ଭୁବନେଶ୍ୱର : ଶିକ୍ଷାନୁଷ୍ଠାନଗୁଡିକରେ ନିଶାର ପ୍ରସାର ବଢି ବଢି ଚାଲିବା ଘଟଣା ପରିବାର ପରିଜନଙ୍କ ଠାରୁ ଆରମ୍ଭ କରି ପୁଲିସ୍ ଓ ପ୍ରଶାସନ ପାଇଁ ଚିନ୍ତାର କାରଣ ହୋଇଛି । ଏହାର ନିରାକରଣ ଲାଗି ଏବେ କମିଶନରେଟ ପୁଲିସ୍ ସମେତ ବିଭିନ୍ନ ଜିଲ୍ଲାରେ ବି କାର୍ଯ୍ୟକ୍ରମ ଚାଲିଛି ।
ବିଶେଷକରି ବୈଷୟିକ କଲେଜଗୁଡିକରେ ମଦ ସମେତ...
ଭୁବନେଶ୍ୱର : ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ଶରତ ପଟ୍ଟନାୟକଙ୍କ ଆହ୍ୱାନ କ୍ରମେ ୯ ଦଫା ଦାବି ନେଇ ୩୧୪ ବ୍ଲକ ଘେରାଉ କରିଥିଲା କଂଗ୍ରେସ । ଆଜି କଂଗ୍ରେସ ନେତା ତଥା ପିସିସି ସମ୍ପାଦକ ଶଶୀକାନ୍ତ ଲେଙ୍କାଙ୍କ ନେତୃତ୍ୱରେ ଏକ ବିରାଟ ଶୋଭାଯାତ୍ରାରେ ପିସିସି ସଭାପତି ଶରତ ପଟ୍ଟନାୟକ ଓ କଟକ...
ଭୁବନେଶ୍ବର : ଆଫ୍ରିକା, ଦୁବାଇ, ୟୁଏସ୍ଏ ଓ କାନାଡ଼ାରେ ବ୍ୟବସାୟ କରୁଥିବା ଭାରତୀୟ ଆଇଟି ମଲ୍ଟିନେସନାଲ କମ୍ପାନି, ଭୁବନେଶ୍ବର ଭିତ୍ତିକ ସିଏସ୍ଏମ୍ ଟେକ୍ନୋଲୋଜି ଆସୋଚାମ୍ ଦ୍ବାରା ଆୟୋଜିତ ଅଷ୍ଟମ ସଂସ୍କରଣ ଟେକ୍ ଫର୍ ଏକ୍ସିଲେନ୍ସ ଆୱାର୍ଡ ବିଜୟୀ ହୋଇଛି । ପଶ୍ଚିମବଙ୍ଗ ସରକାରଙ୍କ ସୂଚନା ପ୍ରଯୁକ୍ତିବିଦ୍ୟା ଓ ଇଲେକ୍ଟ୍ରୋନିକ୍ସ ବିଭାଗ ସହଭାଗିତାରେ ଆସୋଚାମ୍ ପକ୍ଷରୁ...
ନୂଆଦିଲ୍ଲୀ : ପୂର୍ବ ତଟ ରେଳପଥ ଏହାର ଅଧୀନରେ ଥିବା ରେଳ ଲାଇନରେ ହାତୀ ମୃତ୍ୟୁକୁ ହ୍ରାସ କରାଇବା ପାଇଁ ବିଶେଷ କରି ଖୋର୍ଦ୍ଧା ରୋଡ୍ ଏବଂ ସମ୍ବଲପୁର ରେଳ ମଣ୍ଡଳ ପରିସୀମା ମଧ୍ୟରେ ହାତୀ ଗତିବିଧିର ସମ୍ବେଦନଶୀଳ ସ୍ଥାନଗୁଡିକରେ ଏକ ଅଭିନବ ପଦକ୍ଷେପ ଗ୍ରହଣ କରିବାକୁ ଯାଉଅଛି | ଟ୍ରେନ୍ ଧକ୍କା ହେତୁ...
ଭୁବନେଶ୍ୱର : ଆକାଂକ୍ଷୀ ବ୍ଲକ କାର୍ଯ୍ୟକ୍ରମ ଅଧୀନରେ ରାଜ୍ୟ ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତିରାଜ ପ୍ରତିଷ୍ଠାନ ତରଫରୁ “ନୀତି ଆୟୋଗ” ପ୍ରାୟୋଜିତ ନେତୃତ୍ୱ ଦକ୍ଷତା ପ୍ରଶିକ୍ଷଣ ଗୁରୁବାରଠାରୁ ଆରମ୍ଭ ହୋଇଛି । ଏହି ତାଲିମ କାର୍ଯ୍ୟକ୍ରମକୁ ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ କୁମାର ଜେନା ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ଉଦଘାଟନ...
ନୂଆଦିଲ୍ଲୀ : ଭାରତରେ ଦିନକୁ ଦିନ ମୋବାଇଲ ସେବାର ବ୍ୟବହାର ଦ୍ରୁତଗତିରେ ବୃଦ୍ଧି ପାଉଛି । ସମସ୍ତେ ଏବେ ଅନ୍ଲାଇନ ସେବା ତୁରନ୍ତ ପାଇବାକୁ ବ୍ୟଗ୍ର । ଡିଜିଟାଲ ସଂଯୋଗ ଦ୍ୱାରା ସାମାଜିକ, ଅର୍ଥନୀତିକ ଓ ପରିବର୍ତ୍ତନକାରୀ ଗତିଶୀଳତା ବଢୁଛି । ତେଣୁ ଟେଲିକମ୍ ସମ୍ବଳର ନିରାପତ୍ତା, ଉପଯୁକ୍ତ ଉପଯୋଗ ଓ ବ୍ୟବହାରର ଗୁରୁତ୍ୱ...
Bhubaneswar: Union Minister Finance and Corporate Affairs Nirmala Sitharaman called upon the Chartered Accountants’ fraternity to make itself familiar with new technologies and global developments like Carbon Accounting and Environment, Social and Governance (ESG) norms.
Shrimati Sitharaman was addressing National...
ଭୁବନେଶ୍ୱର : ଆସନ୍ତା ନିର୍ବାଚନରେ କେନ୍ଦ୍ରରେ ବିଜେପି ଓ ରାଜ୍ୟରେ ବିଜେଡିକୁ ହରାଇବାପାଇଁ କଂଗ୍ରେସ ନେତୃତ୍ୱରେ ପରିଚାଳିତ ‘ଇନ୍ଡିଆ’ ମେଣ୍ଟ ଉଦ୍ୟମ କରୁଥିବାବେଳେ ସାମ୍ପ୍ରଦାୟିକ ସଦ୍ଭାବନା ଓ ଭାରତ ଯୋଡ କାର୍ଯ୍ୟକ୍ରମରେ ଯୋଡିହୋଇ ରାଜ୍ୟର କିଛି ଗାନ୍ଧୀବାଦୀ ସଂଗଠନ ମଧ୍ୟ ଏହି ଦୁଇ ଦଳକୁ ହଟାଇବାପାଇଁ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି ।
ଇତି ମଧ୍ୟରେ ରାଜଧାନୀରେ...
ଭୁବନେଶ୍ୱର : ବର୍ଷା ଋତୁ ପୂର୍ବରୁ ରାଜଧାନୀର ଡ୍ରେନଗୁଡିକୁ ସଫା କରିବା ସହିତ ମୁକୁଳା ଡ୍ରେନକୁ ଘୋଡାଇବାପାଇଁ ନଗର ଉନ୍ନୟନ ବିଭାଗର ତାଗିଦାକୁ କର୍ତ୍ତୃପକ୍ଷ କର୍ଣ୍ଣପାତ କରୁନାହାନ୍ତି । ଖୋଦ୍ ଭୁବନେଶ୍ୱର ମହାନଗର ନିଗମ (ବିଏମ୍ସି) ଦପ୍ତର ପାଶ୍ୱର୍ରେ ଥିବା ଡ୍ରେନ ମାସ ମାସ ଧରି ମୁକୁଳା ହୋଇ ପଡିଛି । ଏଠାରେ କେତେବେଳେ...
ଭୁବନେଶ୍ୱର : ଉପଯୁକ୍ତ ଯୋଜନା ପ୍ରସ୍ତୁତି କରି ଜଳସେଚନ ବ୍ୟବହାର ବୃଦ୍ଧି ପୂର୍ବକ ମହାନଦୀ ଡେଲଟା ଷ୍ଟେଜ୍ -୧ ଓ ଷ୍ଟେଜ୍ -୨ ଅଧୀନରେ କରାଯାଉଥିବା ରବି ଚାଷ ଉତ୍ପାଦନ ବୃଦ୍ଧି କରାଯିବା ସମ୍ପର୍କରେ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ଏକ-ଦିବସୀୟ କର୍ମଶାଳା କୃଷି ଭବନଠାରେ ଅନୁଷ୍ଠିତ ହୋଇଯାଇଛି ।
ଏହି କାର୍ଯ୍ୟକ୍ରମକୁ ମୁଖ୍ୟ ଶାସନ ସଚିବ...










