ଭୁବନେଶ୍ୱର : ଚାକିରି ଖଣ୍ଡିଏ ପାଇଁ ୧୧ଲକ୍ଷରୁ ଅଧିକ ଯୁବକ ଯୁବତୀ ସରକାରଙ୍କ ନିୟୋଜନ କାର୍ଯ୍ୟାଳୟରେ ନାମ ପଞ୍ଜିକରଣ କରିଥିବାବେଳେ ବର୍ଷକରେ ଏମାନଙ୍କ ମଧ୍ୟରୁ ଶହେ ଜଣ ବି ଚାକିରି ପାଉ ନାହାନ୍ତି । ଗତବର୍ଷ ଏମାନଙ୍କ ମଧ୍ୟରୁ ମାତ୍ର ୫୯ଜଣଙ୍କୁ ନିଯୁକ୍ତି ମିଳିଛି ।
ସରକାରୀ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ବର୍ତ୍ତମାନ ରାଜ୍ୟ...
ଭୁବନେଶ୍ୱର : ବାର ବର୍ଷ ତଳେ ପ୍ରଣୟନ କରାଯାଇଥିବା ରାଜ୍ୟ ମାମଲା ନୀତିର ଠିକଣା ଅନୁପାଳନ ହେଉ ନଥିବାରୁ ଓଡ଼ିଶାରେ ମାମଲା ସଂଖ୍ୟା କମିବା ପରିବର୍ତ୍ତେ ବଢି ବଢି ଚାଲିଛି । ମାମଲା ନୀତିକୁ କଡ଼ାକଡି ଭାବେ କାର୍ଯ୍ୟକାରି କରିବା ତ ଦୂରର କଥା ଏ ସଂକ୍ରାନ୍ତରେ ରାଜ୍ୟ ଓ ଜିଲ୍ଲା ସ୍ତରରେ ଥିବା...
Bhubaneswar: Chief Minister Naveen Patnaik today reviewed the status of Phase I of Bhubaneswar Metro project and approved the Detailed Project Report at a total cost of Rs 5929 crore, which will be fully borne by the State Government.
It...
Bhubaneswar: Chief Minister Naveen Patnaik today approved an additional grant of Rs 175.5 crore for Special Development Council (SDC) constituted in nine different districts for the welfare of tribals.
According to officials, the amount will be spent on preserving the...
ନୂଆଦିଲ୍ଲୀ : ଆଜି କେନ୍ଦ୍ର ଅର୍ଥମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ଦ୍ରବ୍ୟ ଓ ସେବା କର (ଜିଏସଟି) ପରିଷଦର ୫୨ତମ ବୈଠକ ନୂଆଦିଲ୍ଲୀସ୍ଥିତ ସୁଷମା ସ୍ୱରାଜ ଭବନଠାରେ ଅନୁଷ୍ଠିତହୋଇଯାଇଛି । ଦ୍ରବ୍ୟ ଓ ସେବା କର (ଜିଏସଟି) ପରିଷଦର ଏହି ୫୨ତମ ବୈଠକରେ ରାଜ୍ୟ ଅର୍ଥମନ୍ତ୍ରୀ ଶ୍ରୀ ବିକ୍ରମ କେଶରୀ ଆରୁଖ ଯୋଗଦେଇ...
ଭୁବନେଶ୍ୱର : ଓଡ଼ିଶା ରାଜ୍ୟ ସମବାୟ ବ୍ୟାଙ୍କ ଜାତୀୟ ପୁରସ୍କାର ଲାଭ କରିଛି । ସମଗ୍ର ଦେଶରେ ଥିବା ସମବାୟ ବ୍ୟାଙ୍କଗୁଡ଼ିକ ମଧ୍ୟରେ ଓଡ଼ିଶା ରାଜ୍ୟ ସମବାୟ ବ୍ୟାଙ୍କ ଉତ୍ତମ ସେବା ଓ ପ୍ରଦର୍ଶନ ପାଇଁ ତୃତୀୟ ପୁରସ୍କାର ପାଇଛି ।
ଜାତୀୟ ରାଜ୍ୟ ସମବାୟ ବ୍ୟାଙ୍କ ମହାସଂଘ (ଏନ୍ଏଏଫ୍ଏସ୍ସିଓବି) ପକ୍ଷରୁ ରାଜସ୍ଥାନରେ ଅନୁଷ୍ଠିତ ବାର୍ଷିକ...
ଭୁବନେଶ୍ୱର : ଆଜି ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ଆନୁକୂଲ୍ୟରେ ଭୁବନେଶ୍ୱରଠାରେ ଆୟୋଜିତ ଛତୁ କନ୍କ୍ଲେଭ୍-୨୦୨୩କୁ ଉଦ୍ଘାଟନ କରି ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପସ୍ୱାଇଁ କହିଛନ୍ତି ଯେ ଛତୁଚାଷ ପରି ଅର୍ଥକରୀ ଫସଲ ଚାଷୀର ଆୟବୃଦ୍ଧିରେ ସହାୟକ ହୋଇପାରୁଛି । ପାଳଛତୁ ଚାଷ ପାଇଁ ନଡ଼ା ବ୍ୟବହାର ହେଉଥିବାରୁ ଏହା ଦ୍ୱାରା ବର୍ଜ୍ୟବସ୍ତୁରୁ...
ଭୁବନେଶ୍ୱର : ସମଗ୍ର ଶିକ୍ଷା ଯୋଜନା ଅଧୀନରେ ବିଦ୍ୟାଳୟସ୍ତରୀୟ ସାମାଜିକ ଅଡିଟ୍ କାର୍ଯ୍ୟକ୍ରମ କାର୍ଯ୍ୟକାରୀ କରିବା ପାଇଁ ଓଡ଼ିଶା ସରକାରଙ୍କ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ସାମାଜିକ ଅଡିଟ୍ ୟୁନିଟ୍ (ଓସାଟ୍) ସହ ବୁଝାମଣାପତ୍ର ସ୍ୱାକ୍ଷର କରି ଓଡ଼ିଶା ରାଜ୍ୟ ଏକ ଅଗ୍ରଣୀ ପଦକ୍ଷେପ ଗ୍ରହଣ କରିଛି । ଶିକ୍ଷା ପାଇଁ ନିରନ୍ତର...
ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ଆମ କ୍ରାଡାବିତ୍ ମାନେ ଏସୀୟ କ୍ରୀଡାରେ ୧୦୦ ପଦକର ମାଇଲଖୁଣ୍ଟ ଅତିକ୍ରମ କରିଥିବାରୁ ଦେଶ ଆନନ୍ଦିତ ହୋଇଛି ।
୧୦ ଅକ୍ଟୋବରରେ ପ୍ରଧାନମନ୍ତ୍ରୀ ସେମାନଙ୍କୁ ଆତିଥେୟତା ପ୍ରଦାନ କରିବେ ଏବଂ ସେମାନଙ୍କ ସହିତ ଆଲୋଚନା କରିବେ ।
ଶ୍ରୀ ନରେନ୍ଦ୍ର ମୋଦୀ X ରେ ପୋଷ୍ଟ...
New Delhi: Prime Minister, Shri Narendra Modi has said that the nation is thrilled as our athletes have surpassed the milestone of 100 medals in the Asian Games.
The Prime Minister will host and interact with the contenvent on 10th...









