ଭୁବନେଶ୍ୱର : ରାଜଧାନୀର ବିଭିନ୍ନ ୱାର୍ଡରେ ବିଏମସିର ମାଳ ମାଳ ମିନି ଡମ୍ପିଂୟାର୍ଡ ଏବେ ସ୍ଥାନୀୟ ଲୋକଙ୍କ ପାଇଁ କାଳ ହେଲାଣି । ଗଳି କନ୍ଦିରେ ଅଳିଆ ଗଦା ହେବା ଯୋଗୁଁ ସ୍ଥାନୀୟ ଅଞ୍ଚଳରେ ଦୁର୍ଗନ୍ଧ ସହିତ ମଶାବଂଶ ବଢିବାରେ ବୃଦ୍ଧିରେ ସହାୟକ ହେଉଛି । ସହରର ଭିତରୁ ଏବେ ଅଳିଆ ଉଠାଇବାପାଇଁ ବିଏମ୍‍ସି ଦୁଇଟି...
ଭୁବନେଶ୍ଵର : ଭଲ ପାଠ ପଢ, ତୁମ ବାପା ମାଙ୍କ ସ୍ବପ୍ନକୁ ସାକାର କର। ତୁମ  ପ୍ରତିଭା ର  ସୁରଭି ସୁରଭି ସମସ୍ତେ ଅନୁଭବ କରନ୍ତୁ। ଜନଜାତି ଓ ଜାତି ଉନ୍ନୟନ ବିଭାଗ ଅଧିନରେ ଥିବା ବିଦ୍ୟାଳୟର ପିଲା ମାନଙ୍କ ପାଇଁ ଆୟୋଜିତ ସର୍ଗିଫୁଲ୍ କାର୍ଯ୍ୟକ୍ରମରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ...
ଭୁବନେଶ୍ୱର: ଓଡିଶା କଂଗ୍ରେସକୁ ମିଳିଛି ନୂଆ ପ୍ରଭାରୀ । ଡକ୍ଟର ଚେଲ୍ଲା କୁମାରଙ୍କୁ ପ୍ରଭାରୀ ପଦରୁ ହଟାଇ ତାଙ୍କ ଜାଗାରେ ଡକ୍ଟର ଅଜୟ କୁମାରଙ୍କୁ ନିଯୁକ୍ତି ମିଳିଛି । ଅଜୟ କୁମାର ହେଉଛନ୍ତି ଝାଡ଼ଖଣ୍ଡ ଜାମସେଦପୁରର ପୂର୍ବତନ ସାଂସଦ । ଓଡ଼ିଶା କଂଗ୍ରେସର ପ୍ରଭାରୀ ଦାୟିତ୍ୱ ସହ ତାଙ୍କୁ ତାମିଲନାଡୁ ଓ ପୁଡୁଚେରୀର ଅତିରିକ୍ତ ଦାୟିତ୍ୱ...
ଭୁବନେଶ୍ଵର : ଜଳାଶୟ ପୁନରୁଦ୍ଧାର ଏବଂ ବର୍ଜ୍ୟ ଜଳ ପରିଚାଳନାର ଗୁରୁତ୍ୱ ଉପରେ ଆଲୋକପାତ କରିବା ପାଇଁ ମୁକ୍ତା ପ୍ରଫେସନାଲମାନଙ୍କ ଦିନିକିଆ ଓରିଏଣ୍ଟେସନ କର୍ମଶାଳା ଗତକାଲି ଅନୁଷ୍ଠିତ ହୋଇଥିଲା। ଏହି କର୍ମଶାଳାର ଉଦ୍ଦେଶ୍ୟ ଥିଲା ମୁକ୍ତା ପ୍ରଫେସନାଲଙ୍କୁ କ୍ଷେତ୍ର ସ୍ତରରେ ଏହି କାର୍ଯ୍ୟକଳାପଗୁଡ଼ିକର ପ୍ରଭାବଶାଳୀ ରୂପାୟନ ଉପରେ ସ୍ପଷ୍ଟତା ଏବଂ ମାର୍ଗଦର୍ଶନ ପ୍ରଦାନ କରିବା...
ଭୁବନେଶ୍ୱର : ଶିଶୁମାନଙ୍କ ସୁରକ୍ଷା ପାଇଁ କେନ୍ଦ୍ର ସରକାର ଗତ ଆର୍ଥିକ ବର୍ଷରେ ରାଜ୍ୟକୁ ୩୭କୋଟିରୁ ଅଧିକ ଟଙ୍କା ପ୍ରଦାନ କରିଥିବାବେଳେ ଚଳିତ ଆର୍ଥିକ ବର୍ଷରେ ବର୍ତ୍ତମାନ ସୁଦ୍ଧା ୨୬.୩୩ କୋଟି ଟଙ୍କା ଦେଇ ସାରିଲେଣି । ନିକଟରେ କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ସ୍ମୃତି ଇରାନୀ ସଂସଦରେ ରଖିଥିବାରୁ ଉତ୍ତରରୁ...
ଭୁବନେଶ୍ୱର : ଶୀତର ପ୍ରକୋପରେ ସାରା ଓଡ଼ିଶା ଥରୁଥିବାବେଳେ ନିର୍ବାଚନ ପାଖେଇ ଆସୁଥିବାରୁ ରାଜନୈତିକ ଉଷ୍ମତା କିନ୍ତୁ ବାତାବରଣକୁ ସରଗରମ କରୁଛି । ଏବେ ଓଡ଼ିଶାରେ ବିଜେଡି, ବିଜେପି ଓ କଂଗ୍ରେସ ଦଳ ପକ୍ଷରୁ ଏକପ୍ରକାର ନିର୍ବାଚନ ପାଇଁ ସମରସଜ୍ଜା ଚାଲିଥିବା ଭଳି ମନେ ହେଉଛି । ପ୍ରାୟ ପ୍ରତିଦିନ ରାଜ୍ୟର କୋଣଅନୁକୋଣରୁ ବିଭିନ୍ନ ସଙ୍ଗଠନ...
ଭୁବନେଶ୍ୱର: ରେଡ୍ କରିଡରରେ ମାଓ ବିରୋଧୀ ଅଭିଯାନ ପାଇଁ ହାଇଟେକ୍ ଡ୍ରୋନ୍ ମୁତୟନ କରିବାକୁ ନିଷ୍ପତ୍ତି ନେଇଛି ପୁଲିସ। ଗୁଇନ୍ଦା ନିର୍ଦ୍ଦେଶକ ସଞ୍ଜୀବ ପଣ୍ଡା କହିଛନ୍ତି ଯେ ମାଓ ବିରୋଧୀ ଅପରେସନରେ ଅତ୍ୟାଧୁନିକ ବୈଶିଷ୍ଟ୍ୟ ଥିବା ହାଇଟେକ୍ ଡ୍ରୋନ୍ ମୁତୟନ କରାଯିବ  । ଗତ ଡିସେମ୍ବର ୨୦ ତାରିଖରେ ଏଠାରେ ଅନୁଷ୍ଠିତ ବାମପନ୍ଥୀ ଉଗ୍ରବାଦ ସ୍ଥିତି ଉପରେ...
ଭୁବନେଶ୍ବର : କୁଷ୍ଠ ରୋଗୀଙ୍କ ଆଗୁଆ ନିର୍ଣ୍ଣୟ ଓ ସମ୍ପୂର୍ଣ୍ଣ ଚିକିତ୍ସା ନିମନ୍ତେ ରାଜ୍ୟ ସରକାର କୁଷ୍ଠରୋଗକୁ ଏକ ରିପୋର୍ଟଯୋଗ୍ୟ ରୋଗ ରେ ପରିଣତ କରିଛନ୍ତି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଆଜି ଏ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ଓଡ଼ିଶା ସରକାର ରାଜ୍ୟରେ 'ରିପୋର୍ଟେବଲ୍ ଡିଜିଜ୍' ଭାବେ ଘୋଷଣା କରିଛନ୍ତି...
ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ମହିମା ଗାଦିରୁ ଡିସେମ୍ବର ୨୨ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜିଲ୍ଲା ଗସ୍ତରେ ଆସିଛନ୍ତି। ଶ୍ରୀ ପଟ୍ଟନାୟକଙ୍କ ସହ ୫ଟି ଓ ନବୀନ ଓଡ଼ିଶା ମୁଖ୍ୟ ଭିକେ ପାଣ୍ଡିଆନ୍ ଉପସ୍ଥିତ ଥିଲେ। ୨୦୨୪ ନିର୍ବାଚନକୁ ଆଖି ଆଗରେ ରଖି ମୁଖ୍ୟମନ୍ତ୍ରୀ ଏକ କେନ୍ଦ୍ରରୁ ଜିଲ୍ଲା ଗସ୍ତ ଆରମ୍ଭ କରିଥିଲେ ଏବଂ ଶ୍ରୀ...
ଭୁବନେଶ୍ୱର : ଆଜି ଜାତୀୟସ୍ତରୀୟ ୧୪ ବର୍ଷରୁ କମ୍‌ ଉଭୟ ବାଳକ ଓ ବାଳିକା ରଗ୍‌ବୀ ଏବଂ ଭଲିବଲ୍‌ ପ୍ରତିଯୋଗିତା ୨୦୨୩ କିଟ୍‌ ଏବଂ କିସ୍‌ ବିଶ୍ୱବିଦ୍ୟାଳୟ, ଭୁବନେଶ୍ୱର ପରିସରରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର କମିଶନର ତଥା ଶାସନ ସଚିବ ଅଶ୍ୱତୀ ଏସ୍‌ଙ୍କ ସଭାପତିତ୍ୱରେ ଉଦ୍‌ଘାଟିତ ହୋଇଯାଇଛି । ଉକ୍ତ ଉଦ୍‌ଘାଟନୀ ଉତ୍ସବରେ ମୁଖ୍ୟ...