Bhubaneswar: Principal Secretary Industries Hemant Sharma today welcomed the investors in the plastic and packaging industry and assured the investors of a red-carpet welcome in the State.
Shri Sharma was speaking at the Packaging Conclave organised here by the Bengal...
ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ବାରମ୍ବାର ତାଗିଦା ସତ୍ତ୍ୱେ ଅନେକ କର୍ମଚାରୀ ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ସମ୍ପତ୍ତି ତାଲିକା ଦାଖଲ କରୁନଥିବାରୁ ଏ ସଂକ୍ରାନ୍ତରେ ବିଭାଗୀୟ କର୍ତ୍ତୃପକ୍ଷ ଏବେ କଠୋର ଆଭିମୁଖ୍ୟ ଗ୍ରହଣ କରୁଛନ୍ତି । ସମ୍ପତ୍ତି ତାଲିକା ଦାଖଲ କରୁନଥିବା ରାଜ୍ୟ ସରକାରୀ କର୍ମଚାରୀମାନଙ୍କୁ କେତେକ ବିଭାଗ ପଦୋନ୍ନତି ଦେଉ ନଥିବାବେଳେ...
ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ କୌଶଳ ବିକାଶ ଯୋଜନା (ପିଏମ୍କେଭିୱାଇ)ରେ ଓଡ଼ିଶାର ଆଦିବାସୀ ଯୁବକ ଯୁବତୀମାନେ ତାଲିମ ନେବାକୁ ସେତେଟା ଆଗ୍ରହ ପ୍ରକାଶ କରୁନାହାନ୍ତି । ୨୦୧୯-୨୦ ବର୍ଷରେ ୧୨ହଜାରରୁ ଅଧିକ ଯୁବକ ଯୁବତୀ ଏହି କେନ୍ଦ୍ରୀୟ ଯୋଜନାରେ ତାଲିମ ନେଇଥିବାବେଳେ ୨୦୨୨-୨୩ରେ ଏମାନଙ୍କ ସଂଖ୍ୟା ଦୁଇ ହଜାର ତଳକୁ ଖସି ଆସିଛି ।
ପିଏମ୍କେଭିୱାଇ ଯୋଜନାରେ...
ଭୁବନେଶ୍ୱର : ରାଜ୍ୟରେ ବିସ୍ତୃତ ଜଳସମ୍ପଦ ରହିଥିବା ପରିପ୍ରେକ୍ଷୀରେ ମାଛ ଉତ୍ପାଦନ ଓ ରପ୍ତାନୀର ବ୍ୟାପକ ସୁଯୋଗ ରହିଛି । ୨୦୨୨-୨୩ ମସିହାରେ ରାଜ୍ୟର ମୋଟ ୪୮୦୭ କୋଟି ଟଙ୍କାର ମାଛ ବିଦେଶକୁ ରପ୍ତାନୀ ହୋଇଥିବାବେଳେ ଉତ୍ପାଦିତ ମତ୍ସ୍ୟକୁ ପ୍ରକି୍ରୟାକରଣ ମାଧ୍ୟମରେ ମୂଲ୍ୟଯୁକ୍ତ କରିପାରିଲେ ଅଧିକ ବୈଦେଶିକ ମୁଦ୍ରା ଉପାର୍ଜନ ହୋଇପାରିବ ।
ରାଜ୍ୟରେ କୃଷି...
ପୁରୀ : ଶ୍ରୀମନ୍ଦିର ରତ୍ନଭଣ୍ଡାରର ଯାଞ୍ଚ ପାଇଁ ସହମତି ପ୍ରକାଶ ପାଇଛି । ୨୦୨୪ ରଥଯାତ୍ରା ସମୟରେ ଏହି ଯାଞ୍ଚ କରାଯିବ । ଆଜି ଏଠାରେ ଅନୁଷ୍ଠିତ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଥିବା ନେଇ ସୂଚନା ଦେଇଛନ୍ତି ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ।
ସେହିଭଳି ଏହା ପୂର୍ବରୁ ଏକ ବୈଷୟିକ...
Puri: The Jagannath Temple Managing Committee has given its approval for reopening of the Ratna Bhandar during next Rath Jatra 2024 for structural inspection.
In its crucial meeting held today, the Temple Managing Committee has decided to recommend the State...
Bhubaneswar: Four months after his appointment as State BJP President, Manmohan Samal has finally prepared its team to fight with the BJD in 2024. There are 10 Vice Presidents, 5 General Secretaries and 10 Secretaries in his team.
The BJP...
ଭୁବନେଶ୍ୱର : ରାଜ୍ୟର ସହରାଞ୍ଚଳକୁ ପରିଷ୍କାର ପରିଚ୍ଛନ ରଖିବାପାଇଁ ସ୍ୱଚ୍ଛ ଭାରତ ମିଶନ (ସହରାଞ୍ଚଳ) ର ଦୁଇଟି ପର୍ଯ୍ୟାୟରେ ଓଡିଶାକୁ ୧୧୯୩ କୋଟି ଟଙ୍କା ମଞ୍ଜୁର ହୋଇଛି । ମିଶନର ପ୍ରଥମ ପର୍ଯ୍ୟାୟ ଅବଧି ୨୦୧୪ ରୁ ୨୦୨୧ ପର୍ଯ୍ୟନ୍ତ ଥିବାବେଳେ ଦ୍ୱିତୀୟ ପର୍ଯ୍ୟାୟ ୨୦୨୧ ରୁ ୨୦୨୬ ପର୍ଯ୍ୟନ୍ତ କାର୍ଯ୍ୟକାରୀ ହେଉଛି ।
ବିଜେଡି...
ଭୁବନେଶ୍ୱର : ଜଳ ଜୀବନ ମିଶନ (ସହରାଞ୍ଚଳ) ଏବଂ ଅମୃତ ଯୋଜନାର ଦ୍ୱିତୀୟ ପର୍ଯ୍ୟାୟରେ ଓଡିଶାରେ ବିଭିନ୍ନ ପ୍ରକଳ୍ପ କାର୍ଯ୍ୟକାରୀ ପାଇଁ କେନ୍ଦ୍ର ସରକାର ୧୩୭୩ କୋଟି ଟଙ୍କା ମଞ୍ଜୁର କରିଛନ୍ତି । କେନ୍ଦ୍ର ଗୃହ ଏବଂ ସହରାଞ୍ଚଳ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ କୌଶଳ କିଶୋର ଆଜି ଲୋକସଭାରେ ଏହି ସୂଚନା ଦେଇଛନ୍ତି ।
ବିଜେଡି ସାଂସଦ...
ନୂଆଦିଲ୍ଲୀ : ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ (ଏନ୍ଏଚ୍ଏଆଇ) ନାଗରିକ- କେନ୍ଦ୍ରିକ ଏକୀକୃତ ମୋବାଇଲ୍ ଆପ୍ଲିକେସନ୍ ‘ରାଜମାର୍ଗଯାତ୍ରା' ର ଶୁଭାରମ୍ଭ ସହିତ ରାଜପଥ ବ୍ୟବହାରକାରୀ ମାନଙ୍କ ଅଭିଜ୍ଞତାକୁ ମଜଭୁତ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛି ।
ଏହି ଉପଭୋକ୍ତା - ଅନୁକୂଳ ଆପ୍ ବର୍ତ୍ତମାନ ଉଭୟ ଗୁଗୁଲ୍ ପ୍ଲେ ଷ୍ଟୋର୍ ଏବଂ ଆଇଓଏସ୍...










