଣ୍ଡେସନ୍‌, ପେସ୍ ଫାଉଣ୍ଡେସନ୍ ଏବଂ ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ମିଳିତ ଭାବେ ଆୟୋଜିତ...
ଭୁବନେଶ୍ୱର : ଯେଉଁ ମଦ ବେପାର ପର ଘର ଭାଙ୍ଗେ ସେଥିରୁ ରାଜସ୍ୱ ପାଇବାପାଇଁ ସରକାର ଆଗ୍ରହ ପ୍ରକାଶ କରୁଛନ୍ତି କାହିଁକି ? ସମାଜରେ ଶୃଙ୍ଖଳା ଓ ସଂସ୍କାର ପ୍ରତିଷ୍ଠା ପରିବର୍ତ୍ତେ ଘରେ ଘରେ ମଦୁଆ ସୃଷ୍ଟି କରିବା ଏବଂ ପର ଘର ଭାଙ୍ଗିବା କାର୍ଯ୍ୟରୁ ସରକାର ନିବୃତ୍ତ ରହିବେ କି ? ଏଥି...
ଭୁବନେଶ୍ୱର : ରାଜ୍ୟରେ ଛଅ ମାସରୁ ୫ବର୍ଷର ଅଧିକାଂଶ ଶିଶୁ ରକ୍ତହୀନତାର ଶିକାର । ଅଧିକାଂଶ ଜିଲ୍ଲାରେ ଏମାନଙ୍କ ସଂଖ୍ୟା ୬୦ ପ୍ରତିଶରୁ ଅଧିକ ରହିଛି । ନିକଟରେ ରାଜ୍ୟ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ବାସନ୍ତି ହେମ୍ବ୍ରମ ବିଧାନସଭାରେ ଶିଶୁମାନଙ୍କ ପୁଷ୍ଟି ବାବଦରେ ରଖିଥିବା ତଥ୍ୟରୁ ଏହା ଜଣାଯାଇଛି । ଏହି ସୂଚନା...
ଭୁବନେଶ୍ୱର : ଆଦିବାସୀ ପ୍ରଦର୍ଶନୀ ପଡ଼ିଆରେ ମାର୍ଚ୍ଚ ୧୩ ତାରିଖରୁ ଆରମ୍ଭ ହୋଇଥିବା ଜାତୀୟ ଜନଜାତି କଳାବସ୍ତୁ ପ୍ରଦର୍ଶନୀ-୨୦୨୩ ଆଜି ଉଦ୍‌ଯାପିତ ହୋଇଯାଇଛି । ଏହି ଜାତୀୟ ଜନଜାତି କଳାବସ୍ତୁ ପ୍ରଦର୍ଶନୀରେ ଭାରତର ବିଭିନ୍ନ ରାଜ୍ୟ ଯଥା ଆନ୍ଧ୍ରପ୍ରଦେଶ, ଅରୁଣାଚଳ ପ୍ରଦେଶ, ଛତିଶଗଡ଼, ଗୁଜୁରାଟ, ଝାରଖଣ୍ଡ, କେରଳ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ରାଜସ୍ଥାନ, ତାମିଲନାଡ଼ୁ, ତେଲେଙ୍ଗାନା,...