ନୂଆଦିଲ୍ଲୀ : ୭୭ତମ ସ୍ୱାଧୀନତା ଦିବସ ସମାରୋହରେ ଯୋଗ ଦେବା ପାଇଁ ଦେଶର ବିଭିନ୍ନ ସ୍ଥାନରୁ ୧୮ଶହ ସ୍ୱତନ୍ତ୍ର ଅତିଥିଙ୍କୁ ନିମନ୍ତ୍ରଣ କରାଯାଇଛି । ଏମାନଙ୍କ ମଧ୍ୟରେ ଅଛନ୍ତି ଓଡ଼ିଶାର ବହୁ ଚାଷୀ, ମତ୍ସ୍ୟଜୀବୀ, ମନରେଗା ଶ୍ରମିକ ଏବଂ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନାର ହିତାଧିକାରୀ ।
ଓଡ଼ିଶାରୁ ନିମନ୍ତ୍ରିତ ଅତିଥିଙ୍କ ମଧ୍ୟରୁ ବଲାଙ୍ଗୀର ଜିଲ୍ଲା...
ଭୁବନେଶ୍ୱର : ରସାୟନ ଏବଂ ଜୈବିକ ବିଜ୍ଞାନ କ୍ଷେତ୍ରରେ ଗବେଷଣାକୁ ନେଇ ସହଭାଗିତା କରିବା ଦିଗରେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଏବଂ କୋଲକାତା ସ୍ଥିତ ଟିସିଜି ଲାଇଫ୍ସାଇନ୍ସେସ୍ ଲିମିଟେଡ୍ (ଟିସିଜିଏଲ୍ଏସ୍) ମଧ୍ୟରେ ଶନିବାର ଏକ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି ।
ବୁଝାମଣା ଅନୁଯାୟୀ ଜାତୀୟ ଓ ଆନ୍ତଜାର୍ତୀକ ଅନୁଦାନ ସଂସ୍ଥା ର ସହାୟତା...
Bhubaneswar: Odisha BJP State President Manmohan Samal recently said the saffron party will spring a surprise when the results of the 2024 elections are out. Shri Samal means that despite all speculations of BJD forming Government for the sixth...
Guwahati: The Ministry of Women and Child Development (MoWCD), Government of India organized the fifth one day Regional Symposium on Child Protection, Child Safety and Child Welfare held here on 13 August.
The Symposium was graced by Munjapara Mahendrabhai, Minister...
Bhubaneswar: Siksha ‘O’ Anusandhan (SOA) Deemed to be University here on Saturday signed an MoU with TCG Lifesciences Limited (TCGLS), Kolkata to undertake collaborative research programs in the area of chemical and biological sciences.
According to the MoU, SOA and...
ଭୁବନେଶ୍ୱର : ରାଜଧାନୀରେ ଏବେ ଚାଲିଛି ସ୍ୱଚ୍ଛ ସର୍ବେକ୍ଷଣ । ନିଜ ନିଜ ଅଞ୍ଚଳ କେତେ ସ୍ୱଚ୍ଛ ସେ ନେଇ ନାଗରିକମାନେ ମତ ରଖିବେ । ଏଥିପାଇଁ ବିଏମ୍ସିର ସ୍ୱଚ୍ଛ ଆପ୍ ରହିଛି । ହେଲେ ଅନେକ ସ୍ଥାନରେ ଏବେ ନାଗରିକଙ୍କ ବଦଳରେ ସ୍ୱଚ୍ଛ ସାଥିମାନେ ଘରକୁ ଘର ବୁଲି ଲୋକଙ୍କ ଠାରୁ ଓଟିପି...
ଭୁବନେଶ୍ୱର : ଦେଶରେ ଯେତିକି ରେଳ ଦୁର୍ଘଟଣା ଘଟୁଛି ସେଥିରୁ ସଂଖ୍ୟାଧିକ ହେଉଛି ରେଳଗାଡିର ଲାଇନଚ୍ୟୁତ ଜନିତ । ୨୦୨୧-୨୨ ରେ ଦେଶରେ ଘଟିଥିବା ମୋଟ ୩୫ଟି ରେଳ ଦୁର୍ଘଟଣା ମଧ୍ୟରୁ ୨୭ ଲାଇନ୍ଚ୍ୟୁତ ହୋଇଥିବାବେଳେ ୨୦୨୨-୨୩ରେ ୪୮ଟି ଦୁର୍ଘଟଣା ମଧ୍ୟରୁ ୩୬ଟି ଲାଇନଚ୍ୟୁତ ଜନିତ ।
ତେବେ ରେଳ ମନ୍ତ୍ରଣାଳୟ ସୂତ୍ରରୁ ମିଳିଥିବା ସୂଚନା...
Baripada: Secretary to Chief Minister V K Pandian is on a two day visit to Mayurbhanj District to review the progress of various developmental works in the district and redressal of public grievances.
On the second day, Shri Pandian reviewed...
ଭୁବନେଶ୍ୱର : ଜଳବାୟୁ ପରିବର୍ତନର ଭୟଙ୍କର ପ୍ରଭାବ ବିଶ୍ୱବ୍ୟାପୀ ଅନୁଭୂତ ହେଉଥିବା ବେଳେ କ୍ଲାଇମେଟ ସ୍ମାର୍ଟ ଏଗ୍ରିକଲ୍ଚର ନିମନ୍ତେ ବାୟୁମଣ୍ଡଳ ବିଜ୍ଞାନ ଓ ଜଳବାୟୁ ମଡେଲିଂ କ୍ଷେତ୍ରରେ ସହଯୋଗ ନେଇ ଶନିବାର ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଏବଂ ଭାରତୀୟ ପାଣିପାଗ ବିଭାଗ (ଆଇଏମ୍ଡି) ମଧ୍ୟରେ ଏକ ବୁଝାମଣା ସ୍ୱାକ୍ଷରିତ ହୋଇଛି । ।
କୃଷି...
ନୂଆଦିଲ୍ଲୀ : ଚଳିତ ବର୍ଷ ଦେଶ ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ହେଉଛି । ତେଣୁ ଏଥରର ସ୍ୱାଧୀନତା ଦିବସ ସମାରୋହକୁ ସ୍ମରଣୀୟ କରିବା ଲାଗି ନୂଆଦିଲ୍ଲୀରେ ଆୟୋଜିତ ହେବାକୁ ଥିବା ସ୍ୱାଧୀନତା ଦିବସ ସମାରୋହରେ ଯୋଗ ଦେବାକୁ ଦେଶର କୋଣଅନୁକୋଣରୁ ପ୍ରାୟ ୧,୮୦୦ ସ୍ୱତନ୍ତ୍ର ଅତିଥିଙ୍କୁ ନିମନ୍ତ୍ରଣ କରାଯାଇଛି । ଆସନ୍ତା ୧୫...









